Sign in
Sign in
Recover your password.
A password will be e-mailed to you.
ଓଡ଼ିଶା ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନା ୨୦୨୪ ବର୍ଷ ତୀର୍ଥ ସ୍ଥାନ ଗୟା ଓ ବାରାଣସୀକୁ ଯାତ୍ରା
ଭବାନୀପାଟଣା(ରୋହିତ କୁମାର ନାଏକ )ତା ୨୮.୧.୨୦୨୪: ଗତ ୨୭.୧.୨୦୨୪ ରିଖ ସ୍ଥାନୀୟ ରେଡକ୍ରସ କଲ୍ୟାଣ ମଣ୍ଡପ ଠାରେ ଅପରାହ୍ନ ୪.୦୦ ଘ ସମୟରେ କଳାହାଣ୍ଡି ଜିଲ୍ଲାର ୨୨୦ ଜଣ ତୀର୍ଥଯାତ୍ରୀ ଙ୍କୁ ନେଇ ୬ ଟି ବସ ରାୟଗଡ଼ା ଅଭିମୁଖେ ଯାତ୍ରା କରିଛି। ତୀର୍ଥଯାତ୍ରୀ ମାନେ ରାୟଗଡ଼ାରୁ ରେଳ ଯୋଗେ…
ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ: ଯୋଡିହେବେ ବିଶ୍ୱର କୋଣ ଅନୁକୋଣରେ ରହୁଥିବା ପ୍ରବାସୀ ଓଡ଼ିଆ
ଅନଲାଇନ ପଞ୍ଜିକରଣ ଆରମ୍ଭ, ବଢିଚାଲିଛି ଉତ୍କଣ୍ଠା
ଭୁବନେଶ୍ୱର,: ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ସହିତ ଯୋଡି ହେବାକୁ ଓଡିଶା ସମେତ ବିଦେଶରେ ରହୁଥିବା ପ୍ରବାସୀ ଓଡ଼ିଆ ମଧ୍ୟ ଉତ୍ସାହିତ ଥିବା ଲକ୍ଷ୍ୟ କରାଯାଉଛି । ଏଭଳି ଏକ ସମ୍ମିଳନୀ ରାଜ୍ୟରେ ପ୍ରଥମ ଥର ପାଇଁ ଆୟୋଜନ ହେଉଥିବାରୁ…
କେବଳ ଶଂଖ ଚିହ୍ନ ଓ ନବୀନ ପଟ୍ଟନାୟକଙ୍କୁ ଚିହ୍ନନ୍ତୁ: ପାଣ୍ଡିଆନ
ମୁଖ୍ୟମନ୍ତ୍ରୀ ଆପଣଙ୍କ ପାଇଁ ଦିନରାତି ଖଟୁଛନ୍ତି
ଶଂଖ ଚିହ୍ନ ଆପଣଙ୍କ ଆତ୍ମା, ବିଜୁ ପରିବାରର ଆତ୍ମା
ଶ୍ରୀମନ୍ଦିର ଓ ସମଲେଇ ପରେ ମା ତାରିଣୀ ପୀଠର ହେବ ରୂପାନ୍ତରଣ
ଆସନ୍ତାମାସରୁ କେନ୍ଦୁଝରରେ ଆରମ୍ଭ ହେବ ଲକ୍ଷ୍ମୀ ବସ ସେବା
କେନ୍ଦୁଝରରେ ୧୩ ହଜାର ୩୧୦ କୋଟିର…
କବିସୂର୍ଯ୍ୟ ସଦାନନ୍ଦ ବ୍ରହ୍ମାଙ୍କ ୨୮୬ ତମ ଜୟନ୍ତୀ ପାଳିତ
ନୟାଗଡ଼,( ଲକ୍ଷ୍ମୀଧର ସାହୁ) :ସଦାନନ୍ଦ ସାହିତ୍ୟ ପରିଷଦ ଶରଣକୁଳ ପକ୍ଷରୁ ରୀତିଯୁଗୀୟ ମହାନ କବି କବିସୂର୍ଯ୍ୟ ସଦାନନ୍ଦ ବ୍ରହ୍ମାଙ୍କ ୨୮୬ ତମ ଜୟନ୍ତୀ ଉତ୍ସବ ତାଙ୍କ ଜନ୍ମ ମାଟି ଭିକାରୀପଡା ସ୍ଥିତ କବିସୂର୍ଯ୍ୟ ସଦାନନ୍ଦ ବ୍ରହ୍ମା ପବ୍ଲିକ ସ୍କୁଲ ପରିସରରେ ରବିବାର ପାଳିତ ହୋଇଯାଇଛି।ଏହି…
ଦ୍ବାଦଶ ରାଜ୍ୟ ସ୍ତରୀୟ ବଂଶଧାରା ବସନ୍ତ ମହୋତ୍ସବ ର ମେଗା କ୍ରୀଡା ଉଦ୍ଘାଟିତ
ଗୁଣପୁର ରୁ ସନ୍ତୋଷ କୁମାର-ଦ୍ବାଦଶ ରାଜ୍ୟ ସ୍ତରୀୟ ବଂଶଧାରା ବସନ୍ତ ମହୋତ୍ସବ ର ଆଜି ମେଗା କ୍ରିଡା ଉତ୍ସବ ଉଦଘାଟିତ ହୋଇଯାଇଛି । ଏହି ଅବସରରେ ପୁରୁଣା ବସଷ୍ଟାଣ୍ଡ ଦକ୍ଷିଣ କାଳୀ ମନ୍ଦିର ରୁ ମଶାଲ ଶୋଭାଯାତ୍ରା ବାହାରି ମିନି ଷ୍ଟାଡିୟମ ରେ ପହଞ୍ଚିଥିଲା। ଷ୍ଟାଡିୟମ ରେ କ୍ରୀଡା ପରିଷଦ ର…
୫ଜି ନବସୃଜନକୁ ଆଗକୁ ବଢ଼ାଇବା ପାଇଁ ରିଲାଏନ୍ସ ଜିଓ ଓ ୱାନପ୍ଲସ୍ ଇଣ୍ଡିଆ ମଧ୍ୟରେ ସହଭାଗିତା
ବେଙ୍ଗାଲୁରୁ / ଭୁବନେଶ୍ୱର: ଭାରତର ସର୍ବବୃହତ ଡିଜିଟାଲ ସେବା ପ୍ରଦାନକାରୀ କମ୍ପାନି ରିଲାଏନ୍ସ ଜିଓ ଏବଂ ଅତ୍ୟାଧୁନିକ ଜ୍ଞାନକୌଶଳର ଅଗ୍ରଣୀ କମ୍ପାନୀ ୱାନ୍ପ୍ଲସ୍ ଭାରତରେ ୫ଜି ପ୍ରଯୁକ୍ତିର ସମ୍ପୂର୍ଣ୍ଣ ସମ୍ଭାବନାକୁ ଉନ୍ମୁକ୍ତ କରିବା ପାଇଁ ଅତ୍ୟାଧୁନିକ ୫ଜି ଇନୋଭେସନ ଲ୍ୟାବ୍ ପ୍ରତିଷ୍ଠା…
୧ମ ସୋଆ ଇଂଟରନ୍ୟାସନାଲ ଗ୍ରାଣ୍ଡ ମାଷ୍ଟର୍ସ ଚେସ୍ ଫେଷ୍ଟିଭାଲ ଉଦ୍ଘାଟିତ
ଭୁବନେଶ୍ୱର, ଜାନୁଆରୀ ୨୮ : ରବିବାର ସୋଆ ବିଶ୍ୱବିଦ୍ୟାଳୟରେ ପ୍ରଥମ ସୋଆ ଇଂଟରନ୍ୟାସନାଲ ଗ୍ରାଣ୍ଡ ମାଷ୍ଟର୍ସ ଚେସ ଫେଷ୍ଟିଭାଲ ଆରମ୍ଭ ହୋଇଛି । ଏଥିରେ ୧୨ଟି ଦେଶରୁ ଭାଗ ନେଉଥିବା ଚେସ ଖେଳାଳୀ ମାନଙ୍କ ମଧ୍ୟରେ ୯ ଜଣ ଗ୍ରାଣ୍ଡ ମାଷ୍ଟର ଓ ୨୨ ଜଣ ଇଂଟରନ୍ୟାସନାଲ ମାଷ୍ଟର ରହିଛନ୍ତି । ଏହି…
ଶତାୟୁ ସ୍ୱାଧୀନତା ସଂଗ୍ରାମୀଙ୍କୁ ଶେଷ ସମ୍ମାନ
ଆମେ ଜଣେ ମୁରବି ଓ ଦିଗ୍ଦର୍ଶନକାରୀଙ୍କୁ ହରାଇଲୁ ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ
ଭୁବନେଶ୍ୱର, ୨୮ା୧- ରାଜ୍ୟ ଉଚ୍ଚଶିକ୍ଷା , ସମବାୟ , ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଶତାୟୁ ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ନିଳମଣି ସାମଲଙ୍କୁ ତାଙ୍କର ଶେଷ ସମ୍ମାନ…
ଝିଅ କୁ ଦିଅ ଶିକ୍ଷା ସମ୍ମାନ ସେ ରଖିବ ଜାତିର ମାନ
https://youtu.be/I2KhLq4z7Rs
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଜାତୀୟ ଶିଶୁ କନ୍ୟା ଦିବସ - ୨୦୨୪ ପାଳିତ ହୋଇଯାଇଛି। ଉକ୍ତ…
ଗଞ୍ଜାମ ପୋଲିସ୍ ଆରକ୍ଷୀ ଅଧୀକ୍ଷକଙ୍କୁ ରାଜ୍ୟପାଳ ପୁରସ୍କାର, ବିଭିନ୍ନ ମହଲରୁ ଶୁଭେଛା
ବେଲଗୁଣ୍ଠା -(ଶିବରାମ ଚୌଧୁରୀ ): 75 ତମ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ନିଜର କର୍ତ୍ତବ୍ୟ ନିଷ୍ଠା ପାଇଁ ଗଞ୍ଜାମ ପୋଲିସ୍ ଆରକ୍ଷୀ ଅଧୀକ୍ଷକ ଶ୍ରୀଯୁକ୍ତ ଜଗମୋହନ ମୀନାଙ୍କୁ ମିଳିଛି ରାଜ୍ୟପାଳ ପଦକ ପୁରସ୍କାର। ଗତବର୍ଷ ଜାନୁଆରୀ ୮ ରେ ଗଞ୍ଜାମ ଜିଲ୍ଲାରେ ଶ୍ରୀ ମୀନା ଏସ.ପି ଭାବେ…