ଆଦ୍ୟଶକ୍ତି ମାଁ ଦୁର୍ଗା ଙ୍କର ପୂଜାର୍ଚ୍ଚନା କରି ପ୍ରଚାର ଆରମ୍ଭ କଲେ ସୁଶାନ୍ତ ସିଂ

https://youtu.be/IiWqLaybN9g ସୁଶାନ୍ତ ଓ ପରିଣୀତାଙ୍କୁ ସୋହେଲାରେ ଭବ୍ୟ ସ୍ୱାଗତ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ନବୀନ ପଟ୍ଟନାୟକ , ଲୋକସଭା ଆସନ ମଧ୍ୟ ଅଧିକ ଜିତିବ ବିଜେଡି :-ସୁଶାନ୍ତ ସିଂ ବରଗଡ଼ :- ବାଜି ସାରିଛି 2024 ସାଧାରଣ ନିର୍ବାଚନ ପାଇଁ ବିଗୁଲ । ନିର୍ବାଚନ ଘୋଷଣା…

“ବିଜେଡିରେ ଗଣତନ୍ତ୍ର ନାହିଁ : ଅଣଓଡିଆ କର୍ମଚାରୀଙ୍କ କବଜାରେ ଦଳ “

ବିଜେପିରେ ଯୋଗ ଦେଲେ ବିଜେଡି ରାଜ୍ୟ ସମ୍ପାଦକ ଅଜୟ ନାୟକ ଦୁର୍ନୀତି ଓ ଭ୍ରଷ୍ଟାଚାରରେ ଉବୁଟୁବୁ ବିଜେଡି ଡଙ୍ଗା ଖୁବ ଶୀଘ୍ର ବୁଡିଯିବ : ଅଜୟ ନାୟକ ଭୁବନେଶ୍ୱର: ବିଜୁ ଜନତା ଦଳରେ ଗଣତନ୍ତ୍ର ନାହିଁ । ଅଣଓଡିଆ କର୍ମଚାରୀଙ୍କ କବଜାରେ ବିଜେଡି । ଦୀର୍ଘ ବର୍ଷର କଠିନ ପରିଶ୍ରମ ବଳରେ ବିଜେଡିକୁ…

ସ୍ବାଧୀନତାର ୭୫ ବର୍ଷ ପରେ ବି ପକ୍କା ରାସ୍ତା ସାତ ସପନ

ଗାଇସିଲାଟ/ମନ ଡନସନା- ବିଜେପୁର ନିର୍ବାଚନ ମଣ୍ଡଳୀ ଅର୍ନ୍ତଗତ ଗାଇସିଲାଟ ବ୍ଲକ ର ସାନସାହାଜବାହାଲ, ବାବେବାହାଲ, କନ୍ଦାଗାଡ, କମଲାପଦର ଅଞ୍ଚଳବାସୀ ଙ୍କ ପାଇଁ ପକ୍କା ରାସ୍ତା ସାତ ସପନ ସଦୃଶ ।ଏହି ଗାଁ ମାନଙ୍କୁ ଯିବାକୁ ହେଲେ ଗାଇସିଲାଟ ସଦରମହକୁମା ଠାରୁ ଏହି କାଦୁଅ ପଚପଚ କଞ୍ଚା ରାସ୍ତା ରେ…

ଖଲ୍ଲିକୋଟରେ ଵିଜେପିର ମିଶ୍ରଣ ପର୍ବ ।

(ଶାସକ ପ୍ରଶାସକ/ ଖଲ୍ଲିକୋଟ ରୁ ଶିବରାମ ଜେନା): ଖଲ୍ଲିକୋଟ ‌ରେ ରାଜନୈତିକ ଅସ୍ଥିରତା ଏବେ ଦେଖିବାକୁ ମିଳିଛି । ଏ ଅବସରରେ କ‌ହିବାକୁ ଗଲେ ଖଲ୍ଲିକୋଟ ର ରାଜନୈତିକ କ୍ଷେତ୍ରରେ ବିରାଟ ପରିବର୍ତ୍ତନ ଦେଖାଯିବ । ବିଜେପି ର ସାଙ୍ଗଠନିକ କାର୍ଯ୍ୟକୁ ନେଇ ବିଜେଡିର ନେତାମାନେ ନିଜକୁ ପ୍ରମାଦ…

ସଞ୍ଜ ନଇଁଲେ ଏଠି ଅନ୍ଧାରର ରାଜୁତି, ମୌଳିକ ସୁବିଧା ଏହି ଅପହଞ୍ଚ

ବିକାଶ ହୁଡ଼ି ଯାଇଛି ଭରିଭଟା ଗାଁର ବାଟ କଲ୍ୟାଣସିଂହପୁର: ସଞ୍ଜ ନଇଁଲେ ଏଠି ଅନ୍ଧାରର ରାଜୁତି। ମୌଳିକ ସୁବିଧା ଏହି ଅପହଞ୍ଚ | ସତେ ଯେମିତି ସରକାରଙ୍କ ବହୁଚର୍ଚ୍ଚିତ ଓ ତଥାକଥିତ ବିକାଶ ହୁଡ଼ି ଯାଇଛି ଭରିଭଟା ଗାଁର ବାଟ | ଭରିଭଟା ଗାଁ...ଏ ହେଉଛି ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକର…

ଶ୍ରୀ ରାମ ନବମୀ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୧୨/୦୪/୨୪ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ପଥପ୍ରାନ୍ତ ସୁବିଧା କେନ୍ଦ୍ର ଠାରେ ଆଗାମୀ ୧୭ ତାରିଖ ରେ ହେବାକୁ ଥିବା ଶ୍ରୀ ରାମ ନବମୀ ଉତ୍ସବ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ତାରିଣୀ ମନ୍ଦିର ଛକ, ମୁଖ୍ୟ ଦୈନିକ ବଜାର…

ଜି ଆଇଇ ଟି ବିଶ୍ୱବିଦ୍ୟାଳୟରେ ସ୍ୱେଚ୍ଛାକୃତ ମେଗା ରକ୍ତଦାନ ଶିବିର ,୨୨୯ ୟୁନିଟ ରକ୍ତ ସଂଗ୍ରହ

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି- ସ୍ଥାନୀୟ ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟରେ ଜାତୀୟ ସେବା ଯୋଜନା ପକ୍ଷରୁ ଏକ ସ୍ବେଚ୍ଛାକୃତ ଆନ୍ତ ରାଜ୍ୟ ମେଗା ରକ୍ତଦାନ ଶିବିର ଵିଶ୍ଵବିଦ୍ୟାଳୟ ପରିସର ଅନୁଷ୍ଠିତ ହୋଇଯାଇଛି ।ଏହି ଶିବିରରେ ମୋଟ ୨୨୯ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି।ଏହି ଶିବିରକୁ…

କୋରାପୁଟ ଲୋକସଭା ଓ ବିଧାନସଭା ପାଇଁ ବିଜେପି ଦଳର ପ୍ରଭାରୀ ଓ ସଂଯୋଜକଙ୍କ ନାମ ଘୋଷଣା

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: କୋରାପୁଟ ଲୋକସଭା ଓ ବିଧାନସଭା ନିର୍ବାଚନ ପରିଚାଳନା ପାଇଁ ବରିଷ୍ଠ କର୍ମକର୍ତ୍ତାଙ୍କୁ ପ୍ରଭାରୀ ଓ ସଂଯୋଜକ ରୂପେ ଦାୟିତ୍ୱ ଦିଆଯାଇଛି। ଏହି ସମ୍ପର୍କରେ ଜିଲ୍ଲା ବିଜେପି ସଭାପତି ଶିବ ପଟନାୟକ ସୂଚନା ଦେଇ କହିଛନ୍ତିଯେ କୋରାପୁଟ ଲୋକ ସଭା ସଂଯୋଜକ ରୂପେ…

ନିଶ୍ଚିନ୍ତକୋଇଲି ସେଣ୍ଟ ଜାଭିୟର ହାଇସ୍କୁଲର ୧୧ତମ ବାର୍ଷିକ ଉତ୍ସବ ଆନନ୍ଦ ଉଲ୍ଲାସର ସହିତ ଅନୁଷ୍ଠିତ l

(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ନିଶ୍ଚିନ୍ତକୋଇଲି ବ୍ଳକ କଟରପଡ଼ା ଠାରେ ଥିବା ନିଶ୍ଚିନ୍ତକୋଇଲି ସେଣ୍ଟ ଜାଭିୟର ହାଇସ୍କୁଲର ୧୧ତମ ବାର୍ଷିକ ଉତ୍ସବ ଆନନ୍ଦ ଉଲ୍ଲାସର ସହିତ ଅନୁଷ୍ଠିତ ହୋଇଯାଇଛି l ଆସ୍ଥା ଚାରିଟେବୁଲ ଟ୍ରଷ୍ଟର ଚେୟାରମ୍ୟାନ ପ୍ରମିଳା ନାୟକଙ୍କ ସଭାପତିତ୍ଵ ଏବଂ ସ୍କୁଲର…

ବାଣପୁର ଐତିହାସିକ ପଲଟଣ ପଡିଆରେ ମହା ଧୁମଧାମରେ ପାଳିତ ହେଲା ଦଣ୍ଡ ମେଳଣ

ବାଣପୁର (ସେକ କୌସର ): ଆସ୍ଥା ଓ ବିଶ୍ୱାସର ପ୍ରତୀକ ଦଣ୍ଡ ଠାକୁର। ବିଶ୍ୱାସରୁ ପରମ୍ପରାର ସୃଷ୍ଟି। ଯେଉଁ ଠାକୁର ଦାଣ୍ଡରେ ବୁଲନ୍ତି, ଦାଣ୍ଡରେ ପୂଜା ପାଆନ୍ତି। ଠାକୁରଙ୍କ ସାଥିରେ ଭକ୍ତ ବି ବୁଲେ, ଦାଣ୍ଡରେ ମୁଣ୍ଡିଆ ମାରେ, ଠାକୁରଙ୍କୁ ପାଇବାକୁ ଦଣ୍ଡ ପାଏ।ଏହିଭଳି ଅନନ୍ୟ ପରମ୍ପରା…