Sign in
Sign in
Recover your password.
A password will be e-mailed to you.
ଏଏମଏନଏସ ଷ୍ଟିଲ ପ୍ଲାଣ୍ଟରେ ବିପିଏନଏସଆଇ ର କର୍ମଶାଳା
ପାରାଦ୍ବୀପ : ଭାରତ ସରକାରଂକ, ଇସ୍ପାତ ମନ୍ତ୍ରଣାଳୟ ଅଧୀନସ୍ଥ, ବିଜୁ ପଟ୍ଟନାୟକ ଜାତୀୟ ଇସ୍ପାତ ପ୍ରତିଷ୍ଠାନ, ପାରାଦୀପ ଠାରେ ଅବସ୍ଥିତ ଆର୍ସେଲର ମିତ୍ତଲ ନିପ୍ପନ୍ ଷ୍ଟିଲ କାରଖାନା ରେ ସସ୍ଟୈନେବିଲିଟି, ଏନର୍ଜି କନଜେର୍ଭେସନ୍ ଏବଂ ଇମୋସନାଲ ଇଂନ୍ଟେଲିଜେନ୍ସ ସଂବନ୍ଧୀୟ ଏକ ଦିବସୀୟ କର୍ମଶାଳା…
ଗମ୍ଭାରୀମୁଣ୍ଡାରେ ସଡ଼କ ଦୁର୍ଘଟଣା ଘଟି ଯୁବକଙ୍କ ପ୍ରାଣହାନୀ
ବାଲୁଗାଁ (ସେକ କୌସର ): ନାଚୁଣୀ ଥାନା ଗମ୍ଭାରୀମୁଣ୍ଡା ସ୍କୁଲ ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଯାଇଛି, ଯେଉଁଥିରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ଢ଼େଙ୍କନାଳ ଜିଲ୍ଲା ରାସଳୋ ଥାନା ଅନ୍ତର୍ଗତ ହିଲିସର ଗ୍ରାମର ଚନ୍ଦନ ଦେହୁରୀ (୨୨) ବୋଲି ଜଣାପଡିଛି।ସୂଚନା ମୁତାବକ ଦେଙ୍କନାଳ…
ପୋଡାପାଡ଼ି ଠାରେ କିଶୋରୀ ମେଳା ଅନୁଷ୍ଠିତ
ରାୟଗଡା ରୁ ବୈକୁଣ୍ଠ ଦୁରିଆ -କାଶୀପୁର ବ୍ଳକ୍ ପୋଡାପାଡ଼ି ସ୍କୁଲ ପରିସରରେ ଆଇସିଡିଏସ୍ ସୁପରବାଇଜର ଙ୍କ ଅଧ୍ୟକ୍ଷତାରେ କିଶୋରୀ ମେଳା-2023/24 ଅନୁଷ୍ଠିତ ହୋଇଯାଇଛି I ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ସହାୟତାରେ ତଥା କାଶୀପୁର ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଦ୍ୱାରା ଆୟୋଜିତ…
ରେଳ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ବିରିବାଟି ନିକଟସ୍ଥ ପରମହଂସ ଠାରେ ପ୍ରଧାନମନ୍ତ୍ରୀଙ୍କ “ମନ କି ବାତ୍”…
କଟକ ରେଳ ଷ୍ଟେସନ (ଓଏମପି/ ଏନଏଚ) ପାର୍ଶ୍ୱ 2ୟ ପ୍ରବେଶକୁ ନିରୀକ୍ଷଣ କରି କାର୍ଯ୍ୟର ଅଗ୍ରଗତି ପାଇଁ ଅଧିକାରୀମାନଙ୍କୁ ପ୍ରଶଂସା |
• ଜନସାଧାରଣଙ୍କ ଦାବିକୁ ତତକ୍ଷଣାତ ମଞ୍ଜୁରୀ ଦିଆଯାଇଛି 1. ପରମହଂସ: ରେଲୱେ ଲାଇନ ନିକଟରେ ଆପ୍ରୋଚ୍ ରୋଡ୍ ନିର୍ମାଣ ପାଇଁ ମଞ୍ଜୁରୀ, 2. କନ୍ଦରପୁର…
ପୁଣି ପ୍ରତିଶ୍ରୁତି ପାଳନ କଲେ ରେଳମନ୍ତ୍ରୀ: ଝାରସୁଗୁଡ଼ା ଡାକଘରକୁ ମିଳିଲା ନୂଆ ମେକଓଭର ।
ଝାରସୁଗୁଡ଼ା : ରେଳ, ଯୋଗାଯୋଗ ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ୧୮୮୨ ମସିହାରେ ନିର୍ମିତ ଏକ ଐତିହାସିକ ରତ୍ନ ଝାରସୁଗୁଡ଼ା ଡାକଘରର ନବୀକରଣ ପାଇଁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିଛନ୍ତି । ମନ୍ତ୍ରୀଙ୍କ ପ୍ରତିଶ୍ରୁତି ପୂରଣ ଦ୍ଵାରା…
ସର୍ବୋଦୟ ସାମାଜିକ କେନ୍ଦ୍ର ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ।
ବେଲଗୁଣ୍ଠା -(ଶିବରାମ ଚୌଧୁରୀ )-କଳା ସଂସ୍କୃତିର ସହର ବେଲଗୁଣ୍ଠାର ସର୍ବପୁରାତନ କ୍ଳବ ତଥା ପୁନଃ ସଙ୍ଗଠିତ ସର୍ବୋଦୟ ସାମାଜିକ କେନ୍ଦ୍ର ତରଫରୁ ସହରର ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହୋଇଯାଇଛି ।କ୍ଳବ ସଭାପତି ତଥା…
ବାଇକ୍ ଦୁର୍ଘଟଣାରେ ଯୁବକ ମୃତ
ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୨୮/୦୧/୨୪ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ଅର୍ଚ୍ଚିତଗୁଡା ଗ୍ରାମ ରେ ବାଇକ୍ ଦୁର୍ଘଟଣାରେ ଜଣେ ଯୁବକ ଙ୍କ ମୃତ୍ୟୁ ଘଟିଛି । ମୃତ ଯୁବକ ଉମରକୋଟ ଥାନା ତାରାଯୋଡ଼ି ଗ୍ରାମ ର ସଦନ ସାନ୍ତା (୩୫) ବୋଲି ଜଣା ପଡିଛି।ଏ ନେଇ ମୃତକଙ୍କ…
କିଟ୍ ଓ କିସ୍ ପକ୍ଷରୁ ଭଞ୍ଜନଗରରେ ମିନି ମାରାଥନ୍
ଭଞ୍ଜନଗର ରୁ ଉଦୟନାଥ ପଣ୍ଡା: କିଟ୍ ଓ କିସ୍ ପକ୍ଷରୁ ଗଞ୍ଜାମ ଜିଲ୍ଲା ଭଞ୍ଜନଗରରେ ଆଜି ଏକ ସାମୁହିକ ମିନି ମାରାଥନ୍ ଅନୁଷ୍ଠିତ ହୋଇଯାଇଛି। ଏହାସହିତ ସହରର ମୁଖ୍ୟ ସଡ଼କ ରେ ଥିବା ଟାଉନ୍ ହଲ୍ ଠାରେ ଏକ ସଭା ଅନୁଷ୍ଠିତ ସୋଇଥିଲା। ଚଳିତବର୍ଷ ଓଡ଼ିଶା ର ୩୦ ଗୋଟି ଜିଲ୍ଲାର ଭଞ୍ଜନଗର ସହର ସମେତ ୫୫…
ଘୁମୁସର ଗବେଷଣା ପ୍ରତିଷ୍ଠାନର ଚତୁର୍ଥ ବାର୍ଷିକ ସମ୍ମିଳନୀ
ଭଞ୍ଜନଗର ରୁ ଉଦୟନାଥ ପଣ୍ଡା: ଭଞ୍ଜନଗର ସହରର ନିୟନ୍ତ୍ରିତ ବଜାର କମିଟି ସଭାଗୃହରେ, ଆଜି ୨୮ ଜାନୁଆରୀ ୨୦୨୪ ରବିବାର ଦିନ ୧୧ ଘଣ୍ଟିକା ସମୟରେ ଘୁମୁସର ଗବେଷଣା ପ୍ରତିଷ୍ଠାନର ଚତୁର୍ଥ ବାର୍ଷିକ ସମ୍ମିଳନୀ ଡ଼. ଶ୍ୟାମା ପ୍ରସାଦ ମିଶ୍ରଙ୍କ ଆବାହକ ଓ ସଭାପତି ଡ. ସନ୍ତୋଷ କୁମାର ଅlପଟଙ୍କ…
କଟାବାହାଲ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ରେ କିଶୋରୀ ମେଳା
ଗାଇସିଲାଟ/ମନ ଡନସନା- ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ କଟାବାହାଲ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଠାରେ ଗାଇସିଲେଟ ଶିଶୁ ବିକାଶ କାର୍ଯ୍ୟାଳୟ ଓ କ୍ରାଏ ସହାୟତା ରେ ପଲ୍ଲୀ ଆଲୋକ ପାଠାଗାର ବରଗଡ଼ ପକ୍ଷରୁ କିଶୋରୀ ମେଳା ଅନୁଷ୍ଠିତ ହୋଇଯାଇଛି । ମଣ୍ଡଳ ପରିଦର୍ଶିକା ଧରିତ୍ରୀ ପ୍ରଧାନ ଙ୍କ…