(ନିଶ୍ଚିନ୍ତକୋଇଲି – ଶାସକ ପ୍ରଶାସକ): ନିଶ୍ଚିନ୍ତକୋଇଲି ବ୍ଲକ ଅଧିନସ୍ଥ ଉତ୍ତରକୂଳ ପଞ୍ଚାୟତ ମାହାଳ ହାଟ ଛକରେ ମିନିଉଜ ପକ୍ଷରୁ ପବିତ୍ର ଇଦ-ଉଲ-ଫିତର ଉପଲକ୍ଷେ ଏକ ଜଳଛତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ଅନୁଷ୍ଠିତ ହୋଇଛି l ମିନିଉଜ୍ ଓଡ଼ିଶାର ଅଧକ୍ଷ ଇଜାଜ୍ ଖାଁଙ୍କ ସଂଯୋଜନାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରେ ବାବୁଜଙ୍ଗ ପଞ୍ଚାୟତ ସରପଞ୍ଚ ମିଲନ ଭୂୟାଁ, ଉତ୍ତରକୂଳ ପଞ୍ଚାୟତ ପୂର୍ବତନ ସରପଞ୍ଚ ଦିଲ୍ଲିପ ବିଶ୍ଵାଳ, କଟକ ସଦର ବିଜେଡ଼ି ଛାତ୍ର ନେତା ସଂଗ୍ରାମ ସାହାଣୀ, ବଜାର କମିଟି ସଭାପତି ପ୍ରତାପ ଦାସ, କିଶୋର ସାହାଣୀ, ମାହାଳ ହାଟ ଫାଣ୍ଡି ଅଧିକାରୀ ଅଜୟ କୁମାର ମହାନ୍ତି, ସୁଶାନ୍ତ ପ୍ରଧାନ, ଅଙ୍କିତ ସେଠୀ, ତାପସ ସେଠୀ, ଜଲାଲ ଉଦ୍ଦିନ୍, ସାମ୍ବାଦିକ ପ୍ରଫୁଲ୍ଲ ମହାପାତ୍ର, ରତ୍ନାକର ବାରିକ, ଅମିତାଭ ମହାପାତ୍ର, ବିନୟ ଦାସ, ଗୋବିନ୍ଦ ଦାସ, ଜଗନ୍ନାଥ ପଣ୍ଡା, ସପ୍ତଜ୍ୟୋତି ରାଉଳ,ରଂଜନ ଦାସ, ଦେବେନ୍ଦ୍ର ଷଢଙ୍ଗୀ, ପ୍ରକାଶ ରାଉଳ, ଜାନକୀବଲ୍ଲଭ ମହାନ୍ତି, ବିଜୟାନନ୍ଦ ମଲିକ, ପ୍ରସନ୍ନ ମହାପାତ୍ରଙ୍କ ସମେତ ବହୁ ସାମ୍ବାଦିକ, ସମାଜସେବୀ ଓ ନେତୃବୃନ୍ଦ ଏଥିରେ ଯୋଗ ଦେଇଥିଲେ । ଏହି ଅବସରରେ ହଜାର ହଜାର ତୃଷାର୍ତ୍ତ ଲୋକଙ୍କୁ ଲେମ୍ବୁ ଦହି ମିଶା ସରବତ ବଣ୍ଟନ କରିଥିଲେ l ଏହି ଜଳଛତ୍ର କାର୍ଯ୍ୟକ୍ରମ ଇଦ୍-ଉଲ-ଫି ଦ୍-ଉଲ-ଫିତର ଉପଲକ୍ଷେ ଆରମ୍ଭ ହୋଇଥିଲା ବେଳେ ୧୪ତାରିଖ ଦିନ ପଣା ସଂକ୍ରାନ୍ତି ଅବସରରେ ଉଦଯାପନୀ ହେବ ବୋଲି ମିନିଉଜ୍ ଓଡ଼ିଶାର ଅଧକ୍ଷ ଇଜାଜ୍ ଖାଁ ପ୍ରକାଶ କରିଛନ୍ତି ।
Sign in
Sign in
Recover your password.
A password will be e-mailed to you.