Sign in
Sign in
Recover your password.
A password will be e-mailed to you.
କବିସୂର୍ଯ୍ୟ ସଦାନନ୍ଦଙ୍କ ଜୟନ୍ତୀରେ ଶ୍ରଦ୍ଧାସୁମନ
ନୟାଗଡ଼,(ଲକ୍ଷ୍ମୀଧର ସାହୁ): ମଧ୍ୟଯୁଗୀୟ ଓଡ଼ିଆ ତଥା ବୈଷ୍ଣବ ସାହିତ୍ୟର ମହାନ କବି, ଓଡ଼ିଶା ଆକାଶର ଅନ୍ୟତମ ଉଜ୍ଜ୍ୱଳ ଜ୍ୟୋତିଷ୍କ ତଥା ନୟାଗଡ଼ ମାଟିର ଗର୍ବ ଓ ଗୌରବ ମହାକବି କବିସୂର୍ଯ୍ୟ ସଦାନନ୍ଦ ବ୍ରହ୍ମାଙ୍କ ୨୮୬ତମ ଜୟନ୍ତୀ ପାଳନ ସହିତ ବ୍ରଜେନ୍ଦ୍ର ହାଇସ୍କୁଲ ପରିସରରେ ଥିବା ତାଙ୍କ…
ବେଲଗୁଣ୍ଠାରେ 14 ତମ ଜାତୀୟ ମତଦାତା ଦିବସ ପାଳିତ; ଜିଲ୍ଲାର ଶ୍ରେଷ୍ଠ ବିଏଲ୍ଓ ସୁପରଭାଇଜର ଭାବେ ଶିକ୍ଷକ ମୋହନ ସେଠୀ…
ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ଯୁବ ଭୋଟରଙ୍କୁ ଭୋଟ ଦାନ ସମ୍ପର୍କରେ ବେଲଗୁଣ୍ଠାର ପ୍ରତ୍ଯେକ ବୁଥ୍ ରେ 14 ତମ ଜାତୀୟ ମତଦାତା ଦିବସ ପାଳିତ ହୋଇଯାଇଛି I ପ୍ରତ୍ୟେକ ବୁଥ୍ ରେ ଏହି କାର୍ଯ୍ୟକ୍ରମକୁ ସ୍ଥାନୀୟ ବିଏଲ୍ଓ ଏବଂ ବିଏଲ୍ଓ ସୁପରଭାଇଜର ପରିଚାଳନା କରିଥିଲେ I ଏହି କାର୍ଯ୍ୟକ୍ରମରେ…
ଶାସନରେ କିଶୋରୀ ମେଳା-2023/24 ଅନୁଷ୍ଠିତ
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଳକ୍ ଶାସନ ପଂଚାୟତ କାର୍ଯ୍ୟାଳୟ ପରିସରରେ ଆଇସିଡିଏସ୍ ଅଞ୍ଚଳ ପରିଦର୍ଶିକା ଝୁନୁଲତା ସ୍ଵାଇଁଙ୍କ ଅଧ୍ୟକ୍ଷତାରେ କିଶୋରୀ ମେଳା-2023/24 ଅନୁଷ୍ଠିତ ହୋଇଯାଇଛି I ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ସହାୟତାରେ ତଥା ବେଲଗୁଣ୍ଠା…
ଗୋବରା ପ୍ରଫୁଲ୍ଲ କୁମାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆତ୍ମ ସୁରକ୍ଷା ତାଲିମ୍ ଶିବିର ଉଦ୍ଘାଟିତ
ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଳକ୍ ଗୋବରା ପ୍ରଫୁଲ୍ଲ କୁମାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆତ୍ମ ସୁରକ୍ଷା ତାଲିମ୍ ଶିବିର ଅଧ୍ୟକ୍ଷା ମାମା ପରିଡ଼ାଙ୍କ ଅଧ୍ୟକ୍ଷତାରେ ଉଦ୍ଘାଟିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମରେ ମାଷ୍ଟର୍ ଟ୍ରେନର୍ ଅର୍ଚ୍ଚନା ବିଶ୍ୱାଳ, ସୁରଭି…
ବେଲଗୁଣ୍ଠା ବ୍ଳକ୍ ରେ ମହା ସମାରୋହରେ ପାଳିତ ହେଲା 75 ତମ ସାଧାରଣତନ୍ତ୍ର ଦିବସ
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଳକ୍ ର ସମସ୍ତ ଶିକ୍ଷାନୁଷ୍ଠାନ,ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଏବଂ ସାମାଜିକ ଅନୁଷ୍ଠାନରେ 75 ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି I ଏହି ଅବସରରେ ଆଜି ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ହାଇସ୍କୁଲ୍…
ଅବସରପ୍ରାପ୍ତ ସରକାରୀ ସଙ୍ଘର ବିଂଶ ତମ ବାର୍ଷିକ ଉତ୍ସବ ।
ବେଲଗୁଣ୍ଠା-(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ଅବସରପ୍ରାପ୍ତ କର୍ମଚାରୀ ସଂଘର ୨୦ ତମ ବାର୍ଷିକ ଉତ୍ସବ ବେଲଗୁଣ୍ଠା ସ୍ଥିତ ସଂଘ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଅଛି ।ଏହି କାର୍ଯ୍ୟକ୍ରମରେ ସଙ୍ଘ ସଭାପତି ଅଭିମନ୍ୟୁ ପଟ୍ଟନାୟକ ଅଧ୍ୟକ୍ଷତା କରିଥିବାବେଳେ ସୋରଡ଼ା ବିଧାୟକ ପୁର୍ଣ୍ଣଚନ୍ଦ୍ର ସ୍ୱାଇଁ…
ମୈତ୍ରୀ କମ୍ପାନୀ ପକ୍ଷରୁ ପୌଷ ପର୍ବ “ଟକି ମରା “ପାଳନ ନିମନ୍ତେ ନୂତନ ବସ୍ତ୍ର ଓ ଖେଳ ସାମଗ୍ରୀ ବଣ୍ଟନ
ରାୟଗଡା ରୁ ବୈକୁଣ୍ଠ ଦୁରିଆ - ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଓ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକରେ ତଥା ଉଭୟ ଜିଲ୍ଲା ସୀମାନ୍ତ ଅଞ୍ଚଳରେ ଆଦିବାସୀଙ୍କ ଗଣ ପର୍ବ ଟକି ମରା ପର୍ବ ପ୍ରାୟ ୮ ଦିନ ଧରି ଆଦିବାସୀ ପରମ୍ପରାରେ ଅତି ନିଆରା ଭାବେ ପାଳନ କରାଯାଇଥାଏ। ଏହି ପରିପେକ୍ଷୀରେ…
“ନିର୍ମାଣ ଶ୍ରମିକଙ୍କ ସାମାଜିକ ସୁରକ୍ଷା ଶ୍ରମ ବିଭାଗର ପ୍ରାଥମିକତା”
ଭୁବନେଶ୍ବର, (ଚକ୍ରଧର ମାଝି ) : ଯୁଗ୍ମ ଶ୍ରମ ଆୟୁକ୍ତ, କାର୍ଯ୍ୟାଳୟ, ଭୁବନେଶ୍ବର ଦ୍ବାରା ପରି ଚାଳିତ , ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାରେ ଭୁବନେଶ୍ବର ମହାନଗର ନିଗମ, ବାଲିଅନ୍ତା ଓ ବାଲିପାଟଣା ବ୍ଲକ ଅଧୀନରେ ପଞ୍ଜୀକୃତ ନିର୍ମାଣ ଶ୍ରମିକମାନଙ୍କ ପାଇଁ ଏକ ସହାୟତା ଶିବିର ଗୀତଗୋବିନ୍ଦ ସଦନ…
ବେଆଇନ୍ ଦେଶି ମଦ ତିଆରି ଉପରେ ଚଢାଉ ।
ସାରସକଣା ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ: ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ଝାରପୋଖରିଆ ଥାନା ସ୍ଥିତ ଖଡିଆସୋଲ ଜଙ୍ଗଲ ରେ ବେଆଇନ ମଦ ତିଆରି ଚାଲିଥିବା କୌଣସି ସୂତ୍ରରୁ ଖବର ପାଇ ହଠାତ୍ ଚଢ଼ଉ କରିଥିଲା, ଝାରପୋଖରିଆ ପୋଲିସ ,ପ୍ରାୟ ୧୫୦ ଲି ଦେଶୀ ମଦ ଜବତ କରିବା ସହିତ ଆନୁମାନିକ…
ସମଲେଇ ପ୍ରକଳ୍ପ ର ଲୋକାର୍ପଣ ଉତ୍ସବ ରେ ଯୋଗଦାନ କଲେ ସୁନ୍ଦରଗଡ଼ ର ପୂଜକ ଓ ଟ୍ରଷ୍ଟି
ସୁନ୍ଦରଗଡ଼,(ବସନ୍ତ କୁମାର ଜେନା): ଆଜି ଲୋକାର୍ପିତ ହୋଇଯାଇଅଛି ବହୁ ପ୍ରତିକ୍ଷିତ ସମଲେଇ ପ୍ରକଳ୍ପ। ଶହ ଶହ ପଣ୍ଡିତ, ସାଧୁ ସନ୍ଥ ଙ୍କ ଗହଣ ରେ ଯଜ୍ଞ ,ହୋମ ଓ ମନ୍ତ୍ର ଧ୍ଵନି ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା ଲୋକାର୍ପିତ ହୋଇଯାଇଛି ଏହି ପ୍ରକଳ୍ପ। ଏହି ଲୋକାର୍ପଣ କାର୍ଯ୍ୟକ୍ରମ ରେ…