ଜିଲ୍ଲାସ୍ତରୀୟ ପ୍ରେରଣା ଉତ୍ସବ ଅନୁଷ୍ଠିତ

ପଦ୍ମପୁର :- ବିକଶିତ ଭାରତ ୨୦୪୭ କୁ ଆଖିଆଗରେ ରଖି ସ୍କୁଲ ଓ ସାକ୍ଷରତା ବିଭାଗ ଭାରତ ସରକାରଙ୍କ ଦ୍ବାରା ଗତ ଜାନୁୟାରୀ ୨୦୨୪ ରୁ ଆରମ୍ଭ ହୋଇଥିବା ପ୍ରେରଣା କାର୍ଯ୍ୟକ୍ରମ ଯାହାକି ମାଧ୍ୟମିକ ଓ ଉଚ୍ଚମାଧ୍ୟମିକ ସ୍କୁଲ ଛାତ୍ରଛାତ୍ରୀଙ୍କର ଅନ୍ତର୍ନିହିତ ଗୁଣାବଳୀକୁ ପ୍ରକାଶ କରିବାରେ ସାହାଯ୍ୟ…

ସୋହେଲା ରେ ବ୍ୟାଙ୍କ ଅଫ୍ ବରୋଦା ର ନୂତନ ଶାଖା ଉଦଘାଟିତ ।

ପଦ୍ମପୁର /ଶିବାଶିଷ ପଟ୍ଟନାୟକ :- ଭାରତୀୟ ଷ୍ଟେଟ ବ୍ୟାଙ୍କ ପରେ ଦ୍ୱିତୀୟ ବୃହତ୍ ବ୍ୟାଙ୍କ ଭାବେ ପରିଚିତ ହେଉଥିବା ବ୍ୟାଙ୍କ ଅଫ୍ ବରୋଦା ସୋହେଲା ରେ ଖୋଲିଛି ଗୋଟିଏ ଶାଖା। ଏହି ନୂତନ ଶାଖା କୁ ଆଞ୍ଚଳିକ ମୁଖ୍ୟ ଦେବୀ ପ୍ରସାଦ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ।…

ସ୍ୱଚ୍ଛଭାରତ ଅଭିଯାନରେ ଅଳିଆ ଆବର୍ଜନାକୁ ସଫେଇ କଲେ ମାହାଙ୍ଗା ବିଧାୟକ ଶାରଦା l

 (ନିଶ୍ଚିନ୍ତକୋଇଲି -ଶାସକ ପ୍ରଶାସକ) : ସମାଜର ମଙ୍ଗଳ ପାଇଁ ସବୁବେଳେ ସବୁ ସମୟରେ ନିଜ ପରିବେଶକୁ ସ୍ୱଚ୍ଛ ରଖିବା ସମସ୍ତଙ୍କର ବ୍ରତ ହେବା ଆବଶ୍ୟକ l କାରଣ ପରିବେଶ ସୁସ୍ଥ ରହିବା ଦ୍ୱାରା ଏକ ସୁସ୍ଥ ସମାଜ ଗଠନ ସମ୍ଭବ, ଯାହାକୁ କାର୍ଯ୍ୟରେ କରି ଦେଖାଇଛନ୍ତି ମାହାଙ୍ଗା ନିର୍ବାଚନ ମଣ୍ଡଳୀର…

ଓଡ଼ିଶାର ସନ୍ତୁଳିତ ଓ ସମତୁଳ ବିକାଶ ବିଜେପିର ପ୍ରାଥମିକତା: ସୁରେଶ ପୂଜାରୀ

ରାଜ୍ୟ କାର୍ଯ୍ୟକାରିଣୀ ବୈଠକ, ପାରିତ ହେଲା ରାଜନୈତିକ ଚିଠା  ଜନତାଙ୍କ ବିଶ୍ୱାସ ଅତୁଟ ରଖିବୁ  ଓଡ଼ିଶାବାସୀଙ୍କ ପାଇଁ ୨୪ଞ୍ଚ୭ କାର୍ଯ୍ୟ କରିବୁ  କଂଗ୍ରେସ ଗଣତନ୍ତ୍ରକୁ ଗୁରୁତ୍ୱ ଦେଉନଥିଲା  ବିଜେଡି ଶାସନରେ ଦୁର୍ନୀତିର ଏନ୍ତୁଡିଶାଳ ଥିଲା ଓଡ଼ିଶା …

ବିଧବା ମହିଳାଙ୍କୁ ବିବାହର ପ୍ରଲୋଭନ ଦେଖାଇ ଦୁଷ୍କର୍ମ ଅଭିଯୋଗ ; ଯୁବକ ଗିରଫ

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-,ଗଞ୍ଜାମ ଜିଲ୍ଳ୍ା ବେଲଗୁଣ୍ଠା ଥାନା ଅନ୍ତର୍ଗତ ଆମ୍ବପୁଆ ଗ୍ରାମର ଜନୈକା ବିଧବା ମହିଳାଙ୍କୁ ବିବାହର ପ୍ରଲୋଭନ ଦେଖାଇ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହେବା ପରେ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରିଛି ବେଲଗୁଣ୍ଠା ପୋଲିସ୍ I ବିଧବା ମହିଳା ଜଣଙ୍କ ଦେଇଥିବା…

କଟକ, ବାଦାମବାଡିରେ ରିଲାଏନ୍ସ ଡିଜିଟାଲର ନୂଆ ଷ୍ଟୋର୍‌ର ଶୁଭାରମ୍ଭ

କଟକ(ଶାସକ ପ୍ରଶାସକ ):  ରିଲାଏନ୍ସ ଡିଜିଟାଲ ପକ୍ଷରୁ କଟକର ବାଦାମବାଡି ସ୍ଥିତ ଲିଙ୍କ୍ରୋଡ୍ଠାରେ ଏହାର ନୂଆ ଷ୍ଟୋର୍ର ଶୁଭାରମ୍ଭ କରାଯାଇଛି । ୧୨,୦୦୦ ବର୍ଗଫୁଟ୍ ଅଂଚଳରେ ପରିବ୍ୟାପ୍ତ ଏହି ଟେକ୍ନୋଲୋଜି ଗନ୍ତବ୍ୟସ୍ଥଳୀ ଇଲେକ୍ଟ୍ରୋନିକ୍ସ ସାମଗ୍ରୀର ବିକ୍ରି ପରବର୍ତୀ ସେବା ପାଇଁ ସମର୍ପିତ…

ପଦ୍ମଶ୍ରୀ କମଳା ପୂଜାରୀଙ୍କ ପରଲୋକ

କଟକ - ଜୈବିକ କୃଷିକୁ ପ୍ରୋତ୍ସାହନ ଦେବା ଏବଂ ବିଭିନ୍ନ କିସମର ଧାନ ଓ ଅନ୍ୟାନ୍ୟ ଶସ୍ୟ ସଂରକ୍ଷଣ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରି ସୁନାମ ଅର୍ଜନ କରିଥିବା କୋରାପୁଟ ଜିଲ୍ଲାର ଅଗ୍ରଣା କୃଷିବିତ୍ ପଦ୍ମଶ୍ରୀ କମଳା ପୂଜାରୀଙ୍କର ଆଜି ଭୋର ସମୟରେ କଟକ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ…

ସଂକଳ୍ପ ପତ୍ର ଆମ କାମର ଆଧାର: ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଶେଷ ହେଲା ଦୁଇ ଦିନିଆ ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ  ବିଜେଡି ଆମକୁ ଦୁସ୍ଥ ଓଡ଼ିଶା ଦେଇଛି  ଦୋଷୀଙ୍କୁ ଛଡାଯିବ ନାହିଁ  ସମାଲୋଚନାରୁ ବାହାରି ବଡ କାମ କରି ଲକ୍ଷ୍ୟ ହାସଲ କରିବାର ସମୟ  ଓଡ଼ିଆ ଭାବାବେଗ ବୁଝି ନଥିବା ଅହଙ୍କାର ଧ୍ୱଂସ ହୋଇଛି …

ଶସ୍ତା ରାଜନୀତି ପାଇଁ ବିଜୁ ବାବୁଙ୍କ ସ୍ମୃତି ତଥା ମହାନ୍ ଜାତୀୟ ସେବାକୁ ଅପମାନିତ କରିବାରୁ କ୍ଷାନ୍ତ ରହୁ ବିଜେପି :…

"ଓଡିଆଙ୍କ ହୃଦୟରେ ବିଜୁ ବାବୁଙ୍କ ପାଇଁ ଯେଉଁ ସ୍ଥାନ ରହିଛି, ତାକୁ ବିଜେପି ଏଭଳି ରାଜନୈତିକ ଅଭିସନ୍ଧି ଦ୍ୱାରା ହଟାଇ ପାରିବ ନାହିଁ" ଭୁବନେଶ୍ୱର : ସମ୍ମାନଜନକ ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାରକୁ ଓଡିଶା ରାଜ୍ୟ କ୍ରୀଡା ସମ୍ମାନ ଭାବେ ପୁନଃନାମିତ କରିବାକୁ ଓଡିଶାର ବିଜେପି ସରକାର…

“ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟବହାର’ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଯାପିତ

ଯୋଗଦେଲେ ୧୭ଗୋଟି ବିଭାଗର ୨୦୦ ପ୍ରଶିକ୍ଷାର୍ଥୀ ଭୁବନେଶ୍ୱର: ଓଡ଼ିଆ ଭାଷା ପ୍ରତିଷ୍ଠାନ ତରଫରୁ "ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟବହାର' ପ୍ରଶିକ୍ଷଣ କାର୍ଯ୍ୟକ୍ରମ ୧୮ରୁ ୨୦ ତାରିଖ ୩ଦିନ ଧରି ସଂସ୍କୃତି ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛିା ଏହି ପ୍ରଶିକ୍ଷଣ…