ନୂଆଦିଲ୍ଲୀ : ବିଜେପି ରାଷ୍ଟ୍ରୀୟ ରିଟର୍ଣ୍ଣିଂ ଅଫିସର ଡ଼ କେ ଲଖମନ ଆଜି ଓଡିଶା ସଙ୍ଗଠନ ପର୍ବର ରାଜ୍ୟ ନିର୍ବାଚନ ଅଧିକାରୀ (ରିଟର୍ଣ୍ଣିଂ ଅଫିସର) ଏବଂ ସହ ନିର୍ବାଚନ ଅଧିକାରୀ (କୋ-ରିଟର୍ଣ୍ଣିଂ ଅଫିସର)ଙ୍କ ନାମ ଘୋଷଣା କରିଛନ୍ତି । ବରିଷ୍ଠ ନେତା ତଥା ସଂସଦ ଶ୍ରୀ ପ୍ରତାପ ଚନ୍ଦ୍ର ଷଢଙ୍ଗୀ ଙ୍କୁ ରିଟର୍ଣ୍ଣିଂ ଅଫିସର ଓ ଶ୍ରୀ ସୁକାନ୍ତ ପାଣିଗ୍ରାହୀ, ଶ୍ରୀ ଯତୀନ ମହାନ୍ତି ଓ ସୁଶ୍ରୀ ସୁକେଶୀ ଓରାମ ଙ୍କୁ କୋ-ରିଟର୍ଣ୍ଣିଂ ଅଫିସର ଭାବେ ନିଯୁକ୍ତ କରାଯାଇଅଛି।
Sign in
Sign in
Recover your password.
A password will be e-mailed to you.