Sign in
Sign in
Recover your password.
A password will be e-mailed to you.
ଭାରତର ଇନୋଭେସନ ବିଶ୍ୱସ୍ତରରେ ପହଞ୍ଚିଛି – ଧର୍ମେନ୍ଦ୍ର ପ୍ରଧାନ
କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ଅଟଳ ଇନୋଭେସନ ମିଶନ ଏବଂ ଓ୍ୱିପୋ ମଧ୍ୟରେ ଏଲଓଆଇ ସ୍ୱାକ୍ଷରିତ
• ଗ୍ଲୋବାଲ୍ ସାଉଥ ସମୂହ ଦେଶ ଗୁଡିକର କଲ୍ୟାଣ ପାଇଁ ଉଦ୍ଭାବନ, ଉଦ୍ୟମିତା ଏବଂ ବୌଦ୍ଧିକ କ୍ଷମତା କାର୍ଯ୍ୟକ୍ରମକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟ • ନବସୃଜନ ହେଉଛି ଭାରତର ଶକ୍ତି, ଏହି…
ମିଳିତ ଗବେଷଣା ନିମନ୍ତେ ସୋଆ ଏବଂ ଆଇସିଟି, ମୁମ୍ବାଇ ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ
ଭୁବନେଶ୍ୱର, ଜୁଲାଇ ୨୨ : ରସାୟନ ବିଜ୍ଞାନ, ଜୀବ ବିଜ୍ଞାନ, କେମିକାଲ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲଜି ଏବଂ ଏହା ସହିତ ସମ୍ପୃକ୍ତ ଅନ୍ୟ କ୍ଷେତ୍ରରେ ମିଳିତ ଗବେଷଣା ଏବଂ ଉଚ୍ଚ ଶିକ୍ଷାପ୍ରାପ୍ତ ମାନବ ସମ୍ବଳକୁ ବୃଦ୍ଧି କରିବା ଲକ୍ଷ୍ୟରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଓ ଇନ୍ଷ୍ଟିଚ୍ୟୁଟ୍ ଅଫ୍…
ପଦ୍ମପୁରରେ ମାରୱାଡି ଯୁବାମଞ୍ଚ ପକ୍ଷରୁ କ୍ୟାନସର ଯାଞ୍ଚ ଶିବିର ଅନୁଷ୍ଠିତ।
ପଦ୍ମପୁର-ପଦ୍ମପୁର ମାରୱାଡି ଧର୍ମଶାଳାରେ ଏକ ଦିବସୀୟ କ୍ୟାନ୍ସର ଯାଞ୍ଚ ଶିବିର ଅନୁଷ୍ଠିତ ହୋଇଯାଇଛି। ମାରୱାଡି ଯୁବାମଞ୍ଚ ଓ ବାଲକୋ କ୍ୟାନ୍ସର ହସପିଟାଲ ରାୟପୁର ଦ୍ୱାରା ଆୟୋଜିତ ଏହି ଶିବିରକୁ ଉକ୍ତ ଧର୍ମଶାଳାର ଅଧ୍ୟକ୍ଷ ଗୋବିନ୍ଦ ପ୍ରସାଦ ଅଗ୍ରୱାଲ ଓ ମାରୱାଡି ମଞ୍ଚର ସମ୍ପାଦକ ବଜରଙ୍ଗ…
ଓଡ଼ିଶାର ଯୁବ ଚେସ୍ ପ୍ରତିଭାଙ୍କ ପାଇଁ ପ୍ରୋଚେସ୍ ପ୍ରଶିକ୍ଷଣ ଏକାଡେମୀ ପାଲଟିଛି ଆଶାର କିରଣ: ପ୍ରମୁଖ ଶାସନ ସଚିବ ଶ୍ରୀ…
ଭୁବନେଶ୍ୱର:କ୍ରୀଡ଼ା ଓ ଯୁବସେବା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଭାସ୍କର ଜ୍ୟୋତି ଶର୍ମା ଆଜି ପ୍ରୋଚେସ୍ ପ୍ରଶିକ୍ଷଣ ଏକାଡେମୀ(ପ୍ରୋଚେଷ୍ଟା)ର ପ୍ରତିଷ୍ଠା ଦିବସ ଓ ଅନ୍ତର୍ଜାତୀୟ ଚେସ୍ ଦିବସ ଅବସରରେ ଏକ ପାଠାଗାର ଉଦ୍ଘାଟନ କରିଛନ୍ତିା ଏହି ପ୍ରତିଷ୍ଠା ସମାରୋହରେ ଶ୍ରୀ ଶର୍ମା ମୁଖ୍ୟ…
ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ରାଣୀବିଜ୍ଞାନ ବିଭାଗର ୬୫ତମ ପ୍ରତିଷ୍ଠା ଦିବସ ପାଳନ
ଛାତ୍ର ଜୀବନର ସ୍ମୃତିଚାରଣ କଲେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଓ ମନ୍ତ୍ରୀ ଡ. ମହାଲିଙ୍ଗ
ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରାଣୀବିଜ୍ଞାନ ବିଭାଗର ୬୫ତମ ପ୍ରତିଷ୍ଠା ଦିବସ ବିଭାଗ ପରିସରରେ ପାଳିତ ହୋଇଯାଇଛିା ଏହି ଉତ୍ସବରେ ଅତିଥି ଭାବେ ଯୋଗଦେଇ ଆଇନ, ପୂର୍ତ୍ତ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ…
ଭଞ୍ଜନଗର ଜୟ ଶ୍ରୀ ହନୁମାନ ସ୍ଵେଚ୍ଛାସେବୀ ସଂଗଠନ ର ୧୦୮ ଚାରା ରୋପଣ କାର୍ଯ୍ୟକ୍ରମ
ଭଞ୍ଜନଗର ରୁ (ଉଦୟନାଥ ପଣ୍ଡା): ଦିନକୁ ଦିନ ଯେପରି ଭାବରେ ଜଳବାୟୁରେ ପରିବର୍ତ୍ତନ ଘଟି ବାୟୁମଣ୍ଡଳର ତାପମାତ୍ରା ବଢ଼ି ଚାଲିଛି ତାହା ମାନବ ସଭ୍ୟତା ପାଇଁ ସତର୍କ ଘଣ୍ଟି ନିଶ୍ଚୟ । ତେବେ ଏହି ସଂକଟରୁ ଉଦ୍ଧାର ପାଇବାକୁ ହେଲେ ଚାରା ରୋପଣ ଦ୍ଵାରା ବୃକ୍ଷର ଅଭିବୃଦ୍ଧି ହିଁ ଗୋଟିଏ ମାଧ୍ୟମ।…
ଵାଉଶଲୁଣ୍ଡି ଠାରେ କୁର୍ମି କ୍ଷତ୍ରିୟ ପ୍ରଦେଶ ସଂସ୍ଥାର ବୈଠକ ଅନୁଷ୍ଠିତ
ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ନିଖିଳ ଉତ୍କଳ କୂର୍ମି କ୍ଷତ୍ରିୟ ପ୍ରଦେଶ ସଂସ୍ଥାର ଏକ ବୈଠକ ଆଜି ବାଉଁଶଲୁଣ୍ଡି ଠାରେ ଅନୁଷ୍ଟିତ ହୋଇଯାଇଛି। ନିଖିଳ ଉତ୍କଳ କୂର୍ମି କ୍ଷତ୍ରିୟ ପ୍ରଦେଶ ସଂସ୍ଥା (ଓଡ଼ିଶା) ତରଫରୁ ବନ୍ଧୁ ମିଳନ ଓ ସ୍ଵାଗତ ସମ୍ବର୍ଦ୍ଧନା ଉତ୍ସବ , ଭଞ୍ଜନଗରସ୍ଥ ବାଉଁଶଲୁଣ୍ଡି…
ଗୁଣୁପୁର ପୋଲିସ ର ସଫଳତା, ବାଇକ ଚୋରି ଘଟଣାର ପର୍ଦ୍ଦାଫାସ ୨ ନାବାଳକ ସହ ମୁଖ୍ୟ ଅଭିଯୁକ୍ତ ଗିରଫ ୪ ବାଇକ ଜବତ।
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି- ରାୟଗଡା ଜିଲ୍ଲା ଗୁଣୁପୁର ସହର ରେ କିଛି ଦିନ ପୂର୍ବରୁ କିଛି ବାଇକ୍ ଚୋରି ଅଭିଯୋଗ ହୋଇଥିଲା। ଗୁଣୁପୁର ପୁଲିସ ଏହି ବାଇକ ଚୋରି ଘଟଣାର ପର୍ଦ୍ଦାଫାସ କରିଛି । ପୁଲିସର ସୂଚନା ଅନୁଯାୟୀ ଗୁଣୁପୁର ଆମ୍ବେଦକର ନଗର ର କୁନାଲ ମିଶାଲ ନାମକ ଜଣେ ଯୁବକ ଓ ଦୁଇ…
ବାଲିପାଟଣାରେ ରକ୍ତଦାନ ଶିବିର “ଅମୃତ ବିନ୍ଦୁ”: ୩୦ ୟୁନିଟ୍ ରକ୍ତ ସଂଗ୍ରହ
ଭୁବନେଶ୍ୱର: କୋଣାର୍କ କ୍ୟାନ୍ସର ଫାଉଣ୍ଡେସନ୍ ପକ୍ଷରୁ ଆରମ୍ଭ ହୋଇଥିବା ରକ୍ତଦାନ ଅଭିଯାନ “ଅମୃତ ବିନ୍ଦୁ” ର ଦ୍ୱିତୀୟ ଶିବିର ବାଲିପାଟଣା ବ୍ଲକ୍ ସୋମଣା ଶାସନ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଆଜି ଅନୁଷ୍ଠିତ ହୋଇଥିଲା । ନିଜକୁ “ମୁଁ ବି ଜୀବନ ଦାତା” କହିବାର ସୁଯୋଗରେ ରକ୍ତଦାନ କରିବା ପାଇଁ…
ସ୍କୁଲ୍ ବସରେ ଅଗ୍ନି ନିରାପତ୍ତା ନିୟମର କଡ଼ା ଅନୁପାଳନ ପାଇଁ ନିର୍ଦ୍ଦେଶନାମା ଜାରି
ନିୟମିତ ହେବ ଯାଞ୍ଚ, ଖିଲାପ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ
ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଶୂନ୍ୟ ସହନଶୀଳତା ନୀତି
ସମସ୍ତ ଆରଟିଓଙ୍କୁ ପରିବହନ କମିସନରଙ୍କ ଚିଠି
ଭୁବନେଶ୍ୱର: ସ୍କୁଲ ବସରେ ଅଗ୍ନି ନିରାପତ୍ତା ନିୟମ ପାଳନକୁ ସୁନିଶ୍ଚିତ କରିବା…