ପ୍ରକାଶ ପାଇଲା ଯୁକ୍ତ ଦୁଇ ନାମଲେଖା ପାଇଁ ପ୍ରଥମ ମେଧା ତାଲିକା

କଳା, ବିଜ୍ଞାନ ଓ ବାଣିଜ୍ୟରେ ସର୍ବାଧିକ କଟ୍-ଅଫ୍ ମାର୍କ ରଖି ଆଗରେ ରେଭେନ୍ସା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭୁବନେଶ୍ୱର:ଚଳିତ ବର୍ଷ ୨୦୨୪-୨୫ ଶିକ୍ଷାବର୍ଷ ନିମନ୍ତେ ଉଚ୍ଚ ମାଧ୍ୟମିକ (ଯୁକ୍ତ ଦୁଇ) ଶିକ୍ଷା ଅନ୍ତର୍ଭୁକ୍ତ କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଓ ଉପଶାସ୍ତ୍ରୀରେ ନାମଲେଖା…

ସୁରେଶ ପୂଜାରୀଙ୍କୁ ପ୍ରଣବଙ୍କ ଜବାବ : ମିଡ଼ିଆକୁ ଆସିବା ଆଗରୁ ପ୍ରସ୍ତୁତ ହୋଇ ଆସନ୍ତୁ

"ଯେଉଁ ଉଚ୍ଚ କ୍ଷମତା ସମ୍ପନ୍ନ କମିଟିର ବୈଠକର ନିଷ୍ପତ୍ତି ଅନୁଯାୟୀ ବିଜେଡି ଜମି ପାଇଥିଲା, ସେହି ସମାନ ନିଷ୍ପତ୍ତି ବଳରେ ବିଜେପି ପାଇଁ ଜମି ଦିଆଯାଇଥିଲା" ଭୁବନେଶ୍ୱର : ଶଙ୍ଖ ଭବନ ଜମି ଲିଜ୍ ପ୍ରସଙ୍ଗରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ପ୍ରତିକ୍ରିୟାର ପାଲଟା ଜବାବ ରଖିଛନ୍ତି…

ବୃହତ ବୃକ୍ଷ ରୋପଣ କାର୍ଯ୍ୟ ନିମନ୍ତେ ଭଞ୍ଜନଗର ମିଡ଼ିଆ କ୍ଲବ ର ପ୍ରସ୍ତୁତି ବୈଠକ

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ବୃକ୍ଷ ହିଁ ଜୀଵନ, ବୃକ୍ଷ ବିନା ସମସ୍ତ ପ୍ରାଣୀ ଜଗତ ନିଶ୍ଚିହ୍ନ। ସାରା ବିଶ୍ବରେ ଦିନକୁ ଦିନ ପରିବେଶ ଅସନ୍ତୁଳ ହେବାକୁ ଲାଗିଛି। ଏସବୁ ର କାରଣ ଜନ ସମାଜର ମଗଂଳ ପାଇଁ ହେଉ ବା ବିଭିନ୍ନ ଆବଶ୍ୟକତା ପାଇଁ ହେଉ ବଡ଼ ବଡ଼ ବୃକ୍ଷ ମାନେ ବଳି ପଡନ୍ତି। ସେଥିପାଇଁ…

ତାଲପଦର ହାଇସ୍କୁଲର ଅବସ୍ଥା ଶୋଚନୀୟ, ଅଭିଯୋଗ ଆଣିଲେ ଗ୍ରାମବାସୀ।

ପଦ୍ମପୁର :- ବରଗଡ ଜ଼ିଲ୍ଲା ବିଜେପୁର ବ୍ଲକ ଅଧିନସ୍ଥ ତାଳପଦର ହାଇସ୍କୁଲ ର ଅବସ୍ଥା ଶୋଚନୀୟ ହୋଇପଡିଛି । ଅଫିସ ର ଛାତ ପଡିବା ଉପରେ ରହିଲାଣି ବ୍ଲକ ରେ କରୋନା ସମୟ ରୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ଟଙ୍କା ତାଳପଦର ହାଇସ୍କୁଲ କୁ ଅନୁଦାନ ରାଶି ଆସିଥିଲା , ତା ପରେ 5t ର ଟଙ୍କା ତାଳପଦର…

ଜିଲ୍ଲାରେ ଲଘୁଚାପ ଜନିତ ପ୍ରବଳ ବର୍ଷା ନିମନ୍ତେ ଜିଲ୍ଲାପାଳଙ୍କ ଜରୁରୀ ବୈଠକ

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ପାଣିପାଗ ବିଭାଗ ସୂଚନା ମୁତାବକ ଗଜପତି ଜିଲ୍ଲାରେ ୨୦ ତାରିଖ ଠାରୁ ୨୨ ତାରିଖ ପର୍ଯ୍ୟନ୍ତ ଲଘୁଚାପ ଜନିତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ପୂର୍ବାନୁମାନ ଯେ ଗଜପତି ଜିଲ୍ଲାରେ ସତର୍କ ରହିବା ନିମନ୍ତେ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି…

ଜିଲ୍ଲାସ୍ତରୀୟ ‘ଶିଶୁଙ୍କ ପାଇଁ ଦିନଟିଏ’ କାର୍ଯ୍ୟକ୍ରମ ଅନୁଷ୍ଠିତ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଆନୁକୂଲ୍ୟରେ ଗଜପତି ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ‘ଶିଶୁଙ୍କ ପାଇଁ ଦିନ ଟିଏ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସୁଶ୍ରୀ ସ୍ଵାତୀ ଏସ୍ କୁମାର , ଆରକ୍ଷୀ ଅଧିକ୍ଷକ ଗଜପତିଙ୍କ…

ଚତୁର୍ଦ୍ଧାମୂର୍ତ୍ତିଙ୍କ ନୀଳାଦ୍ରି ବିଜେ କାର୍ଯ୍ୟକ୍ରମ ଶାନ୍ତି-ଶୃଙ୍ଖଳାର ସହ ସମ୍ପନ୍ନ

https://youtu.be/sD4x_-_eJ2U ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଉପାନ୍ତ ଶ୍ରୀକ୍ଷେତ୍ର ପାରଳାଖେମୁଣ୍ଡି ଠାରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ନୀଳାଦ୍ରି ବିଜେ କାର୍ଯ୍ୟକ୍ରମ ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ ହୋଇଯାଇଛି। ଲୀଳା ଖେଳ ସାରି ଚତୁର୍ଦ୍ଧାମୂର୍ତ୍ତି ଶ୍ରୀମନ୍ଦିର ରତ୍ନ…

ଭୁବନେଶ୍ବର ଠାରେ ଗଜପତିର କଳାକାର ମନୋଜ ପାଢ଼ୀ ( ମୁନ୍ନା) ସମ୍ବର୍ଦ୍ଧିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଭୁବନେଶ୍ୱର ସ୍ଥିତ ଭଞ୍ଜ କଳା ମଣ୍ଡପ ଠାରେ ଓଡ଼ିଶାର ଅଗ୍ରଣୀ ନୃତ୍ୟ ଅନୁଷ୍ଠାନ ପଦାମୃତ ନୃତ୍ୟାୟନ ଏବଂ ଭାରତ ସରକାରଙ୍କର ସଂସ୍କୃତି ବିଭାଗ ଓ ରାଜ୍ୟ ସଂସ୍କୃତି ବିଭାଗର ମିଳିତ ଆନୁକୂଲ୍ୟରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ୪ର୍ଥ ''ବିମୁଗ୍ଧା''…

ପଦ୍ମଶ୍ରୀ କମଳା ପୂଜାରୀଙ୍କ ବିୟୋଗ

ଶୋକବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୋକଵ୍ୟକ୍ତ କଲେ ଉପମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ବିଶିଷ୍ଟ ବ୍ୟକ୍ତିମାନେ ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ସ୍ବର୍ଗତ ପୂଜାରୀଙ୍କ ଶେଷ କୃତ୍ୟ ସଂପନ୍ନ କରିବା ପାଇଁ ନିର୍ଦ୍ଦେଶ…

ସଂକଳ୍ପପତ୍ରର ପ୍ରତ୍ୟେକ ପ୍ରତିଶ୍ରୁତି ପୂରଣ କରିବ ବିଜେପି ସରକାର : ମନମୋହନ ସାମଲ

 ଯୁବକ, ମହିଳା, ଗରିବ ଏବଂ କୃଷକମାନଙ୍କୁ ଗୁରୁତ୍ୱ ଦେଇ କାମ କରିବାକୁ ପରାମର୍ଶ  ଯିଏ ଓଡ଼ିଶାରେ ଦୁର୍ନୀତି କରିବ ତା ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ପୁରୀ/ଭୁବନେଶ୍ୱର,ତା.୧୯/୦୭: ଓଡିଶାରେ ବିଜେପି ଏକାକୀ ସରକାର ଗଠନ କରିବା ପରେ ପୁରୀରେ କାର୍ଯ୍ୟକାରିଣୀ ବୈଠକ…