ରସଗୋଲା ଦେଇ ମା’ଲକ୍ଷ୍ମୀଙ୍କ ମାନଭଞ୍ଜନ କଲେ ଶ୍ରୀଜିଉ, ୧୨ ଦିନର ଲିଳା ଖେଳା ସାରି ରତ୍ନବେଦୀକୁ ଫେରିଲେ…

ଓଡ଼ଗାଁ,୧୯।୭(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ବ୍ଲକ ଅନ୍ତର୍ଗତ କୁରାଳ ବିଜେ ଶ୍ରୀଶ୍ରୀ ଦଧିବାମନ ଜୀଉ ରତ୍ନବେଦୀକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଘୋଷଯାତ୍ରା ଠାରୁ ରତ୍ନବେଦୀ ଛାଡି ଜନ୍ମବେଦିରେ ୯ଦିନ ରହିବା ସହିତ ଲିଳା ଖେଳା ସାରି ରଥାରୂଢ଼ ହୋଇ ଶୁକ୍ରବାର ମନ୍ଦିରରେ ପ୍ରବେଶ…

ଭୂତ ଭତ୍ତା ହିତାଧିକାରୀଙ୍କ ଲମ୍ବା ତାଲିକା,ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କ ତଦନ୍ତ ନିର୍ଦ୍ଦେଶ

ଓଡ଼ଗାଁ(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାରେ ଭୂତ ଭତ୍ତାପାଉଥିବା ଘଟଣା ସମ୍ପର୍କରେ ସରକାରୀ ବାବୁମାନେ ଜାଣିଶୁଣି ଚୁପ୍ ରହି ଥିବା ଆଲୋଚନା ହେଉଛି । ଏଭଳି ଖବର ବହୁବାର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିବା ବେଳେ ପ୍ରଶାସନ କାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା…

ସଂଗଠନକୁ ମଜବୁତ୍ କର ଓ ଲୋକଙ୍କ ସହ ଯୋଡି ହୋଇ ରୁହ: ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା

ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ  ବିଜେପି “ସବକା ସାଥ୍ ସବକା ବିକାଶରେ ବିଶ୍ୱାସ” କରେ  ଓଡ଼ିଶାରେ ବିଜେପି ସରକାର ଗଠନ କରିବା ପରେ କାର୍ଯ୍ୟକର୍ତାଙ୍କୁ ଯେଉଁ ପଦ ପଦବୀ ମିଳିଛି ତାହା “ପଦବୀ ନୁହେଁ ଏହା ଏକ ଦାୟିତ୍ୱ”: ମନମୋହନ ସାମଲ  ରାଜ୍ୟ ସଭାପତି ମନମୋହନ…

ସହକାରୀ ଶିକ୍ଷକ ସ୍ବର୍ଗତ ବିଦ୍ୟାଧର ବୈଦ୍ୟଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ

ଶାସକ ପ୍ରଶାସକ/ ଖଲ୍ଲିକୋଟ ରୁ ଶିବରାମ ଜେନା :ଖଲ୍ଲିକୋଟ ବ୍ଳକ୍ ଅନ୍ତର୍ଗତ କେଶପୁର ସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ବିଦ୍ୟାଧର ବୈଦ୍ୟଙ୍କ ବ୍ରେନ୍ ଷ୍ଟ୍ରୋକ୍ ରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ସ୍ବର୍ଗତ ବିଦ୍ୟାଧର ବୈଦ୍ୟ ଉକ୍ତ ବିଦ୍ୟାଳୟ ରେ ୨୦୦୬ ମସିହାରୁ…

ତେନ୍ତୁଳିଖୁଣ୍ଟି ବ୍ଲକ ସମିତିର ସମୀକ୍ଷା ବୈଠକ କଲେ ବିଧାୟକ ।

ତେନ୍ତୁଳିଖୁଣ୍ଟି :ନବରଙ୍ଗପୁର, ଅଶୋକ ସାହୁ, ଶାସକ ପ୍ରଶାସକ 19/07/24.ତେନ୍ତୁଳିଖୁଣ୍ଟି ବ୍ଲକ ର ପଞ୍ଚାୟତ ସମିତି ର ସଭା ଗୃହ ଗୃହ ଠାରେ ବ୍ଲକ ଅଧକ୍ଷା ନିଁଳେନ୍ଦ୍ରି ନାୟକ ଙ୍କ ଅଧ୍ୟକ୍ଷତା ରେ ପଞ୍ଚୟତ ସମିତି ର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ! ବି,ଡି,ଓ ମନୋଜ କୁମାର ପାଣିଗ୍ରାହୀ…

ଜି ଆଇ ଇ ଟି ବିଶ୍ଵବିଦ୍ୟାଳୟରେ ରାୟଗଡ଼ା ଖାଦ୍ୟ ପ୍ରକ୍ରିୟାକରଣ ସମ୍ମିଳନୀ-୨୦୨୪ ଉଦଘାଟିତ।

ବ୍ୟବସାୟୀକ ସୁଯୋଗର ବିଭିନ୍ନ ଆହ୍ବାନ ଓ ଅନୁସନ୍ଧାନ ଉପରେ ଗୁରୁତ୍ୱ ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଆଜି ଜି ଆଇ ଇ ଟି ବିଶ୍ଵବିଦ୍ୟାଳୟ ଗୁଣୁପୁର ଆନୂକୁଲରେ ପ୍ରଥମ ଥର ପାଇଁ ସର୍ବ ଓଡ଼ିଶା ଅନୁସୁଚିତ ଜାତି ଓ ଉପଜାତି ବାଣିଜ୍ୟ ଓ ଶିଳ୍ପ ସଂଗଠନ ତରଫରୁ ଭାରତ ସରକାରଙ୍କ 'ଖାଦ୍ୟ…

ସମନ୍ଵିତ ସ୍ବାସ୍ଥ୍ୟ ସର୍ବେକ୍ଷଣ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିିତ।

ପଦ୍ମପୁର :- ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓଡ଼ିଶା ସରକାରଙ୍କ ଦ୍ୱାରା ଜୁଲାଇ 1 ରୁ ଅଗଷ୍ଟ 31 ପର୍ଯ୍ୟନ୍ତ ଆରମ୍ଭ ହୋଇଥିବା ଏହି ସମନ୍ଵିତ ସ୍ବାସ୍ଥ୍ୟ ସର୍ବେକ୍ଷଣ ଅଭିଯାନ କାର୍ଯ୍ୟକ୍ରମ ଆଜି ପଞ୍ଚାୟତ ଉଚ୍ଚବିଦ୍ୟାଳୟ ପୁରେନା ପରିସର ମଧ୍ୟରେ ଅନୁଷ୍ଠିତ ହୋଇଯାଇଅଛି। ପ୍ରଧାନଶିକ୍ଷକ…

ପାରିବାରିକ କଳହରୁ ଯୁବକଙ୍କ କୀଟନାଶକ ପିଇ ଆତ୍ମହତ୍ୟା

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ପାରିବାରିକ କଳହର କରୁଣ ପରିଣତି ଦେଖିବାକୁ ମିଳିଛି ବେଲଗୁଣ୍ଠା ବ୍ଳକ୍ ଡେଙ୍ଗାପଦର ଗ୍ରାମରେ I ପାରିବାରିକ କଳହରୁ ଡେଙ୍ଗାପଦର ଗ୍ରାମର ସ୍ଵର୍ଗତ ସୀମାଞ୍ଚଳ ନାୟକଙ୍କ ପୁଅ ସଞ୍ଜୟ ନାୟକ ଓରଫ୍ ଧୋବା (31) ମଦରେ କୀଟନାଶକ ମିଶାଇ ପିଇ ଆତ୍ମହତ୍ୟା କରିଥିବା…

ଡେଙ୍ଗୁ ମ୍ୟାଲେରିଆ ଓ ଡାଇରିଆରେ ସଚେତନତା କାର୍ଯ୍ୟକ୍ରମ

ବେଲଗୁଣ୍ଠା ,-(ଶିବରାମ ଚୌଧୁରୀ )-,ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଡେଙ୍ଗୁ, ମ୍ଯାଲେରିଆ ଓ ଡାଇରିଆ ରୋଗର ପ୍ରତିକାର ଓ ନିରାକରଣ ନିମନ୍ତେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଏହି ଅବସରରେ ବେଲଗୁଣ୍ଠା ପଟେଲ୍ ରୋଡ଼୍ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ…

ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆର୍ ପି ଡି ଏ ସି ବୈଠକ ଅନୁଷ୍ଠିତ

ରାୟଗଡା ରୁ ବୈକୁଣ୍ଠ ଦୁରିଆ -ରାୟଗଡ଼ା ସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆଜି ଦକ୍ଷିଣାଞ୍ଚଳ ରାଜସ୍ବ କମିଶନରଙ୍କ ଅଧ୍ୟକ୍ଷତାରେ କଂସାରିଗୁଡା ଖଣିକୁ ନେଇ ୪ର୍ଥ ଥର ଆର୍ ପି ଡି ଏ ସି ବୈଠକ ଅନୁଷ୍ଠିତ ହୋଇ ଯାଇଅଛି । ଏହି ବୈଠକରେ ରାୟଗଡ଼ା ସାଂସଦ ସପ୍ତଗିରି ଉଲ୍ଲକା, ରାୟଗଡ ବିଧାୟକ…