Sign in
Sign in
Recover your password.
A password will be e-mailed to you.
ଭାଙ୍ଗିଲା ପିସିସି, ହଟିଲେ ଶରତ : ତାରା ଧରିପାରନ୍ତି କଂଗ୍ରେସ
କଂଗ୍ରେସ ବିଧାୟକ ଦଳର ନେତା ହେଲେ ରାମଚନ୍ଦ୍ର କାଡ଼ାମ
ଅଶୋକ ଦାସ ଉପନେତା ଓ ରାଜେନ ଏକା ମୁଖ୍ୟ ସଚେତକ
ଭୁବନେଶ୍ୱର : ଅଖିଳ ଭାରତ କଂଗ୍ରେସ କମିଟି ପକ୍ଷରୁ ରାଜ୍ୟ କଂଗ୍ରେସ କମିଟିକୁ ଭଙ୍ଗ କରାଯାଇଛି | ପିସିସି ସଭାପତି ଭାବେ ଶରତ ପଟ୍ଟନାୟକଙ୍କ କାର୍ଯ୍ୟକାଳରେ ପଡିଛି ପୂର୍ଣ୍ଣଛେଦ | ଖୁବ…
ସ୍ୱର୍ଗତ ବୀରେନ୍ଦ୍ର କୁମାର ଦାସଙ୍କ ଏକଦଶାହ ଦିବସ ଉପଲକ୍ଷେ ଭଜନ ସମାରୋହ ଅନୁଷ୍ଠିତ
https://youtu.be/ykMArglNX1w
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ପୂର୍ବତନ ଅତିରିକ୍ତ ଜିଲ୍ଲାପାଳ ସ୍ବର୍ଗତ ବୀରେନ୍ଦ୍ର କୁମାର ଦାସଙ୍କ ଏକଦଶାହ ଦିବସ ଉପଲକ୍ଷେ ଭଜନ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଆଜି ( ଶନିବାର ଦିନ)…
ୱାରେଣ୍ଟି ଗିରଫ ବେଳେ ପୋଲିସ କୁ ଆକ୍ରମଣ
ନୂଆପଡ଼ା ଜିଲ୍ଲା ରୁ କଲିମ୍ ମହମ୍ମଦ କ ରିପୋର୍ଟ (ଶାସକ ପ୍ରଶାସକ): ନୂଆପଡ଼ା ଜିଲ୍ଲା କୋମନା ଥାନା ବରକୋଟ ଗାଁରେ ଜଣେ ଓ୍ବାରେଣ୍ଟି କୁ ପୁଲିସ ଗିରଫ କରିବାକୁ ଯାଇ ପରିବାର ଲୋକଙ୍କ ଆକ୍ରମଣରେ ପୁଲିସ ଅଧିକାରୀ ଓ କର୍ମଚାରୀ ଲହୁ ଲୁହାଣ ହୋଇଥିଲେ। ଏଥିରେ ଜଣେ ଏସଆଇ, ଏଏସଆଇ ସମେତ ୮ ପୁଲିସ…
ଭାରତ ବିଶ୍ବର ଅଗ୍ରଣୀ ହେବା ପାଇଁ ଶିକ୍ଷା, ମହିଳା ଏବଂ ଏମ୍ଏସ୍ଏମ୍ଇ / ଷ୍ଟାର୍ଟଅପ୍ – ଏମ୍.କେ ଭାଟିଆ ପାଇଁ…
ରାଉରକେଲା,(ବସନ୍ତ କୁମାର ଜେନା): ଦେଶର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୩ ଜୁଲାଇରେ ବଜେଟ୍ ଉପସ୍ଥାପନ କରିବାକୁ ଯାଉଛନ୍ତି। ଏହି ବଜେଟରୁ ଦେଶର ପ୍ରତ୍ୟେକ ବିଭାଗର ଅନେକ ଆଶା ରହିଛି। ଏଥି ସହିତ ଦେଶର ଯୁବକମାନେ ସରକାରଙ୍କଠାରୁ ଶିକ୍ଷା, ନିଯୁକ୍ତି ଏବଂ ସୁରକ୍ଷା ଦାବି କରୁଛନ୍ତି। MITS…
ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପୂର୍ବପରି ଚାଲୁ ରହିବ:ମୁଖ୍ୟମନ୍ତ୍ରୀ
ଗଣ ମାଧ୍ୟମକୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବକ୍ତବ୍ୟ
ଭୁବନେଶ୍ୱର: ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ନାମ ପରିବର୍ତ୍ତନ ବିଷୟରେ ଗଣମାଧ୍ୟମରୁ ସୂଚନା ପାଇଲି । ନାମ ପରିବର୍ତ୍ତନ ନେଇ କୌଣସି ବିଧିବଦ୍ଧ ନିଷ୍ପତ୍ତି ହୋଇନାହିଁ । ମୋ ସରକାର ଓଡ଼ିଶାର ବରପୁତ୍ର ମାନଙ୍କୁ ଯଥୋଚିତ ସମ୍ମାନ ଦିଏ…
ନିଳାଦ୍ରୀନାଥଙ୍କ ନିଳାଚଳ ଅବଢା ପାଇଲେ ଭକ୍ତ
ପୁରୀ ଅନିମେଶ ପଟ୍ଟନାୟକ): ଶନିବାର ନିଳାଦ୍ରୀନାଥଙ୍କ ନିଳାଚଳ ଅବଢାର ଆନନ୍ଦ ନେଇଛନ୍ତି ଭକ୍ତ ମାନେ । ଗତକାଲି ନୀଳାଦ୍ରି ବିଜେ ପରେ ପ୍ରଥମ ଅଭଢା ବାହାରିଛି । ଶ୍ରୀମନ୍ଦିର ରୋଷଘର ତେର ଦିନ ଖାଲି ପଡିବା ପରେ ଚୁଲି ଗୁଡିକ ଶୁଦ୍ଧପୁତ ଭାବେ ନିର୍ମାଣ କରାଯାଇ ସୁପକାର ମାନେ ମହାପ୍ରସାଦ…
ଜି ଆଇ ଇ ଟି ବିଶ୍ଵବିଦ୍ୟାଳୟରେ ଦୁଇ ଦିନିଆ ଆନ୍ତର୍ଜାତୀୟ ସମ୍ମିଳନୀ ଅନୁଷ୍ଠିତ।
*ରାସାୟନିକ ବିଜ୍ଞାନରେ ସାମ୍ପ୍ରତିକ ଅଗ୍ରଗତି - ଏକ ସ୍ଥାୟୀ ଆଭିମୁଖ୍ୟ
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି- ଆଜି ସ୍ଥାନୀୟ ଜି ଆଇ ଇ ଟି ବିଶ୍ଵବିଦ୍ୟାଳୟର ସ୍କୁଲ ଅଫ ଇଞ୍ଜିନିୟରିଂର ବେସିକ ସାଇନ୍ସ ଆଣ୍ଡ ହୁମନିଟିସ , ସ୍କୁଲ ଅଫ ସାଇନ୍ସେସ୍ ଓ ରାସାୟନିକ ଇଞ୍ଜିନିୟରିଂ ବିଭାଗ ପକ୍ଷରୁ "…
ପଦ୍ମପୁର :ସୌରା ଆମ୍ବକୁଲା ନିକଟ ଜଙ୍ଗଲରୁ ଜଣେ ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର
ପୋଲିସ ତନାଘନା,ପରିବାର ଲୋକ କହିଲେ ବିଷାକ୍ତ ପାଣି ଦେଇ ମାରିଥିବା ଅଭିଯୋଗ
ପଦ୍ମପୁର :୨୦/୭:- ରାୟଗଡ଼ା ଜିଲ୍ଲା ପଦ୍ମପୁର ଥାନା ଅଞ୍ଚଳର ସୌରା ଆମ୍ଭାକୁଲା ରାସ୍ତା ନିକଟ ଜଙ୍ଗଲରୁ ଜଣେ ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର କରିଛି ପଦ୍ମପୁର ପୋଲିସ । ମୃତକ ଜଣକ ହେଲେ କେନ୍ଦୁଗୁଡ଼ା ନିକଟ…
– ବେଆଇନ୍ କରତ କଳ ଉପରେ ଚଢ଼ାଉ ପରେ ଯନ୍ତ୍ରାଂଶ ସହ କାଠ ଜବତ୍।
ବାସୁଦେବପୁର: ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ ଅନ୍ତର୍ଗତ ବାରାପୁର ଗ୍ରାମ ରେ ଥିବା ଏକ ବେଆଇନ କରତ କଳ ଉପରେ ଚଢାଉ । ସୂଚନା ଅନୁଯାୟୀ ଅତିରିକ୍ତ ତହସିଲଦାରଙ୍କ ଉପସ୍ଥିତି ରେ ଭଦ୍ରକ ରେଞ୍ଜର ପିତାମ୍ବର ନାୟକ ଙ୍କ ସହିତ ବାସୁଦେବପୁର ବନ ବିଭାଗ ର ସମସ୍ତ କର୍ମଚାରୀ ସହ ପୋଲିସ ବିଭାଗ ର…
ରାଜ୍ୟ ଭିନ୍ନକ୍ଷମ ଅୟୁକ୍ତ ଓଡ଼ିଶାଙ୍କ ଅଦାଲତ ଶିବିର ଅନୁଷ୍ଠିତ
https://youtu.be/5Fci6I5OiMQ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ରାଜ୍ୟ ଭିନ୍ନକ୍ଷମ ଆୟୁକ୍ତ ଓଡ଼ିଶା ଓ ଜିଲ୍ଲାପ୍ରଶାସନ ମିଳିତ ଆନୁକୂଲ୍ୟରେ ଭିନ୍ନକ୍ଷମ ଅଦାଲତ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଶ୍ରୀମତୀ ବ୍ରତତୀ…