Sign in
Sign in
Recover your password.
A password will be e-mailed to you.
ରେଙ୍ଗାଲୀ ଜଳସେଚନ ପ୍ରକଳ୍ପ ପରିଚାଳନା କମିଟିର ୫ମ ବୈଠକ ଅନୁଷ୍ଠିତ
ପ୍ରକଳ୍ପକୁ ସହଜରେ ଓ ଶୀଘ୍ର ସଂପୂର୍ଣ୍ଣ କରିବା ପାଇଁ ସମନ୍ୱୟ ଭିତ୍ତିରେ କାର୍ଯ୍ୟ କରିବାକୁ ଉନ୍ନୟନ କମିଶନରଙ୍କ ପରାମର୍ଶ
ଭୁବନେଶ୍ୱର ତା-୦୩.୦୬.୨୦୨୫: ରେଙ୍ଗାଲୀ ଜଳସେଚନ ପ୍ରକଳ୍ପ ପାଇଁ ରହିଥିହା ପ୍ରକଳ୍ପ ପରିଚାଳନା କମିଟିର ୫ମ ବୈଠକ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ…
ସୋଆ ଏସ୍ଏଚ୍ଏମ୍ ପକ୍ଷରୁ ରନ୍ଧନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ‘ୱି କ୍ୟାନ୍ କୁକ୍’ ଆଣ୍ଡ ‘ୱି କ୍ୟାନ୍ ବେକ୍’ ଆରମ୍ଭ
ଭୁବନେଶ୍ୱର, ଜୁନ୍ ୩: ଖାଦ୍ୟ ରନ୍ଧନ ଖୁବ୍ ଭଲ ଅନୁଭବ ଏବଂ ମା’ର ହାତ ରନ୍ଧାର ତୁଳନା ନାହିଁ । ଘରର ମହିଳାଟି ଯେଉଁ ଶ୍ରଦ୍ଧାରେ ଖାଦ୍ୟ ରାନ୍ଧିକି ଦିଏ ତାହାର ସ୍ୱାଦ ଖୁବ୍ ନିଆରା । କେବଳ ଖାଦ୍ୟ ସୁସ୍ୱାଦ ହେବା ଯେତିକି ଜରୁରୀ ନୁହେଁ ବରଂ ଶରୀର ପାଇଁ ମଧ୍ୟ ସେତିକି ସ୍ୱାସ୍ଥ୍ୟକର ହେବା…
ଜନଜାତି ବହୁଳ ମାଲକାନଗିରି ଜିଲ୍ଲାରେ ବିଦ୍ୟୁତ ଭିତ୍ତିଭୂମି ସୁଦୃଢ଼ କରୁଛି ଟିପିଏସ୍ଓଡିଏଲ୍
-- ମାଥିଲି ସବଷ୍ଟେସନର କ୍ଷମତା ୮.୧୫ ଏମଭିଏରୁ ୧୦ ଏମଭିଏକୁ ବୃଦ୍ଧି
-- ଗ୍ରାମୀଣ ଅଞ୍ଚଳର ପ୍ରାୟ ୬ ହଜାରରୁ ଅଧିକ ଉପଭୋକ୍ତା ଉପକୃତ ହେବେ
ବ୍ରହ୍ମପୁର, ଜୁନ ୨୦୨୫: ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ (ଟିପିଏସ୍ଓଡିଏଲ୍) ପକ୍ଷରୁ ମାଲକାନଗିରି ଜିଲ୍ଲାର…
ଗ୍ରୀଷ୍ମ ଛୁଟି ସମୟରେ ଯାତ୍ରୀ ଚାହିଦା ପୂରଣ ପାଇଁ 32ଟି ଟ୍ରେନରେ ଅସ୍ଥାୟୀ ଭାବେ କୋଚ ସଂଯୋଗ |
ଭୁବନେଶ୍ୱର, 3 ଜୁନ୍ 2025: ଗ୍ରୀଷ୍ମ ଋତୁ ଛୁଟି ସମୟରେ ଟ୍ରେନ ଯାତ୍ରୀଙ୍କ ଚାହିଦା ବୃଦ୍ଧିକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ 2025 ଜୁନ୍ ମାସରେ 32ଟି ଟ୍ରେନ୍ (16 ଯୋଡ଼ା) ଟ୍ରେନରେ ଅସ୍ଥାୟୀ ଭାବରେ ଅତିରିକ୍ତ କୋଚ୍ ସଂଯୋଗ କରୁଅଛି | ଏହି ପଦକ୍ଷେପର ଲକ୍ଷ୍ୟ ହେଉଛି ପୂର୍ବତଟ ରେଳପଥ…
ପୁରୀ-ରାଉରକେଲା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ ପାଇଁ ସାପ୍ତାହିକ ଚଳାଚଳ ଦିବସ ବନ୍ଦ ଦିନରେ ପରିବର୍ତ୍ତନ |
ଭୁବନେଶ୍ୱର, 3 ଜୁନ୍ 2025: ପୂର୍ବତଟ ରେଳପଥ 20836/20835 ପୁରୀ-ରାଉରକେଲା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସର ସାପ୍ତାହିକ ଛୁଟି ଦିବସରେ ପରିବର୍ତ୍ତନ ଘୋଷଣା କରିଛି | 03 ଜୁନ୍ 2025 ଠାରୁ ଟ୍ରେନଟି ଏବେ ଶନିବାର ପରିବର୍ତ୍ତେ ମଙ୍ଗଳବାର ଦିନମାନଙ୍କରେ ବାତିଲ ରହିବ |
ତଦନୁସାରେ, ଟ୍ରେନଟି…
ଅଶ୍ଳୀଳ ଫଟୋ ଭାଇରାଲ୍ କରିବାକୁ ନେଇ ବ୍ଳାକ୍ ମେଲ୍:ଯୁବକ ଗିରଫ
ବେଲଗୁଣ୍ଠା-(ଶିବରାମ ଚୌଧୁରୀ )-ଗାଙ୍ଗପୁର ଥାନା ଅନ୍ତର୍ଗତ ଗୋବରା ଗ୍ରାମରେ ଜଣେ ବିବାହିତା ମହିଳାଙ୍କ ଅଶ୍ଳୀଳ ଫଟୋ ଭାଇରାଲ୍ ଧମକ ଦେଇ ବ୍ଳାକମେଲ୍ କରିବା ଘଟଣାରେ ଗାଙ୍ଗପୁର ପୋଲିସ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ପୋଲିସ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ,ଗୋବରାର…
ଆଲ୍ ଓଡ଼ିଶା ଅଙ୍ଗନବାଡ଼ି ଲେଡ଼ିଜ୍ ୱାର୍କରସ୍ ଏସୋସିଏସନ୍ ଗୁଣପୁର ଶାଖା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୨୨…
ରାୟଗଡ: ଭାରତୀୟ ମଜଦୂର ସଂଘ ଦ୍ଵାରା ପରିଚାଳିତ ଆଲ୍ ଓଡ଼ିଶା ଅଙ୍ଗନବାଡ଼ି ଲେଡ଼ିଜ୍ ୱାର୍କରସ୍ ଏସୋସିଏସନ୍ ଗୁଣପୁର ଶାଖା ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୨୨ ଦଫା ଦାବି ପତ୍ର ଗୁଣପୁର ଉପଜିଲ୍ଲାପାଳ କୀରନ ଦୀପ କୋର ସାହାଟାଙ୍କୁ ପ୍ରଦାନ କରିଛନ୍ତି।ଏହି ଅବସରରେ ଗୁଣପୁର…
ଗ୍ରୀଷ୍ମ କାଳୀନ ବ୍ୟାଡମିଣ୍ଟନ ପ୍ରଶିକ୍ଷଣ ଶିବିର -୨୦୨୫ ର ଉଦଯାପନୀ ଉତ୍ସବ ଅନୁଷ୍ଠିତ
ବେଲଗୁଣ୍ଠା(ଶିବରାମ ଚୌଧୁରୀ )-ଆଜି ସ୍ଥାନୀୟ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ, ବେଲଗୁଣ୍ଠା ଠାରେ ଗ୍ରୀଷ୍ମ କାଳୀନ ବ୍ୟାଡମିଣ୍ଟନ ପ୍ରଶିକ୍ଷଣ ଶିବିର -୨୦୨୫ ର ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।| ଉକ୍ତ ଶିବିର ଟି ଗତ ଅପ୍ରେଲ ମାସ ୨୫ ତାରିଖ ଠାରୁ ୧୧ ମଇ ଏବଂ ୧୫ ମଇ ଠାରୁ ୩୧ ମଇ…
ଅତି ନିମ୍ନମାନ ଗ୍ରାମ ସଡ଼କ କାର୍ଯ୍ୟ ପ୍ରତି ଗ୍ରାମବାସୀଙ୍କ ଅସନ୍ତୋଷ, ତଦନ୍ତ ପାଇଁ ଦାବି
ଟିଟିଲାଗଡ଼ - (ତା- ୦୩/୦୬) ଶାସକ ପ୍ରଶାସକ(ଘନଶ୍ୟାମ ନାଗ): ବଲାଙ୍ଗୀର ଜିଲ୍ଲା,ଟିଟିଲାଗଡ଼ ବ୍ଲକ୍ର ମନିଗାଁଠାରୁ ତୁଲାଙ୍ଗ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଅନ୍ତର୍ଗତ ନିର୍ମିତ ସଡ଼କର ଗୁଣମାନ ଉପରେ ଗମ୍ଭୀର ପ୍ରଶ୍ନ ଉଠିଛି। ଗ୍ରାମବାସୀଙ୍କ ଅନୁସାରେ, ଏହି ସଡ଼କର କାର୍ଯ୍ୟ…
ସୁବର୍ଣ୍ଣପୁର ଜିଲ୍ଲାର ସ୍ୱୟଂଚାଳିତ ଯାନ ଚାଳନା ପରୀକ୍ଷଣ କେନ୍ଦ୍ରକୁ ଆଭାସୀ ମାଧ୍ୟମରେ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ
ସୁବର୍ଣ୍ଣପୁର,ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ) ଓଡିଶା ସରକାର ପରିବହନ ବିଭାଗ ଦ୍ୱାରା ସୁବର୍ଣ୍ଣପୁର ଜିଲ୍ଲାବାସୀଙ୍କ ସୁବିଧା ପାଇଁ ସୁବର୍ଣ୍ଣପୁର ଜିଲ୍ଲାର ସାହାଜପିଟାସ୍ଥିତ ଜିଲ୍ଲା ସ୍ୱୟଂଚାଳିତ ଯାନ ଚାଳନା ପରୀକ୍ଷଣ କେନ୍ଦ୍ରର ଆଜି ଉଦ୍ଘାଟନ ଓ ଲୋକାର୍ପଣ କରାଯାଇଛି। ମାନ୍ୟବର…