Sign in
Sign in
Recover your password.
A password will be e-mailed to you.
ବିଜେଡି ତରଫରୁ ବିଧାୟିକା ଙ୍କ ଜନ୍ମଦିନ ପାଳିତ।
ପଦ୍ମପୁର :- ସ୍ଥାନୀୟ ବିଜୁ ଜନତା ଦଳ କାର୍ଯ୍ୟାଳୟ ଠାରେ ବିଧାୟିକା ବର୍ଷା ସିଂ ବରିହା ଙ୍କ ଜନ୍ମ ଦିନ ମହାସମାରୋହରେ ପାଳିତ ହୋଇଯାଇଛି। ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଶହ ଶହ ଶୁଭେଚ୍ଛୁ ବିଧାୟିକା ଙ୍କୁ ଭେଟି ଜନ୍ମଦିନ ର ଶୁଭେଚ୍ଛା ଜଣାଇଥିଲେ। ଏହି କାର୍ଯ୍ୟକ୍ରମ ରେ ଭୋଜରାଜ ସିଂ ବରିହା,…
ଭାରତୀୟ ଜନତା ପାର୍ଟି ର ମିଶ୍ରଣପର୍ବ
ବିଜେପୁର :-ଭାରତୀୟ ଜନତା ପାର୍ଟିର ନୀତିଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେପୁର ବିଧାନ ସଭା ବିଜେପୁର ବ୍ଳକର ସମିତି ସଭ୍ୟସଭ୍ୟାଙ୍କ ସମେତଅନେକ ଅନ୍ୟ ଦଳର ନେତା ଆଜି ଦଳରେ ଯୋଗାନ କରିଛନ୍ତି । ଏନେଇ ଭାରତୀୟ ଜନତାପାର୍ଟିର ଜିଲ୍ଲା କାର୍ଯ୍ୟାଳୟରେ ଆୟୋଜିତ ସଂକ୍ଷିପ୍ତ ମିଶ୍ରଣ ପର୍ବରେ ଉପରୋକ୍ତ…
ହିଣ୍ଡାଲ୍କୋ ମିନାକ୍ଷୀ କୋଇଲା ଖଣି ପକ୍ଷରୁ ଛାତ୍ରଛାତ୍ରୀଙ୍କ ପାଇଁ ଦନ୍ତ ସଚେତନତା ଶିବିର ଅନୁଷ୍ଠିତ
ଭୁବନେଶ୍ୱର ; ହିଣ୍ଡାଲ୍କୋ ମିନାକ୍ଷୀ କୋଇଲା ଖଣି ପକ୍ଷରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦନ୍ତ ସ୍ୱାସ୍ଥ୍ୟ ସମ୍ପର୍କିତ ସଚେତନତା ସୃଷ୍ଟି କରିବା ଉଦ୍ଧେଶ୍ୟରେ ଏକ ସଚେତନତା ଶିବିର ଆୟୋଜିତ ହୋଇଯାଇଛି । ସୁନ୍ଦରଗଡ଼ ଜିଲ୍ଲା ହେମଗିରି ସ୍ଥିତ ଦୂରୁବାଗ ଉଚ୍ଚ ପ୍ରାଥମିକ ଵିଦ୍ୟାଳୟ ଏବଂ କିରିପସିରା…
ଓଡ଼ଗାଁ କଲେଜ ରୋଡ଼ ପିଚୁ ରୋଡ଼ ଦବି ଗର୍ତ୍ତ ସୃଷ୍ଟି
ଓଡ଼ଗାଁ,୧୯।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନ୍ଏସି ନୟାଗଡ଼-ଭଞ୍ଜନଗର ୨୧ ନମ୍ବର ରାଜ୍ୟ ମୁଖ୍ୟ ସଡ଼କ କଲେଜ ରୋଡ଼ ସନ୍ତୋଷୀମା ମନ୍ଦିର ନିକଟ ଦବି ଏକ ଗର୍ତ୍ତ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି । ଏବଂ ଏହି ରାସ୍ତା ଦେଇ ଗମନାଗମନ କରୁଥିବା ଯାନବାହାନ ଚଳାଚଳଙ୍କ…
ଓଡ଼ଗାଁ କଲେଜ ବେସରକାରୀ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ
ଓଡ଼ଗାଁ,୧୯।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀମାନେ ସରକାରୀ ଅନୁଦାନ ପ୍ରଦାନ ନିମନ୍ତେ କାର୍ଯ୍ୟ ବନ୍ଦ କରି ମହାବିଦ୍ୟାଳୟ ମୁଖ୍ୟ ଫାଟକ ସମ୍ମୁଖରେ ଆନ୍ଦୋଳନରେ ବସି ରହିଛନ୍ତି । ଓଡ଼ିଶା ରାଜ୍ୟ…
ଅଙ୍ଗୀନଦୀ ପାଣି ରେ ବୁଡି ଯାଇ ଯୁବକ ର ମୃତ୍ୟୁ
ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୧୯/୦୮/୨୫ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ଦରଗୁଲା ଗ୍ରାମ ନିକଟ ଅଙ୍ଗୀ ନଦୀ ରେ ଭାସି ଯାଇ ଜଣେ ଯୁବକ ର ମୃତ୍ୟୁ ଘଟିଛି।ମୃତ ଯୁବକ ଡାବୁଗାଁ ଥାନା ଅନ୍ତର୍ଗତ କେରଣ୍ଡି ଗ୍ରାମ ର ଦୟମନ ଭତରା (୨୯) ବୋଲି ଜଣା ପଡିଛି। ଏ ନେଇ…
ଡାବୁଗାଁ ରେ ଦୁର୍ଗା ପୂଜା ନିମନ୍ତେ ପ୍ରସ୍ତୁତି ବୈଠକ
ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୧୯/୦୮/୨୫ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ସଦର ଦୁର୍ଗାପୂଜା ମଣ୍ଡପ ପରିସରରେ ଆସନ୍ତା ଅକ୍ଟୋବର ମାସ ୨ ତାରିଖରେ ହେବାକୁ ଥିବା ଦୁର୍ଗାପୂଜା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଗତ ବର୍ଷ ଦୁର୍ଗାପୂଜା ର ଆୟବ୍ୟୟ ର ହିସାବ…
ଡ଼କାୟତି ପାଇଁ ଚାଲିଥିଲା ଯୋଜନା ; ମାଡ଼ି ବସିଲା ପୋଲିସ୍; ଇଣ୍ଡିଗୋ କାର୍ ଏବଂ ମାରଣାସ୍ତ୍ର ସହିତ ପାଞ୍ଚ ଜଣ ଗିରଫ
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-,ଡ଼କାୟତି ଯୋଜନା କରୁ୍ଥିବା ବେଳେ ଏକ ପାଞ୍ଚ ଜଣିଆ ଡକାୟତ ଗ୍ୟାଙ୍ଗ୍ କୁ କାବୁ କରିବାକୁ ସକ୍ଷମ ହୋଇଛି ଗାଙ୍ଗପୁର ପୋଲିସ୍ I ସୂଚନା ପ୍ରକାରେ ଗତକାଲି ଅର୍ଥାତ୍ ସୋମବାର ରାତି ୦୯ ଘଣ୍ଟା ୩୦ ମିନିଟ୍ ସମୟରେ ମାଆ ବୁଢାକେନ୍ଦୁ ମନ୍ଦିର ପରିସରରେ ଏକ ଡକାୟତ…
କର୍ମ ନିୟୋଜନ ତଥା ଦକ୍ଷତା ବିକାଶ ନିର୍ଦ୍ଦେଶକ ଏବଂ ସି ଈ ଓ, ଓ ଏସ ଡି ଏ ଙ୍କ ନବରଙ୍ଗପୁର ଜିଲ୍ଲା ଗସ୍ତ ଓ ସମୀକ୍ଷା…
ନବରଙ୍ଗପୁର,୧୯/୮/ ୨୦୨୫-ଅଶୋକ ସାହୁ, ଶାସକ ପ୍ରଶାସକ, ସ୍ଥାନୀୟ ଜିଲ୍ଲାପରିଷଦ ସମ୍ମିଳନୀ ଗୃହରେ ନିୟୋଜନ ନିର୍ଦ୍ଦେଶକ ତଥା ଓଏସଡି ଏ ସି ଇଓ, ଜିଲ୍ଲା ପାଇଁ ନିଯୁକ୍ତ ନୋଡାଲ ଅଧିକାରୀ ରଶ୍ମିତା ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାପାଳ ଡ…
ହିଂସ୍ର ଦନ୍ତା ହାତୀକୁ ସ୍ଥାନାନ୍ତର ପାଇଁ ଘୁ.ଉଦୟଗିରିରେ 12 ଘଣ୍ଟିଆ ବନ୍ଦ ଡାକରା
ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ତହସିଲଦାର ଓ ବିଡିଓଙ୍କୁ ଦାବି ପତ୍ର ପ୍ରଦାନ
ଘୁ.ଉଦୟଗିରି(ଅବନୀ କୁମାର ପ୍ରଧାନ/ଦେବେନ୍ଦ୍ର ନାୟକ): କନ୍ଧମାଳ ଜିଲ୍ଲା ଘୁ. ଉଦୟଗିରି ବ୍ଲକ ଓ ବିଜ୍ଞାପିତ ଅଞ୍ଚଳ ପରିଷଦ l ଯାହାକି ଯାହାକି ଏକ ଉଚ୍ଚ ଉଚ୍ଚ ପାହାଡ଼ ଘେରା ସମତଳ ଅଞ୍ଚଳରେ ଅବସ୍ଥିତ l ସେଥିପାଇଁ…