“ଆମ ସଂକଳ୍ପ ନିଶା ନୂହେଁ ଜୀବନ” ସଚେତନତା ରଥ ଜିଲ୍ଲା ପରିକ୍ରମା କରିବା ପାଇଁ ଶୁଭାରମ୍ଭ।

ଭବାନୀପାଟଣା:ରୋହିତ କୁମାର ନାଏ(ଶାସକ ପ୍ରଶାସକ) ଏକ ସୁସ୍ଥ ସୁନ୍ଦର ସମାଜ ଗଠନ କରିବା ଦିଗରେ ନିଶା ଏକ ପ୍ରତିବନ୍ଧକ ସୃଷ୍ଟି କରିଥାଏ। ନିଶା ଭଲି ଏକ କୁ ଅଭ୍ୟାସ ରୁ ବିଶେଷ କରି ଯୁବପିଢ଼ି ଙ୍କ ମଧ୍ୟରେ ନିଶା ସେବନ ର କୁ ପରିଣାମ ସମ୍ପର୍କରେ ସଚେତନତା ସୃଷ୍ଟି କରି ଜାଗ୍ରତ କରିବା ପାଇଁ…

କୋଇଲାରି ରେ ମା ଠାକୁରାଣୀ ଙ୍କ ଯାତ୍ରା ଅନୁଷ୍ଠିତ

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୦୪/୦୬/୨୫ ନବରଙ୍ଗପୁର ଜିଲ୍ଲା ଡ଼ାବୁଗାଁ ବ୍ଲକ ଅନ୍ତର୍ଗତ କୋଇଲାରି ଗ୍ରାମ ଠାରେ ଗ୍ରାମ ର ଆରାଧ୍ୟ ଦେବୀ ମା ଠାକୁରାଣୀ ଙ୍କ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ବଡ କୋଇଲାରି ମା ଠାକୁରାଣୀ ଙ୍କ ମନ୍ଦିର ରେ ପୂଜାର୍ଚ୍ଚନା ପରେ ଆଖପାଖ ଗ୍ରାମ ରୁ…

ବେଲଗୁଣ୍ଠାରେ ବ୍ୟାପକ ବିଦ୍ୟୁତ୍ ବିଭ୍ରାଟ: ତୀବ୍ର ଜନ ଅସନ୍ତୋଷ, କାର୍ଯ୍ୟାଳୟ ଘେରାଉ ଚର୍ଚ୍ଚା

ବେଲଗୁଣ୍ଠା -(ଶିବରାମ ଚୌଧୁରୀ )-ଗ୍ରୀଷ୍ମ ଋତୁରେ ଅସହ୍ୟ ଗରମ ସହ୍ୟ ହେଉ ନ ଥିବା ବେଳେ ବେଲଗୁଣ୍ଠା ବିଦ୍ୟୁତ୍ ବିଭାଗର ବାରମ୍ବାର ବିଦ୍ୟୁତ୍ କାଟ ଜନସାଧାରଣରେ ଅହେତୁକ ଅସନ୍ତୋଷ ଦେଖାଦେଇଛି । ପୁର୍ବ ଟିପିଏସଓଡିଏଲ୍ ର ମନମୁଖୀ କାର୍ଯ୍ୟ କଳାପ ଓ ବିଦ୍ୟୁତ୍ କାଟ ଯୋଗୁଁ ଲୋକେ ଅସନ୍ତୋଷ ଜାହିର…

ମାଁ ବ୍ରାହ୍ମଣ ଦେବୀଙ୍କ ଯାତ୍ରା ପରେ ବାପ ଘର ତରଫରୁ ଗଲା ଶାଗ ମାଛ ।

ବେଲଗୁଣ୍ଠା -(ଶିବରାମ ଚୌଧୁରୀ )-ସମାପନ ହୋଇ ଯାଇଛି ଭକ୍ତି, ବିଶ୍ୱାସ, ସଂସ୍କୃତି ଓ ପରମ୍ପରାର ପର୍ବ ଐତିହାସିକ ମାଁ ବ୍ରାହ୍ମଣ ଦେବୀ ଯାତ୍ରା ମହୋତ୍ସବ। ।ସ୍ୱଗୃହ ତଥା ଶାଶୁ ଘରକୁ ମାଁ ବ୍ରାହ୍ମଣ ଦେବୀ ବାପଘରକୁ ଆସି ଦୀର୍ଘ ଏକ ମାସ ହେବ ସହରରେ ଦେବୀଲୀଳା ରଚି ଏକ ଭକ୍ତି ମୟ ପରିବେଶ…

ମାଆ ବାସଙ୍ଗ ପୀଠରେ କଂଗ୍ରେସ୍ ର ସାଂଗଠନିକ ବୈଠକ ; ଆଗାମୀ ଛଅ ସମ୍ବିଧାନ ବଞ୍ଚାଅ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ଆଜି ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ତନରଡା ନିକଟସ୍ଥ ମାଆ ବାସଙ୍ଗ ପୀଠରେ କଂଗ୍ରେସ୍ ର ଏକ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି I ସୋରଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥୀ ତଥା ପିସିସି ସଭ୍ୟ ହରିକୃଷ୍ଣ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ…

ନିଶାଦ୍ରବ୍ୟ ତଥା ଅପମିଶ୍ରିତ ମାଦକ ଦ୍ରବ୍ୟ ବିରୋଧରେ ସଚେତନତା ରଥ ଶୁଭାରମ୍ଭ କଲେ ଜିଲ୍ଲାପାଳ।

ରାୟଗଡ ତା:୦୪-୦୬-୨୦୨୫ରିଖ- ବିଭିନ୍ନ ନୀଶା ଦ୍ରବ୍ୟ ତଥା ମାଦକ ଦ୍ରବ୍ୟ ବ୍ୟବର ଜନିତ କୁପରିଣାମ ବିଷୟରେ ଜନ ସଚେତନତା ନିମନ୍ତେ ଓଡିଶା ରାଜ୍ୟ ଅବକାରୀ ବିଭାଗର ନିର୍ଦେଶ କ୍ରମେ ଆଜି ଏକ ରଥକୁ ରାୟଗଡ ଜିଲ୍ଲାପାଳ ପାରୁଲ ପଟାୱରୀ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ରଥ ରାୟଗଡ ଜିଲ୍ଲାର…

ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ଉତ୍କଳ ମିଡ଼ିଆ ସାମ୍ବାଦିକ ସଙ୍ଘର ପକ୍ଷୀ ସୁରକ୍ଷା ନିମନ୍ତେ ଏକ ନୂତନ ପଦକ୍ଷେପ

ରାୟଗଡ: ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ଉତ୍କଳ ମିଡ଼ିଆ ସାମ୍ବାଦିକ ସଙ୍ଘ, ରାୟଗଡ ତରଫରୁ ପକ୍ଷୀ ସୁରକ୍ଷା ନିମନ୍ତେ ଏକ ନୂତନ ପଦକ୍ଷେପ l ସଙ୍ଘର ସଭାପତି ଶ୍ରୀ ଦୟାନନ୍ଦ ଖାଡ଼ଙ୍ଗାଙ୍କ ନେତୃତ୍ୱରେ ଅତିଥିଭାବେ ରାୟଗଡ ବନ ବିଭାଗର (ଏସିଏଫ) ଶ୍ରୀ ଅଶୋକ କୁମାର ପ୍ରଧାନ, ରାୟଗଡ ପୌର ପରିଷଦର…

ବିଦେଶୀ ମଦ ଦୋକାନକୁ ବନ୍ଦ କରିବା ନେଇ ଜିଲ୍ଲା ଅବକାରୀ ଅଧିକ୍ଷକଙ୍କୁ ରାୟଗଡ ଜିଲ୍ଲା ବିକାଶ ମଞ୍ଚ ତରଫରୁ ଦାବୀ ପତ୍ର…

ରାୟଗଡ: ଚଳିତ ବର୍ଷ ହେବାକୁ ଥିବା ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ସମୟରେ ସ୍ଥାନୀୟ ଭାରତୀୟ ଷ୍ଟେଟ ଵ୍ୟାଙ୍କ ଅଫ ଇଣ୍ଡିଆ ମୂଖ୍ୟ ବ୍ରାଞ୍ଚ ସମ୍ମୁଖ ରାସ୍ତା ପାର୍ଶ୍ୱର ୱାର୍ଡ ନଂ. ୫ ରେ ଥିବା ବିଦେଶୀ ମଦ ଦୋକାନକୁ ବନ୍ଦ କରିବା ନେଇ ଜିଲ୍ଲା ଅବକାରୀ ଅଧିକ୍ଷକଙ୍କୁ ରାୟଗଡ ଜିଲ୍ଲା ବିକାଶ ମଞ୍ଚ…

କଳିଙ୍ଗ ୟୁନିୟନ ରାଜ୍ୟ ସାମ୍ବାଦିକ ସଂଘର କାର୍ଯ୍ୟକାରିଣୀ ବୈଠକ ।

ଭୁବନେଶ୍ୱର : ସାମ୍ବାଦିକ ମାନଙ୍କର ବିଭିନ୍ନ ଦାବି ନେଇ ଓଡ଼ିଶାରେ ନୂତନ କରି ଗଠିତ ହୋଇଥିବା କଳିଙ୍ଗ ୟୁନୀୟନ୍ ଅଫ୍ ୱlର୍କିଙ୍ଗି ଯୋର୍ଣାଲିଷ୍ଟ ଆସୋସିଏସନର ପ୍ରତିଷ୍ଠା ଦିବଶ ଅବସରରେ ଭୁବନେଶ୍ବରସ୍ଥ ହୋଟେଲ ବାଲାଜୀ ଗ୍ରାଣ୍ଡ ଠାରେ ରାଜ୍ୟ କାର୍ଯ୍ୟକାରିଣୀର ଏକ ବୈଠକ ଅନୁଷ୍ଟିତ ହୋଇଥିଲା।…

ବଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ ଏବଂ ଲାଠିପଡ଼ା ଉଚ୍ଚ ବିଦ୍ୟାଳୟକୁ ପିଏମ ଶ୍ରୀ ମାନ୍ୟତା

ନୟାଗଡ଼(ବିଶ୍ୱଜିତ ନାୟକ) :- ନୟାଗଡ଼ ଜିଲ୍ଲା ସଦରବ୍ଲକ ଅନ୍ତର୍ଗତ ନୟାଗଡ଼ ବଜେନ୍ଦ୍ର ଉଚ୍ଚ ବିଦ୍ୟାଳୟକୁ ପିଏମ୍ ଶ୍ରୀ ମାନ୍ୟତା ମିଳିଛି । ସେହିଭଳି ଭାବେ ଲାଠିପଡ଼ା ଉଚ୍ଚ ବିଦ୍ୟାଳୟକୁ ପିଏମ ଶ୍ରୀ ମାନ୍ୟତା ମିଳିଛି । ଆଜି ଏହି ଦୁଇ ବିଦ୍ୟାଳୟକୁ ପିଏମ୍ ଶ୍ରୀ ଯୋଜନାରେ ମିଳିଥିବା ଅନୁଦାନ…