ଅଲ ଓଡିଶା ହସପିଟାଲ କର୍ମଚାରୀ ସଂଘ କାର୍ଯ୍ୟ ବନ୍ଦ ସହ ଧାରଣା ରେ ସଫେଇ କାର୍ଯ୍ୟ ଠପ

ନବରଙ୍ଗପୁର: 18/08/2026: ଭାରତୀୟ ମଜଦୁର ସଂଘ ସଂଲଗ୍ନ ଅଲ ଓଡିଶା ହସ୍ପିଟାଲ କର୍ମଚାରି ସଂଘ ନବରଙ୍ଗପୁର ଜିଲ୍ଲା ତରଫରୁ ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ କାର୍ଯ୍ୟରତ ସୁଇପର କର୍ମଚାରୀ ମାନଙ୍କ କାର୍ଯ୍ୟ ବନ୍ଦ ସହିତ ଧାରଣାଦେଇଛନ୍ତି ପ୍ରତ୍ୟେକ ମାସର ୧

ଏସ୍‌ଆଇଆର୍‌ରେ ଅନିୟମିତତା ଅଭିଯୋଗ: ଅଗଷ୍ଟ ୨୩ରୁ ମୁତୟନ ହେବେ ବିଜେଡିର ଆଇନଜୀବୀ

ଝାରସୁଗୁଡ଼ା, : ଭୋଟର ତାଲିକା ସଂଶୋଧନ ପାଇଁ ଚାଲିଥିବା ଏସ୍‌ଆଇଆର୍‌ ପ୍ରକ୍ରିୟାରେ ଫର୍ମ-୭ ଆବେଦନକୁ ନେଇ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ କରିଛି ବିଜୁ ଜନତା ଦଳ (ବିଜେଡି)। ଏନେଇ ଝାରସୁଗୁଡ଼ାର ଏକ ଘରୋଇ ହୋଟେଲରେ ଦଳ ପକ୍ଷରୁ ପ୍ରେସମିଟ୍‌ରେ ରାଜ୍ୟ ବିଜେଡି ପରିଷଦ ସଦସ୍ୟ ତାପସ

ରୁଫଟପ୍ ସୋଲାର କ୍ଷେତ୍ରରେ ଦେଶରେ ୭ମ ସ୍ଥାନକୁ ଉନ୍ନୀତ ହେଲା ଓଡ଼ିଶା

ପିଏମ୍ ସୂର୍ଯ୍ୟ ଘର ଆପଣାଇବାରେ ପାଲଟିଲା ଏକ ମଡେଲ ରାଜ୍ୟ ଉତ୍ତମ ସବସିଡି, ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶା ଡିସକମ୍ଗୁଡ଼ିକର କାର୍ଯ୍ୟାନ୍ୱୟନ ଏବଂ ତୃଣମୂଳ ସ୍ତରର ସଚେତନତା ଯୋଗୁଁ ଘରୋଇ ସୋଲାର ବ୍ୟବସ୍ଥାର ଦ୍ରୁତ ଅଭିବୃଦ୍ଧି ସହ ରାଜ୍ୟ ୧.୫ ଲକ୍ଷରୁ ଅଧିକ ସ୍ଥାପନ ମାଇଲଖୁଣ୍ଟ

ଶରଣକୁଳ ଲଡୁକେଶ୍ୱର ପୀଠରେ ୭୬୨୨ କାଉଡ଼ିଆଙ୍କ ଜଳଲାଗି

ଦୂତୀକେଶ୍ୱରଙ୍କ ପୀଠରେ ଜଳଲାଗି କଲେ ୧୮ ଶହ କାଉଡ଼ିଆ ଓଡ଼ଗାଁ, ୧୭।୮(ଶ୍ରୀକାନ୍ତ କୁମାର ମିଶ୍ର): ଶ୍ରାବଣ ତୃତୀୟ ସୋମବାର ଓ ସଙ୍କ୍ରାନ୍ତି ତିଥି ଅବସରରେ ନୟାଗଡ଼ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଶରଣକୁଳ ଲଡୁକେଶ୍ୱର ମହାଦେବଙ୍କ ପୀଠରେ ୭ ହଜାର ୬୨୨ ଜଣ କାଉଡ଼ିଆ ଜଳଲାଗି କରିଛନ୍ତି।

ଏକ ବର୍ଷ ବ୍ୟବଧାନରେ ଚୋରି ଟ୍ରାକ୍ଟର ଜବତ, ଅଭିଯୁକ୍ତ ଗିରଫ

ଓଡ଼ଗାଁ, ୧୭।୮(ଶ୍ରୀକାନ୍ତ କୁମାର ମିଶ୍ର): ଏକ ବର୍ଷ ପୂର୍ବେ ଚୋରି ହୋଇଥିବା ଏକ ଟ୍ରାକ୍ଟରକୁ ଜବତ କରିବା ସହ ଚୋରି ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କରିଛି ଓଡ଼ଗାଁ ଆଦର୍ଶ ଥାନା ପୋଲିସ। ଗିରଫ ଅଭିଯୁକ୍ତ ହେଲେ ଶରଣକୁଳ ଥାନା ଅନ୍ତର୍ଗତ ଗୋଲଗାଁର ସୁକାନ୍ତ ମହାନ୍ତି (୩୨)। ତାଙ୍କୁ ସୋମବାର

ଚାଷୀଙ୍କ ସହ ମିଶି ଲଙ୍ଗଳ ଧରି ଚାଷ ଜମିରେ ଚାଷ କଲେ ବିଧାୟକ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ୱାଧୀନତା ଦିବସରେ ରାଜଧାନୀ କିମ୍ବା ସହରରେ ରହି ଉତ୍ସବ ପାଳନ କରିବା ପରିବର୍ତ୍ତେ ଆଦିବାସୀ ଅଧ୍ୟୁଷିତ ଗ୍ରାମାଞ୍ଚଳକୁ ଯାଇ ସାଧାରଣ ଲୋକଙ୍କ ସହ ସମୟ ବିତାଇ ଚର୍ଚ୍ଚାରେ ରହିଛନ୍ତି ପାରଳାଖେମୁଣ୍ଡି ବିଧାୟକ ରୂପେଶ ପାଣିଗ୍ରାହୀ।

ତେନ୍ତୁଳିଖୁଣ୍ଟି ବ୍ଲକରେ ଜିଲ୍ଲାସ୍ତରୀୟ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର

ନବରଙ୍ଗପୁର, ତା. ୧୭.୦୮.୨୦୨୬: ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଜନସାଧାରଣଙ୍କ ଅଭିଯୋଗର ତ୍ୱରିତ ଓ ଗୁଣାତ୍ମକ ସମାଧାନ ନିମନ୍ତେ ଆଜି ତେନ୍ତୁଳିଖୁଣ୍ଟି ବ୍ଲକ ସମ୍ମିଳନୀ କକ୍ଷଠାରେ ଜିଲ୍ଲାସ୍ତରୀୟ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଡ.

ପାଇକମାଳ ହାଇସ୍କୁଲରେ ସାଇବର୍ ସୁରକ୍ଷା ସଚେତନତା ପ୍ରଶିକ୍ଷଣ ଅନୁଷ୍ଠିତ

ପଦ୍ମପୁର/ ଶିବାଶିଷ ପଟ୍ଟନାୟକ:- ସରକାରୀ ଉଚ୍ଚ ବିଦ୍ୟାଳୟ ପାଇକମାଳ ହାଇସ୍କୁଲରେ ସାଇବର୍ ସୁରକ୍ଷା ସଚେତନତା ପ୍ରଶିକ୍ଷଣ ପ୍ରଧାନ ଶିକ୍ଷକ ଜ୍ୟୋତିର୍ମୟୀ ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟ ଅତିଥି ଭାବରେ ପାଇକମାଳ ଥାନା ଅଧିକାରୀ କୈଳାଶ ଚନ୍ଦ୍ର ପ୍ରଧାନ ମୋବାଇଲ୍

ମହିଳା ସ୍ନାତକ ମହାବିଦ୍ୟାଳୟରେ ”ନିଶା ମୁକ୍ତ ଭାରତ ଅଭିଯାନ”

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ ଅଧ୍ଯକ୍ଷା ଡ଼ ରୀନା ସାହୁଙ୍କ ଅଧ୍ୟକ୍ଷତାରେ ଭାରତ ସରକାରଙ୍କ ନିର୍ଦ୍ଦେଶରେ ବ୍ରହ୍ମକୁମାରୀ ଇଶ୍ଵରୀୟ ବିଶ୍ଵବିଦ୍ୟାଳୟ ତରଫରୁ ''ନିଶାମୁକ୍ତ ଭାରତ ଅଭିଯାନ'' ପାଳିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ

ସେପ୍ଟେମ୍ବର ୧୨ ରେ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆସନ୍ତା ସେପ୍ଟେମ୍ବର ୧୨ ତାରିଖରେ ପାରଳାଖେମୁଣ୍ଡି , ରା.ଉଦୟଗିରି , ମୋହନା ଓ କାଶୀନଗରରେ ଅଦାଲତ ପରିସରରେ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବାକୁ ଯାଉଅଛି।ଏହି ଅଦାଲତରେ ପ୍ରାୟ ସମସ୍ତ ପ୍ରକାର ପ୍ରାକ-ସ୍ତରୀୟ ମକଦ୍ଦମା