ବିଳମ୍ବନ ପ୍ରସଙ୍ଗରେ ୧୪ ବର୍ଷୀୟା ଛାତ୍ରୀଙ୍କ ଲିଖିତ ପୁସ୍ତକ ସୋଆ ପ୍ରତିଷ୍ଠାତା-ଅଧ୍ୟକ୍ଷଙ୍କ ଦ୍ୱାରା ଉନ୍ମୋଚିତ

ଭୁବନେଶ୍ୱର, ଅଗଷ୍ଟ ୧୮: ମାତ୍ର ୧୪ ବର୍ଷ ବୟସରେ ପୁସ୍ତକ ରଚନା କରି ନିଜ ପ୍ରତିଭାର ପରିଚୟ ଦେଇଛନ୍ତି ଡିଏଭି ପବ୍ଲିକ୍ ସ୍କୁଲ୍‌, ପୋଖରୀପୁଟର ନବମ ଶ୍ରେଣୀ ଛାତ୍ରୀ ଶ୍ରେୟାଶୀ ପଟ୍ଟନାୟକ । ତାଙ୍କ ରଚିତ ପ୍ରଥମ ପୁସ୍ତକ ‘ଲାଇଫ୍‌: ଏ ସିରିଜ୍ ଅଫ୍ ପ୍ରୋକ୍ରାଷ୍ଟିନେସନ୍‌’ ବିଳମ୍ବନ ଅର୍ଥାତ୍

“ଖଣିଜ ସମ୍ପଦ ବିକାଶ ଓ ନିୟମ ସଂଶୋଧନ ଆଇନ ରାଜ୍ୟର ଅଧିକାର ଛଡ଼ାଇ ନେବ”

"ଓଡ଼ିଶାର ଖଣିଜ ସମ୍ପଦ ଲୁଟ୍‌କୁ ତ୍ୱରାନ୍ୱିତ କରିବ" : ପ୍ରଫୁଲ୍ଲ ସାମନ୍ତରା ଭୁବନେଶ୍ୱର (୧୮ ଅଗଷ୍ଟ ୨୦୨୬) : କେନ୍ଦ୍ର ସରକାରଙ୍କ ଦ୍ୱାରା ଖଣିଜ ସମ୍ପଦ ବିକାଶ ଓ ନିୟମ ସଂଶୋଧନ ଆଇନ ମାଧ୍ୟମରେ ରାଜ୍ୟମାନଙ୍କ ଅଧିକାର, ରାଜସ୍ୱ ଓ ପ୍ରାକୃତିକ ସମ୍ପଦ ଉପରେ ହସ୍ତକ୍ଷେପ କରାଯାଇଥିବା

ପାରଳାର ବୃନ୍ଦାବନ ପ୍ୟାଲେସ ଉନ୍ନତିକରଣ ସହ ନୂଆ ବସ୍‌ଷ୍ଟାଣ୍ଡ ପାଇଁ ଦାବି କଲେ ରୂପେଶ ପାଣିଗ୍ରାହୀ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡ଼ିଶା ବିଧାନସଭାର Committee on Papers Laid on the Table (ସଭା ଟେବୁଲ୍‌ରେ ଉପସ୍ଥାପିତ ଦଲିଲ ସମ୍ପର୍କିତ କମିଟି)ର ୨୦୨୬-୨୭ ବର୍ଷର ୪ର୍ଥ ବୈଠକ ଆଜି, ମଙ୍ଗଳବାର ଭୁବନେଶ୍ୱରସ୍ଥିତ ବିଧାନସଭା ଭବନର ରୁମ୍ ନମ୍ବର ୫୫ରେ ଅନୁଷ୍ଠିତ ହେଉଛି।

ରାପାଟନାଳୀରେ ପାଣି, ରାସ୍ତାରେ ମାଟି… ୩ ବର୍ଷର ପ୍ରକଳ୍ପରେ ଜନତା ହନ୍ତସନ୍ତ !

୧୫ ଦିନର ପ୍ରତିଶ୍ରୁତି ବି ଗଲା ପାଣିରେ! ଘଣ୍ଟ ବଜାଇଲେ ଲୋକେ, ହେଲେ ବ୍ୟବସ୍ଥାର ନିଦ କେବେ ଭାଙ୍ଗିବ? କେନ୍ଦ୍ରାପଡ଼ା:୧୮/୦୭ (ପ୍ରଫୁଲ୍ଲ କୁମାର ମଲ୍ଲ) ଏଠି ରାସ୍ତା ଅଛି, କିନ୍ତୁ ରାସ୍ତାରେ ଚାଲିବା କଷ୍ଟକର। ପାଟନାଳୀ ଅଛି, କିନ୍ତୁ ପାଣି ନିଷ୍କାସନର ବାଟ ବନ୍ଦ। ପ୍ରକଳ୍ପ

୫୦ ହଜାର ଟଙ୍କା ଲାଞ୍ଚ ମାମଲାରେ ପୂର୍ବତନ ଜେଇ ଦୋଷୀ

୩ବର୍ଷ ସଶ୍ରମ କାରାଦଣ୍ଡ, ପେନସନ ବନ୍ଦ ପାଇଁ ଭିଜିଲାନ୍ସର ଆବେଦନ ନୟାଗଡ଼,ଓଡ଼ଗାଁ, ୧୮।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକର ପୂର୍ବତନ କନିଷ୍ଠ ଯନ୍ତ୍ରୀ (ଜେଇ) ଚିତ୍ତରଞ୍ଜନା ପରିଡ଼ାଙ୍କୁ ୫୦ ହଜାର ଟଙ୍କା ଲାଞ୍ଚ ମାମଲାରେ ଭୁବନେଶ୍ୱର ଭିଜିଲାନ୍ସର ସ୍ୱତନ୍ତ୍ର

ପ୍ରେମିକ ସହ ଗଲେ ମହିଳା, ୭ ବର୍ଷର ଝିଅର ଭବିଷ୍ୟତକୁ ନେଇ ଚିନ୍ତା

ଓଡ଼ଗାଁ, ୧୮।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଆଦର୍ଶ ଥାନା ଅଧୀନ ଆରଡ଼ା ଗ୍ରାମର ଜଣେ ବିବାହିତ ମହିଳା ସ୍ୱାମୀ ଓ ୭ ବର୍ଷର ଝିଅକୁ ଛାଡ଼ି ଜଣେ ଯୁବକଙ୍କ ସହ ଚାଲିଯାଇଥିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ମହିଳାଙ୍କ ସ୍ୱାମୀ ଶାନ୍ତନୁ କୁମାର ଦୋରା (୩୨)ଙ୍କ

ଏସ୍‌ଆଇଆର୍‌ ସମୀକ୍ଷା ବୈଠକ: ମୃତ ଭୋଟରଙ୍କ ନାମ ବାଦ୍‌, ଯୋଗ୍ୟଙ୍କ ନାମ ଯୋଡ଼ିବାକୁ ଗୁରୁତ୍ୱ

ଓଡ଼ଗାଁ, ୧୮।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ସମ୍ମିଳନୀ କକ୍ଷରେ ବିଡିଓ ପ୍ରୀତିବାଳା ରଣାଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଏସ୍‌ଆଇଆର୍‌ ସମ୍ପର୍କିତ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ନୟାଗଡ଼ ନିର୍ବାଚନମଣ୍ଡଳୀର ୧୧୨ଟି ବୁଥ୍‌ର ବୁଥ୍‌ସ୍ତରୀୟ ଅଧିକାରୀ

ଓଡ଼ଗାଁ ତହସିଲ କାର୍ଯ୍ୟାଳୟରେ ବର-ଓସ୍ତ ବିବାହ ବାର୍ଷିକ ଉତ୍ସବ,

ବିଶ୍ୱ କଲ୍ୟାଣ ଉଦ୍ଦେଶ୍ୟରେ ଘୃତଯଜ୍ଞରେ ପୂର୍ଣ୍ଣାହୁତି ଓଡ଼ଗାଁ, ୧୮‌।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ତହସିଲ କାର୍ଯ୍ୟାଳୟ ପରିସରରେ ବର-ଓସ୍ତ ବିବାହର ବାର୍ଷିକ ଉତ୍ସବ ସୋମବାର ବୈଦିକ ରୀତିନୀତି ଅନୁସାରେ ଆୟୋଜିତ ହୋଇଯାଇଛି। ଏହି ଅବସରରେ ବର ଓ ଓସ୍ତ ବୃକ୍ଷକୁ

ବନ୍ୟାଞ୍ଚଳ ପରିଦର୍ଶନ କରି ସ୍ଥିତି ପରଖିଲେ ଜିଲ୍ଲାପାଳ ।

ବନ୍ୟା ପରିସ୍ଥିତିରେ ଜିଲ୍ଲା ପ୍ରଶାସନର ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଜାରି । କେନ୍ଦ୍ରାପଡ଼ା:18,08(ପ୍ରଫୁଲ୍ଲ କୁମାର ମଲ୍ଲ) କେନ୍ଦ୍ରାପଡ଼ା ଜିଲ୍ଲାରେ ବନ୍ୟା ପରିସ୍ଥିତି ଜାରି ରହିଥିବାବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ଧାର, ରିଲିଫ୍ ଓ ଆବଶ୍ୟକ ସେବା ଯୋଗାଣ କାର୍ଯ୍ୟ ନିରନ୍ତର

୨୧ରେ ଉତ୍କଳ ବିଶ୍ୱବିଦ୍ୟାଳୟ ପୁରାତନ ଛାତ୍ରସଂଘର ବାର୍ଷିକ ଉତ୍ସବ

ଭୁବନେଶ୍ୱର: ଚଳିତ ମାସ ୨୧ ତାରିଖ ଦିନ ଉତ୍କଳ ବିଶ୍ୱବିଦ୍ୟାଳୟ ପୁରାତନ ଛାତ୍ରସଂଘର ଷଷ୍ଠ ବାର୍ଷିକ ଉତ୍ସବ ବିଶ୍ବବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହେବ। ରାଜ୍ୟପାଳ ତଥା କୁଳାଧିପତି ଡକ୍ଟର ହରି ବାବୁ କମ୍ଭମପାଟୀ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବାକୁ ସ୍ବୀକୃତି ପ୍ରଦାନ