Sign in
Sign in
Recover your password.
A password will be e-mailed to you.
କେନ୍ଦ୍ରାପଡ଼ାରେ ଭାରତ ସରକାରଙ୍କ ଜାତୀୟ କୃମି ରୋଗ ପରୀକ୍ଷା କାର୍ଯ୍ୟକ୍ରମ ।
କେନ୍ଦ୍ରାପଡ଼ା:୧୯ ,୦୮ (ପ୍ରଫୁଲ୍ଲ କୁମାର ମଲ୍ଲ)ଭାରତ ସରକାରଙ୍କ ଜାତୀୟ ସ୍ତରୀୟ କୃମି ରୋଗ ନିରୀକ୍ଷଣ ଓ ନିରାକରଣ କାର୍ଯ୍ୟକ୍ରମ ଅଧୀନରେ ଚଳିତ ବର୍ଷ ଓଡ଼ିଶାର ୬ଟି ଜିଲ୍ଲାର ୭ଟି ସ୍ଥାନରେ ୯ରୁ ୧୧ ବର୍ଷ ବୟସର ଶିଶୁମାନଙ୍କ ମଳ ନମୁନା ପରୀକ୍ଷା କରାଯାଉଛି। ଏହି କ୍ରମରେ କେନ୍ଦ୍ରାପଡ଼ା!-->!-->!-->…
ମାଲକାନଗିରି ବନଖଣ୍ଡ ଠାରେ ଅସ୍ତ୍ରଶସ୍ତ୍ର ପ୍ରଶିକ୍ଷଣ ।
ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ବନ ସୁରକ୍ଷା ଓ ଜଙ୍ଗଲ ସୁରକ୍ଷା କାର୍ଯ୍ୟରେ ନିୟୋଜିତ ଆଗଧାଡ଼ିର କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି ଓ କାର୍ଯ୍ୟକ୍ଷେତ୍ରରେ ସୁରକ୍ଷା ନିମନ୍ତେ ମାଲକାନଗିରି ବନଖଣ୍ଡ ପକ୍ଷରୁ ୭ ଦିନିଆ ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ପ୍ରଶିକ୍ଷଣ କାର୍ଯ୍ୟକ୍ରମ!-->!-->!-->…
ଅଧିକ ଭଡ଼ା ଓ ହଇରାଣ ଅଭିଯୋଗ ।
'ବାଙ୍କେଶ୍ୱରୀ' ବସ୍ ବିରୋଧରେ କାର୍ଯ୍ୟାନୁଷ୍ଠାନର ଚେତାବନୀ ଦେଲେ ଜିଲ୍ଲା ପରିବହନ ଅଧିକାରୀ ।
ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ହାଇଦ୍ରାବାଦରୁ ମାଲକାନଗିରି ମଧ୍ୟରେ ଚଳାଚଳ କରୁଥିବା 'ବାଙ୍କେଶ୍ୱରୀ' ନାମକ ଘରୋଇ ବସ୍ରେ ଯାତ୍ରୀ ଶୋଷଣ ଓ ନିୟମ ଉଲ୍ଲଂଘନର ଗମ୍ଭୀର!-->!-->!-->!-->!-->…
ନବରଂଗପୁର ଠାରେ ନବରଙ୍ଗପୁର ନିର୍ବାଚନ ମଣ୍ଡଳି ଉନ୍ନୟନ କମିଟି ବୈଠକ ଅନୁଷ୍ଠିତ
ନବରଙ୍ଗପୁର, ତା. ୧୯.୦୮.୨୦୨୬: ଜିଲ୍ଲାର ନବରଙ୍ଗପୁର ନିର୍ବାଚନ ମଣ୍ଡଳୀର ସାମଗ୍ରିକ ବିକାଶକୁ ଗତିଶୀଳ କରିବା ପାଇଁ ଗତକାଲି ତା ୧୮.୮.୨୦୨୬ ରିଖ ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀ ଗୃହରେ ନବରଙ୍ଗପୁର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଗୌରୀ ଶଙ୍କର ମାଝୀ ଙ୍କ ଅଧ୍ୟକ୍ଷତାରେ!-->…
ଅଗଷ୍ଟରେ ହୋଟେଲ ମୋହିନୀ ରୟାଲରେ ସମ୍ମାନ ସମାରୋହ
ଝାରସୁଗୁଡ଼ା: ସାମାଜିକ କାର୍ଯ୍ୟରେ ସକ୍ରିୟ ସ୍ୱେଚ୍ଛାସେବୀ ସଂସ୍ଥା ‘ହମ୍ ସାଥ୍ ସାଥ୍ ହୈ’ ପକ୍ଷରୁ ଆସନ୍ତା ୨୧ ଅଗଷ୍ଟରେ ଝାରସୁଗୁଡ଼ାସ୍ଥିତ ହୋଟେଲ ମୋହିନୀ ରୟାଲରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଥିବା ୭୨ ବର୍ଷରୁ ଊର୍ଦ୍ଧ୍ୱ ବରିଷ୍ଠ ନାଗରିକମାନଙ୍କୁ ସମ୍ମାନିତ କରାଯିବ।
!-->!-->!-->…
ସହରର ମନ୍ଦିର ମାନଙ୍କୁ ସୁବ୍ୟବସ୍ଥିତ କରିବା ନିମନ୍ତେ ଦାବୀ ଉଠାଇଲା କଳିଙ୍ଗ ସାମ୍ବାଦିକ ସଂଘ
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: - ଆଜି ୧୯/୮/୨୬ ଗୁଣପୁର ସହର ମଧ୍ୟରେ ଥିବା ଦେଵୋତ୍ତର ବିଭାଗ ଅଧିନସ୍ଥ ମନ୍ଦିର ଗୁଡ଼ିକ ରେ ଅନେକ ଅବ୍ୟବସ୍ଥା ଦେଖା ଦେଇଛି। ଦେବୋତ୍ତର ଅଧିକାରୀ ମାନଙ୍କ ଅବହେଳା ତଥା ପରିଦର୍ଶନ ଅଭାବ ଯୋଗୁଁ ଅନେକ ମନ୍ଦିର ରେ ନୀତିକାନ୍ତି ରେ ବିଭ୍ରାଟ!-->!-->!-->…
ଆକସ୍ମିକ ଦୁର୍ଘଟଣା ରେ ଚାଲିଗଲା ଯୁବକ ଙ୍କ ଜିବନ ବାହୁନୀ କାନ୍ଦୁଛନ୍ତି ବାପା ମାଁ
ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ: ଭଞ୍ଜନଗର ଶିଶୁ ମନ୍ଦିର ପାର୍ଶ୍ଵରେ ତଥା ଉକ୍ତ ସ୍ଥାନର ଜାମପଲ୍ଲୀ ରାସ୍ତା ଛକ ପାଖରେ ଥିବା ଏକ ଦୋକାନ ଘର ଉପରେ ଥିବା ବିଦ୍ୟୁତ ତାରରେ ଲୁହା ଫ୍ଲେକ୍ସ ବେନେର୍ ଫ୍ରେମ ଲାଗି ଯୁବକ ଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି।
କୁଲାଡ଼!-->!-->!-->!-->!-->…
ପାଠ୍ୟପୁସ୍ତକରେ ଥିବା ବିଭିନ୍ନ ତ୍ରୁଟିକୁ ନେଇ ଆଜି ବଲାଙ୍ଗିରରେ ବିଜୁ ଯୁବ-ଛାତ୍ର ଜନତା ଦଳ ପକ୍ଷରୁ “ଶିକ୍ଷା ବଞ୍ଚାଅ…
ବଲାଙ୍ଗିର: ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ପାଠ୍ୟପୁସ୍ତକରେ ଥିବା ବିଭିନ୍ନ ତ୍ରୁଟିକୁ ନେଇ ଆଜି ବଲାଙ୍ଗିରରେ ବିଜୁ ଯୁବ-ଛାତ୍ର ଜନତା ଦଳ ପକ୍ଷରୁ “ଶିକ୍ଷା ବଞ୍ଚାଅ ଆନ୍ଦୋଳନ” ଆୟୋଜିତ ହୋଇଥିଲା। ଏହି ଅବସରରେ ଶତାଧିକ ଯୁବ ଓ ଛାତ୍ର କର୍ମୀ ଏକତ୍ରିତ ହୋଇ!-->…
ସବୁଜ ଶକ୍ତି କ୍ଷେତ୍ରରେ ଟିପିଡବ୍ଲୁଓଡିଏଲ୍ର ନୂଆ ରେକର୍ଡ, ଜୁଲାଇ ମାସରେ ୮,୦୦୦ରୁ ଅଧିକ ନୂତନ ରୁଫଟପ୍ ସୋଲାର…
୧୧ ହଜାରରୁ ଊର୍ଦ୍ଧ୍ୱ ଉପଭୋକ୍ତା ପାଉଛନ୍ତି ଶୂନ୍ୟ ୟୁନିଟ୍ ବିଜୁଳି ବିଲ୍; ନୂଆପଡ଼ା ଜିଲ୍ଲା ଶୀର୍ଷରେ
ବୁର୍ଲା, ୧୯ ଅଗଷ୍ଟ ୨୦୨୬: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ, ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଡବ୍ଲୁଓଡିଏଲ୍) ପକ୍ଷରୁ ପଶ୍ଚିମ!-->!-->!-->!-->!-->…
ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଜୀବନବ୍ୟାପୀ ଅବଦାନ ନିମନ୍ତେ ଡାକ୍ତର ବାନାମ୍ବର ରାୟଙ୍କୁ ‘ଅନରିଙ୍ଗ ଆୱାର ଗୁରୁ’ ସମ୍ମାନ
ଭୁବନେଶ୍ୱର, ଅଗଷ୍ଟ ୧୮: କ୍ରିଟିକାଲ୍ କେୟାର୍ ମେଡିସିନ୍ କ୍ଷେତ୍ରରେ ଦୀର୍ଘ ପାଂଚ ଦଶନ୍ଧିର ଅବଦାନ ଓ ସେବା ପାଇଁ ସମ୍ ଅଲ୍ଟିମେଟ୍ ମେଡିକେୟାରର ସିନିୟର କନସଲଟାଂଟ (କ୍ରିଟିକାଲ୍ କେୟାର ମେଡିସିନ୍) ଡାକ୍ତର ବାନାମ୍ବର ରାୟଙ୍କୁ ସମ୍ମାନଜନକ ‘ଅନରିଙ୍ଗ ଆୱାର ଗୁରୁ’ ପୁରସ୍କାର ପ୍ରଦାନ!-->…