Sign in
Sign in
Recover your password.
A password will be e-mailed to you.
ଦେଶୀ ଓ ବିଦେଶୀ ମଦ ଜବତ, ୦୩ ଗିରଫ ।
ବାଲେଶ୍ୱର: ବାଲେଶ୍ୱର ଅବକାରୀ ଅଧିକ୍ଷକ ଶେଖ ଅସଫ ଅଲ୍ଲୀଙ୍କ ନିର୍ଦ୍ଦେଶକ୍ରମେ ଖଇରା ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ସାମଲ ଏବଂ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ଵାରା ସିମୁଳିଆ ଥାନା ଅନ୍ତର୍ଗତ ଗରସଙ୍ଗ ଓ ଅନ୍ତରା ଗ୍ରାମରେ ଚଢ଼ାଉ କରାଯାଇ ୧୫୦!-->!-->!-->…
ପିଏମ୍ ସୂର୍ଯ୍ୟ ଘର: ମୁଫ୍ତ ବିଜିଲି ଯୋଜନାର ପ୍ରଚାର ପାଇଁ ଟିପିସିଓଡିଏଲ୍ର ସୋଲାର ରଥକୁ ଶୁଭାରମ୍ଭ କଲେ…
କେନ୍ଦ୍ରାପଡ଼ା:17/08 (ପ୍ରଫୁଲ୍ଲ କୁମାର ମଲ୍ଲ) ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍), ପିଏମ୍ ସୂର୍ଯ୍ୟ ଘର: ମୁଫ୍ତ ବିଜିଲି ଯୋଜନା ଅଧୀନରେ ରୁଫଟପ୍ ସୋଲାର ସମ୍ପର୍କରେ ସଚେତନତା ସୃଷ୍ଟି ଏବଂ!-->!-->!-->…
ଟିପିଏନ୍ଓଡିଏଲ୍ ପକ୍ଷରୁ ସ୍ୱାଧୀନତା ଦିବସ ପାଳିତ
ସୌରଶକ୍ତି ର ପ୍ରୋତ୍ସାହନ ପାଇଁ ୨୦ ଜଣ 'ସୋଲାର ଚାମ୍ପିୟନ୍' ହେଲେ ସମ୍ବର୍ଦ୍ଧିତ
ବାଲେଶ୍ୱର, ଓଡ଼ିଶା, ୧୫ ଅଗଷ୍ଟ, ୨୦୨୬: ଟିପି ନର୍ଦ୍ଦନ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏନ୍ଓଡିଏଲ୍) ପକ୍ଷରୁ ରାଷ୍ଟ୍ର ଗଠନ ତଥା ଦୀର୍ଘସ୍ଥାୟୀ ପ୍ରଗତିର ସଙ୍କଳ୍ପ ସହିତ ସ୍ୱାଧୀନତା!-->!-->!-->!-->!-->…
ଓପିଜିସି ପକ୍ଷରୁ ୮୦ତମ ସ୍ୱାଧୀନତା ଦିବସ ପାଳିତ
ଦେଶପ୍ରେମରେ ଉତ୍ସବମୁଖର ଆଇବି ଥର୍ମାଲ; ମେଧାବୀ ଛାତ୍ରଛାତ୍ରୀ ଓ କୃତୀ କର୍ମଚାରୀ ସମ୍ବର୍ଦ୍ଧିତ
ଆଇବି ଥର୍ମାଲ, ୧୬ ଅଗଷ୍ଟ: ଓଡ଼ିଶା ପାୱାର୍ ଜେନେରେସନ୍ କର୍ପୋରେସନ୍ ଲିମିଟେଡ୍ (ଓପିଜିସି) ପକ୍ଷରୁ ଆଇବି ଥର୍ମାଲ ପାୱାର୍ ଷ୍ଟେସନ୍ ପରିସରରେ ୮୦ତମ ସ୍ୱାଧୀନତା ଦିବସ ଦେଶପ୍ରେମ ଓ!-->!-->!-->…
ବାଳ-ମୁକୁନ୍ଦ କେନ୍ଦ୍ର ପକ୍ଷରୁ ‘ନିଜେ ନିଜକୁ ଚିହ୍ନିବା’ କାର୍ଯ୍ୟକ୍ରମ ଅନୁଷ୍ଠିତ: ମହାପୁରୁଷ ଦ୍ୱୟଙ୍କୁ…
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ବାଳ-ମୁକୁନ୍ଦ କେନ୍ଦ୍ର ଆନୁକୂଲ୍ୟରେ ନବ ଜୀବନ ଟ୍ରଷ୍ଟ (ଅନାଥ ଆଶ୍ରମ) ପରିସରରେ ରବିବାର ଏକ ସ୍ୱତନ୍ତ୍ର ସଂସ୍କାରମୂଳକ କାର୍ଯ୍ୟକ୍ରମ 'ନିଜେ ନିଜକୁ ଚିହ୍ନିବା' ସଫଳତାର ସହିତ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ରର ସଂଯୋଜକ ଶ୍ରୀ!-->!-->!-->…
ହାଇଟେକ ପ୍ଲାଜା ଖେଳପଡ଼ିଆରେ ୮୦ତମ ସ୍ୱାଧୀନତା ଦିବସ ପାଳିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ହାଇଟେକ ପ୍ଲାଜା ଖେଳପଡ଼ିଆ ପରିସରରେ ୮୦ତମ ସ୍ୱାଧୀନତା ଦିବସ ଅତ୍ୟନ୍ତ ଆଡ଼ମ୍ବର ଓ ଉତ୍ସାହର ସହ ପାଳିତ ହୋଇଯାଇଛି। ଦେଶଭକ୍ତିର ଭାବନାରେ ଉଦ୍ବୁଦ୍ଧ ହୋଇ ବହୁ ସଂଖ୍ୟାରେ ଦଳୀୟ ନେତା , କର୍ମୀ ଓ!-->!-->!-->…
କୁରାଳରେ ଏକଦିବସୀୟ ଯଜ୍ଞ
୧୫୭ ବୈଦିକ ବ୍ରାହ୍ମଣଙ୍କ ଯୋଗଦାନ, ଧର୍ମସଭାରେ ବ୍ରାହ୍ମଣ ଧର୍ମର ସୁରକ୍ଷା ଉପରେ ଆଲୋଚନା
କୁରାଳ, ୧୬।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକର ମନ୍ଦିରମାଳିନୀ ଗ୍ରାମ କୁରାଳସ୍ଥିତ ମା’ ରାମଚଣ୍ଡୀଙ୍କ ପ୍ରାଙ୍ଗଣରେ ଏକଦିବସୀୟ ଯଜ୍ଞ ଓ ଧର୍ମସଭା ଅନୁଷ୍ଠିତ!-->!-->!-->…
ସ୍ବାମୀର ପରକୀୟା ପ୍ରୀତିକୁ ପ୍ରତିବାଦ, ସ୍ତ୍ରୀ ହତ୍ୟା ଅଭିଯୋଗରେ ସ୍ବାମୀ ଜେଲ୍ ହାଜତରେ
ବେଲଦୁଆର ଫାର୍ମ ହାଉସରେ ତପସ୍ୱିନୀ ହତ୍ୟା ଘଟଣା — ସାଢ଼େ ୩ ବର୍ଷର ଝିଅ ଏବେ ମାଆକୁ ଖୋଜୁଛି
ଓଡ଼ଗାଁ, ୧୬।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅଧୀନ ବାହାଡ଼ାଝୋଲା ଫାଣ୍ଡି ଅନ୍ତର୍ଗତ ବେରୁହାଁବାରୀ ପଞ୍ଚାୟତର ବେଲଦୁଆର ଫାର୍ମ ହାଉସରେ ଘଟିଥିବା ତପସ୍ୱିନୀ!-->!-->!-->…
ଅଗ୍ରଣୀ ଇଂରାଜୀ ମାଧ୍ୟମିକ ଶିକ୍ଷାନୁଷ୍ଠାନ,ସେଣ୍ଟ୍ ଜାଭିୟର୍ସ ହାଇସ୍କୁଲରେ ପାଳିତ ହେଲା ୮୦ତମ ସ୍ଵାଧୀନତା ଦିବସ ଉତ୍ସବ
ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା) ଶାସକ ପ୍ରଶାସକ: ଭଞ୍ଜନଗର ସହରର ସୁନାମଧନ୍ୟ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟ ରେ ମହା ଆଡ଼ମ୍ବରରେ, ଆକର୍ଷଣୀୟ, ଉତ୍ସାହ ଉଦ୍ଦୀପନା ରେ ପାଳିତ ହେଲା ୮୦ତମ ସ୍ବାଧୀନତା ଦିବସ । ଏହି ପବିତ୍ର ଭବ୍ୟ ଓ ମହାନ୍ ଦିବସ ଅବସରରେ ବିଦ୍ୟାଳୟ ପ୍ରାଙ୍ଗଣରେ ସମସ୍ତ!-->!-->!-->…
ଆଞ୍ଚଳିକ ଦଳ ଛାଡ଼ି ବିଜେପିରେ ଆଡମା ରାବା ଶତାଧିକ ସମର୍ଥକଙ୍କ ସହ ଯୋଗଦାନ,
ପଞ୍ଚାୟତ ନିର୍ବାଚନ ପୂର୍ବରୁ ରାଜନୈତିକ ସମୀକରଣକୁ ନେଇ ଚର୍ଚ୍ଚା ।
ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ଆଗାମୀ ପଞ୍ଚାୟତ ନିର୍ବାଚନକୁ ନେଇ ଜିଲ୍ଲାରେ ରାଜନୈତିକ ତତ୍ପରତା ବଢ଼ୁଥିବା ବେଳେ ଜିଲ୍ଲା ରାଜନୀତିରେ ଏକ ନୂଆ ମୋଡ଼ ଦେଖାଦେଇଛି। ବିଜେଡିରୁ ଇସ୍ତଫା ଦେବାର!-->!-->!-->!-->!-->!-->!-->…