ବାତ୍ୟା ପରବର୍ତ୍ତୀ ବର୍ଷାରେ ବେହାଲ ମୟୂରଭଞ୍ଜ

ନଦୀରେ ପାଣି ବଢ଼ି ରାସ୍ତା ଘାଟ ଯୋଗାଯୋଗ ବିଚ୍ଛିନ୍ନ ଶିମିଳିପାଳ ଭିତରେ ଧୋଇ ଯାଇଛି ଅନେକ ରାସ୍ତା ଚାଲିଛି ବାତ୍ୟାର ପ୍ରାଥମିକ ଆକଳନ,୧୭୫୫ ଘର କ୍ଷତିଗ୍ରସ୍ତ ସୂଚନା ବାରିପଦା(ଦିଲ୍ଲୀପ ମହାନ୍ତି):ମୟୂରଭଞ୍ଜ ଜିଲ୍ଲା ଦେଇ ବାତ୍ୟା ୟାସ ଝାରଖଣ୍ଡକୁ ଗତି କରିବା ସମୟରେ…

୭ ଦିନ ମଧ୍ୟରେ ଘରଭଙ୍ଗା କ୍ଷତିର ଆକଳନ କର : ମୁଖ୍ୟମନ୍ତ୍ରୀ

 ମୁଖ୍ୟମନ୍ତ୍ରୀଙ୍କ ବାତ୍ୟା ପୁନରୁଦ୍ଧାର ସମୀକ୍ଷା  ସମସ୍ତ ପୁନରୁଦ୍ଧାର ଓ ପୁନର୍ଗଠନ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ କରିବାକୁ ନିର୍ଦ୍ଦେଶ ବୈତରଣୀ ନଦୀରେ ବନ୍ୟା ସମ୍ଭାବନା ଥିବାରୁ ସତର୍କ ରହିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ।   ଜନତାଙ୍କ ସହଯୋଗ ରେ ପ୍ରାକୃତିକ…

ବାତ୍ୟା ୟଶ୍ ପ୍ରଭାବିତ ଅଂଚଳରେ ଯୁବମୋର୍ଚ୍ଚା କାର୍ଯ୍ୟକର୍ତାଙ୍କ ରିଲିଫ ଓ ରିଷ୍ଟୋରେସନ କାର୍ଯ୍ୟ

ଭୁବନେଶ୍ୱର : ବାତ୍ୟା ୟଶ୍ ଗତ କାଲି ଭଦ୍ରକ ଓ ବାଲେଶ୍ୱର ମଧ୍ୟବର୍ତୀ ଅଂଚଳରେ ଲ୍ୟାଣ୍ଡଫଲ କରି ଉତର-ପଶ୍ଚିମ ଦିଗ ଆଡେ ଗତି କରି ମୟୁରଭଂଜ ଦେଇ ଓଡିଶା ଅତିକ୍ରମ କରିଛି । ବାତ୍ୟା ଓ ବର୍ଷା କାରଣରୁ ବହୁ ଧନଜୀବନ ହାନି ହେବା ସହ ପ୍ରଭାବିତ ଅଂଚଳବାସୀ ବହୁ କଷ୍ଟରେ ଅଛନ୍ତି । ଲୋକମାନଙ୍କ…

 ଜିଲ୍ଲା ଆଇନ ସେବା ପ୍ରାଧୀକରଣ ପକ୍ଷରୁ କଠିନ ବର୍ଜ୍ୟବସ୍ତୁ ପରିଚାଳନା ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ

ବଲାଙ୍ଗୀର/ ନିରୋଜ ମିଶ୍ର : ଗୁରୁବାର ଦିନ ଜିଲ୍ଲା ଆଇନ ସେବା ପ୍ରାଧୀକରଣର ଭାରପ୍ରାପ୍ତ ଅଧ୍ୟକ୍ଷା ଶ୍ରୀମତୀ ଅଜନ୍ତା ଷଢଙ୍ଗିଙ୍କ ନିର୍ଦ୍ଦେଶ କ୍ରମେ ପ୍ରାଧିକରଣର ସଚିବ ଶ୍ରୀଯୁକ୍ତ ଦେବାଶିଷ ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ବିକଲ୍ପ ସମାଧାନ କେନ୍ଦ୍ର ବଲାଙ୍ଗୀରର ବାସଗୃହ ଠାରେ ଅନଲାଇନ…

ବାତ୍ୟା ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ : ସମ୍ଭାବ୍ୟ ବନ୍ୟା ପରିସ୍ଥିତି ଉପରେ ରହିଛି ତୀକ୍ଷ୍ଣ ନଜର

ଭୁବନେଶ୍ୱର : ବାତ୍ୟା ୟସ୍ ୨୬ ତାରିଖ ସନ୍ଧ୍ୟା ୭ଟା ସୁଦ୍ଧା 'ଅତି ଭୀଷଣ' ସାମୁଦ୍ରିକ ଝଡରୁ 'ଭୀଷଣ' ସାମୁଦ୍ରିକ ଝଡରେ ପରିଣତ ହୋଇ ବାଲେଶ୍ବରରୁ ମୟୂରଭଞ୍ଜ ଦେଇ ଝାଡଖଣ୍ଡ ଦିଗରେ ଗତି କରିଛି। ଏହାର ପ୍ରଭାବରେ ଗତକାଲି ଉପକୂଳବର୍ତ୍ତୀ ଜିଲ୍ଲାର ୧୪୬ଟି ବ୍ଲକ୍‌ରେ ପ୍ରବଳ ବର୍ଷା ହୋଇଛି। ରାଜ୍ୟର…

ଦୁର୍ଗତଙ୍କ ପାଖରେ ପହଂଚି ସହାୟତାର ହାତ ବଢ଼ାଇଲା ଛାତ୍ର ବିଜେଡି 

ୟାସ ବାତ୍ୟା ପ୍ରବାଭିତ ଜିଲ୍ଲାରେ ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ରିଲିଫ୍ ବଣ୍ଟନ  ବାଲେଶ୍ବର, ଭଦ୍ରକ ଏବଂ କେନ୍ଦ୍ରାପଡା ଜିଲ୍ଲା ଗ୍ରସ୍ତ କଲେ ପ୍ରଣବ ବଳବନ୍ତରାୟ ଏବଂ ଦେବୀ ତ୍ରିପାଠୀ https://www.youtube.com/watch?v=HUQ3Urx2CrI ଭୁବନେଶ୍ୱର (ଶାସକ ପ୍ରଶାସକ)…

କାଲି ଆକାଶ ମାର୍ଗରୁ ଓଡ଼ିଶା ଓ ପଶ୍ଚିମବଙ୍ଗର ବାତ୍ୟା ପ୍ରଭାବିତ ଅଞ୍ଚଳର ସ୍ଥିତି ଅନୁଧ୍ୟାନ କରିବେ ପ୍ରଧାନମନ୍ତ୍ରୀ

File Photo  ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 28 ମେ, 2021ରେ ଓଡ଼ିଶା ଓ ପଶ୍ଚିମବଙ୍ଗ ଗସ୍ତ କରିବେ। ସେ ୟାସ ଘୁର୍ଣ୍ଣିବାତ୍ୟା ଯୋଗୁ ଏହି ଦୁଇ ରାଜ୍ୟରେ ପଡ଼ିଥିବା ପ୍ରଭାବର ଆକଳନ କରିବେ। ପ୍ରଧାନମନ୍ତ୍ରୀ ମଧ୍ୟ ଆକାଶମାର୍ଗରୁ ଦୁଇ ରାଜ୍ୟର ବାତ୍ୟା ପ୍ରଭାବିତ ଅଞ୍ଚଳର…

କେନ୍ଦ୍ରାପଡା ୟସ ପ୍ରଭାବିତ ଅଂଚଳ ବୁଲିଲେ ବୈଜୟନ୍ତ 

ରାଜନଗର/ କେନ୍ଦ୍ରାପଡା : ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା ଆଜି କେନ୍ଦ୍ରାପଡା ଜିଲ୍ଲାର ବାତ୍ୟା ପ୍ରଭାବିତ ରାଜନଗର ଓ ରାଜକନିକା ବ୍ଲକ ଅନ୍ତର୍ଗତ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଛନ୍ତି |  ସ୍ଥାନୀୟ ଲୋକ ଓ ବିପନ୍ନଙ୍କ ସହ ସାକ୍ଷାତ କରି…

ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଜବାହରଲାଲ ନେହେରୁଙ୍କ ମହାପ୍ରୟାଣ ଦିବସ ପାଳିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଜବାହରଲାଲ ନେହେରୁଙ୍କ ମହାପ୍ରୟାଣ ଦିବସ ପାଳିତ ହୋଇଯାଇଛି। ବର୍ତ୍ତମାନ କୋରନା ମହାମାରୀର ଉଗ୍ର ରୂପ ନେଇଥିଲା ସମୟରେ ସରକାରଙ୍କ ନିର୍ଦ୍ଦେଶନାମା…

ପଦାଗାଁ ବିଦ୍ୟାଳୟରେ ସ୍ୱାସ୍ଥ୍ୟ ଯାଞ୍ଚ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :  ମୋହନା ବ୍ଳକ ଅଡବା ଗ୍ରାମ ଅଧିନସ୍ଥ ପଦାଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଆରଡିଏଫ୍ ପକ୍ଷରୁ କରୋନା ପରୀକ୍ଷା କରାଯାଇଛି। ଜ୍ଵର, କାଶ, ଅମ୍ଳଜାନ ସ୍ତର ଯାଞ୍ଚ ପ୍ରଭୃତି ପରୀକ୍ଷା  କରାଯାଇଛି। ଡ. ରାଜକିଶୋର ପଣ୍ଡା, ଫର୍ମାଶିଷ୍ଟ ମହେଶ୍ଵର…