Sign in
Sign in
Recover your password.
A password will be e-mailed to you.
ରକ୍ତ ପରାମର୍ଶଦାତା ଭାବରେ ମିଳନ ସମ୍ମାନିତ
ଟିଟିଲାଗଡ( ଗୌରବ ଦର୍ଜୀ )-ଜିଲ୍ଲାରେ ରକ୍ତର ଘୋର ଅଭାବ ଦେଖାଦେଇଥିବାରୁ ଅନେକ ରୋଗୀମାନେ ରକ୍ତ ନ ପାଇବାରୁ ମଧ୍ୟ ମୃତ୍ୟୁ ବରଣ କରୁଛନ୍ତି।କିନ୍ତୁ ବଲାଙ୍ଗୀର ଜିଲ୍ଲା ସଇଁନ୍ତଳା ବ୍ଳକର ମିଳନ କୁମାର ବାରିକ ଙ୍କୁ ଖବର ପାଇବା ପରେ ସଙ୍ଗେ ସଙ୍ଗେ ରକ୍ତ ଯୋଗାଡ଼ କରି ଅନକେ ଲୋକଙ୍କ ଜୀଵନ…
ସଡକ ଦୁର୍ଘଟଣାରେ ବାଇକ ଚାଳକ ଗୁରୁତର, ପୋଲିସ ଗୁରୁତରଙ୍କୁ ପିସିଆର୍ରେ ଡାକ୍ତରଖାନାକୁ ଆଣିଲେ ।
ଟିଟିଲାଗଡ, ( ଗୌରବ ଦର୍ଜୀ)-ଆଜି ଅପରାହ୍ନ ୧ ଟା ସମୟରେ ଟିଟିଲାଗଡ ସହର ନିକଟସ୍ଥ ଝାରଦେବନ୍ଦ ଠାରେ ଜଣେ ବାଇକ ଚାଳକ ଭାରସାମ୍ୟ ହରାଇ ଗଛ ରେ ପିଟି ହୋଇଛନ୍ତି । ଘଟଣା ସ୍ଥଳରେ ବାଇକ ଚାଳକ ଗୁରୁତର ହୋଇ ପଡ଼ିଥିବା ବେଳେ ସେହି ରାସ୍ତା ରେ ଯାଉଥିବା ଯାତ୍ରୀମାନେ ଆମ୍ବୁଲାନ୍ସ ଓ ଟିଟିଲାଗଡ…
ସମ୍ ହସ୍ପିଟାଲରେ ବିରଳ ଅସ୍ତ୍ରୋପଚାର
ଭୁବନେଶ୍ୱର : ୪୧ ବର୍ଷିୟ ଜଣେ ବ୍ୟକ୍ତିଙ୍କର ଶରୀରରେ ବିରଳ ଅସ୍ତ୍ରୋପଚାର କରିବାରେ ସଫଳ ହୋଇଛନ୍ତି ସମ୍ ହସ୍ପିଟାଲର ଶଲ୍ୟ ଚିକିତ୍ସକ । ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଟ୍ୟୁଟ ଅଫ ମେଡିକାଲ ଆଣ୍ଡ ସମ୍ ହସ୍ପିଟାଲରେ ଭର୍ତି ହୋଇଥିବା ଏହି ରୋଗୀଙ୍କର ବାମପଟ ଆଡି୍ରନାଲ୍…
“ୟାସ” ପ୍ରଭାବିତ ଅଞ୍ଚଳରେ କ୍ଷୟକ୍ଷତିର ପ୍ରାଥମିକ ରିପୋର୍ଟ ପ୍ରଦାନ କର : କୃଷି ମନ୍ତ୍ରୀ ଡ଼ଃ ସାହୁ
ଭୁବନେଶ୍ୱର : ବାତ୍ୟା ୟାସ ପ୍ରଭାବିତ ଜିଲ୍ଲାଗୁଡିକରେ କୃଷି ଓ ଆନୁଷଙ୍ଗିକ କୃଷି କ୍ଷେତ୍ରରେ ହୋଇଥିବା କ୍ଷୟକ୍ଷତିର ଆକଳନ କରି ଏକ ପ୍ରାଥମିକ ରିପୋର୍ଟ ତୁରନ୍ତ ପ୍ରଦାନ କରିବା ପାଇଁ କୃଷି ଓ କୃଷକ ସଶକ୍ତିକରଣ , ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ, ଉଚ୍ଚ ଶିକ୍ଷା ମନ୍ତ୍ରୀ ଡ଼ଃ ଅରୁଣ କୁମାର…
ଆଜି କେନ୍ଦ୍ରାପଡ଼ାର ବାତ୍ୟା କ୍ଷତିଗ୍ରସ୍ତ ଅଂଚଳ ଯିବେ ବୈଜୟନ୍ତ
ଭୁବନେଶ୍ୱର : କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା କେନ୍ଦ୍ରାପଡ଼ାର ୟସ ପ୍ରଭାବିତ ଅଂଚଳ ଗସ୍ତ କରିବେ । ସେ ରାଜନଗର ଓ ରାଜକନିକାର ପ୍ରଭାବିତ ଗ୍ରାମକୁ ଯାଇ ଲୋକଙ୍କ ସହ ଆଲୋଚନା କରିବା ସହିତ ସ୍ଥିତି ଅନୁଧ୍ୟାନ କରିବେ ।
ଆଦିମ ଜନଜାତି ଡଙ୍ଗରିଆଙ୍କ ଗଡରେ ମହାମାରୀ : ଚିନ୍ତାରେ ପ୍ରଶାସନ
ରାୟଗଡା /ସରୋଜ କୁମାର ସାହୁ – ରାୟଗଡା ଜିଲ୍ଲାରେ କରୋନା ମହାମାରୀ କାୟା ବିସ୍ତାର କରିଚାଲିଛି । ଜିଲ୍ଲାର ସମସ୍ତ ବ୍ଲକରୁ ପିଜିଟିଭ୍ ଚିହ୍ନଟ ହେଉଥିବା ବେଳେ ଆଦିମ ଜନଜାତି ଡଙ୍ଗରିଆଙ୍କ ଗଡରେ କରୋନା ମହାମାରୀ ପ୍ରବେଶ କରିିଥିବାରୁ ଚିନ୍ତାରେ ପ୍ରଶାସନ । ଡଙ୍ଗରିଆଙ୍କ ଗଡରେ ଜିଲ୍ଲାର ବରିଷ୍ଠ…
ବାୟୁ ଗଲେ ପେଟ ଉଶ୍ୱାସ : ଚିକ୍କଣ କଥା କହି ଇନ୍ସୁରାନ୍ସ କରେଇବେ, ଠିକଣା ଟାଇମରେ ଗାଏବ
ସେବା ଦେବାରେ ଚୋଲା ଇନସୁରାନ୍ସର ଅବହେଳା, ୮ମାସ ହେଲା ଗ୍ରାହକ ପାଉନି କ୍ଷତିପୂରଣ
ପୁରୀ: ଇନସୁରାନ୍ସ ବିକ୍ରି କଲାବେଳେ ଚିକିଣିଆ କଥା କୁହନ୍ତି କମ୍ପାନୀ ଅଧିକାରୀମାନେ। କ୍ଷତିପୂରଣ ବେଳେ ବିଭିନ୍ନ ବାହାନା ଦେଖାଇ ଗ୍ରାହକଙ୍କ ମନସ୍ତାତ୍ତ୍ବିକ ଭାବନା ସହ ଖେଳ ଖେଳନ୍ତି । ଇନସୁରାନ୍ସ…
ୟସ ଗଲା: ଜଳ ଅପସାରିତ ହେଲା ପରେ କ୍ଷୟକ୍ଷତି ଆକଳନ ଓ ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହେବ
ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ବୁଢାବଳଙ୍ଗ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ
ଭୁବନେଶ୍ୱର : ଆଜି ସକାଳ ପ୍ରାୟ ୯ ଟାରେ ସାମୁଦ୍ରିକ ବାତ୍ୟା ‘ୟାସ’ ସ୍ଥଳଭାଗ ସ୍ପର୍ଶ ପ୍ରକ୍ରିୟା ଆରମ୍ଭ ହୋଇ ବାଲେଶ୍ୱର ସଦର, ରେମୁଣା, ବାହାନଗା ମଧ୍ୟ ଦେଇ ଗତି କରିଥିଲା । ପ୍ରାୟ ଅପରାହ୍ନ ୧ ଟା…
ଅଗ୍ରୀମ ୬୪୧.୬ କୋଟିକୁ ବାତ୍ୟା ପ୍ରଭାବିତଙ୍କପାଇଁ ବ୍ୟବହାର କରାଯାଉ – ଧର୍ମେନ୍ଦ୍ର ପ୍ରଧାନ
ନୂଆଦିଲ୍ଲୀ/ଭୁବନେଶ୍ୱର – ମଇ ୧ରେ ଓଡିଶାକୁ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠି(ଏସଡ଼ିଆରଏଫ)ରୁ କେନ୍ଦ୍ରୀୟ ଅଂଶର ପ୍ରଥମ କିସ୍ତି ଭାବରେ ଜାରୀ ଅଗ୍ରୀମ ୬୪୧.୬ କୋଟିକୁ ବାତ୍ୟା ପ୍ରଭାବିତଙ୍କ ପାଇଁ ବ୍ୟବହାର କରାଯିବା ଉପରେ ମତପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।…