ବରିଷ୍ଠ ସାମ୍ବାଦିକ ବସନ୍ତ ଦାସଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଶୋକ

ଭୁବନେଶ୍ୱର (ଶାସକ ପ୍ରଶାସକ)  ବିଶିଷ୍ଟ ସ୍ତମ୍ଭକାର, ଜଣାଶୁଣା ସାରସ୍ୱତ ବ୍ୟକ୍ତିତ୍ୱ ତଥା ବରିଷ୍ଠ ସାମ୍ବାଦିକ ବସନ୍ତ ଦାସଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଭୀର ଶୋକବ୍ୟକ୍ତ କରିଛନ୍ତି | କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି "ବରିଷ୍ଠ…

ବରିଷ୍ଠ ସାମ୍ବାଦିକ ବସନ୍ତ ଦାସଙ୍କ ବିୟୋଗ : ମୁଖ୍ୟମନ୍ତ୍ରୀଙ୍କ ଶୋକ

 ସୂଚନା ଲୋକସମ୍ପର୍କ ମନ୍ତ୍ରୀ ଓ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ବ୍ୟକ୍ତ କଲେ ଶୋକ  ଭୁବନେଶ୍ବର :  ବିଶିଷ୍ଟ ସ୍ତମ୍ଭକାର, ଜଣାଶୁଣା ସାରସ୍ୱତ ବ୍ୟକ୍ତିତ୍ୱ ତଥା ବରିଷ୍ଠ ସାମ୍ବାଦିକ ବସନ୍ତ ଦାସଙ୍କ ବିୟୋଗ ଘଟିଛି | ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି | ଶ୍ରୀ ଦାସ…

ବୀର ସାବରକରଙ୍କ ଜୟନ୍ତୀରେ ଶୁଖିଲା ଖାଦ୍ୟ ବଣ୍ଟନ

ପଦ୍ମପୁର:-ଦେଶର ମହାନ ବୀର ସାବରକରଙ୍କ ପବିତ୍ର ଜୟନ୍ତୀ ଅବସରରେ ବୁକୁରାମୁଣ୍ଡା ବୀର ସାବରକର ଯୁବକ ସଂଘର ସମସ୍ତ ସଦସ୍ୟ କିଛିକିଛି ଟଙ୍କା ନିଜନିଜ ଭିତରେ ଅସୁଲ କରିବା ସହ ସ୍ଥାନୀୟ ହାଇସ୍କୁଲ ର ପ୍ରଧାନ ଶିକ୍ଷକ ଶ୍ରୀମାନ ଫକିର ସାହୁ ଅବଶିଷ୍ଟ କିଛି ରାଶି ପ୍ରଦାନ କରି ଆଜି ର ପବିତ୍ର ଦିବସ…

କୋଭିଡ଼ କେନ୍ଦ୍ର ଓ ଡାକ୍ତରଖାନା ପରିଦର୍ଶନ କଲେ ଜିଲ୍ଲାପାଳ

କୁଚିଣ୍ଡା - ଉପଖଣ୍ଡ ପ୍ରତିନିଧି(ଅଜୟ କୁମାର ବାଘ) : ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଫାଶିମାଲରେ ଥିବା କୋଭିଡ କେନ୍ଦ୍ର , ଜମନକିରା ଡାକ୍ତରଖାନା ଓ ଫାଶିମାଲ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ତଥା ପଞ୍ଚାୟତ ହାଇସ୍କୁଲ ଆଦି ଜିଲ୍ଲାପାଳ ଶୁଭମ ସକ୍ସେନା ପରିଦର୍ଶନ କରି ସ୍ଥିତି ସମୀକ୍ଷା…

ଜାତୀୟ ରାଜପଥରେ ଦୁର୍ବୃତ୍ତଙ୍କ ଆତଙ୍କ ରାଜ୍: ଗାଡ଼ି ଅଟକାଇ ଅତର୍କିତ ଭାବେ କଲେ ପଥର ମାଡ଼, ୩ ଡ୍ରାଇଭର ଆହତ

ରେଢ଼ାଖୋଲ: ( ଅନିଲ କୁମାର ପୃଷ୍ଟି ) - ଦୁର୍ବୃତ୍ତଙ୍କ ଆତଙ୍କ ରାଜ୍। ଗାଡ଼ି ଅଟକାଇ, ଅତର୍କିତ ଭାବେ ପଥର ମାଡ଼ କରି , ଡ଼୍ରାଇଭର ମାନଙ୍କୁ ଲହୁଲୁହାଣ କରିବା ସହିତ ମାରଣାସ୍ତ୍ର ଦେଖାଇ ଲୁଟ କରିବାକୁ କରିଥିଲେ ଯୋଜନା।  ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତିରେ ସମ୍ବଲପୁର-କଟକ ୫୫ ନମ୍ବର…

ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ସମବାୟ ମନ୍ତ୍ରୀଙ୍କ ଦିନିକିଆ ମୟୂରଭଞ୍ଜ ଜିଲ୍ଲା ଗସ୍ତ  

ପିଡିଏସ, ରବିଧାନ ସଂଗ୍ରହ ଏବଂ ବାତ୍ୟା ପରବର୍ତ୍ତି ରିଲିଫ ପୁନରୁଦ୍ଧାର କାର୍ଯ୍ୟକ୍ରମର ସମୀକ୍ଷା ବାରିପଦା (ଦିଲ୍ଲୀପ ମହାନ୍ତି) :ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ  ଦିନିକିଆ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଆସି ବିଭାଗୀୟ ଯୋଜନା ଅନ୍ତର୍ଗତ…

ରେଢ଼ାଖୋଲ ସାମ୍ବାଦିକ ସଂଘ ପକ୍ଷରୁ  ଅକ୍ସିଜେନ ବ୍ୟାଙ୍କ ସେବା ଲୋକାର୍ପିତ

  ରେଢ଼ାଖୋଲ ( ଅନିଲ କୁମାର ପୃଷ୍ଟି ) ସ୍ଥାନୀୟ ମହାତ୍ମା ଗାନ୍ଧୀ ସ୍ତୁତି ସ୍ତମ୍ଭ ଠାରେ ରେଢ଼ାଖୋଲ ସାମ୍ବାଦିକ ସଂଘ ପକ୍ଷରୁ ଲୋକାର୍ପିତ ହୋଇଛି ଅକ୍ସିଜେନ୍ ବ୍ୟାଙ୍କ ସେବା |ସମ୍ବଲପୁରର ସ୍ଵେଚ୍ଛାସେବୀ ଅନୁଷ୍ଠାନ ସମ୍ବଳ ଓ ବ୍ରଜରାଜନଗର ବାସୁ ଫାଉଣ୍ଡେସନ ର ମିଳିତ ସହଯୋଗ ରେ ୫ ଟି…

ଅସହାୟ ମହିଳା ଓ ଦୁଇ ବର୍ଷର ଶିଶୁଙ୍କୁ ସାହା ହେଲେ ଡାକ୍ତର ତ୍ରିଶୁଳ ସେନାପତି

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଦେଶରେ ଲକ୍ ଡାଉନ୍ ଚାଲିଥିବା ବେଳେ ପ୍ରବାସୀ ଶ୍ରମିକମାନେ ନିଜ ଘର ମୁହାଁ ହେଉଛନ୍ତି  । ଦିଲ୍ଲୀରେ ଶ୍ରମିକ ଭାବେ ବଲାଙ୍ଗୀର ଜିଲ୍ଲାର ପ୍ରଦୀପ କିଷାନ(୩୨) ଓ ତାଙ୍କ ସ୍ତ୍ରୀ ଅନୀତା କିଷାନ(୨୬) କୁଲି ମଜୁରୀ କରି ଚଳି ଆସୁଥିଲେ । ଲକ୍ ଡାଉନ୍…

ରାଜ୍ୟର ଦୁଇ କେନ୍ଦ୍ରମନ୍ତ୍ରୀ କେନ୍ଦ୍ରୀୟ ସହାୟତାକୁ ନେଇ ଓଡ଼ିଶାବାସୀଙ୍କୁ ଭୂଆଁ ବୁଲାଇବା ବନ୍ଦ ରୁହନ୍ତୁ : ନିରଞ୍ଜନ*

ଭୁବନେଶ୍ୱର(ଶାସକ ପ୍ରଶାସକ)- ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ ରାଜ୍ୟ ଏବଂ କେନ୍ଦ୍ର ଉଭୟ ପରସ୍ପର ପରିପୂରକ । ସଙ୍ଘୀୟ ବ୍ୟବସ୍ଥା ଅନୁସାରେ କେନ୍ଦ୍ର ସରକାର ରାଜ୍ୟ ମାନଙ୍କୁ ତାଙ୍କର ପ୍ରାପ୍ୟ ଅର୍ଥ ଯୋଗାଇ ଦେଇଥାନ୍ତି । ବସ୍ତୁତ ମୂଳ ପ୍ରସଙ୍ଗଟି କେନ୍ଦ୍ର ସରକାର ଯେଉଁ ଆୟ କରନ୍ତି ତାହା…

ପ୍ରଧାନମନ୍ତ୍ରୀଙ୍କ ସହ ‘ୟଶ୍’ ପରିସ୍ଥିତିର ସମୀକ୍ଷା ଏବଂ ଆକାଶମାର୍ଗରୁ ବାତ୍ୟାଂଚଳ ପରିଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ

ବାତ୍ୟା ‘ୟଶ୍’ର ମୁକାବିଲା ପାଇଁ ଓଡିଶାକୁ ତତ୍କାଳୀନ ୫୦୦ କୋଟି ସହାୟତା ଦେଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ - ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ୱର – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାତ୍ୟା ‘ୟଶ୍’ ପରିସ୍ଥିତିର ସମୀକ୍ଷା ଏବଂ ଆକାଶମାର୍ଗରୁ ବାତ୍ୟାଂଚଳ ପରିଦର୍ଶନ ପରେ ଓଡିଶାକୁ…