ବିପଦର ବନ୍ଧୁ ସାଜି ଅସହାୟଙ୍କୁ ଶୁଖିଲା ଖାଦ୍ୟ ଯୋଗାଇ ଦେଉଛନ୍ତି ପ୍ରଶାସନିକ ଅଧିକାରୀ 

ପଦ୍ମପୁର- କରୋନା ମହାମାରୀ ଯୋଗୁଁ ସାରା ରାଜ୍ୟରେ ତାଳାବନ୍ଦ ଘୋଷଣା କରିଛନ୍ତି ରାଜ୍ୟ ସରକାର । ତାଳାବନ୍ଦ ଯୋଗୁଁ ଲୋକମାନେ ଅତି ଆବଶ୍ୟକ ନ ହେଲେ ଘରୁ ବାହାରକୁ ବାହାରୁ ନାହାଁନ୍ତି । ଏପରି ମହାମାରୀର ପ୍ରଭାବ ଗରିବ ଅସହାୟ ତଥା ଖଟିଖିଆ ମାନଙ୍କ ଉପରେ ପଡୁଛି । ତାଳାବନ୍ଦ ଯୋଗୁଁ ଗରିବ…

୧୨୮ଟି ଜଳମଗ୍ନ ଗାଁର ସବୁ ପରିବାରକୁ ୭ ଦିନ ପାଇଁ ରିଲିଫ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

https://www.youtube.com/watch?v=vHrtA0SkYow ବାତ୍ୟା ପରବର୍ତ୍ତୀ ପରିସ୍ଥିତି ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ସାଢେ ୬ ଲକ୍ଷରୁ ଉର୍ଦ୍ଧ୍ବ ଲୋକ ସ୍ଥାନାନ୍ତରିତ ବାତ୍ୟା ସମୟରେ କୋଭିଡ ହସ୍‌ପିଟାଲ ଗୁଡିକରେ ଚିକିତ୍ସା ସ୍ବଭାବିକ  ବାତ୍ୟା ସମୟରେ କୋଭିଡ…

ବୈଶାଖ ମେଳାରେ ଶୂନଶାନ ନୃସିଂହନାଥ ମନ୍ଦିର 

  ବରଗଡ :- ବରଗଡ ଜିଲ୍ଲା ପାଇକମାଲ ବ୍ଲକ ପ୍ରସିଦ୍ଧ ଗନ୍ଧମାର୍ଦ୍ଦନ ପର୍ବତର ପାଦଦେଶରେ ଦୁର୍ଗାପାଲି ଗ୍ରାମରେ ରହିଛି ମହାପ୍ରଭୁ ନୃସିଂହନାଥ ( ମାର୍ଜର କେଶରୀ ) ଙ୍କର ମନ୍ଦିର । ଐତିହାସିକ ମାନଙ୍କର ମତ ଅନୁସାରେ ଅଷ୍ଟମ ଶତାବ୍ଦୀରେ ପାଟଣା ମହାରାଜ ହରିହର ଦେବ ଙ୍କର ଦ୍ୱାରା ଏହି ମନ୍ଦିର…

ଜେକେପୁର କୋଭିଡ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଏସବିଆଇ ପକ୍ଷରୁ ୫ଟି ୱାଟର ଡିସପେନ୍ସର ପ୍ରଦାନ

ଉପକୃତ ହେବେ ଚିକିତ୍ସାଧୀନ କୋଭିଡ୍ ରୋଗୀ ରାୟଗଡ(ସରୋଜ କୁମାର ସାହୁ) : ମହାମାରୀ କରୋନା ମୁକାବିଲାରେ ରାୟଗଡ ଜିଲ୍ଳା ଜେକେପୁର କୋଭିଡ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାଧୀନ ରୋଗୀ ଓ ସ୍ୱାସ୍ଥ୍ୟ କେନ୍ଦ୍ର କର୍ମଚାରୀଙ୍କୁ ଆବଶ୍ୟକ ପଡୁଥିବା ଭଳି କିଛି ଉପକରଣ ପ୍ରଦାନ କରି ସହଯୋଗର ହାତ…

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ମୃତ

ବରଗଡ :- ଆଜି ଦୀପହରେ ବରଗଡ଼ ଜିଲ୍ଲା ପଦ୍ମପୁର ପାଇକମାଲ ବିଜୁ ଏକ୍ସପ୍ରେସ ୱେ ର ମଲଦା ଠାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଜଣେ ବ୍ୟକ୍ତି ର ମୃତ୍ୟୁ ହୋଇଯାଇଥିବା ଜଣା ପଡ଼ିଛି । ପ୍ରାପ୍ତ ସୂଚନା ଅନୁସାରେ ନୂଆପଡା ଜିଲ୍ଲା ଖରିଆର ରୋଡ଼ ର ଅବିଦ ହୁସେନ ନାମକ ଜଣେ ବ୍ୟକ୍ତି ଏକ ବଜାଜ ପଲସର…

ବାତ୍ୟା ‘ୟଶ୍’ ପରବର୍ତୀ ମୁକାବିଲା ପାଇଁ ପ୍ରଭାବିତ ଅଂଚଳର ନେତୃବୃନ୍ଦଙ୍କ ସହ ବାତ୍ୟା ସ୍ଥିତି ପ୍ରସଙ୍ଗରେ ରାଜ୍ୟ…

ଭୁବନେଶ୍ୱର, : ବାତ୍ୟା ‘ୟଶ୍’ ଆଜି ମଧ୍ୟାହ୍ନରେ ଓଡିଶା ଉପକୂଳ ଅତିକ୍ରମ କରିସାରିଛି । ଏହା ପ୍ରଭାବରେ ଭଦ୍ରକ ଓ ବାଲେଶ୍ୱର ଅଧିକ ପ୍ରଭାବିତ ହେବା ସହ କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର, ପୁରୀ, ଖୋର୍ଦ୍ଧା, କଟକ, ଢେଙ୍କାନାଳ, ମୟୁରଭଂଜ, କେନ୍ଦୁଝର, ଗଂଜାମ ଜିଲ୍ଲାରେ ବର୍ଷା ଜାରୀ ରହିଛି…

ସନ୍ଥକବି ଭୀମଭୋଇଙ୍କ ଜୟନ୍ତୀ ଅବସରରେ ବିଜେପି ପକ୍ଷରୁ ରକ୍ତଦାନ ଶିବିର ।

ସମ୍ବଲପୁର ଜିଲ୍ଲା ରେଢାଖୋଲ ବେଜେପି ପକ୍ଷରୁ ବୁଧବାର ଭୀମଭୋଇଙ୍କ ଜନ୍ମ ଜୟନ୍ତୀ ଅବସରରେ ଭୀମଭୋଇ ଛକରେ ଥିବା ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ ପରେ ରେଢ଼ାଖୋଲ ରକ୍ତ ଭଣ୍ଡାରରେ କର୍ମୀ ମାନେ ୧୦ ୟୁନିଟ ରକ୍ତଦାନ କରିଥିଲେ । ଏହି ରକ୍ତଦାନ ଶିବିରରେ ମୁଖ୍ୟ ଅତିଥି ଭାବେ ରେଢ଼ାଖୋଲ ଉପଖଣ୍ଡ…

ଉତ୍କୃଷ୍ଟ କୋଭିଡ୍ ପରିଚାଳନା ନିମନ୍ତେ ପଶ୍ଚିମ ଓଡ଼ିଶାର ୧୧ଟି ଜିଲ୍ଲାକୁ ଆର୍ଥିକ ସହାୟତା

ଡାକ୍ତରୀ ସରଞ୍ଜାମ ଓ ଉପକରଣ ଯୋଗାଇବ ଓଡ଼ିଶା ଔଷଧ ନିଗମ ଭୁବନେଶ୍ୱର(ଶାସକ ପ୍ରଶାସକ) : ପଶ୍ଚିମ ଓଡ଼ିଶାର ୧୧ଟି ଜିଲ୍ଲାରେ ଉତ୍କୃଷ୍ଟ କୋଭିଡ୍ ପରିଚାଳନା ନିମନ୍ତେ ଆବଶ୍ୟକ ଡାକ୍ତରୀ ସରଞ୍ଜାମ ଓ ଉପକରଣ ଓଡ଼ିଶା ଔଷଧ ନିଗମ ଯୋଗାଇବା ଏ ନେଇ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ତରଫରୁ ନୀତିଗତ…

ନଦୀରୁ ଯୁବକଙ୍କ ଗଳିତ ଶବ ଉଦ୍ଧାର। 

ଟିଟିଲାଗଡ, ( ଗୌରବ ଦର୍ଜୀ) - ଟିଟିଲାଗଡ଼ ସହର ନିକଟସ୍ଥ ବିନେକେଲା ପଞ୍ଚାୟତ ଗୋଇଡ଼ାବରି ଦେଇ ଯାଇଥିବା ତେଲ ନଦୀ କୂଳରୁ ଏକ ଯୁବକଙ୍କ  ଗଳିତ ଶବ ଭାସୁଥିବା ଅବସ୍ଥାରେ ଟିଟିଲାଗଡ଼ ପୋଲିସ ଉଦ୍ଧାର କରିଛି।  ତେବେ ମୃତକ ଜଣକ ଜିତୁ ରଣା, ପି. ରାଜେନ୍ଦ୍ର ରଣା ଗ୍ରାମ ମାଡିଗୁଡା, ଜିଲ୍ଲା…

ରେଢ଼ାଖୋଲରେ ଖୋଲିଲା ଅକ୍ସିଜେନ ବ୍ୟାଙ୍କ 

ରେଢ଼ାଖୋଲ ( ଅନିଲ କୁମାର ପୃଷ୍ଟି ) ସମ୍ବଲପୁର ଜିଲ୍ଲା ରେଢାଖୋଲ ଜନକଲ୍ୟାଣ ସମିତି ପକ୍ଷରୁ ବୁଧବାର ସନ୍ଥକବି ଭୀମଭୋଇଙ୍କ ଜନ୍ମ ଜୟନ୍ତୀ ଅବସରରେ ରେଢ଼ାଖୋଲ ଉପଖଣ୍ଡ ପୋଲିସ ଅଧିକାରୀ ହାଡିବନ୍ଧୁ ସ୍ବାଇଁ ମୂଖ୍ୟ ଅତିଥି ଓ ଉପଖଣ୍ଡ ଚିକିତ୍ସାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଡ଼ଃ ରାମକୃଷ୍ଣ ପତି…