Sign in
Sign in
Recover your password.
A password will be e-mailed to you.
ଉପାନ୍ତ ଶ୍ରୀକ୍ଷେତ୍ର ପାରଳାଖେମୁଣ୍ଡିର ଶ୍ରୀଜଗନ୍ନାଥ ମନ୍ଦିରରେ ଶ୍ରୀଜୀଉଙ୍କ ସୁନାବେଶ ସହ ସନ୍ଧ୍ୟା ଆଳତୀ
https://www.youtube.com/watch?v=GUOErU7Lw2A
ମଧୁଚନ୍ଦ୍ରିକାରେ ନେତା-ଯନ୍ତ୍ରୀ-ଠିକାଦାର, ଲୋକ ହେଉଛନ୍ତି ହରବର !
ରାସ୍ତା ପାଲଟିଛି ମରଣଯନ୍ତା , ଚେଇଁ ଶୋଇଛି ପୂର୍ତ୍ତବିଭାଗ l
ରଣପୁର ରୁ ପ୍ରସନ୍ନ କୁମାର ସାମନ୍ତରାୟ :ନୟାଗଡ ଜ଼ିଲ୍ଲା ରଣପୁର ପୂର୍ତ୍ତବିଭାଗ ଅନ୍ତର୍ଗତ ଲୋଧାଚୁଆ ଠାରୁ ବେଗୁନିଆକୁ ସଂଯୋଗ କରୁଥିବା ଲୋଧାଚୁଆ ଠାରୁ ପାଟଣା ଚାରିଛକ ପର୍ଯ୍ୟନ୍ତ ମାତ୍ର 11କିଲୋମିଟର ପୂର୍ତ୍ତବିଭାଗ…
ଅଜଣା ରୋଗରୁ ଗୋଡ ପଚି ଯାଉଛି ,ତୁରନ୍ତ ଚିକିତ୍ସା ଆବଶ୍ୟକ
ବରଗଡ :- ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ବରତୁଣ୍ଡା ଗ୍ରାମ ପଞ୍ଚାୟତ ର ସୁରୁଙ୍ଗିଦାଦାର ଗ୍ରାମର ବନମାଳୀ ଭୋଇ , ବୟସ ପାଖାପାଖି ପଚାଶ ବର୍ଷ । ଗତ କିଛି ସପ୍ତାହ ତଳେ କୋଣସି କାରଣ ବସତ ତାଙ୍କର ଡାହାଣ ଗୋଡ଼ ଖଣ୍ଡିଆ ହୋଇ ଯାଇଥିଲା । ଚିକିତ୍ସା କରିବା ପାଇଁ ସେ ନୂଆପଡା ଜିଲ୍ଲା ଚିକିତ୍ସାଲୟ…
ଗୋଏଲଙ୍କୁ ଭେଟି ସ୍ମାରକ ପତ୍ର ଦେଲେ ବିଜେପି ସାଂସଦ
ପିଏମଜିକେଏୱାଇ ଏବଂ ଏନଏଫଏସଏରେ ବ୍ୟାପକ ଦୁର୍ନୀତିର ତଦନ୍ତ କରାଯାଉ:ବିଜେପି
ନୂଆଦିଲ୍ଲୀ/ଭୁବନେଶ୍ୱର:କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଗୁରୁବାର ରାଜ୍ୟ ବିଜେପି ସାଂସଦର ଏକ ପ୍ରତିନିଧି ମଣ୍ଡଳି ନୂଆଦିଲ୍ଲୀ ଠାରେ କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଂଟନ…
ଆହତ ଭାନୁ ମାଝୀ ଙ୍କୁ ଆର୍ଥିକ ସହାୟତା ପ୍ରଦାନ
ବରଗଡ଼ :- ବରଗଡ ଜିଲ୍ଲା ପାଇକମାଲ ବ୍ଲକ ବରତୁଣ୍ଡା ଗ୍ରାମ ପଞ୍ଚାୟତର ଖପୁରୀଦିହି ଗ୍ରାମର ଭାନୁ ମାଝୀ ଙ୍କର ଏକ ଦୁର୍ଘଟଣାରେ ବାମ ଗୋଡ଼ ଭାଙ୍ଗି ଯାଇଥିଲା । ଅତ୍ୟନ୍ତ ଗରିବ ଶ୍ରେଣୀର ଓ ଘରର ଏକମାତ୍ର ରୋଜଗାର କ୍ଷମ ବ୍ୟକ୍ତି ହୋଇଥିବାରୁ ସେ ମୂଲ ମଜୁରୀ ଲାଗି ଯାହା ରୋଜଗାର କରନ୍ତି ସେଥିରେ…
ମହାପ୍ରଭୁଙ୍କ ଅଧର ନୀତି, ଦେଖନ୍ତୁ ସିଧା ପ୍ରସାରଣ
https://youtu.be/qK7sggZfpag
ପୁରୀ/ ଅନିମେଶ ପଟ୍ଟନାୟକ: ବଡ଼ଦାଣ୍ଡରେ ଲୀଳା କରୁଛିନ୍ତ ମହାପ୍ରଭୁ । ଆଜି ତ୍ରୟୋଦଶୀ ତିଥିରେ ରଥାରୁଢ଼ ଶ୍ରୀଜିଉଙ୍କୁ ଅଧରପଣା ଭୋଗ ନୀତି ଅନୁଷ୍ଠିତ ହେବ । ସେଥିପାଇଁ ସବୁ ପ୍ରସ୍ତୁତି ଶେଷ । ମଧ୍ୟାହ୍ନଧୂପ ବଢିବା ପରେ ଅଧରପଣା ପ୍ରସ୍ତୁତି ଆରମ୍ଭ ହୋଇ …
ଡାକ୍ତରଙ୍କ ଘରୁ ପାଞ୍ଚଲକ୍ଷ ଟଙ୍କାଚୋରୀ, ସଦର ଥାନା ଅଞ୍ଚଳରେ ଘରୁ ପଲସର ବାଇକ ଚୋରୀ
ସୁନ୍ଦରଗଡ଼/ ହୋରଚାନ୍ଦ ଦେଉରିଆ :- ଦିନକୁ ଦିନ ସୁନ୍ଦରଗଡ ସହର ସମେତ ଆଖପାଖ ଅଞ୍ଚଳରେ ଚୋର ଡକାୟତ ମାନଙ୍କ ପ୍ରାଦୁର୍ଭାବ ବଢ଼ି ଚାଲିଛି | ଗତକାଲି ସହରର ମୁଖ୍ୟ ହସ୍ପିଟାଲଛକ ୫୦ମିଟର ଲାଗି ରହିଥିବା ମୁଖ୍ୟ ପୋଷ୍ଟ ଅଫିସ ସମ୍ବୁଖ ରେ ରହିଥିବା ଗୋଟିଏ ମେଡିକାଲ କୁଆଟର ଯେଉଁଥିରେ କି ଜଣେ…
ଫକୀରମୋହନ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ନିଯୁକ୍ତ ହେଲେ ପ୍ରାଧ୍ୟାପକ ସନ୍ତୋଷ ତ୍ରିପାଠୀ
ଭୁବନେଶ୍ୱର : ବାଲେଶ୍ୱରସ୍ଥିତ ଫକୀରମୋହନ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ଜଣାଶୁଣା ଶିକ୍ଷାବିତ ତଥା ଉତ୍କଳ ବିଶ୍ୱବିଦ୍ୟାଳୟର ସନ୍ତୋଷ ତ୍ରିପାଠୀ ନିଯୁକ୍ତ ହୋଇଛନ୍ତି | ଆଜି କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର ଗଣେସି ଲାଲ ପ୍ରଫେସର ତ୍ରିପାଠୀଙ୍କୁ ଏହି ନିଯୁକ୍ତି ଦେଇଥିବା ଜଣାପଡିଛି | …
ନୂଆଗାଁ ପଞ୍ଚାୟତ ସମିତି ର ଏକାଦଶ ତମ ଅଧିବେଶନ ଅନୁଷ୍ଠିତ
ନୂଆଗାଁ/ସୁବ୍ରତ ପରିଡ଼ା: ନୟାଗଡ ଜିଲ୍ଲା ନୂଆଗାଁ ପଞ୍ଚାୟତ ସମିତି ର ଏକାଦଶ ତମ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି।ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ଇନ୍ଦିରା ଆବାସ ଯେପରି ପ୍ରକୃତ ହିତାଧିକାରୀ ପାଇ ପାରିବେ ସେ…
ଶ୍ରୀ ହରିଚନ୍ଦନଙ୍କ ପଛୁଆ ବର୍ଗ ବିରୋଧୀ ମନ୍ତବ୍ୟ ଅତ୍ୟନ୍ତ ଦୁର୍ଭାଗ୍ୟଜନକ: ବିଜେଡି
ଭୁବନେଶ୍ୱର: ଶ୍ରୀ ପୃଥୀରାଜ ହରିଚନ୍ଦନ ଓଡ଼ିଶା ବିଧାନସଭାର ସଦସ୍ୟ ହୋଇନଥିବାରୁ ରାଜ୍ୟରେ ପଛୁଆବର୍ଗଙ୍କ ଗଣନା ପାଇଁ ତାଙ୍କରି ଦଳ ଓଡ଼ିଶା ରାଜ୍ୟ ପଛୁଆ ବର୍ଗ (ସଂଶୋଧନ) ବିଲ୍ ପାରିତ କରିବା ଲାଗି ଫେବୃଆରୀ, ୨୦୨୦ ରେ ବିଧାନସଭାରେ ସମର୍ଥନ କରିଥିବା ବିଷୟ ସେ ଜାଣିନାହାନ୍ତି ବୋଲି…