ଉପାନ୍ତ ଶ୍ରୀକ୍ଷେତ୍ର : କେବଳ ଆଳତୀରେ ସମ୍ପନ୍ନ ହେଲା ମହାପ୍ରଭୁଙ୍କ ପବିତ୍ର ବାହୁଡା ଯାତ୍ରା 

 https://www.youtube.com/watch?v=5zL7hWV6u4I ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଦକ୍ଷିଣ-ଓଡିଶା ତଥା ପଡୋଶୀ ଆନ୍ଧ୍ର ଅଞ୍ଚଳରେ ପ୍ରସିଦ୍ଧି ଅର୍ଜନ କରିଥିବା ପାରଳାଖେମୁଣ୍ଡିର "ଉପାନ୍ତ ଶ୍ରୀକ୍ଷେତ୍ର" ରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ବାହୁଡାଯାତ୍ରା ମନ୍ଦିର ଭିତରେ ବିନା…

ମିଶନ ଶକ୍ତିର ନୂତନ ଗୃହ ଉଦଘାଟନ କଲେ ମନ୍ତ୍ରୀ ସୁଶାନ୍ତ ସିଂ

ବରଗଡ଼ :- ମହିଳା ଶକ୍ତ , ସଶକ୍ତ ଓ ସମୃଦ୍ଧ ଓ ସ୍ୱାବଲମ୍ବୀ କରିବା ପାଇଁ  ମୁଖ୍ୟମନ୍ତ୍ରୀ ପ୍ରତକ୍ଷ ତତ୍ୱବାଧାନ ରେ ଓଡ଼ିଶାରେ ମିଶନ ଶକ୍ତି କାର୍ୟ୍ଯ କରୁଛି । ମିଶନ ଶକ୍ତି , ବିଭିନ୍ନ ଯୋଜନା ମାଧ୍ୟମରେ ରାଜ୍ୟର ମାଁ ଭଉଣୀ ମାନଙ୍କୁ ଆର୍ଥିକ ଭାବରେ ସୁଦୃଢ କରିବାର କ୍ରମାଗତ ଭାବରେ ପ୍ରୟାସ…

ଉଦୟନାଥ ଫର୍ନିଚର୍ ର ୨ୟ ପର୍ଯ୍ୟାୟର ପ୍ରଥମ ଲକି ଡ୍ର ଉଠାଣ:-

ପଦ୍ମପୁର : ପଦ୍ମପୁର ସହରର କପସିଲା ରୋଡ ସ୍ଥିତ ଉଦୟନାଥ ଫର୍ନିଚର୍ ତରଫରୁ ଆରମ୍ଭ ହୋଇଥିବା ୨ୟ ପର୍ଯ୍ୟାୟ  ମାସିକ କିସ୍ତି ଯୋଜନାର ପ୍ରଥମ ଲକି ଡ୍ର ଆଜି ସନ୍ଧ୍ୟା ରେ ଉଠାଣ ହୋଇଛି।  ଏହାର ବିଜେତା ହେଉଛନ୍ତି ନୂଆପଡ଼ା ନିବାସୀ ଅଙ୍କିତ ଭୋଇ । ଏହି ଉଠାଣ କାର୍ଯ୍ୟକ୍ରମ ରେ ରୋହିତ କୁମାର…

ଏସସିବି ମେଡିକାଲ କଲେଜ ପ୍ଲାଟିନମ୍ ଜୁବୁଲି କାର୍ଯ୍ୟକ୍ରମ ଲାଗି ମୋ’ କଲେଜ ଅଧ୍ୟକ୍ଷଙ୍କ ସହ ଆଲୋଚନା

ଭୁବନେଶ୍ଵର: ଆସନ୍ତା ନଭେମ୍ବର ମାସରେ କଟକସ୍ଥିତ ଏସସିବି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲର ପ୍ଲାଟିନମ୍ ଜୁବୁଲି ପାଳନ ହେବାକୁ ଯାଉଛି। ରାଜ୍ୟ ସରକାରଙ୍କ ମୋ’ କଲେଜ ଅଭିଯାନର ସହଯୋଗରେ ନଭେମ୍ବର ୨୬, ୨୭ ଏବଂ ୨୮ ତାରିଖ, ୩ ଦିନ ଧରି ଏହି କାର୍ଯ୍ୟକ୍ରମ ଚାଲିବ। ଏହି କାର୍ଯ୍ୟକ୍ରମର ରୂପରେଖକୁ…

ସରକାରୀ ହିସାବରେ ପ୍ରାଥମିକ ଆକଳନ ମାତ୍ର ୧ କୋଟି  ୨୫  ଲକ୍ଷ , ଆକଳନ ଜାରି

କୁଳିଅଣା ବ୍ଲକ ସହକାରୀ ଯନ୍ତ୍ରୀ ଧିରାୟ ମାଝୀ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୁରଭଞ୍ଜ ଜିଲ୍ଲା କୁଳିଅଣା ବ୍ଲକରେ କାର୍ଯ୍ୟରତ ସହକାରୀ ଯନ୍ତ୍ରୀ ଧିରାୟ ମାଝୀ ନିଜର ଆୟ ଠାରୁ ବହୁ ଅଧିକ ସମ୍ପତ୍ତି ଠୁଳ କରିଥିବା ବିଷୟକୁ ନେଇ ବାଲେଶ୍ୱର ଭିଜିଲାନ୍ସ…

ବିଦ୍ୟୁତ ଦର ବୃଦ୍ଧି ପ୍ରତିବାଦରେ ବିଦ୍ୟୁତ କାର୍ଯ୍ୟାଳୟ ଘେରାଉ  

ରାୟଗଡା/ ସରୋଜ କୁମାର ସାହୁ  – ବିଦ୍ୟୁତ ଦର ୟୁନିଟ୍ ପିଛା ୩୦ ପଇସାକୁ ବିରୋଧ କରିଛି ବିଜେପି । ଏ ନେଇ ଆଜି ରାୟଗଡା ବିଜେପି ତରଫରୁ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା । ରାୟଗଡା ଜିଲ୍ଲା ବିଜେପି ସଭାପତି ଶିବ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେପି କର୍ମୀ ମାନେ…

ବିଏସଏଫ ଡିଆଇଜିଙ୍କ ସମେତ ୫ ଜଣଙ୍କୁ ସାହସିକତା ପଦକ 

ରାୟଗଡା / ସରୋଜ କୁମାର ସାହୁ  – ବିଏସଏଫର ୧୮ତମ ଅଳଙ୍କରଣ ସମାରୋହରେ ୨୩ ଜଣ ବିଏସଏଫ ଜବାନଙ୍କୁ ସାହସିକତା ପଦକ ପ୍ରଦାନ କରାଯାଇଛି । ୧୨ ଜଣଙ୍କୁ ସାହସିକତା ପାଇଁ ପଦକ ପ୍ରଦାନ କରାଯାଇଥିବା ବେଳେ ୧୧ ଜଣଙ୍କୁ ମେଧାବୀ ନିମନ୍ତେ ପଦକ ପ୍ରଦାନ କରାଯାଇଛି । ବିଏସଏଫ କୋରାପୁଟ ରେଂଜର ୫ ଜଣଙ୍କୁ…

ଦୁଇ ଦାଦନ ଶ୍ରମିକଙ୍କ ହାତ କଟା ଭଳି ଚାଂଚଲ୍ୟକର ଘଟଣା : କୋର୍ଟ ଶୁଣାଇଲେ ରାୟ 

ଝାରବନ୍ଧ-ମନୋହର ଦାଶ: ଗତ ୨୦୧୩ ମସିହାରେ ଦୁଇ ଦାଦନ ଶ୍ରମିକଙ୍କୁ ନିର୍ଯ୍ୟାତନା ଦିଆଯିବା ସହିତ ହାତ କଟାଯିବା ଘଟଣା ରେ ଅଭିଯୁକ୍ତ ପର୍ଶୁରାମ ନାୟକ ଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ଏବଂ ୧୦ହଜାର ଟଙ୍କା ଜରିମାନା ନିର୍ଦେଶ ଦେଇଛନ୍ତି।ଧର୍ମଗଡ଼ ଅତିରିକ୍ତ ଜିଲ୍ଲା  ଦୌରାଜଜ୍ ବନ୍ଦନା କର…

ଭଉଣୀ ସୁଭଦ୍ରାଙ୍କ ସହ ବାହୁଡିଲେ ଜଗା ବଳିଆ

ପୁରୀ/ଅନିମେଶ ପଟ୍ଟନାୟକ: ନବଦିନାତ୍ମକ ଯାତ୍ରା ଶେଷ କରି ମଙ୍ଗଳବାର ଭଉଣି ସୁଭଦ୍ରା ସହ ଶ୍ରୀମନ୍ଦିର ବାହୁଡିଲେ ଜଗା ବଳିଆ । ନିର୍ଦ୍ଧାରିତ ସମୟର ଅନେକ ପୂର୍ବରୁ ଚତୁର୍ଦ୍ଧାମୁର୍ତ୍ତୀ ସଅଳ ରଥାରୂଢ ହୋଇଥିଲେ । ନାକଚଣା ଦ୍ବାର ଦେଇ ଧାଡି ପହଣ୍ଡିରେ ରଥକୁ ବିଜେ କରିଥିଲେ ଚତୁର୍ଦ୍ଧାମୁର୍ତ୍ତୀ…

ଅଗଷ୍ଟ ୧୧ରେ ଜବାହର ନବୋଦୟ  ବିଦ୍ୟାଳୟ ଚୟନ ପରୀକ୍ଷା 

ନୂଆଦିଲ୍ଲୀ (ଶାସକ ପ୍ରଶାସକ): ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳରେ ଥିବା ଜବାହର ନବୋଦୟ  ବିଦ୍ୟାଳୟରେ ୨୦୨୧-୨୨ ନାମଲେଖା ପାଇଁ ଜବାହର ନବୋଦୟ  ବିଦ୍ୟାଳୟ  ଚୟନ ପରୀକ୍ଷା -୨୦୨୧  ଅଗଷ୍ଟ, ୧୧ ତାରିଖରେ ଅନୁଷ୍ଠିତ ହେବ। ସମସ୍ତ ସୁରକ୍ଷା ସାବଧାନତା / COVID ପ୍ରୋଟୋକଲ୍ ପାଳନ କରି ଏ…