‘ବାଳିକା ଶିକ୍ଷା’ ସମ୍ପର୍କିତ ଏକଦିବସୀୟ କର୍ମଶାଳା ଓ ସଚେତନତା କାର୍ଯ୍ୟକ୍ରମ

11


କୁଚିଣ୍ଡା: କୁଚିଣ୍ଡା କଲେଜଠାରେ ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ ଅନ୍ତର୍ଗତ ଆୟୋଜିତ ‘ବାଳିକା ଶିକ୍ଷା’ ସମ୍ପର୍କିତ ଏକଦିବସୀୟ କର୍ମଶାଳା ଓ ସଚେତନତା କାର୍ଯ୍ୟକ୍ରମରେ ଯୋଗଦେଲେ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ |
ବାଳିକା ଶିକ୍ଷାର ପ୍ରସାର, ଉଚ୍ଚଶିକ୍ଷାରେ ସମାନ ସୁଯୋଗ ଏବଂ ମହିଳା ସଶକ୍ତୀକରଣ ଦିଗରେ ଏଭଳି ସଚେତନତା କାର୍ଯ୍ୟକ୍ରମର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏକ ଶିକ୍ଷିତ ଓ ସଶକ୍ତ ବାଳିକା ହିଁ ଏକ ସମୃଦ୍ଧ, ସୁସ୍ଥ ଏବଂ ପ୍ରଗତିଶୀଳ ସମାଜ ଗଠନର ପ୍ରକୃତ ଆଧାର ଅଟେ ବୋଲି ମନ୍ତ୍ରୀ ଶ୍ରୀ ନାଏକ କହିଛନ୍ତି |

Leave A Reply

Your email address will not be published.