Sign in
Sign in
Recover your password.
A password will be e-mailed to you.
ଜିଲ୍ଲା ଛାଡିବା ପରେ ବି ଭୁଲି ନାହାନ୍ତି ଗଜପତିବାସୀ : ପୂର୍ବତନ ଏସପି ସାରାଙ୍କୁ ଜଣାଇଲେ ଜନ୍ମଦିନର ଅଭିନନ୍ଦନ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତିର ପ୍ରାକ୍ତନ ଆରକ୍ଷୀ ଅଧିକ୍ଷକା ସାରା ଶର୍ମାଙ୍କ ଶୁଭ ଜନ୍ମଦିନ ଅବସରରେ ଭାଗବତ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଦିନ ସନ୍ଧ୍ୟାରେ ଏକ ଅଭାସୀ (Virtual) ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାରିଛି।
ସାରା ଶର୍ମାଙ୍କ ଦୀର୍ଘ ନିରାମୟ…
ଗଜପତି ଜିଲ୍ଲା ପୂର୍ବତନ ଯୁବ କଂଗ୍ରେସ ସଭାପତି ସଂଗ୍ରାମ କେଶରୀ ସାହୁଙ୍କ ପିତା ସୁବାସ ସାହୁଙ୍କ ବିୟୋଗ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ପୂର୍ବତନ ଯୁବ କଂଗ୍ରେସ ସଭାପତି ସଂଗ୍ରାମ କେଶରୀ ସାହୁଙ୍କ ପିତା ସୁବାସ ସାହୁଙ୍କ ବିୟୋଗ । ସେ ଜଣେ ବି ସି ସି ବ୍ୟାଙ୍କର ମ୍ୟାନେଜର ହିସାବରେ କାର୍ଯ୍ୟ ନିର୍ବାହୀ କରି ଅବସର ନେଇଥିଲେ। ସେ ବ୍ୟାଙ୍କ କାର୍ଯ୍ୟ ସମ୍ପାଦନ କରୁଥିବା…
ଯୁଗ୍ମ ନିର୍ଦ୍ଦେଶକଙ୍କ ଦୁଇ ଦିନିଆ ଗଜପତି ଜିଲ୍ଲା ଗସ୍ତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡିଶା ରାଜ୍ୟ ବିଦ୍ୟାଳୟ ପ୍ରାଧିକରଣ କର୍ତ୍ତୃପକ୍ଷ ଯୁଗ୍ମ ନିର୍ଦ୍ଦେଶକ ଡ଼. ସନାତନ ପଣ୍ଡା ଦୁଇ ଦିନିଆ ଗଜପତି ଜିଲ୍ଲା ଗସ୍ତରେ ଆସି ଜିଲ୍ଲାର ବିଭିନ୍ନ ଉଚ୍ଚ ବିଦ୍ୟାଳୟ , ମାଧ୍ୟମିକ ବିଦ୍ୟାଳୟ ଗୁଡିକୁ ପରିଦର୍ଶନ କରିଥିଲେ।
ପାରଳାଖେମୁଣ୍ଡି…
ପୋଲିସ , ଅବକାରୀ ବିଭାଗ ର ମିଳିତ ଚଢ଼ାଉ: ତିନି ଅଭିଯୁକ୍ତ ସହିତ ମଦ ଓ କଫ ସିରଫ ଜବତ
ବରଗଡ :- ବିଗତ କିଛିଦିନ ହେଲା ବରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରୁ ପୋଲିସ ତଥା ଅବକାରୀ ବିଭାଗ ବିପୁଲ ମାତ୍ରାରେ ନିଶା ଦ୍ରବ୍ୟ ଜବତ କରିବାରେ ସଫଳ ହୋଇଛି । କିନ୍ତୁ ଏବେ ମଧ୍ୟ ଚୋରା ନିଶା ବ୍ୟବସାୟୀ ମାନେ ନିଜର ଆର୍ଥିକ ଲାଭ ପାଇଁ ଯୁବସମାଜକୁ ପଙ୍ଗୁ କରୁଥିବା ନିଶା କାରବାର କରିଆସୁଛନ୍ତି ।…
ଠକୁଛି କେନ୍ଦ୍ର ଶୋଇଛି ରାଜ୍ୟ : କଂଗ୍ରେସ
ଭୁବନେଶ୍ୱର- ରାଜ୍ୟ ମାନଙ୍କର ବିକାଶରେ କେନ୍ଦ୍ରରେ ବିକାଶ ହୁଏ । ଦୃଢ଼ୋକ୍ତି କରିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟମାନଙ୍କ ପ୍ରତି ଅବିଚାର କରିଚାଲିଛନ୍ତି । ରାଜ୍ୟମାନଙ୍କୁ ଦିଆଯାଉଥିବା କେନ୍ଦ୍ରୀୟ ସହାୟତା ରାଶି ୨୦୧୪-୧୫ ଠାରୁ ଧାରାବାହିକ ଭାବରେ କମିକମି ଚାଲିଛି ବୋଲି…
୪୦ ଲିଟର ଅପମିଶ୍ରିତ ଏସକଫ ସିରଫ ସହ ତିନି ଗିରଫ ।
ପଦ୍ମପୁର(ଶାସକପ୍ରଶାସକ)-ପଦ୍ମପୁର ଅଞ୍ଚଳରେ ଦିନକୁ ଦିନ ବଢିବାରେ ଲାଗିଛି ନିଶା ବେପାରୀଙ୍କ ଦୌରାତ୍ମ । ଯାହା ଦ୍ୱାରା ଯୁବ ପିଢ଼ି ପଥଭ୍ରଷ୍ଟ ହେବା ସହ ବିଭିନ୍ନ ପ୍ରକାର ବିଶୄଙ୍ଖଳା କାର୍ଯ୍ୟ କରିବା ପାଇଁ ପଛାଉ ନାହାଁନ୍ତି । ଆଜି ପଦ୍ମପୁର ଥାନା ଅନ୍ତର୍ଗତ ବୁଧାପାଲି ଗ୍ରାମରେ ନିଶା ଔଷଧ…
ବବିଙ୍କ ବାସଭବନରେ ମିଶ୍ରଣ ପର୍ବ : ବିଜେଡିରେ ମିଶିଲେ ଅଧ୍ୟକ୍ଷା ଓ ସରପଂଚ
ଭୁବନେଶ୍ୱର: ଆଜି ଭୁବନେଶ୍ୱର ସ୍ଥିତ ରାଜ୍ୟ ସାଂଗଠନିକ ସମ୍ପାଦକ ଶ୍ରୀ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ସରକାରୀ କ୍ୱାର୍ଟର ପରିସରରେ ତାଙ୍କ ଉପସ୍ଥିତିରେ କେନ୍ଦୁଝର ଜିଲ୍ଲା ସାହାରପଡ଼ାର ଅଧ୍ୟକ୍ଷା ଶ୍ରୀମତୀ ରମ୍ଭାବତି ଦେହୁରୀ ଏବଂ ରାଇଡିହା ସରପଞ୍ଚ ଶ୍ରୀମତୀ ପାର୍ବତୀ ହୋ ବିଜୁ ଜନତା ଦଳ ରେ…
ରାଜ୍ୟ ବିଶ୍ୱବିଦ୍ୟାଳୟ କୁଳପତି ସମ୍ମିଳନୀ: ପିଜି ଶ୍ରେଣୀରେ ନାମଲେଖା ଅକ୍ଟୋବର ୧୫ ତାରିଖରୁ ଆରମ୍ଭ
ସମସ୍ତ ଅଣ୍ଡର ଗ୍ରାଜୁଏଟ୍ ଫାଇନାଲ ସେମିଷ୍ଟର ପରୀକ୍ଷା (ବ୍ୟାକ୍ ପେପରକୁ ଛାଡ଼ି) ଅଗଷ୍ଟ ୧୯ ତାରିଖ ସୁଦ୍ଧା ଶେଷ ହେବ
ୟୁଜିର ବ୍ୟାକ୍ପେପର ସମେତ ଫାଇନାଲ ସେମିଷ୍ଟର ପରୀକ୍ଷା ଫଳ ସେପ୍ଟେମ୍ବର ୨୭ ତାରିଖ ସୁଦ୍ଧା ପ୍ରକାଶ ପାଇବ
ସମସ୍ତ ପିଜି ଫାଇନାଲ ସେମିଷ୍ଟର ପରୀକ୍ଷା…
ଭୁବନେଶ୍ୱର ଷ୍ଟେସନ୍ ପୁନଃ ବିକାଶ: ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା ଭୁବନେଶ୍ୱର ଷ୍ଟେସନ୍ ନୀରିକ୍ଷଣ |
ଭୁବନେଶ୍ୱର: ପୂର୍ବତଟ ରେଳପଥ ମହାପ୍ରବନ୍ଧକ ଶ୍ରୀ ବିଦ୍ୟା ଭୂଷଣ ଆଜି ଅପରାହ୍ନରେ ଭୁବନେଶ୍ୱର ରେଳ ଷ୍ଟେସନ ପରିଦର୍ଶନ କରି ଷ୍ଟେସନ ପୁନଃନିର୍ମାଣ ଯୋଜନାର ଏକ ଅଂଶ ଭାବରେ ବିକାଶ ପାଇଁ ଆବଶ୍ୟକ ହେଉଥିବା ବିଭିନ୍ନ ଯାତ୍ରୀ ସୁବିଧା ସହିତ ଅନ୍ୟାନ ସୁବିଧା ଉପରେ ନୀରିକ୍ଷଣ କରିଥିଲେ |
ରାଜ୍ୟ…
କୋମନାଠାରେ ଗ୍ରାମ୍ୟନ୍ୟାୟାଳୟ ଏବଂ ସିନାପାଲିଠାରେ ଜେ.ଏମ୍.ଏଫ୍.ସି କାର୍ଯ୍ୟାଳୟ ଉଦ୍ଘାଟିତ
ଭୁବନେଶ୍ୱର(ଶାସକ ପ୍ରଶାସକ): ନୂଆପଡ଼ା ଜିଲ୍ଲାର କୋମନାଠାରେ ଗ୍ରାମ୍ୟନ୍ୟାୟାଳୟ ଏବଂ ସିନାପାଲିଠାରେ ଜେ.ଏମ୍.ଏଫ୍.ସି କାର୍ଯ୍ୟାଳୟକୁ ଓଡ଼ିଶାର ଉଚ୍ଚନ୍ୟାୟାଳୟର ମାନ୍ୟବର ମୁଖ୍ୟ ବିଚାରପତି ଡକଫର ଏସ୍. ମୁରଲୀଧର ଭର୍ଚୁଆଲ୍ ମାଧ୍ୟମରେ ଉଦ୍ଘାଟନ କରିଛନ୍ତିା ଓଡ଼ିଶା ହାଇକୋର୍ଟର ମାନ୍ୟବର…