ଗ୍ରାମ୍ୟ ନିର୍ମାଣ ବିଭାଜନ ପକ୍ଷରୁ ଚାରାରୋପଣ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ମୋହନା ଠାରେ ଥିବା ଗ୍ରାମ୍ୟ ନିର୍ମାଣ ବିଭାଜନ ପକ୍ଷରୁ ଅଡ଼ବା ଅଞ୍ଚଳରେ ରହିଥିବା ବିଭିନ୍ନ ପ୍ରଧାନମନ୍ତ୍ରୀ ରାସ୍ତା କଡ଼ରେ ଚାରାରୋପଣ କରାଯାଇଛି।    କଙ୍କରଡ଼ା ,ବାଲିପଙ୍କ ଜଗନ୍ନାଥପୁର , କୁଟୁଣୀ ଗଣ୍ଡା , ବାରିଆପଦା ଆଦି…

ଶିକାରୀ ଗିରଫ, ଦେଶୀ ବନ୍ଧୁକ ଜବତ

ରେଢାଖୋଲ ଶାସକ ପ୍ରଶାସକ: ସମ୍ବଲପୁର ଜିଲ୍ଲା ରେଢାଖୋଲ ବନଖଣ୍ଡର ଚାରମାଳ ରେଞ୍ଜ ଅଧିନ ଶୁଆଣି ସଂରକ୍ଷିତ ଜଙ୍ଗଲରେ ପାଟ୍ରୋଲିଂ କରୁଥିବା ବେଳେ ବନ କର୍ମଚାରୀ ଙ୍କ ଦ୍ୱାରା ଜଣେ ଶିକାରୀଙ୍କୁ ଗିରଫ କରିଛନ୍ତି । ଗିରଫ ଶିକାରୀ ହେଲେ ବଡହିଣ୍ଡୋଲ ଗ୍ରାମର କୃଷ୍ଣ ଭୋଇ ବୋଲି ଜଣାପଡିଛି। ତାଙ୍କ…

ଗୋଦରେଜ୍ ଆପ୍ଲାଏନ୍ସେସ୍ ପକ୍ଷରୁ ଡିସୱାସର ଉନ୍ମୋଚିତ  

ଭୁବନେଶ୍ୱର: ଗୋଦରେଜ୍ ଗ୍ରୁପ୍ର ପ୍ରମୁଖ କଂପାନି ଗୋଦରେଜ୍ ଆଣ୍ଡ୍ ବଏସ୍ର ସଂସ୍ଥା ଗୋଦରେଜ୍ ଆପ୍ଲାଏନ୍ସେସ୍ ଭାରତୀୟ ଡିସୱାସର (ବାସନ ମାଜିବା ଯନ୍ତ୍ର) ବର୍ଗରେ ପ୍ରବେଶ କରି ନୂଆ ଗୋଦରେଜ୍ ଇଅନ୍ ଡିସୱାସର  ବର୍ଗମାଳାକୁ ଉନ୍ମୋଚନ କରାଯାଇଛି । ଏ ସମ୍ପର୍କରେ ଶ୍ରୀଯୁକ୍ତ କମଳ ନନ୍ଦୀ, ବିଜନେସ୍…

ଆଇସିଆଇସିଆଇ ବ୍ୟାଙ୍କ ଓ ଏଚପିସିଏଲର କୋ-ବ୍ରାଣ୍ଡେଡ୍ କ୍ରେଡିଟ୍ କାର୍ଡର ଶୁଭାରମ୍ଭ

ଭୁବନେଶ୍ୱର: ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ହିନ୍ଦୁସ୍ତାନ ପେଟ୍ରୋଲିୟମ୍ କର୍ପୋରେସନ ଲିମିଟେଡ୍ (ଏଚ୍ପିସିଏଲ୍) ସହଯୋଗରେ କୋ-ବ୍ରାଣ୍ଡେଡ୍ କ୍ରେଡିଟ୍ କାର୍ଡ “ଆଇସିଆଇସିଆଇ ବ୍ୟାଙ୍କ ଏଚ୍ପିସିଏଲ୍ ସୁଭର ସେଭର”କୁ ଉନ୍ମୋଚନ କରାଯାଇଛି । ଦୈନନ୍ଦିନର ଖର୍ଚ୍ଚ ଏବଂ ଅନ୍ୟାନ୍ୟ ବର୍ଗ ଯଥା…

ମାଛ ଚାଷ ନିଲାମକୁ ନେଇ ଗୋଷ୍ଠୀ କନ୍ଦଳ :  ଜଣେ ଗୁରୁତର, ୩୨ଜଣ ଗିରଫ।

ବଲାଙ୍ଗୀର(ନିରୋଜ ମିଶ୍ର) : ବଲାଙ୍ଗୀର ପୁଇଁତଲା ବ୍ଲକ ଅନ୍ତର୍ଗତ ଅଇଁଲାସାରି ଗ୍ରାମବାସୀ ଆଜି ବଲାଙ୍ଗୀର ଆରକ୍ଷୀ ଅଧକ୍ଷଙ୍କ କାର୍ଯ୍ୟଲୟ ସମ୍ମୁଖରେ ଶତାଧିକ ପୁରୁଷ ଓ ମହିଳା ଆନ୍ଦୋଳନ ସହ ଧାରଣା ଦେଇଛନ୍ତି।ଯେଉଁଥିରେ ଏମାନେ ସିଧାସଳଖ ଦାବି ରଖିଛନ୍ତି।ବିନା କାରଣ ରେ ଅଇଁଲାସାରି ଗ୍ରାମର…

 ଭସ୍ମା ଥାନା ପୋଲିସର ଅମାନବିକତା : ବିଜେଡି ନେତାଙ୍କ ହସ୍ତକ୍ଷେପ ପରେ କିଶୋର ପାଇଲେ ନ୍ୟାୟ 

 ଏସପିଙ୍କ ହସ୍ତକ୍ଷେପ ପରେ ମିଳିଲା ଏତଲା କପି, ଜିଲ୍ଲାପାଳ ବଢ଼ାଇଲେ ସହାୟତାର ହାତ   ଅଜଣା ବୋଲେରୋ ଯୋଗେ ଦୁର୍ଘଟଣାରେ  ଆହତ ହୋଇଥିବା ବ୍ୟକ୍ତିଙ୍କୁ ବିନା ଏଫଆଇଆର କପି କାରଣରୁ ମେଡ଼ିକାଲରୁ ଫେରେଇବା ଘଟଣା   ସୁନ୍ଦରଗଡ଼/ ହୋରଚାନ୍ଦ ଦେଉରିଆ  :- ଲୋକଙ୍କ ସେବା ପାଇଁ ପୋଲିସ |  ପୋଲିସ…

 ବିଦ୍ୟୁତ ଶୁକ୍ଳ ବୄଦ୍ଧି ପ୍ରତିବାଦରେ  ପଦ୍ମପୁର ବିଜେପି ପକ୍ଷରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ ।

ପଦ୍ମପୁର(ଶାସକପ୍ରଶାସକ)-ବର୍ତ୍ତମାନ ର କୋଭିଡ ସମୟରେ ବୋଝ ଉପରେ ନଳିତା ବିଡା ସଦୃଶ୍ୟ ହୋଇଛି ବର୍ଦ୍ଧିତ ବିଦ୍ୟୁତ ବିଲ। କୋଭିଡ ମହାମାରୀ ଯୋଗୁଁ ଲୋକେ ଅସୁବିଧା ରେ ଥିବା ବେଳେ ରାଜ୍ୟ ସରକାର ଟାଟା ପାୱାର କମ୍ପାନୀ ସହ ହାତ ମିଳେଇ  ଯେଉଁ ବର୍ଦ୍ଧିତ ବିଦ୍ୟୁତ ବିଲ ର ଚକ୍ରାନ୍ତ କରିଛନ୍ତି…

କାଳିଆପାଖରେ ସମର୍ପିତ ମୁଖ୍ୟ ପ୍ରଶାସକ : ସମସ୍ତଙ୍କୁ ସାଙ୍ଗରେ ନେଇ ନିର୍ବିଘ୍ନରେ ସମ୍ପନ୍ନ କରାଇଲେ ଘୋଷଯାତ୍ରା 

 https://www.youtube.com/watch?v=BUJwFrlG9i0 ପୁରୀ (ଶାସକ ପ୍ରଶାସକ)ଜଣେ ଶୃଙ୍ଖଳିତ ତଥା ଦାୟିତ୍ୱସଂପନ୍ନ ଅଧିକାରୀ ଭାବେ ଜଣାଶୁଣା ବରିଷ୍ଠ ଆଇଏଏସ ଅଫିସର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ଼ କ୍ରିଷନ କୁମାର ଶୃଙ୍ଖଳିତ ରଥଯାତ୍ରା ସମ୍ପନ୍ନ କରାଇବାରେ  ନିଜ ଉତ୍ତର ଦାୟିତ୍ୱର କଷଟୀ…

ଭାରତକୁ ଉଜ୍ଜ୍ୱଳ ଜ୍ଞାନ ସମାଜ ଏବଂ ବୈଶ୍ୱିକ ଜ୍ଞାନର ମହାଶକ୍ତି ଭାବେ ପରିଣତ କରିବା ଆମର ଲକ୍ଷ୍ୟ-ଧର୍ମେନ୍ଦ୍ର ପ୍ରଧାନ

 ତିନିଦିନିଆ ୱାର୍ଲଡ୍ ୟୁନିଭର୍ସିଟି ଭର୍ଚୁଆଲ ସମ୍ମିଟକୁ ଉଦଘାଟନ କଲେ ଉପରାଷ୍ଟ୍ରପତି ନୂଆଦିଲ୍ଲୀ/ଭୁବନେଶ୍ୱର – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଅଣାଯାଇଥିବା ନୂଆ ଜାତୀୟ ଶିକ୍ଷା ନୀତି (ଏନଇପି-୨୦୨୦) ମାଧ୍ୟମରେ ଭାରତକୁ ଏକ ଉଜ୍ଜ୍ୱଳ ଜ୍ଞାନ ସମାଜ ଏବଂ ବୈଶ୍ୱିକ ଜ୍ଞାନ…