ନୂଆପଡ଼ାରୁ ଯଶୋବନ୍ତ କୁମାର:ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ପୋଡପାଳି ଗ୍ରାମରେ ତା ୧୯/୧୦/୨୦୨୧ ରୁ ତା.୨୨/୧୦/୨୦୨୧ ପର୍ଯ୍ୟନ୍ତ ୨୪ ତମ ମାଁ ଗଜଲକ୍ଷ୍ମୀ ପୂଜା ମହାସମାରୋହରେ ଅନୁଷ୍ଠିତ ହେଉଛି। ଏହି ପୂଜାରେ କର୍ଭାଭାବରେ ପ୍ରହଲ୍ଲାଦ ଶବର ଓ ତାଙ୍କ ଧର୍ମ ପତ୍ନୀ ମମତା ଶବର,ପୂଜକ ଭାବେ ଦୂର୍ବାଦଳ ଷଡ଼ଙ୍ଗୀ ସମ୍ପାଦନା କରିଥିଲେ।ଉକ୍ତ ପୂଜାକୁ ସୁପରିଚାଳନା କରିବାରେ ଅନମତ ଶବର,ବିଷ୍ଣୁ ଶବର,ବିଜୁଦାସ ମହାନନ୍ଦ,ହେରମ୍ବ ବାଗ ,କୁଷ ଶବର,ଗିରିଧାରୀ ଶବର,ନରେନ୍ଦ୍ର ଶବର,ଲକ୍ଷ୍ମଣ ଶବର ,ଜୟାନନ୍ଦ ମାଝୀ ,ସନ୍ତୋଷ ସୁନା, ମୁକେଶ ସୁନା ଅକ୍ରୁର ସୁନା ,,ଦାଧିରାମ ଶବର ମୁଖ୍ୟ ଭୂମିକା ସମ୍ପାଦନ କରିବା ସହ ଗ୍ରାମବାସୀମାନେ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Next Post