Sign in
Sign in
Recover your password.
A password will be e-mailed to you.
ସାମ୍ବାଦିକ ମାନଙ୍କ ସୁରକ୍ଷା କୁ ନେଇ ଜିଲ୍ଲା ସାମ୍ବାଦିକ ମାନଙ୍କ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ।
ଭଦ୍ରକ,/ ସତ୍ୟଭୂଷଣ ସ୍ୱାମୀ : ରାଜ୍ୟରେ ଏବେ ସାମ୍ବାଦିକ ମାନେ ଅସୁରକ୍ଷିତ ମଣୁଛନ୍ତି । ସାମ୍ବାଦିକ ମାନଙ୍କ ଉପରେ ଆକ୍ରମଣ ଘଟଣା ଏବେ ନୀତି ଦିନିଆ ହେଲାଣି । ପୁଲିସ ଜୁଲମ ଓ ମାଫିଆ ମାନଙ୍କ ଆକ୍ରମଣରେ ନିଜକୁ ଅସୁରକ୍ଷିତ ମନେ କଲେଣି ସାମ୍ୱାଦିକ ମାନେ, ଏପରି ଘଟଣା ପ୍ରତି ଗଣମାଧ୍ୟମ…
ରତ୍ନ ବେଦୀକୁ ବାହୁଡ଼ିବେ ତିନି ଠାକୁର : ଦେଖନ୍ତୁ ନୀଳାଦ୍ରି ବିଜେର ସିଧା ପ୍ରସାରଣ
https://youtu.be/wn-JOzIxOrc
ଭିଜଲାନ୍ସ ଜାଲରେ ଗୋବିନ୍ଦ
ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ସହ ସହର ମଧ୍ୟରେ ଅନେକ ଉଚ୍ଚ ପଦାଧିକାରୀ ଆୟବହିଭୁତ୍ତ ସମ୍ପତ୍ତି ଠୁଳ ମାମଲାରେ ଛନ୍ଦି ହୋଇ ତାଙ୍କ ଠିକାଣା ସ୍ଥାନରେ ପହଁଚି ସାରିଥିବା ବେଳେ ଏବେ କଣ୍ଟାବାଞ୍ଜି,ଏନ୍ଏନ୍ଏସ୍: ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି।ଯେଉଁଥିରେ ସେ ତୁରେକେଲା ବ୍ଲକ ଗ୍ରାମ…
ମେଘଡେଗା ପଞ୍ଚାୟତରେ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ଅଭିଯୋଗ
ସୁନ୍ଦରଗଡ/ ହୋରଚାନ୍ଦ ଦେଉରିଆ :-ଟାଙ୍ଗରପାଲି ବ୍ଲକ ଅନ୍ତର୍ଗତ ମେଘଡେଗା ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ କେତେକ ତଥ୍ୟ ଆମର ହସ୍ତଗତ ହୋଇଛି, ଏ ନେଇ କିଛି ଦିନ ତଳେ ଉତ୍ୟକ୍ତ ଗ୍ରାମବାସୀ ମାନେ ମେଘଡେଗା ଗ୍ରାମ ପଞ୍ଚାୟତ ଅଫିସରେ ତାଲା…
କୋଭିଡ ବିପଦ ଦୂର ହୋଇନାହିଁ : ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା
ଆତ୍ମସନ୍ତୋଷ ନୁହେଁ, ଅଧିକ ସତର୍କତା ଜରୁରୀ – ମୁଖ୍ୟମନ୍ତ୍ରୀ
ଗରିବ ଲୋକଙ୍କ ପାଖରେ ପହଞ୍ଚିଲା ୨୦୦୪ କୋଟି ଟଙ୍କାର କୋଭିଡ ସହାୟତା
ଭୁବନେଶ୍ୱର (ଶାସକ ପ୍ରଶାସକ) : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନୟକ ଆଜି ରାଜ୍ୟରେ କୋଭିଡର ସ୍ଥିତି, ତୃତୀୟ ଲହର ମୁକାବିଲା ପାଇଁ ପ୍ରସ୍ତୁତି ଏବଂ କୋଭିଡ…
ମିନି ଟ୍ରକ୍ରୁ ୨୩୦ କେଜି ଗଞ୍ଜେଇ ଜବତ: ଡ୍ରାଇଭର ସହ ୩ ଗିରଫ
ରେଢାଖୋଲ: ସମ୍ବଲପୁର ଜିଲ୍ଲା ରେଢାଖୋଲ ପୋଲିସ୍ ପୁରୁଣାଗଡ ଛକ ଠାରେ ଗାଡି ଚେକିଙ୍ଗ ଓ ନାକା ଡ୍ୟୁଟି କରୁଥିବା ସମୟରେ ୨ ଟି ଗାଡିରୁ ୨୩୦ କେଜି ଗଞ୍ଜେଇ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି।
ପୋଲିସ୍ ସୂତ୍ରରୁ ପ୍ରକାଶ ଯେ, ଗତକାଲି ସଂଧ୍ୟାରେ ରେଢାଖୋଲ ସହର ନିକଟସ୍ଥ…
ଦୁଇବାଇକ ମୁହାଁମୁହିଁ ଧକ୍କା : ୧ ମୃତ,୨ଆହତ
ସୁନ୍ଦରଗଡ଼/ହୋରଚାନ୍ଦ ଦେଉରିଆ :-ସୁନ୍ଦରଗଡ ଜିଲ୍ଲାର ଲେଫ୍ରିପଡା ଥାନା ଅନ୍ତର୍ଗତ ଛଟେନପାଲି ଏବଂ ଝରିଆପାଳି ମଝିରେ ଦେଇ ଅବବାହିତ ହୋଇ ଯାଇଥିବା ଇଚ୍ଛାନଦୀ ବ୍ରିଜ ପାଖାପାଖି ଆଜି ସକାଲ ପ୍ରାୟ ସାଢ଼େ ସାତଟାରେ ଦୁଇଜଣ ବାଇକ ଆରୋହୀଙ୍କ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି | ଦୁର୍ଘଟଣା…
କେନ୍ଦ୍ରମନ୍ତ୍ରୀଙ୍କୁ ସ୍ମାରକପତ୍ର ଦେଇଥିବା ବିଜେପି ସାଂସଦମାନଙ୍କ ଅଜ୍ଞତା ଅତ୍ୟନ୍ତ ହାସ୍ୟାସ୍ପଦ : ବିଜେଡି
ଭୁବନେଶ୍ୱର: ଓଡିଶାର ବିଜେପି ସାଂସଦମାନଙ୍କ ଦ୍ୱାରା କେନ୍ଦ୍ରମନ୍ତ୍ରୀ ଶ୍ରୀ ପୀୟୁଷ ଗୋଏଲଙ୍କୁ ଦିଆଯାଇଥିବା ସ୍ମାରକପତ୍ର ସେମାନଙ୍କ ଅଜ୍ଞତାର ଗଭୀରତାକୁ ଦର୍ଶାଉଛି ଯାହା ଅତ୍ୟନ୍ତ ହାସ୍ୟାସ୍ପଦ ଅଟେ ବୋଲି କହିଛନ୍ତି ବିଜେଡି ସାଂସଦ ଡକ୍ଟର ସସ୍ମିତ ପାତ୍ର ।
ବିଜେପି ପକ୍ଷରୁ ଦିଆଯାଇଥିବା…
କର୍ତ୍ତବ୍ୟରତ ସାମ୍ବାଦିକ କୁ ମାଡ଼ ଘଟଣାରେ ଜିଲ୍ଲା ସାମ୍ବାଦିକ ଙ୍କ ବିରୋଧ ।
ମାଲକାନଗିରି: କେନ୍ଦ୍ରାପଡା ସାମ୍ବାଦିକ ଙ୍କୁ ମହିଳା ପୋଲିସର ମାଡ଼ ଏବଂ ଅଭଦ୍ର ବ୍ୟବହାର ଘଟଣା ରେ ଆଜି UJA ସାମ୍ମିଳନୀ କକ୍ଷଠାରେ ମାଲକାନଗିରି ସାମ୍ବାଦିକ ଙ୍କ ପକ୍ଷରୁ ଏକ ପ୍ରତିବାଦ ପ୍ରତିବାଦ ଆୟୋଜିତ ହୋଇଥିଲା । ପ୍ରାୟ ୩୦ରୁ ଉର୍ଦ୍ଧ୍ବ ସାମ୍ବାଦିକ ଏକାଠି ହୋଇ ଏହି ଘଟଣାକୁ …
ହିଲଟପ ସ୍ନାତକ ମହାବିଦ୍ୟାଳୟରେ ଆଭାସୀ କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ମୋହନା ଠାରେ ରହିଥିବା ସର୍ବ ବୃହତ୍ତମ ଡ଼ିଗ୍ରୀ ମହାବିଦ୍ୟାଳୟରେ IQAC ସେଲ ଓ ବିଭିନ୍ନ ବିଭାଗର ମିଳିତ ଆନୁକୂଲ୍ୟରେ ଏହାର ସଂଯୋଜକ ଡ଼.ପ୍ରାଣବାନନ୍ଦ ପାଟୁସୀଙ୍କ ସଂଯୋଜନାରେ ୪ ଦିନ ଧରି ହୋଇଥିବା ଆଭାସୀ କାର୍ଯ୍ୟକ୍ରମ ଗୁରୁବାର…