ଐତିହାସିକ ଉପଲବ୍ଧି, ମହିଳାଙ୍କୁ ମିଳିଛି ୭୦% ଜିଲ୍ଲା ପରିଷଦ ସଭାପତି ଆସନ: ବିଜେଡି

ଐତିହାସିକ ବିଜୟ ପାଇଁ ଓଡିଶାବାସୀଙ୍କୁ ଧନ୍ୟବାଦ ଦେଲା ବିଜେଡି ୩୦ ଜିଲ୍ଲା ପରିଷଦରେ ୨୧ଜଣ ମହିଳା ସଭାପତି ମହିଳା ସଭାପତିଙ୍କ ହାରାହାରି ବୟସ ୪୧ ବର୍ଷ ଓବିସି ବର୍ଗକୁ ମିଳିଛି ଅଗ୍ରାଧିକାର ମହିଳା ସଶକ୍ତିକରଣରେ ସମଗ୍ର ଦେଶରେ ଅନନ୍ୟ ଉଦାହରଣ ଭୁବନେଶ୍ୱର:…

ମନ୍ତ୍ରୀ ଓ ବିଧାୟକ ଙ୍କୁ ଭେଟିଲେ ବରଗଡ଼ ଜିଲ୍ଲାପରିଷଦ ଅଧ୍ୟକ୍ଷା ମାନିନୀ ଭୋଇ

ବରଗଡ :-ବରଗଡ ଜିଲ୍ଲା ରେ ଗତକାଲି ଅନୁଷ୍ଠିତ ଜିଲ୍ଲାପରିଷଦ ନିର୍ବାଚନରେ ବିଜୁ ଜନତା ଦଳ ର ପ୍ରାର୍ଥିନୀ ଶ୍ରୀମତୀ ମାନିନୀ ଭୋଇ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇ ବରଗଡ ଜିଲ୍ଲାପରିଷଦ ଅଧ୍ୟକ୍ଷା ଭାବେ ନିର୍ବାଚିତ ହେବାପରେ ଆଜି ବରଗଡ ଜିଲ୍ଲା ବିଜୁଜନତା ଦଳ ର ସଭାପତି ତଥା ପଦ୍ମପୁର…

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ନାବାଳକର ମୃତ୍ୟୁ

ବରଗଡ : ପାଇକମାଲ ବ୍ଲକ କୋକନରା ଗ୍ରାମରେ ଘଟିଯାଇଛି ଏକମର୍ମନ୍ତୁଦ ସଡକ ଦୁର୍ଘଟଣା । ସନ୍ଧ୍ୟା ସମୟରେ ନିଜ ଘର ସମ୍ମୁଖରେ ଥିବା ଗ୍ରାମର ରୋହିତ ଧରୁଆ ଙ୍କର ଚାରିବର୍ଷର ପୁଅ କୁ ଗୋଟେ ଦ୍ରୁତଗାମୀ ପିକଅପ ଟ୍ରକ ଚାପି ଦେବାରୁ ନାବାଳକ ଗୁରୁତର ହୋଇ ପଡ଼ିଥିଲା । ନାବାଳକ କୁ ତୁରନ୍ତ ଏକ ବାଇକ…

ଦେବାଶିଷ ଇମିତି କାହିଁକି ଲେଖିଲେ : କୋଉ ପାର୍ଟି ଉଦ୍ଦେଶ୍ୟରେ !!!!

ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ ପାଇଁ ବିଭିନ୍ନ ଦଳ ପକ୍ଷରୁ ପ୍ରଚାର ଜୋରଦାର ହେଲାଣି | ସହର ସାରା ଛାଇ ଗଲାଣି ପୋଷ୍ଟର ବ୍ୟାନର | ଶୁଭିଲାଣି ପରସ୍ପର ଟିହାଟିହି -ଗୋଇ ଖୋଳାଖୋଳି (ଶ୍ରୁତିକଟୁ) ମଧୁର ସଂଗୀତ ମୂର୍ଚ୍ଛନା | ଭୁବନେଶ୍ୱରରେ କଂଗ୍ରେସ ଏକ ପ୍ରକାର ହାତ ଟେକିଦେଇଥିବା ବେଳେ…

ସମ୍ କୋଭିଡ୍ ଯୋଦ୍ଧା କମଳିନୀ ମଲ୍ଲିକଙ୍କୁ କଳିଙ୍ଗ ବିରାଙ୍ଗନା ସମ୍ମାନ ପ୍ରଦାନ

ସେବା ପ୍ରୟାସ ଫାଉଣ୍ଡେସନ୍ ପକ୍ଷରୁ ସମ୍ବର୍ଦ୍ଧିତ ଭୁବନେଶ୍ୱର, : ସମ୍ କୋଭିଡ୍ ହସ୍ପିଟାଲ୍ର କୋଭିଡ୍ ଯୋଦ୍ଧା ଶ୍ରୀମତି କମଳିନୀ ମଲ୍ଲିକଙ୍କୁ “କଳିଙ୍ଗ ବିରାଙ୍ଗନା” ସମ୍ମାନରେ ସମ୍ମାନିତ କରାଯାଇଛି। ସେବା ପ୍ରୟାସ ଫାଉଣ୍ଡେସନ୍ ପକ୍ଷରୁ ବିଭିନ୍ନ କ୍ଷେତ୍ରରେ ପ୍ରସିଦ୍ଧି ଲାଭ କରିଥିବା ଓ…

ରୁଷିଆ ଓ ୟୁକ୍ରେନ ମଧ୍ୟରେ ଶାନ୍ତି ଓ ମୈତ୍ରୀ ପ୍ରତିଷ୍ଠା କାମନାରେ ପଦଯାତ୍ରା

ଜଗତସିଂହପୁର/ସୁମନ୍ତ କୁମାର ଦାସ :ରବିବାର ପ୍ରଫୁଲ୍ଲ ପାଠାଗାର ଆନୁକୂଲ୍ୟରେ ରୁଷିଆ ଓ ୟୁକ୍ରେନ ମଧ୍ୟରେ ଯେଉଁ ମହାସମର ଚାଲିଛି, ତାର ଶାନ୍ତି ଓ ମୈତ୍ରୀ ପ୍ରତିଷ୍ଠା ପାଇଁ ଏକ ପଦ ଯାତ୍ରାର କାର୍ଯ୍ୟକ୍ରମ ହୋଇଯାଇଅଛି l ଏହି ମହାନ କାର୍ଯ୍ୟରେ ଜଗତସିଂହପୁର ବ୍ଲକ ଚେୟାରମ୍ୟାନ ଶ୍ରୀମତୀ କନକ…

ନବ ନିର୍ବାଚିତ ସରପଞ୍ଚଙ୍କ ଶପଥ ପାଠ ଓ ଦାୟିତ୍ୱ ଗ୍ରହଣ

ହାଟଡିହି(ମକରଧ୍ବଜ ଜେନା) : ଆନନ୍ଦପୁର ଉପଖଣ୍ଡ ହାଟଡିହି ବ୍ଲକ ଆଇତି ପୁର ଗ୍ରାମ ପଞ୍ଚାୟତର ନବର୍ନିବାଚିତ ସରପଞ୍ଚ ଶ୍ରୀମତୀ ଲତିକା ଜେନା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ  ଠାରେ ଶପଥ ଗ୍ରହଣ ସହିତ ନୂତନ ଦାୟିତ୍ୱ ଗ୍ରହଣ କରିଛନ୍ତି।ଏହି ଶପଥ ଗ୍ରହଣ ଉତ୍ସବରେ ସମସ୍ତ ଓ୍ବାର୍ଡ ସଭ୍ୟ ଏବଂ ସଭ୍ୟା…

ଶପଥ ପାଠ ସହ ଦାୟିତ୍ୱ ଗ୍ରହଣ କଲେ ନବ ନିର୍ବାଚିତ ସରପଞ୍ଚ

ହାଟଡିହି(ମକରଧ୍ବଜ ଜେନା) :ଆନନ୍ଦପୁର ଉପଖଣ୍ଡ ହାଟଡିହି ବ୍ଲକ ଶଡଙ୍ଗ ଗ୍ରାମ ପଞ୍ଚାୟତର ନବ ନିର୍ବାଚିତ ସରପଞ୍ଚ ଅନ୍ତର୍ଯ୍ୟାମୀ ଖଣ୍ଡେଇ ଶଡଙ୍ଗଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଶପଥ ଗ୍ରହଣ ସହିତ ନୂତନଦାୟିତ୍ୱ ଗ୍ରହଣ କରିଛନ୍ତି।ଏହି ଶପଥ ଗ୍ରହଣ ଉତ୍ସବରେ ସମସ୍ତ ଓ୍ବାର୍ଡ ସଭ୍ୟ ଏବଂ ସଭ୍ୟା…

ଗୁଦେରପାଲି ୫-ଟି ହାଇସ୍କୁଲରେ ଛାତ୍ରୀ ପରିଶ୍ରାଗାର ନାହିଁ

ଦେୟ ବାକି ଥିବା ଯୋଗୁ ଲାଇନ କାଟି ଦେଇଛି ବିଦ୍ୟୁତ କମ୍ପାନୀ ପଦ୍ମପୁର : ଛାତ୍ରଛାତ୍ରୀ ଙ୍କୁ ଉନ୍ନତ ମାନର ଶିକ୍ଷା ଦାନ ଯୋଗାଇ ଦେବା ପାଇଁ ସରକାର ସ୍ମାର୍ଟ ଶ୍ରେଣୀ କୋଠରୀ ସହ ଇ-ଲାଇବ୍ରେରୀ ଆଦି କୋଟି କୋଟି ଟଙ୍କା ଖର୍ଚ୍ଚ କରି ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଗୁଦେରପାଲି…

ନୂତନ ଅଧ୍ୟକ୍ଷାଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ବିଧାୟକ ଓ ଜନସାଧାରଣ ଙ୍କର ନିକଟରୁ ଆଶୀର୍ବାଦ ନେଲେ ଭାବନା ବରଗଡ଼ :- ବରଗଡ଼ ଜିଲ୍ଲା ପାଇକମାଲ ପଞ୍ଚାୟତ ସମିତିର ନବନିର୍ବାଚିତ ଅଧ୍ୟକ୍ଷା ଶ୍ରୀମତି ଭାବନା ସିଂ ଅଧ୍ୟକ୍ଷା ଭାବରେ ନିର୍ବାଚିତ ହେବା ପରେ ବିଜୁ ଜନତା ଦଳର ଜିଲ୍ଲା ସଭାପତି, ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ତଥା ପଦ୍ମପୁର…