Sign in
Sign in
Recover your password.
A password will be e-mailed to you.
ଜିଲ୍ଲା ପରିଷଦ ଅଧ୍ୟକ୍ଷ ହେଲେ ଗାବରା ତିରୁପତି ରାଓ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଚଳିତ ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଗଜପତି ଜିଲ୍ଲାରେ ବିଜୁ ଜନତା ଦଳ ୧୧ ଟି ଜିଲ୍ଲା ପରିଷଦ ବିଜୟ ହାସଲ କରିଥିଲେ। ଆଜି ଅନୁଷ୍ଠିତ ହୋଇଥିବା ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚନରେ କାଶୀନଗର ବ୍ଲକରୁ ଜିଲ୍ଲା ପରିଷଦ ସଭ୍ୟ ଭାବେ ବିଜୁ ଜନତା…
ନାରାୟଣ ଚନ୍ଦ୍ର ପ୍ରଧାନ ବାଲେଶ୍ୱର ଜିଲା ପରିଷଦ ସଭାପତି
ବାଲେଶ୍ୱର: ରାଜ୍ୟ ନିର୍ବାଚନ ଆୟୁକ୍ତଙ୍କ ବିଜ୍ଞପ୍ତି ଆଧାରରେ ରବିବାର ଓଡ଼ିଶାର ସମସ୍ତ ଜିଲା ପରିଷଦ ସଭାପତି ନିର୍ବାଚିତ ହୋଇଥିବା ବେଳେ ବାଲେଶ୍ୱରରେ ଆୟୋଜିତ କାର୍ଯ୍ୟକ୍ରମରେ ନାରାୟଣ ଚନ୍ଦ୍ର ପ୍ରଧାନଙ୍କୁ ଜିଲା ପରିଷଦ ସଭାପତି ଭାବେ ନିର୍ବାଚିତ କରାଯାଇଛି । ସ୍ଥାନୀୟ ଜିଲା ପରିଷଦ…
ଟ୍ରକ ପଛ ପଟେ ଧକ୍କା ଦେଲା ବାଇକ, ଜଣେ ମୃତ ଦୁଇ ଗୁରୁତର
ପାଟଣାଗଡ଼,( ଯତୀନ୍ଦ୍ର ନନ୍ଦ )ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ଅନ୍ତର୍ଗତ ବଥର୍ଲା ଛକ ନିକଟରେ ନୋ ଏଣ୍ଟ୍ରି ପାଇଁ ରାସ୍ତା କଡ ରେ ଛିଡା ହୋଇଥିବା ଟ୍ରକ ପଛ ପଟେ ପିଟି ହୋଇ ବାଇକ ରେ ଥିବା ଟେଣ୍ଟ ହାଉସ କର୍ମଚାରୀ ମାନେ ଦୁର୍ଘଟଣା ମ ଶିକାର ହୋଇଛନ୍ତି । ଘଟଣାସ୍ଥଳ ରେ ଟିକପାଲି ର ଚୈତନ…
ଦେବକୀ ସାହୁ ନିର୍ଦ୍ଵନ୍ଦ୍ବରେ ବଲାଙ୍ଗୀର ଜିଲ୍ଲା ପରିଷଦ ଅଧ୍ୟକ୍ଷା ନିର୍ବାଚିତ
ବଲାଙ୍ଗୀର: ଜିଲ୍ଲା ପରିଷଦ ଅଧ୍ୟକ୍ଷା ନିର୍ବାଚନ ଶେଷ ହୋଇଛି । ଏଥିରେ ବିଜେଡିର ଦେବକୀ ସାହୁ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି । ରିବିବାର ସକାଳୁ ବଲାଙ୍ଗୀର DRDA ସମ୍ମିଳନୀ କକ୍ଷରେ ଏହି ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ତେବେ ବଲାଙ୍ଗୀରର ୩୪ଟି ଜିଲ୍ଲା ପରିଷଦ ଜୋନ୍ ମଧ୍ୟରୁ ବିଜେଡି…
ତୋଟାଗୁଡା ରେଳଲାଇନ ରାସ୍ତାରେ ଯୁବକ ର ମୃତ ଦେହ
କାଶୀପୁର ଟିକିରି ବୈକୁଣ୍ଠ ଦୁରିଆ -ରାୟଗଡା ଜ଼ିଲ୍ଲା କାଶୀପୁର ବ୍ଲକ ଟିକିରି ଥାନା ଅନ୍ତର୍ଗତ ତୋଟାଗୁଡା ରେଳଲାଇନ ଟାରେ ଏକ ଯୁବକର ମୃତ ଦେହ ପଡିଥିବା ଦେଖିବାକୁ ମିଳିଥିଲା ସେ ହେଲେ ଟିକିରି ଅଞ୍ଚଳର ଜାମୋଗୁଡା ଗ୍ରାମର ଶିତା ମାଝୀ, ନାମକ ଯୁବକ ବୋଲି ଯାଣିବାକୁ ମିଳିଛି । ସେହି ରାସ୍ତା…
କହି ହେଉଥାଇ ପରକୁ, ବୁଦ୍ଧି ନ ଦିଶଇ ଘରକୁ -ଦୋମୁହାଁ ବିଜେପି କରୁଛି ନାଟକବାଜି :ବିଜେଡି
ଘଟଣାକୁ ନେଇ ରାଜନୀତି ନ କରିବାକୁ କହିଲେ ସସ୍ମିତ
ଜଗଦେବ ବିଜେଡିରେ ନାହାନ୍ତି, ଦୃଢ କାର୍ଯ୍ୟାନୁଷ୍ଠାନ ନିଶ୍ଚିତ
ସମ୍ବେଦନଶୀଳ ପ୍ରସଙ୍ଗରେ ରାଜ୍ୟ ବିଜେପି ଦେଖାଉଛି ଦୋମୁହାଁ ନୀତି
ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେଇ ବିଜେଡି ନିଶ୍ଚିତ
ଭୁବନେଶ୍ୱର:…
ସରସ୍ୱତୀ ମାଝୀ ରାୟଗଡ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାବେ ନିର୍ଦ୍ୱନ୍ଦରେ ନିର୍ବାଚିତ
ରାୟଗଡରୁ ସରୋଜ କୁମାର ସାହୁ: କାଶୀପୁର ବ୍ଲକର "ଗ" ଜୋନର ୫ନମ୍ବର ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ସରସ୍ୱତୀ ମାଝୀ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାବେ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି | ରାୟଗଡ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦପାଇଁ ଆଜି ରାଜ୍ୟ ନିର୍ବାଚନ କମିଶନରଙ୍କ ଆଦେଶ ମୁତାବକ ରାୟଗଡ…
ମନୋଜ ଭୋଇ ନିର୍ଦ୍ୱନ୍ଦ୍ୱରେ ହେଲେ ଜ଼ିଲ୍ଲାପରିଷଦ ଅଧ୍ୟକ୍ଷ
ଜ଼ିଲ୍ଲାପରିଷଦ ସଭ୍ୟ ମାନେ ନେଲେ ଶପଥପାଠ
ଜଗତସିଂହପୁର/ସୁମନ୍ତ କୁମାର ଦାସ: ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ସାରିବାପରେ ଆଜି ୧୩ ତାରିଖ ରେ ଜଗତସିଂହପୁର ଜ଼ିଲ୍ଲା ର ୨୬ ଟି ଯୋନ ରେ ବିଜୟ ହାସଲ କରିଥିବା ଜ଼ୀଲ୍ଲାପରିଷଦ ମାନଙ୍କର ଶପଥ ଗ୍ରହଣ କାର୍ଯ୍ୟକ୍ରମ ରହିଥିଲା। ଜଗତସିଂହପୁର…
ଚର୍ଚ୍ଚାରେ ଅସ୍ତରଙ୍ଗ ଥାନା ଅଧକାରୀ ବାମଦେବ ନନ୍ଦ ।
ଅସ୍ତରଙ୍ଗ(ଦୁଃଶାସନ ନାୟକ): ପୁରୀ ଜିଲ୍ଲାର ଅସ୍ତରଙ୍ଗ ଥାନା ଅଞ୍ଚଳ ହେଉଛି ଏକ ସମ୍ବେଦନଶୀଳ ଅଞ୍ଚଳ । ଏହି ଥାନା ଅଧୀନରେ ଅତୀତରେ ଆଇନଶୃଙ୍ଖଳା ଦାୟିତ୍ୱରେ ଯେତେ ଥାନା ଅଧକାରୀ ଥିଲେ, ତା ଭିତରେ ବର୍ତ୍ତମାନ ଥାନା ଅଧକାରୀ ବାମଦେବ ନନ୍ଦଙ୍କ କାର୍ଯ୍ୟଶୈଳୀ ଓ ବ୍ୟକ୍ତିତ୍ୱ ବିରଳ । ଜଣେ ସଚୋଟ…
ମାନିନୀ ଭୋଇ ହେଲେ ଜିଲ୍ଲା ପରିଷଦ ଅଧ୍ୟକ୍ଷା
ବରଗଡ :- ଗତକାଲି ବ୍ଲକ ଅଧ୍ୟକ୍ଷ ନିର୍ବାଚନରେ 12ରୁ 12 ବ୍ଲକ ଦଖଲ କରିଥିବା ବିଜୁଜନତା ଦଳ ଆଜି ବରଗଡ଼ ଜିଲ୍ଲା ପରିଷଦ ବିଧିବଦ୍ଧ ଭାବେ ଦଖଲ କରିଛି ।ବରଗଡ଼ ଜିଲ୍ଲାର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାବରେ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି ବିଜେଡିର ଟାଣୁଆ ଯୁବ ନେତ୍ରୀ ତଥା ବିଜେପୁର ବ୍ଲକର…