ସରକାରୀ କଳ ଏବଂ ନିର୍ବାଚନ ପରିଚାଳନା ଦାୟୀତ୍ୱରେ ଥିବା ଅଧିକାରୀଙ୍କ ସହାୟତାରେ ନିର୍ବାଚନ ଲଢୁଛି ଶାସକ ବିଜେଡି:…

ପଦ୍ମପୁର ଏବିଡିଓଙ୍କ ପତ୍ନୀ ହେଉଛନ୍ତି ଶାସକ ବିଜେଡିର ଚେୟାରମ୍ୟାନ ପ୍ରାର୍ଥୀ କାର୍ଯ୍ୟରତ ଏବିଡିଓଙ୍କୁ ତୁରନ୍ତ ବଦଳି କରାଯାଉ ଭୁବନେଶ୍ୱର : ସରକାରୀ କଳ ଏବଂ ନିର୍ବାଚନ ପରିଚାଳନା ଦାୟୀତ୍ୱରେ ଥିବା ଅଧିକାରୀଙ୍କ ସହାୟତାରେ ଶାସକ ବିଜେଡି ନିର୍ବାଚନ ଲଢୁଛି। ଏହାର ଏକ…

ଯୋଡ଼ା ଖଣି ଅଂଚଳର ଶ୍ରମିକ ଓ କର୍ମଚାରୀମାନଙ୍କ ପାଇଁ ସଚେତନତା ଓ ଆଲୋଚନା କାର୍ଯ୍ୟକ୍ରମ

ଯୋଡ଼ା: ଭାରତ ସରକାରଙ୍କ ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ ଆନୁକୂଲ୍ୟରେ ଆଜାଦୀ କା ଅମୃତ ମହୋତ୍ସବର ଆଇକନିକ୍ ସପ୍ତାହ ପାଳନର ଅଂଶ ସ୍ୱରୂପ ଉପ ମୁଖ୍ୟ ଶ୍ରମ ଆୟୁକ୍ତ (କେନ୍ଦ୍ରୀୟ), ଭୁବନେଶ୍ୱରଙ୍କ ଯୋଡ଼ା ଖଣି ଅଂଚଳରେ ଯୋଡ଼ାର ଟାଟା ଷ୍ଟିଲ୍ ଲିମିଟେଡ୍ର ଯୋଡ଼ା ୱେଷ୍ଟ ଅଡିଟୋରିୟମରେ ଶ୍ରମିକ ଓ…

ନାବାଳକର ମୃତ୍ୟୁ କୁ ନେଇ ଉତ୍ତେଜନା

ମୁଖ୍ୟ ରାସ୍ତାରେ ମୃତଦେହ ରଖି ରାସ୍ତା ଅବରୋଧ ବରଗଡ :- ସନ୍ଧ୍ୟା ସମୟରେ ପାଇକମାଲ ବ୍ଲକ କୋକନରା ଗ୍ରାମରେ ହୋଇଥିବା ସଡକ ଦୁର୍ଘଟଣା ରେ ମୃତ୍ୟୁ ବରଣ କରିଥିବା ନାବାଳକ ର ମୃତଦେହ ପାଇକମାଲ ମଝି ଛକରେ ରଖି ପାଇକମାଲ ଅଞ୍ଚଳର ଲୋକେ ରାସ୍ତା ଅବରୋଧ କରିଛନ୍ତି । ସୂଚନାଯୋଗ୍ୟ ଯେ ମୃତ ନାବାଳକ ର…

ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଗସ୍ତ କଲେ ରାଜ୍ୟସ୍ତରୀୟ ଅଧିକାରୀ ଦଳ

କଲ୍ୟାଣସିଂହପୁର/ପ୍ରଦୀପ ଦଲାଇ/ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ରାଜ୍ୟସ୍ତରୀୟ ସ୍ୱାସ୍ଥ୍ୟ ଅଧିକାରୀ ଦଳ ଗସ୍ତ କରିଥିଲେ । ରାଜ୍ୟସ୍ତରୀୟ (ଏଡିବିସି ) ଜୋନାଲ ଡ଼ାଇରେକ୍ଟର ଡାକ୍ତର ଜୀବନ ବି ସାରଙ୍ଗୀ ଙ୍କ ନେତୃତ୍ବରେ ଆୟୁଷଙ୍କ ମୁଖ୍ୟ ଅଧିକାରୀ…

ଦୁଇ ବାଇକ ଧକ୍କାରେ ୨ଗୁରୁତର

କଲ୍ୟାଣସିଂହପୁର/ପ୍ରଦୀପ ଦଲାଇ/ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କାମଠଣା ଗାଁ ନିକଟରେ ଦୁଇ ବାଇକ ଧକ୍କାରେ ୨ ଗୁରୁତର ହୋଇଥିବା ଦେଖିବାକୁ ମିଳିଛି ।କଲ୍ୟାଣସିଂହପୁର ସ୍ୱାସ୍ଥ୍ୟ କେନ୍ଦ୍ରରୁ ନିଜ ଘର ଧାମୁଣିପଙ୍ଗା ପଞ୍ଚାୟତର ତାଡିଝୋଲା କୁ ଯାଇ ଖାଇବା ଆଣିବା…

ରଘୁପତି ଆଇଡ଼ିଆଲ ସ୍କୁଲରେ କୃତି ଛାତ୍ର ମେଧା ପୁରସ୍କାର ବିତରଣ

ଜଗତସିଂହପୁର /ସୁମନ୍ତ କୁମାର ଦାସ: -ତିର୍ତ୍ତୋଲ ବ୍ଲକ ଶିକ୍ଷା ଅନ୍ତର୍ଗତ ନାଉସିରା ସ୍ଥିତ ରଘୁପତି ଆଇଡ଼ିଆଲ ସ୍କୁଲ ଅଫ ଏଦୁକେସନ ପରିସରରେ ଅନୁଷ୍ଠିତ କୃତି ଛାତ୍ର ମେଧା ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି. ଏହି ବିତରଣ ଉତ୍ସବ ରେ ମୁଖ୍ୟ ଅତିଥିଭାବେ ନବନିର୍ବାଚିତ ତିର୍ତ୍ତୋଲ ୨…

ଓଡିଶାବାସୀଙ୍କୁ ବିଭ୍ରାନ୍ତ ଓ ଭ୍ରମିତ ପାଇଁ ବିଜେପି ଚେଷ୍ଟା ଚଳାଇଛି: ବିଜେଡି

ଭୁବନେଶ୍ୱର : ଓଡିଶା ବିଜେପି ଅଭ୍ୟାସଗତ ଭାବେ ରାଜ୍ୟବାସୀଙ୍କୁ ବିଭ୍ରାନ୍ତ ଓ ଭ୍ରମିତ କରିବା ସହତି ସେମାନଙ୍କୁ ଦ୍ୱନ୍ଦରେ ପକାଇବାକୁ ଚେଷ୍ଟା କରୁଛି। ଏଭଳି କାର୍ଯ୍ୟ ପାଇଁ ଓଡିଶାର ଲୋକମାନେ ସେମାନଙ୍କୁ ବାରମ୍ବାର ପ୍ରତ୍ୟାଖ୍ୟାନ କରୁଥିବାବେଳେ ଓଡିଶା ବିଜେପି ଏଥିରୁ କିଛି ଶିଖିପାରୁ ନାହିଁ…

ଅଞ୍ଚଳ ମହାବିଦ୍ୟାଳୟ ପଦ୍ମପୁରରେ ଏଚଆଇଭି ଓ ମlତୃଶିଶୁ ସ୍ବାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ

ପଦ୍ମପୁର :  ଅଞ୍ଚଳ ମହାବିଦ୍ୟାଳୟ ପଦ୍ମପୁର ରେ ସଭା ପ୍ରକୋଷ୍ଠ ରେ ଓଡ଼ିଶା ସରକାଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଅଧ୍ୟକ୍ଷ ଡକ୍ଟର ଲଲିତେନ୍ଦୁ ନାୟକ ଙ୍କ ସଭାପତିତ୍ବ ରେ ଏଚ୍. ଆଇ. ଭି.ଓ ମାତୃ-ଶିଶୁ ସମ୍ବନ୍ଧୀୟ ସ୍ବାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଅଛି…

ଆସନ୍ତାକାଲି ଅନୁଷ୍ଠିତ ହେବ ସର୍ବଦଳୀୟ ବୈଠକ

ନବମ ଅଧିବେଶନକୁ ସୁଚାରୁ ରୂପେ ସଂପାଦିତ କରିବା ନିମନ୍ତେ ହେବ ଆଲୋଚନା ଭୁବନେଶ୍ୱର(ଶାସକ ପ୍ରଶାସକ): ଚଳିତ ମାସ ୨୫ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଷୋଡ଼ଶ ବିଧାନସଭାର ଛଅ ଦିନିଆ ଅଧିବେଶନ କିପରି ସୁଚାରୁ ରୂପେ ସବୁଦଳର ନେତୃବୃନ୍ଦଙ୍କ ସହଯୋଗ ଓ ସହଭାଗିତାରେ ସଂପାଦିତ ହେବ ସେ ସଂପର୍କରେ…

ନବନିର୍ବାଚିତ ଅଧ୍ୟକ୍ଷାଙ୍କର କାର୍ଯଭାର ଗ୍ରହଣ: ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ

ବରଗଡ :- ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ର ନବନିର୍ବାଚିତ ଅଧ୍ୟକ୍ଷା ଶ୍ରୀମତୀ ଭାବନା ସିଂ ଆଜି ନିଜର କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଶ୍ରୀମତୀ ସିଂ ପ୍ରଥମେ ସ୍ୱାମୀ ଗୌତମ ସିଂ ଙ୍କର ସହିତ ନୃସିଂହନାଥ ମନ୍ଦିର ପରିସରରେ ଥିବା ମାଁ ବିନ୍ଧ୍ୟାବାସୀନି ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିବା…