Sign in
Sign in
Recover your password.
A password will be e-mailed to you.
ପଦ୍ମପୁର ବାଳିକା ଉଚ୍ଚ ବିଦ୍ୟାଳୟରେ ଏଚ ଆଇ ଭି / ଏଡ୍ସ ସମ୍ବନ୍ଧୀୟ ସ୍ୱାସ୍ଥ୍ୟ ସଚେତନତା ଶିବିର
ପଦ୍ମପୁର :-ବାଳିକା ଉଚ୍ଚ ବିଦ୍ୟାଳୟ ପଦ୍ମପୁର ସଭା ପ୍ରକୋଷ୍ଠରେ ଓଡିଶା ରାଜ୍ୟ ଏଡ୍ସ ନିୟଂତ୍ରଣ ସମିତି ଭୁବନେଶ୍ୱର ପକ୍ଷରୁ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ କାଳୀ ଚରଣ ଦୁବେ ଙ୍କ ସଭାପତିତ୍ୱ ରେ ଏଚ ଆଇ ଭି / ଏଡ୍ସ ସଂକ୍ରମିତ ମା ଠାରୁ ଶିଶୁ କୁ ସଂକ୍ରମଣ ରୋକିବା ଉପରେ ଯୁବ ପିଢ଼ି ଙ୍କ ଭୂମିକା…
ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଲ ଯୋଜନାର ପୁରାତନ ଛାତ୍ରଛାତ୍ରୀ ଓ ଅଭିଭାବକ ସମ୍ମିଳନୀ
ଜଗତସିଂହପୁର-//ସୁମନ୍ତ କୁମାର ଦାସ-ଆଜି ପୂର୍ବାହ୍ନରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନାର ପୁରାତନ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଅଛି । ଏହି ସମ୍ମିଳନୀକୁ ଉଦ୍ଘାଟନ କରି ଜିଲ୍ଲାପାଳ ଶ୍ରୀମତୀ…
୧୦ କେଜି କୁଟୁରା ମାଂସ ଜବତ : ୪ ଅଟକ
ପାଟଣାଗଡ଼, ( ଯତୀନ୍ଦ୍ର ନନ୍ଦ )ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ଲାଠୋର ଥାନା ଅନ୍ତର୍ଗତ ଝଲିଆଲିଟି ଗ୍ରାମରୁ ୧୦ କେଜି ଜଙ୍ଗଲି କୁଟୁରା ମାଂସ ଜବତ କରିବା ସହ ୪ ଜଣଙ୍କୁ ଅଟକ ରଖିଛି ଲାଠୋର ବନବିଭାଗ । ସୂଚନା ଅନୁସାରେ ବିଶେଷ ସୂତ୍ରରୁ ଖବର ପାଇ ଲାଠୋର ବନବିଭାଗ ପକ୍ଷରୁ ଚଢ଼ାଉ…
ରାଉରକେଲା ମ୍ୟୁଜିକ୍ ସର୍କଲର ୪୫ତମ ବସନ୍ତ ସମାରୋହ ୨୦୨୨ ଉଦ୍ଘାଟିତ
ରାଉରକେଲା(ବସନ୍ତ କୁମାର ଜେନା): ରାଉରକେଲାର ଅଗ୍ରଣୀ କଳା ସଂସ୍କୃତି ଅନୁଷ୍ଠାନ 'ମ୍ୟୁଜିକ୍ ସର୍କଲ'ର ୪ଦିନବ୍ୟାପୀ ପାଳନ ହେବାକୁ ଥିବା ବସନ୍ତ ଉତ୍ସବର ପ୍ରଥମ ଦିନରେ ଏହାଦ୍ୱାରା ପରିଚାଳିତ 'ସଂଗୀତ ଏବଂ ନୃତ୍ୟ ମହାବିଦ୍ୟାଳୟ'ର ୪୪ତମ ବାର୍ଷିକ ଉତ୍ସବ ତଥା 'ସ୍ପ୍ରିଂ ଭେଲି ଓଡ଼ିଆ ଓ ଇଂରାଜୀ…
ଭତ୍ତାରୁ ବଂଚିତ ଯୋଗ୍ୟ ହିତାଧିକାରୀଙ୍କୁ ନିଜସ୍ୱ ଅର୍ଥରୁ ଭତ୍ତା ପ୍ରଦାନ କଲେ ସରପଞ୍ଚ
ଆଠମଲ୍ଲିକ(ସନ୍ତୋଷ ମେହେର) :ଆଠମଲ୍ଲିକ ବ୍ଲକ ବାସୁଦେବପୁର ପଂଚାୟତରେ ନୁଆ କରି ବିଜୟୀ ହୋଇଥିବା ସରପଞ୍ଚ କଳ୍ପନା ଡାଙ୍ଗ ଆଜି ପଂଚାୟତରେ 6ଜଣ ଭତ୍ତାରୁ ବଂଚିତ ଯୋଗ୍ୟ ହିତାଧିକାରୀଙ୍କୁ ନିଜସ୍ୱ ଅର୍ଥରୁ ଭତ୍ତା ପ୍ରଦାନ କରିଛନ୍ତି I କଳ୍ପନାଙ୍କ ସୂଚନା ମୁତାବକ ପଂଚାୟତରେ କେତେଙ୍କ ଲୋକଙ୍କ…
ସହରରେ ବିକାଶ ପ୍ରକ୍ରିୟା ତ୍ୱରାନ୍ୱିତ କରିବା ପାଇଁ ପୌରାଧକ୍ଷା ପ୍ରାର୍ଥୀ ମିଲନୀଙ୍କୁ ଭୋଟ ଦିଅନ୍ତୁ – ନରସିଂହ
ୱାର୍ଡ ନଂ୨କଂଗ୍ରେସ ପ୍ରାର୍ଥିନୀ ସୁଜାତା ଓ ୧୯ନଂରେ ସତ୍ୟବ୍ରତଙ୍କ ପାଇଁ ନରସିଂହ ପ୍ରଚାର
ବଲାଙ୍ଗିର: ଅଂଚଳର ବିକାଶ ପାଇଁ ଲୋକେ ୨୦୧୪ ମସିହାରେ ବଡ ପରିବର୍ତ୍ତନ ଆଣିଥିଲେ। ତା ପରେ ଆମ ସହର ବିକାଶ ଧାରା ରେ ଆଗଇ ଆଗାଇ ଚଲିଛି। ସହରର ବିକାଶକୁ ଆହୁରି ତ୍ୱରାନ୍ୱିତ କରିବା ସହ ପ୍ରତ୍ୟେକ…
ଝାଡେଶ୍ୱରପୁର ଗ୍ରାମ ପଞ୍ଚାୟତ ସରପଞ୍ଚ ଓ ସମିତିସଭ୍ୟା ଭାବେ ଦାୟିତ୍ୱ ଗ୍ରହଣ କଲେ ଅନିଲ ଓ ପୁଷ୍ପଲତା ।
ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଡ଼ଙ୍ଗୀ) ନିଶ୍ଚିନ୍ତକୋଇଲି ବ୍ଲକ ଝାଡେଶ୍ୱରପୁର ଗ୍ରାମ ପଞ୍ଚାୟତ ବାସୀଙ୍କ ଦୃଢ ସମର୍ଥନ ରେ ପଞ୍ଚାୟତ ସରପଞ୍ଚ ଭାବେ ଅନିଲ କୁମାର ଦଳାଇ ଓ ସମିତିସଭ୍ୟା ପ୍ରାର୍ଥୀନୀ ଭାବେ ପୁଷ୍ପଲତା ଦାସ ଦାୟିତ୍ୱ ଗ୍ରହଣ କରିଛନ୍ତି । ତେବେ ଦାୟିତ୍ବ ଗ୍ରହଣ କଲାପରେ ସରପଞ୍ଚ ଓ…
ଇଣ୍ଡିଆ ବୁକ୍ ପରେ ଇଣ୍ଟରନ୍ୟାସନାଲ ବୁକରେ ସ୍ଥାନ ପାଇଲେ ବାସୁଦେବପୁରର କୁନି ଅନ୍ଵେଷା
ବାସୁଦେବପୁର- ଇଣ୍ଡିଆ ବୁକ ପରେ ଇଣ୍ଟରନ୍ୟାସନାଲ ବୁକରେ ସ୍ଥାନ ପାଇଲେ ବାସୁଦେବପୁର ଅଞ୍ଚଳର କୁନି ଛାତ୍ରୀ ଅନ୍ଵେଷା ସାହୁ। ଅନେଷା ବାସୁଦେବପୁର ଅଞ୍ଚଳର ରୋଜାଲିନ ସାହୁ ଓ ମନୋଜ ସାହୁଙ୍କ କନ୍ୟା ଯାହାଙ୍କର ବୟସ ୫ବର୍ଷ । ବାସୁଦେବପୁର ର ବିସ୍ମୟ ବାଳିକା ଅନ୍ଵେଷା ସାହୁଙ୍କୁ ବିଭିନ୍ନ ମହଲ ରୁ…
ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମ ସଫଳ; ସାଉଦି ଆରବରୁ ଫେରିଲା ଓଡିଆ ଯୁବକଙ୍କ ମରଶରୀର
ଭୁବନେଶ୍ବର- ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ଶ୍ରୀ ବୈଜୟନ୍ତ ପଣ୍ଡାଙ୍କ ହସ୍ତକ୍ଷେପ ପରେ ଆଜି ସାଉଦି ଆରବରେ ମୃତ ଓଡିଆ ଯୁବକ ଶୁଭକାନ୍ତ ପ୍ରଧାନଙ୍କ ମରଶରୀର ତାଙ୍କ ଗ୍ରାମରେ ପହଞ୍ଚିଛି। ଶୁଭକାନ୍ତଙ୍କ ମରଶରୀର ଫେରାଇଆଣିବା ପାଇଁ ସାଉଦି ଆରବରେ ଅବସ୍ଥାପିତ ଭାରତୀୟ…
ଦଳ ବିରୋଧି କାର୍ଯ୍ୟ ଅଭିଯୋଗରେ ନିଲମ୍ବିତ ହେଲେ ବିଜେଡି ଉପସଭାପତି
ଭୁବନେଶ୍ୱର : ଦଳ ବିରୋଧି କାର୍ଯ୍ୟ ଅଭିଯୋଗରେ ବିଜେଡିରୁ ନିଲମ୍ବିତ ହେଲେ କେନ୍ଦୁଝର ଜିଲ୍ଲା ବିଜେଡି ଉପସଭାପତି ରବୀନ୍ଦ୍ର କୁମାର ଦାସ । ବିଜୁ ଜନତା ଦଳ ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଶ୍ରୀ ଦାସଙ୍କୁ ଦଳରୁ ନିଲମ୍ବିତ କରାଯାଇଛି ବୋଲି ଦଳର ସାଧାରଣ ସମ୍ପାଦକ (…