ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ୨୦୨୨ ଅନୁଷ୍ଠିତ ।

ପଦ୍ମପୁର(ଶାସକପ୍ରଶାସକ)- ପଦ୍ମପୁର ତାଲୁକ ଆଇନ ସେବା ପ୍ରାଧୀକରଣ ଆନୁକୁଲ୍ୟରେ ପଦ୍ମପୁର କୋଟ ପରିସରରେ ୨୦୨୨ ବର୍ଷର ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲା ବିଚାରପତି ତଥା ତାଲୁକ ଆଇନ ସେବା ପ୍ରଧୀକରଣର ଅଦ୍ଧକ୍ଷ ଅରବିନ୍ଦ ରଥ, ଏହାକୁ ଉଦ୍ଦଘାଟନ କରିଥିଲେ ।…

ଜିଗ୍ନିପୁର ଗ୍ରାମ ପଞ୍ଚାୟତ ଛୁଆଳିଆ ଗ୍ରାମର ବାବା ଅଖଣ୍ଡଳମଣି ଙ୍କ ପୀଠରେ ସପ୍ତମ ବାର୍ଷିକ ଯଜ୍ଞ ଉତ୍ସବ ର କଳସ ଯାତ୍ରା…

 ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଡ଼ଙ୍ଗୀ): ନିଶ୍ଚିନ୍ତକୋଇଲି ବ୍ଲକ ଜିଗ୍ନିପୁର ପଞ୍ଚାୟତ ଛୁଆଳିଆ ର ବାବା ଅଖଣ୍ଡଳମଣି ଙ୍କ ପୀଠରେ ସପ୍ତମ ବାର୍ଷିକ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଶନିବାର ଅପରାହ୍ନ ସମୟରେ ଛୁଆଳିଆ ଗ୍ରାମର ମନ୍ଦିର ନିକଟରୁ ମାଆ ଭଉଣୀମାନେ ଏକ କଳସ ଶୋଭାଯାତ୍ରା ରେ ମହାପ୍ରଭୁ…

ବାଲେଶ୍ୱର ଜିଲାର ୧୨ ବ୍ଲକ ଅଧ୍ୟକ୍ଷ ନିର୍ବାଚିତ

ବାଲେଶ୍ୱର : ବାଲେଶ୍ୱର ଜିଲାର ୧୨ ଗୋଟି ବ୍ଲକର ଅଧ୍ୟକ୍ଷ ପଦ ନିର୍ବାଚନ ଅପରାହ୍ଣ ୨ଟା ସୁଦ୍ଧା ଶେଷ ହୋଇଯାଇଛି । ଖଇରା ଓ ସିମୁଳିଆ ବ୍ଳକର ଅଧ୍ୟକ୍ଷ ପଦ ବିଜେପି ହାତକୁ ଯାଇଥିବା ବେଳେ ବାକି ଗୋଟିଏରେ କଂଗ୍ରେସ, ଦୁଇଗୋଟି ବିଜେଡି ବିରୋଧୀ ମେଣ୍ଟକୁ ଓ ୭ ଗୋଟି ବ୍ଲକରେ ବିଜେଡି ସମର୍ଥିତ…

କୃତ୍ରିମ ଅଙ୍ଗ ପ୍ରଦାନ ପାଇଁ‘ଲାୟନ୍ସ କ୍ଲବ ଅଫ ବାଲେଶ୍ୱର ଫେଟାର୍ନିଟି’ର ଭିନ୍ନକ୍ଷମ ଚିହ୍ନଟ ଶିବିର

ବାଲେଶ୍ୱର: ବାଲେଶ୍ୱର ଲାୟନ୍ସ କ୍ଲବ, ମହିଳା ଶାଖା ଉମଙ୍ଗ, ଲାୟନ୍ସ କ୍ଲବ ସ୍ୟାଣ୍ଡସିଟି ଓ ୟୁଥ ଲାୟନ୍ସ କ୍ଲବ ପ୍ରଭୃତି ଲାୟନ୍ସ ଅନୁଷ୍ଠାନର ମିଳିତ ‘ଲାୟନ୍ସ କ୍ଲବ ଅଫ ବାଲେଶ୍ୱର ଫେଟର୍ନିଟି’ପକ୍ଷରୁ ଦୁଇଦିନିଆ ନିଃଶୁଳ୍କ ଭନ୍ନକ୍ଷମ ଚିହ୍ନଟ ଶିବିର ଶନିବାର ଉଦଘାଟିତ ହୋଇଯାଇଛି । ବାଲେଶ୍ୱର…

ରାଜ୍ୟ ଇତିହାସରେ ପ୍ରଥମ ବିଜେଡି ଦଖଲରେ‌ ସବୁ ଜିଲ୍ଲା ପରିଷଦ

ରାଜ୍ୟର ୩୦ଟି ଯାକ ଜିଲ୍ଲାରେ ଜିଲ୍ଲା ପରିଷଦ ଗଠନ କରିଛି ବିଜେଡି। ରବିବାର ହୋଇଥିବା ଜିଲ୍ଲା ପରିଷଦ ସଭାପତି ନିର୍ବାଚନରେ ଦଳ ସବୁ ଆସନ ବାଜି ମାରିନେଇଛି। ୭୬୬ଟି ଜିଲ୍ଲା ପରିଷଦ ଜୋନ୍ ପାଇଥିବା ବିଜେଡି ପାଇଁ ପରିଷଦ ହାସଲ କରିବା କଷ୍ଟକର ନଥିଲା। କିନ୍ତୁ ସଭାପତି ପଦ ପାଇଁ ଏକାଧିକ ଆଶାୟୀ…

ଆଜି ଜିଲ୍ଲା ପରିଷଦ ସଭାପତି ପଦ ପାଇଁ ନିର୍ବାଚନ

ଭୁବନେଶ୍ୱର /ଶାସକ ପ୍ରଶାସକ : ତ୍ରିସ୍ତରୀୟ ପଞ୍ଚାୟତ ବ୍ୟବସ୍ଥାରେ ଗତକାଲି ବ୍ଲକ ଅଧ୍ୟକ୍ଷ ପାଦ ପାଇଁ ନିର୍ବାଚନ ସମ୍ପନ୍ନ ହୋଇଥିବା ବେଳେ ଆଜି ଜିଲ୍ଲା ପରିଷଦ ସଭାପତି ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ଚଳିତ ପଞ୍ଚାୟତ ନିର୍ବାଚନରେ ୮୫୨ ଆସନରୁ ଶାସକ ବିଜେଡି ଏକାକି ୭୬୬ ହାତେଇଥିବା…

ନିର୍ଦ୍ବନ୍ଦ୍ବରେ ବ୍ଲକ ଅଧ୍ୟକ୍ଷା ନିର୍ବାଚିତ ହେଲେ ସାବିତ୍ରୀ ସେଠି

ହାଟଡିହି/ମକରଧ୍ବଜ ଜେନା : ସମସ୍ତ କଳ୍ପନାଜଳ୍ପନାର  ଅନ୍ତ ଘଟାଇ ଆନନ୍ଦପୁର ଉପଖଣ୍ଡ ହାଟଡିହି ବ୍ଲକର ଅଧ୍ୟକ୍ଷ ଭାବେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି  ବିଜେଡି ସମର୍ଥିତ ସାବିତ୍ରୀ ସେଠି | ଏକତିରିଷିଟି ପଞ୍ଚାୟତକୁ ନେଇ ଗଠିତ ହାଟଡିହି ପଞ୍ଚାୟତସମିତି ର ଅଧ୍ୟକ୍ଷ ପାଦ ପାଇଁ  ଅନ୍ୟ…

ଏଚସିଜି କ୍ୟାନ୍‍ସର ହସପିଟାଲ ପକ୍ଷରୁ ମହିଳାଙ୍କ ପାଇଁ ମାଗଣା କ୍ୟାନ୍‍ସର ପରୀକ୍ଷା କାର୍ଯ୍ୟକ୍ରମ

କଟକ/ଭୁବନେଶ୍ୱର: ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ତଥା କ୍ୟାନ୍‍ସର ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏବଂ ସମସ୍ତଙ୍କ ପାଇଁ ସ୍ୱାସ୍ଥ୍ୟସେବା ସୁଗମ୍ୟ କରିବା ସକାଶେ ଏଚ୍‍ସିଜି କ୍ୟାନ୍‍ସର ହସପିଟାଲ, କଟକ ପକ୍ଷରୁ ସ୍ୱତନ୍ତ୍ର ଭାବରେ ମହିଳାଙ୍କ ପାଇଁ ମାଗଣା କ୍ୟାନ୍‍ସର ପରୀକ୍ଷା…

ଜଗତସିଂହପୁରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

ଜଗତସିଂହପୁର/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ଆଇନ ସେବା ପ୍ରାଧ୍ଵକରଣ ତରଫରୁ ଜଗତସିଂହପୁର ଜିଲ୍ଲା କୋର୍ଟ ପ୍ରାଙ୍ଗଣରେ ଜିଲ୍ଲା ଓ ଦୌରା ଜଜ୍ ତଥା ପ୍ରାଧ୍ଵକରଣର ଅଧକ୍ଷ ଶ୍ରୀ ଅନୁପ କୁମାର ଚନ୍ଦନ ଙ୍କ ଅଧକ୍ଷତାରେ ଚଳିତ ବର୍ଷର ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି।…

କୋଭିଡ ନୀୟମକୁ ପାଳନକରି ରାୟଗଡରେ ପ୍ରଥମ ରାଷ୍ଟ୍ରୀୟ ଲୋକଅଦାଲତ ଅନୁଷ୍ଠିତ

ରାୟଗଡରୁ ସରୋଜ କୁମାର ସାହୁ: କୋଭିଡ୍‍ ନୀୟମ କୁ ପାଳନ କରି ଜିଲ୍ଲା ଆଇନ ସେବା ପ୍ରାଧିକରଣ ରାୟଗଡ ତତ୍ତ୍ୱାବଧାନରେ ରାୟଗଡ ଜିଲ୍ଲା ସିଭିଲକୋର୍ଟ ପରିସରରେ ପ୍ରଥମ ରାଷ୍ଟ୍ରୀୟ ଲୋକଅଦାଲତ ଅନୁଷ୍ଠିତ ହୋଇଯାଇଛି । ଏହି ଲୋକ ଅଦାଲତରେ ରାୟଗଡ ମୁଖ୍ୟ କୋର୍ଟ ସମେତ ଗୁଣୁପୁର, ବିଷମକଟକ, କାଶୀପୁରରେ…