Sign in
Sign in
Recover your password.
A password will be e-mailed to you.
ସି ଆର ପି ଏଫ କେମ୍ପରେ ହୋଲିର ଧୁମ: ହୋଲି ଗୀତ ଗାଇ ମହୋଲ ବନାଇଲେ କମ୍ପାନୀ କମାଣ୍ଡର
ବରଗଡ :- ନିଜ ଘର ଠାରୁ ବହୁତ ଦୂରରେ ଦେଶ ବାସୀଙ୍କୁ ସୁରକ୍ଷା ଦେବା ପାଇଁ ଦିନରାତି ସଜାଗ ରହୁଛନ୍ତି ସି ଆର ପି ଏଫ ର ଯବାନ ମାନେ । ମାଓ ଅଧୁସିତ ଅଂଚଳର ଅନେକ ସ୍ଥାନରେ ମୁତୟନ ଅଛନ୍ତି ସି ଆର ପି ଏଫ ଯବାନ । ଆମେ ସମସ୍ତେ ଜେକୋଣସି ପର୍ବ ପର୍ବାଣି ରେ ନିଜ ଘର କିମ୍ବା ନିଜ ଗାଁ ରେ ରହିବାକୁ…
ଦୋଳ ପର୍ବ ଉପଲକ୍ଷେ ପାଲା ପରିବେଷଣ
ଅସ୍ତରଙ୍ଗ(ଦୁଃଶାସନ ନାୟକ) :ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଧିନ ଛୁରିଆନ ଗ୍ରାମପଂଚୟତର କଣମଣ ଗ୍ରାମରେ ଚାରିଦିନ ଧରି ଗ୍ରାମର ଗ୍ରାମଦେବତୀ ମା ସାତିମା ଙ୍କ ବିଜେସ୍ଥଳୀ ନିକଟରେ ଓ ସୁନ୍ଦର ସ୍ଥିତ ବରଡ଼ିହି, ସୁନ୍ଦର, କଣମଣ ,ଗୁଡିବଣୀ,ଗୋପାଳ ଭାଇ ମାନଙ୍କ ଦ୍ଵାରା ଅନୁଷ୍ଠିତ ହେଉଥିବା…
ଅଖିଳ ଭାରତୀୟ ମହିଳା ସମ୍ମୀଳନ ପଦ୍ମପୁର ଶାଖା ନୂତନ ପଦାଧିକାରୀଙ୍କ ଶପଥ ଗ୍ରହଣ
ପଦ୍ମପୁର(ଶାସକ ପ୍ରଶାସକ):-ଶୁକ୍ରବାର ଦିନ ପଦ୍ମପୁର ମାରୱାଡି ଧର୍ମଶାଳା ଠାରେ ଅଖିଳ ଭାରତୀୟ ମହିଳା ସମ୍ମୀଳନ ପଦ୍ମପୁର ଶାଖା ର ନୂତନ ପଦାଧିକାରୀ ମାନଙ୍କ ଶପଥ ଗ୍ରହଣ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏହି ସମାବେଶର ମହିଳା ସମ୍ମୀଳନ ପଦ୍ମପୁର ଶାଖା ର ସଭାନେତ୍ରୀ ଭାବରେ ଶ୍ରୀମତୀ କ୍ରୀଷ୍ଣା…
‘ହୋଲି’ ପରମ୍ପରାର ପ୍ରତୀକ : ସଦ୍ଭାବନାର ରଙ୍ଗ
ବିଭୂତି ପତି
୯୯୧୦୭୪୦୮୩୯
ଆଜି ଯେତେବେଳେ ମଣିଷ ନିଜକୁ ଜାତି, ଧର୍ମ, ବର୍ଣ୍ଣରେ ବାଣ୍ଟିଦେଇ ସୀମାରେଖା ମଧ୍ୟରେ ଆବଦ୍ଧ କରି ହିଂସାର ମାର୍ଗରେ ଜୀବନକୁ ରକ୍ତାକ୍ତ କରିଦେଉଛି, ସେତେବେଳେ ରଙ୍ଗର ପର୍ବ ହୋଲି ଉତ୍ସବ ପାଳନର ପରମ୍ପରାର ଯଥେଷ୍ଟ ମହତ୍ୱ ରହିଛି। ଋତୁରାଜ ବସନ୍ତ ଆଗମନରେମଣିଷ ମନରେ…
କଟକରେ ରାଜ୍ୟ ସଭାପତିଙ୍କ ପୈାର ନିର୍ବାଚନ ପ୍ରଚାର
ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ ହେଉଛି, କିନ୍ତୁ ବିକାଶ ନାହିଁ : ସମୀର ମହାନ୍ତି
ସହରାଂଚଳରେ ବସ୍ତିବାସିନ୍ଦାଙ୍କ ସମେତ ଗରୀବ ଲୋକମାନେ ରାସନ କାର୍ଡ, ପକ୍କାଘର, ପାନୀୟ ଜଳ, ବିଧବା ଓ ବାର୍ଧ୍ୟକ୍ୟ ଭତା ଆଦି ପାଇବାରୁ ବଂଚିତ ହୋଇଛନ୍ତି
ଭୁବନେଶ୍ୱର :ନିର୍ବାଚନ ସମୟରେ ରାଜ୍ୟର ସରଳ ଓ ଗରୀବ…
ଅଗ୍ନି ବିପନ୍ନଙ୍କୁ ସହାୟତାର ହାତ ବଢ଼ାଇଲେ ଗୋପବନ୍ଧୁ ସେବା ସଂଗଠନ
ଆଠମଲ୍ଲିକ/ସନ୍ତୋଷ ମେହେର : ଆଠମଲ୍ଲିକ ବ୍ଲକ ଲୁଣହାଣ୍ଡି ପଂଚାୟତ ରାସୋସିଙ୍ଗା ଗ୍ରାମର କୃଷ୍ଣଚନ୍ଦ୍ର ବେହେରା (30) ଙ୍କର ଗତ 16/03/2022ରିଖ ବୁଧବାର ଦିନ କୌଣସି କାରଣ ବଶତଃ ନିଆଁ ଲାଗି ଘର ସହିତ ଅନେକ ଆସବାବ ପତ୍ର ପୋଡି ପାଉଁଶ ହୋଇଯାଇଛି I ଖବର ପାଇ ଗୋପବନ୍ଧୁ ସେବା ସଂଗଠନ ଅନୁଷ୍ଠାନ…
ରାୟଗଡ ଜିଲ୍ଲାରେ ଜିଲ୍ଲାସ୍ତରୀୟ ଆନିମିଆ ମୁକ୍ତ ଭାରତ ପ୍ରଶିକ୍ଷକ ତାଲିମ ସମାପ୍ତ
ରାୟଗଡରୁ ସରୋଜ କୁମାର ସାହୁ: ରାୟଗଡ ଜିଲ୍ଲାରେ ଗତ ୧୦ ତାରିଖରୁ ଆରମ୍ଭ ହୋଇଥିବା ଜିଲ୍ଲାସ୍ତରୀୟ ଆନିମିଆ ମୁକ୍ତ ଭାରତ ପ୍ରଶୀକ୍ଷକ ତାଲିମ କାର୍ଯ୍ୟକ୍ରମ ସମାପ୍ତ ହୋଇଯାଇଛି । ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସା ଏବଂ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା.…
ଗର୍ଭସ୍ଥ ଶିଶୁର ମସ୍ତିଷ୍କ ବିକାଶ ପାଇଁ ମା ମାଛ ଖାଇବା ଜରୁରୀ ।
ଅସ୍ତରଙ୍ଗ(ଦୁଃଶାସନ ନାୟକ) :ମାଛ ସହଜରେ ହଜମ ହେଉଥିବା ଓ ଶସ୍ତାରେ ମିଳୁଥିବା ଏକ ପୃଷ୍ଟିସାର ଜାତୀୟ ଖାଦ୍ୟ । ରକ୍ତହୀନତା ଦୂର ପାଇଁ ମାଗୁର ମାଛ ବା କପର ମଣିଷ ଦେହରେ ରକ୍ତ ତିଆରି ପାଇଁ ସାହାଯ୍ୟ କରେ ।ବିଶ୍ଵ ସ୍ଵାସ୍ଥ୍ୟ ସଙ୍ଗଠନ ର ସୂଚନା ଅନୁଯାୟୀ ଜଣେ ବ୍ୟକ୍ତି ବର୍ଷକୁ ଏଗାର କିଲୋ ମାଛ…
ପଦ୍ମପୁର ପୌର ନିର୍ବାଚନ : ପ୍ରଚାର ମଇଦାନରେ ମନ୍ତ୍ରୀ ସୁଶାନ୍ତ ସିଂ
ପଦ୍ମପୁର : ପଦ୍ମପୁର ଏନଏସିରେ ପୌର ନିର୍ବାଚନ ପାଇଁ ବିଜେଡି ପକ୍ଷରୁ ଏଗାର ଗୋଟି ୱାର୍ଡରେ କାଉନସିଲର ପ୍ରାର୍ଥୀ ସହ ଏନଏସି ଅଧ୍ୟକ୍ଷା ପ୍ରାର୍ଥୀ ଦେଇଛି । ପ୍ରାର୍ଥୀ ମାନେ ନିଜ ନିଜ ୱାର୍ଡରେ ଲୋକଙ୍କ ଘର ଘର ଯାଇ ଲୋକଙ୍କୁ ସରକାରଙ୍କ ବିଭିନ୍ନ ଉନ୍ନତ ମୂଳକ ଯୋଜନା ବିଷୟରେ ବୁଝାଇବା ସହ…
ଗୋଦରେଜ୍ ଇଟେଂରିଓ ପକ୍ଷରୁ ବିଶ୍ୱ ନିଦ୍ରା ଦିବସ ପରିପ୍ରେକ୍ଷୀରେ ଆସନ୍ତା ୫ ବର୍ଷରେ ୨୦% ସିଏଜିଆର୍ ଅଭିବୃଦ୍ଧି ପାଇଁ…
ଭୁବନେଶ୍ୱର: ଗୋଦରେଜ୍ ଗ୍ରୁପର ପ୍ରମୁଖ କଂପାନି ଗୋଦରେଜ୍ ଆଣ୍ଡ୍ ବଏସର ଅଂଶ ତଥା ଭାରତର ଅଗ୍ରଣୀ ଫର୍ଣ୍ଣିଚର୍ ବ୍ରାଣ୍ଡ୍ ଗୋଦରେଜ୍ ଇଟେଂରିଓ ପକ୍ଷରୁ ଆସନ୍ତା ପାଂଚ ବର୍ଷରେ ଏହାର ମାଟ୍ରେସ୍ ବର୍ଗରେ ୨୦% ସିଏଜିଆର୍ରେ ଅଭିବୃଦ୍ଧି ହାସଲ କରିବା ଲାଗି ଯୋଜନା ଘୋଷଣା କରାଯାଇଛି। ସମସ୍ତ ମୂଲ୍ୟ…