Sign in
Sign in
Recover your password.
A password will be e-mailed to you.
ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ଦ୍ୱାରା ଇ-ଫାଇଲିଂ ଷ୍ଟେସନ ଉଦ୍ଘାଟିତ
https://youtu.be/yFZ0Wkx9tcY
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲା କୋର୍ଟ ପରିସରରେ ମାନ୍ୟବର ଉଚ୍ଚ ନ୍ୟାୟାଳର ମୁଖ୍ୟ ବିଚାରପତି ଶ୍ରୀଯୁକ୍ତ -ଏସ୍.ମୂରଲୀଧରଙ୍କ ଦ୍ୱାରା ଇ-ଫାଇଲ ଷ୍ଟେସନ ଉଦ୍ଘାଟିତ ହୋଇ…
ବିଶ୍ୱ ଦରବାରରେ ଶ୍ରେଷ୍ଠ ବ୍ୟଞ୍ଜନ “ପଖାଳ ଭାତ”
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡିର ଅଗ୍ରଣୀ ମହିଳା ସଙ୍ଗଠନ "ପ୍ରଗତି" ଓ ଜିଲ୍ଲା ନେହୁରୁ ଯୁବ କେନ୍ଦ୍ରର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ୟୁ-ଟେକ୍ କଂପ୍ୟୁଟର ଶିକ୍ଷା କେନ୍ଦ୍ର ଠାରେ "ବିଶ୍ବ ପଖାଳ ଦିବସ" ମହା ସମାରୋହରେ ପାଳିତ ହୋଇଯାଇଛି।…
ଆମ ମାହାଙ୍ଗା ଓ ମା ରାଧାଦେବୀ ଦତ୍ତ ନ୍ୟାସ ମିଳିତ ଆନୁକୂଲ୍ୟରେ ସ୍ଵେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ।
ମାହାଙ୍ଗା(ଦେବେନ୍ଦ୍ର ଷଡ଼ଙ୍ଗୀ):- କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଭଉଁରୀଆ ପଞ୍ଚାୟତ ରାମକାପୁର ଠାରେ ଆମ ମାହାଙ୍ଗା ସ୍ୱେଚ୍ଛାସେବୀ ସଂଘଠନ ଓ ମା ରାଧାଦେବୀ ଦତ୍ତ ନ୍ୟାସ ମିଳିତ ଆନୁକୂଲ୍ୟରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଆମ ମାହାଙ୍ଗା ଅଧକ୍ଷ ଅମରେନ୍ଦ୍ର…
ପଖାଳ ମୋର ଅତି ପ୍ରିୟ-ଧର୍ମେନ୍ଦ୍ର ପ୍ରଧାନ
‘ପଖାଳ ଦିବସ’ ପାଳନ କଲେ କେନ୍ଦ୍ରମନ୍ତ୍ରୀ
ନୂଆଦିଲ୍ଲୀ– ନୂଆଦିଲ୍ଲୀ ସ୍ଥିତ ନିଜ ବାସଭବନରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ‘ପଖାଳ ଦିବସ’ ଅବସରରେ ପଖାଳ ଖାଇ ପ୍ରତ୍ୟେକ ଓଡ଼ିଆଙ୍କୁ ଏହି ଦିବସର ଶୁଭେଚ୍ଛା ବାର୍ତା ଜଣାଇଛନ୍ତି।…
ଅଗ୍ନିକାଣ୍ଡରେ ୨ବଖରା ଘର ପୋଡ଼ି ପାଉଁଶ
ଭଞ୍ଜନଗର: . ମୁଦୁଲିପଲି ପଞ୍ଚାୟତର ଭାଳିଆଖାଇ ଗ୍ରାମରେ ଅଗ୍ନିକାଣ୍ଡ ଘଟି ବାପୁନି ବିଷୋୟୀ ଙ୍କ ଦୁଇ ବଖରା ଘର ପୋଡି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡି ନଥିବା ବେଳେ ବିଦ୍ୟୁତ ସଟ ସର୍କିଟ କିମ୍ବା ଅନ୍ୟ କୌଣସି କାରଣରୁ ଏହା ହୋଇଥିବା ଅନୁମାନ କରାଯାଉଛି।ଘରେ ଥିବା ସମସ୍ତ…
ସଂଗ୍ରାମକେଶରୀ ମେମୋରୀଆଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ
ହାଟଡିହି(ମକରଧ୍ବଜ ଯେନା) : ପୂର୍ବତନ ରାଜ୍ୟ ଯୁବ କଂଗ୍ରେସ୍ ସଭାପତି ତଥା ଲୋକପ୍ରିୟ ଲଢୁଆ ଯୁବନେତା ସ୍ବର୍ଗତ ସଂଗ୍ରାମ କେଶରୀ ଯେନାଙ୍କ ସ୍ମୃତି ଉଦେଶ୍ୟ ରେ ତାଙ୍କର ଜନ୍ମମାଟି କେଉଁଝର ଜିଲ୍ଲା ହାଟଡିହି ବ୍ଲକ ସଂଙ୍ଖଣା ଶ୍ରୀଶ୍ରୀ ଅଭିରାମଶ୍ବର କ୍ରିକେଟ୍ କ୍ଲବ ତେନ୍ତୁଲିନଣ୍ଡା ଅନୁକୁଲ୍ୟରେ…
ପାର୍କରେ ସକାଳ, ଦି ପହରେ ପଖାଳ
ରାଲିକରି ଲୋକଙ୍କୁ ଭେଟି ଭୋଟ ଭିକ୍ଷା କଲେ ସୁଲୋଚନା
ଭୁବନେଶ୍ଵର: ବି.ଏମ୍.ସି ନିର୍ବାଚନ ଯେତିକି ପାଖେଇ ଆସୁଛି ପ୍ରଚାରର ସେତିକି ଜୋରଦାର ହେଉଛି | ନିଜ ସପକ୍ଷକୁ ଭୋଟର ମାନଙ୍କୁ ଆକୃଷ୍ଟ କରିବା ପାଇଁ କୌଣସି ସୁଯୋଗ ହାତଛଡା କରୁନାହାନ୍ତି ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରୁଥିବା…
କିଟ୍କୁ ସ୍ପୋର୍ଟଷ୍ଟାର ଏସେସ୍ ପୁରସ୍କାର ୨୦୨୨
କ୍ରୀଡ଼ା ପ୍ରୋତ୍ସାହନ କ୍ଷେତ୍ରରେ ଦେଶର ଶ୍ରେଷ୍ଠ ଅନୁଷ୍ଠାନ
ଭୁବନେଶ୍ୱର: କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ସକାଶେ କିଟ୍ ବିଶ୍ୱବିଦ୍ୟାଳୟକୁ ସମ୍ମାନଜନକ ସ୍ପୋର୍ଟଷ୍ଟାର ଏସେସ୍ ପୁରସ୍କାର ୨୦୨୨ ପ୍ରଦାନ କରାଯାଇଛି। କ୍ରୀଡ଼ା ଓ କ୍ରୀଡ଼ାବିତ୍ଙ୍କୁ ପ୍ରୋତ୍ସାହନ ଯୋଗାଇ ଦେଇଆସୁଥିବା…
ଦିଲ୍ଲୀରେ ବିଜେପିର ବିଜୟ ଉତ୍ସବ ଓ ମହା ବାଇକ୍ ରାଲି
ମୁଖ୍ୟ ଅତିଥି ଭାବେ ଯୋଗଦେଲେ ବୈଜୟନ୍ତ ପଣ୍ଡା
ନୂଆଦିଲ୍ଲୀ/ଭୁବନେଶ୍ବର-ସଦ୍ୟସମାପ୍ତ ଦେଶର ପ୍ରମୁଖ ୪ଟି ରାଜ୍ୟର ବିଧାନସଭା ନିର୍ବାଚନରେ ବିଜେପିର ବିପୁଳ ବିଜୟ ପରେ ଆଜି ଦିଲ୍ଲୀ ପ୍ରଦେଶ ବିକେପି ତରଫରୁ ଦିଲ୍ଲୀର ବୁରାଡି ନିରଙ୍କାରୀ ପଡିଆରେ ବିଜୟ ଉତ୍ସବ ଓ ବିଶାଳ ମଟରସାଇକେଲ ରାଲିର ଆୟୋଜନ…
ପୋଡାପାଡ଼ି ପଞ୍ଚାୟତରେ ନବନିର୍ବାଚିତଙ୍କ ବିଜୟଯାତ୍ରା
କାଶୀପୁରରୁ ବୈକୁଣ୍ଠ ଦୁରିଆ : କାଶୀପୁର ବ୍ଲକ ପୋଡାପାଡ଼ି ପଞ୍ଚାୟତ ରେ ତ୍ରିସ୍ତରୀୟ ନିର୍ବାଚନରେ ୱାର୍ଡ ମେମ୍ବରଠୁ ଆରମ୍ଭ କରି ଜିଲ୍ଲାପରିଷଦ ଆସନ ହାତାଇ ଥିବାବେଳେ ଆଜି ପୋଡାପାଡ଼ି ପଞ୍ଚାୟତର 11ଟି ୱାର୍ଡରେ ଆଜି ଗୋଳିଗନ୍ଧିରେ ନବନିର୍ବାଚିତଙ୍କ ବିଜୟଯାତ୍ରା ଦେଖିବାକୁ ମିଳିଥିଲା |…