ହିଲଟପ ସ୍ନାତକ ମହାବିଦ୍ୟାଳୟରେ କର୍ମନିଯୁକ୍ତି କର୍ମଶାଳା

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମୋହନା ସ୍ଥିତ ହିଲଟପ ସ୍ନାତକ ମହାବିଦ୍ୟାଳୟ ପରିସରରେ ଉଚ୍ଚଶିକ୍ଷା ବିଭାଗ ଅଧିନସ୍ଥ ବିଶ୍ଵବ୍ୟାଙ୍କ ପ୍ରକଳ୍ପ ସହାୟତାରେ କର୍ମନିଯୁକ୍ତି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଶୁଭ୍ରକାନ୍ତ ମହାନ୍ତିଙ୍କ ସଭାପତିତ୍ୱରେ…

ପୌର ନିର୍ବାଚନ ପାଇଁ ଆପ୍ ଗଜପତିର ଜୋରଦାର ପ୍ରଚାର

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପୌର ନିର୍ବାଚନ ଯେତିକି ପାଖେଇ ଆସୁଛି ସବୁ ରାଜନୀତି ଦଳଙ୍କ ପ୍ରଚାର ଜୋର ଧରିଛି। ଆପ୍ ଗଜପତି ଜିଲ୍ଲା ଆବାହକ ଶିଶିର କୁମାର ଭଞ୍ଜ ସାମନ୍ତଙ୍କ ନେତୃତ୍ୱରେ ପାରଳାଖେମୁଣ୍ଡି ପୌରପାଳିକାର ୱାର୍ଡ଼ ନଂ-୬ ରେ ଆମ୍ ଆଦମୀ ପାର୍ଟିର କାଉନସିଲର ପ୍ରାର୍ଥୀ…

ଟାଟା ଷ୍ଟିଲ୍ ପକ୍ଷରୁ ଆୟୋଜିତ “ଅରୁଣିମା’ର ସମାପନ

କାର୍ଯ୍ୟକ୍ରମର କେନ୍ଦ୍ର ବିନ୍ଦୁରେ ରହିଥିଲା ଜଳ ସଂରକ୍ଷଣ ଭୁବନେଶ୍ୱର / ସୁକିନ୍ଦା: ଟାଟା ଷ୍ଟିଲ୍ ମାଇନିଂ ଲିମିଟେଡ୍, ସୁକିନ୍ଦା ପରିସରରେ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ (ଟିଏସ୍ଏଫ୍) ପକ୍ଷରୁ ଆୟୋଜନ କରାଯାଇଥିବା ଦୁଇ ଦିନିଆ କାର୍ଯ୍ୟକ୍ରମ “ଅରୁଣିମା’ର ଗୁରୁବାର ଦିନ ସମାପନ ହୋଇଛି।…

ନିର୍ବାଚନ ପରବର୍ତ୍ତୀ ହିଂସା, ଆକ୍ରମଣରେ ଜଣେ ବୃଦ୍ଧ ମୃତ

ଖଇରା / ବୁଲୁ ଲେଙ୍କା : ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ବଡ଼ଜୟପୁର ଗାଁରେ ଦେଖିବାକୁ ମିଳିଛି ରାଜନୀତି ପରବର୍ତ୍ତୀ ହିଂସା l ଗତକାଲି ବଡ଼ଜୟପୁର ଗାଁର ବିଜେପି ସମର୍ଥିତ ସମିତିସଭ୍ୟାଙ୍କ ଶଶୁର ଉପେନ୍ଦ୍ର ପ୍ରସାଦ ସେଠୀଙ୍କୁ ମାଡ ମାରି ମାରିଦେଇଥିବା ନେଇ ପରିବାର ଲୋକେ ଥାନାରେ ଅଭିଯୋଗ…

ଟାଟା ଟି ପ୍ରିମିୟମ୍-ଦେଶ୍ କି ଚାଏ, ପକ୍ଷରୁ ମେଟାଭର୍ସରେ ବିଶ୍ୱର ପ୍ରଥମ ହୋଲି ପାର୍ଟିର ପାଳନ

 ନିର୍ଦିଷ୍ଟ ଗ୍ରାହକ ଅନୁଭୂତି ପ୍ରଦାନ ପାଇଁ କଂପାନି ଦେଉଥିବା ଗୁରୁତ୍ୱ ଅନୁସାରେ ମେଟାଭର୍ସ ଦୁନିଆରେ ପ୍ରବେଶ  ମେଟାଭର୍ସର ସମ୍ପୂର୍ଣ୍ଣ ନୂଆ ଦୁନିଆରେ ଆମ ଉତ୍ସବର ସମୃଦ୍ଧ ସାଂସ୍କୃତିକ ଦିଗକୁ ପ୍ରଦର୍ଶନ କରିବା ଲାଗି ଅତି ଆଂଚଳିକ ବର୍ଣ୍ଣନାକୁ ଆଗକୁ ବଢ଼ାଇଛି ଭୁବନେଶ୍ୱର:…

ଅଗ୍ରଣୀ ସଂଗଠନ ରାମକୃଷ୍ଣପୁର ବାପୁଜୀ ଯୁବକ ସଂଘ ଆନୁକୂଲ୍ୟରେ ବାର୍ଷିକ ଉତ୍ସବ ଓ ଦୋଳ ମହୋତ୍ସବ ଅନୁଷ୍ଠିତ

ମନ୍ତ୍ରୀ ପ୍ରତାପ ଜେନାଙ୍କ ଅବଦାନ ରାମକୃଷ୍ଣପୁର ଗ୍ରାମପ।ୟତ ପାଇଁ ଅତୁଳନୀୟ;ଅଶୋକ କୁମାର ଓଝା ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଢଙ୍ଗୀ): ନିଶ୍ଚିନ୍ତକୋଇଲି ବ୍ଲକ ରାମକୃଷ୍ଣପୁର ଗ୍ରାମପ।ୟତ ବାପୁଜୀ ଯୁବକ ସଂଘ ଆନୁକୂଲ୍ୟରେ ଆନନ୍ଦ ଉଲ୍ଲାସର ସହ ବାର୍ଷିକ ଉତ୍ସବ ଓ ଦୋଳ ମହୋତ୍ସବ ଅନୁଷ୍ଠିତ…

ଯୁକ୍ତ-୨ ପରୀକ୍ଷା ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଘୋଷଣା

ଅପ୍ରେଲ ୨୮ରୁ ଆରମ୍ଭ ହେବ ପରୀକ୍ଷା ମୂଲ୍ୟାଙ୍କନ ପାଇଁ ଦୈତ ପଦ୍ଧତି ଗ୍ରହଣ କରାଯିବ ଭୁବନେଶ୍ୱର :ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ହେବାକୁ ଥିବା ଚଳିତ ବୋର୍ଡ ପରୀକ୍ଷା ଆସନ୍ତା ଅପ୍ରେଲ ୨୮ ତାରିଖରୁ ଆରମ୍ଭ ହୋଇ ମଇ ୨୪ ତାରିଖରେ ଶେଷ ହେବ । କଳା, ବିଜ୍ଞାନ,…

ଶ୍ରୀକାକୁଲମ୍ ରୁ ସାନଖେମୁଣ୍ଡି ଫେରିଲା ପାର୍ଥିବ ଶରୀର

ସହାୟତାର ହାତ ବଢାଇଲା ଓଡ଼ିଶା ମୋ ପରିବାର ଭୁବନେଶ୍ୱର : ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ଅଞ୍ଚଳର ୨୭ ବର୍ଷିୟ ଯୁବକ ଜିତୁ ମହାନ୍ତି, ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମଠାରେ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ । ଗତ ମାର୍ଚ୍ଚ ୧୨ ତାରିଖରେ ସେ ଅସୁସ୍ଥତା ଅନୁଭବ କରିବାରୁ ନିକଟସ୍ଥ ଡାକ୍ତରଖାନାକୁ…

ପ୍ରସ୍ତାବିତ ‘ଡ଼ିଜିଟାଲ ବିଶ୍ୱବିଦ୍ୟାଳୟ’ର ରୋଡମ୍ୟାପ୍ ଉପରେ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କଲେ ଧର୍ମେନ୍ଦ୍ର

ନୂଆଦିଲ୍ଲୀ/ଭୁବନେଶ୍ୱର – ନୂଆଦିଲ୍ଲୀ ଠାରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ଶିକ୍ଷା ମନ୍ତ୍ରଣାଳୟ, ୟୁଜିସି, ଏଆଇସିଟିଇ, ଆଇଆଇଟି ଦିଲ୍ଲୀ ଏବଂ ଆଇଆଇଟି ମାଡ୍ରାସ ଭଳି ଶିକ୍ଷାନୁଷ୍ଠାନର ବରିଷ୍ଠ ଅଧିକାରୀଙ୍କ ସହ ପ୍ରସ୍ତାବିତ…

ମହାନଦୀରେ ଯୁବକ ବୁଡି ନିଖୋଜ

ଜଗତସିଂହପୁର /ସୁମନ୍ତ କୁମାର ଦାସ:ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗୋପାଳପୁର (ଶଙ୍ଖେଶ୍ୱର) ପଞ୍ଚାୟତ ଅନ୍ତର୍ଗତ ବଡ଼ଜୀଙ୍ଗଲ ଗ୍ରାମରୁ ୫ ଜଣ ଯୁବକ ପୋଷଲ ମହାନଦୀ କୁ ଗାଧୋଇବାକୁ ଆସିଥିଲେ. ସେଥିମଧ୍ୟରୁ ଜଣେ ବୁଡ଼ିଯାଇ ନିଖୋଜ ହୋଇଯାଇଥିଲେ. ନିଖୋଜ ଥିବା ଯୁବକ ହେଲେ ବଦଜୀଙ୍ଗଲ ଗ୍ରାମର ନୃସିଂହ…