Sign in
Sign in
Recover your password.
A password will be e-mailed to you.
ବିଜୁ କୃଷକ କଲ୍ୟାଣ ଯୋଜନା କାର୍ଡଧାରୀ ଓ ରେଶନ କାର୍ଡ଼ ଧାରୀଙ୍କ ପାଇଁ ମାଗଣାରେ ମୋତିଆବିନ୍ଦୁ ଅପରେସନ ପାଇଁ ଚକ୍ଷୁ…
ସାଲେପୁର(ଶାସକ ପ୍ରଶାସକ): ସାଲେପୁର ମାଛୁଆତି ସ୍ଥିତ ହୁଣ୍ଡା ବାଇକ ସୋରୁମ ନିକଟରେ ମାଗଣା ଚକ୍ଷୁ ପରୀକ୍ଷା କେନ୍ଦ୍ର ତଥା world of watches & lens care ଉଦ୍ଘାଟିତ ହୋଇଯାଇଛି । ଏହି ଅନୁଷ୍ଠାନର ମୁଖ୍ୟ ଅପଟୋମେଟ୍ରିସ୍ଟ ସୟଦ ଅହେତସାମ ନାବେଦ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ…
ପୌର ପରିଷଦ ଓ ବିଜ୍ଞାପିତ ଅଂଚଳ ପରିଷଦର ନିର୍ବାଚନ ପାଇଁ ପୋଲିସ-ମାଜିଷ୍ଟ୍ରେଟ୍ ସମନ୍ୱୟ ବୈଠକ
ନୟାଗଡ଼ (ବିଶ୍ୱଜିତ ନାୟକ) - ନୟାଗଡ଼ ପୌର ପରିଷଦ, ବିଜ୍ଞାପିତ ଅଂଚଳ ପରିଷଦ ଦଶପଲ୍ଲା,ରଣପୁର ଓ ଖଣ୍ଡପଡ଼ା ନିର୍ବାଚନ ନିମନ୍ତେ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଆଜି ଅପରାହ୍ନ ୩ଘଟିକା ସମୟରେ ପୋଲିସ -ମାଜିଷ୍ଟ୍ରେଟ୍ ସମନ୍ୱୟ ବୈଠକ ଜିଲ୍ଲାପାଳ ଡା. ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…
ସହରବାସିନ୍ଦାଙ୍କ ଜୀବନମାନର ଉନ୍ନତି ଆଣିବା ମୋଦି ସରକାରଙ୍କ ମୂଳ ଲକ୍ଷ୍ୟ: ସମୀର ମହାନ୍ତି
ଭୁବନେଶ୍ୱର ସମେତ ନିମାପଡାରେ ରାଜ୍ୟ ସଭାପତିଙ୍କ ପୈାର ନିର୍ବାଚନ ପ୍ରଚାର
ଭୁବନେଶ୍ୱର :ମୋଦୀ ସରକାର ସର୍ବଦା ସାମଗ୍ରିକ ବିକାଶର ନୀତିରେ ବିଶ୍ୱାସ କରନ୍ତି। ଗ୍ରାମାଚଂଳ ଓ ସହରାଚଂଳ ବିକାଶକୁ ମଧ୍ୟ ସମାନ ଗୁରୁତ୍ୱ ଦେଇ ଆସୁଛନ୍ତି। ମୋଦିଜୀଙ୍କ ମୁଳମନ୍ତ୍ର ; “ସବ୍କା ସାଥ୍, ସବ୍କା ବିକାଶ୍,…
ସୁଲୋଚନାଙ୍କ ପ୍ରଚାର ଘନଘନ, ସାଉଁଟୁଛନ୍ତି ଲୋକଙ୍କ ସମର୍ଥନ
ଭୁବନେଶ୍ଵର: ଭୁୁବନେଶ୍ୱର ମହାନଗର ନିଗମ ପୌର ନିର୍ବାଚନର ବିଜେଡ଼ି ପ୍ରାର୍ଥୀ, ସୁଲୋଚନା ଦାସ ଆଜି ପ୍ରଭାତ ୬୪ ନମ୍ବର ୱାର୍ଡରେ ଶୋଭାଯାତ୍ରା କରି ଆଜି ବହୁ ସାଧାରଣ ଲୋକଙ୍କୁ ଭେଟିଛନ୍ତି ଓ ଆସନ୍ତା ନିର୍ବାଚନରେ ବିଜେଡିକୁ ଜନତାଙ୍କର ପୂର୍ଣ୍ଣ ସମର୍ଥନ ମିଳିବ ବୋଲି ପ୍ରତିଶ୍ରୁତି ମଧ୍ୟ…
ଉତ୍କଳ ଆଲୁମିନାର ବନ୍ଧୁମିଳନ
କାଶୀପୁର ଟିକିରି ରୁ ବୈକୁଣ୍ଠ ଦୁରିଆ : କାଶୀପୁର ବ୍ଳକ ଉତ୍କଳ ଆଲୁମିନା କମ୍ପାନିର ଟିକିରି ଗେଷ୍ଟହାଉସ ଠାରେ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସିଏସଆର ମୁଖ୍ୟ ଡ.ଲୋପାମୁଦ୍ରା ପ୍ରିୟଦର୍ଶିନୀଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କମ୍ପାନିର ଲୋକସମ୍ପର୍କ…
ପୋଲିସ କୁ ମାଡ ମାରିବା ପଡିଲା ମହଙ୍ଗା ,ଆଠ ଗିରଫ ।
ପଦ୍ମପୁର ( ଶାସକପ୍ରଶାସକ)- ବିଗତ ୧୦ ତାରିଖ ଦିନ ଗାଇସିଲେଟ ସରଡ଼ାପାଲି ନିକଟରେ ଏକ ତେଲ ଟ୍ୟାଙ୍କର ଧକ୍କାରେ ଜଣେ କଲେଜ ଛାତ୍ରୀଙ୍କ ମୃତ୍ୟୁ ଘଟିଥିଲା। ଏହି ସମୟରେ ଦୁର୍ଘଟଣା ଘଟାଇଥିବା ଟ୍ୟାଙ୍କର ଚାଳକକୁ ଉଦ୍ଧାର କରିବାକୁ ଯାଇ ପୁଲିସକୁ ଉତ୍ୟକ୍ତ ଜନସାଧାରଣଙ୍କ ବିରୋଧର ସମ୍ମୁଖୀନ ହେବାକୁ…
ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, ରାୟଗଡା ଶାଖା ପକ୍ଷରୁ ମୁଦ୍ରା ମେଳା ଏବଂ ସଚେତନତା କାର୍ଯ୍ୟକ୍ରମ
ରାୟଗଡରୁ ସରୋଜ କୁମାର ସାହୁ: ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଆନୁକୁଲ୍ୟରେ ଆଜି ରାୟଗଡା ଶାଖା ପ୍ରାଙ୍ଗଣରେ ମୁଦ୍ରା ମେଳା ଏବଂ ସଚେତନତା କାର୍ଯ୍ୟକ୍ରମ ଆୟୋଜନ ହୋଇ ଯାଇଛି । ଏହି ମୁଦ୍ରା ମେଳା ଅବସରରେ ବହୁ ସଂଖ୍ୟାରେ ବ୍ୟବସାୟୀ, ଦୋକାନୀ ଓ ସାଧାରଣ ଲୋକେ ଏହି ମେଳାରେ ଯୋଗ ଦେଇଥିଲେ ।…
ଦଳୀୟ ପ୍ରାର୍ଥୀ ଙ୍କ ପାଇଁ ନିର୍ବାଚନ ପ୍ରଚାର ରେ ବିଧାୟକ ଓ ସାଂସଦ।
ବାସୁଦେବପୁର/ ପ୍ରତାପ ପାଢ଼ୀ : ବାସୁଦେବପୁର ରେ ଜୋର ଧରିଛି ନିର୍ବାଚନ ପ୍ରଚାର ର ସରଗରମ। ବିଭିନ୍ନ ରାଜନୈତିକ ଦଳ ର ପ୍ରାର୍ଥୀ ମାନେ ଆରମ୍ଭ କରି ଦେଉଛନ୍ତି ଘର କୁ ଘର ବୁଲି ପ୍ରଚାର କ।ର୍ଯ୍ୟକର୍ମ, ତା ସହିତ ମଧ୍ୟ ବିଭିନ୍ନ ସଭା ସମିତି ରେ ଯୋଗ ଦେଇ ସପକ୍ଷ ରେ ଭୋଟ ପାଇଁ ନିବେଦନ…
ହୋଲିରେ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତ ସନ୍ଧ୍ୟା ‘ବୃନ୍ଦାବନ ମହୋତ୍ସବ’
କଳାଅନୁରାଗୀଙ୍କୁ ଶାସ୍ତ୍ରୀୟ ସଙ୍ଗୀତର ନିକଟତର କରିବ : ପଦ୍ମବିଭୂଷଣ ପଣ୍ଡିତ ଡ. ଚୌରାସିଆ
ଭୁବନେଶ୍ୱର - ପବିତ୍ର ଦୋଳପୂର୍ଣ୍ଣିମା ଓ ହୋଲି ପର୍ବ ଅବସରରେ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତ ସନ୍ଧ୍ୟା ‘ବୃନ୍ଦାବନ ମହୋତ୍ସବ’ର ଷଷ୍ଠ ସଂସ୍କରଣ ଚଳିତ ମାସ ୧୯ ତାରିଖ ସନ୍ଧ୍ୟାରେ ରାଜ୍ୟ…
ସୋଆ ପ୍ରତିଷ୍ଠାତା ସଭାପତିଙ୍କ ମାତୃବିୟୋଗ
ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡ଼ଃ ) ମନୋଜରଞ୍ଜନ ନାୟକଙ୍କ ମାତା ଶ୍ରୀମତୀ ସତ୍ୟଭାମା ନାୟକଙ୍କ ଗୁରୁବାର ଅପରାହ୍ନରେ 12.10 ମିନିଟ ସମୟରେ ବିୟୋଗ ଘଟିଛି | ଭୁବନେଶ୍ୱର ସ୍ଥିତ କଳିଙ୍ଗ ବିହାର ବାସଭବନରେ ହୃଦଘାତରେ ମୃତ୍ୟୁବରଣ କରିଛନ୍ତି…