Sign in
Sign in
Recover your password.
A password will be e-mailed to you.
ବରିଷ୍ଠ ସାମ୍ବାଦିକ ଅଜୟ କୁମାର ଜେନାଙ୍କ ବିୟୋଗ
ଜଗତସିଂହପୁର//ସୁମନ୍ତ କୁମାର ଦାସ :ଜଗତସିଂହପୁର ଜ଼ିଲ୍ଲାର ବରିଷ୍ଠ ସାମ୍ବାଦିକ, ସମାଜସେବୀ ଅଜୟ କୁମାର ଜେନାଙ୍କର ୬୭ବର୍ଷ ବୟସ ରେ ବିୟୋଗ ହୋଇଛି । ଏଥିନେଇ ଜଗତସିଂହପୁର ଜ଼ିଲ୍ଲାର କାର୍ଯ୍ୟରତ ସାମ୍ବାଦିକଙ୍କ ମଧ୍ୟରେ ଶୋକ ର ଛାୟା ଖେଳିଯାଇଛି । ସ୍ବର୍ଗତ ଜେନା ଦୀର୍ଘ ତିରିଶି ବର୍ଷ ଧରି…
ନବୀନ ପାଳିଲେ ପଖାଳ ଦିବସ : ଖାଇଲେ ପଖାଳ, ଜଣାଇଲେ ଶୁଭକାମନା
https://youtu.be/IWjjjA6qlVE
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପାଳିଛନ୍ତି ପଖାଳ ଦିବସ | ଆଜି ମଧ୍ୟାହ୍ନ ଭୋଜନ ଖାଇଛନ୍ତି ପଖାଳ । କଦଳୀ ପତ୍ର ଉପରେ କଂସା ବାସନରେ ପରସା ଯାଇଥିବା ଆଇଟମ ଭିତରେ ଥିଲା ପଖାଳ ସାଙ୍ଗକୁ ଶାଗ ଭଜା, ଛୁଇଁ ଭଜା , କଲରା ଭଜା, ଆଳୁ…
ଡାକ୍ତରଙ୍କ ମାତୃ ବିୟୋଗ
ଗୁଦେରପାଲି-ଗାଇସିଲାଟ ବ୍ଳକ ଅନ୍ତର୍ଗତ ଗୁଦେରପାଲି ଗାଁ ର ସ୍ବର୍ଗତ ସ୍କୁଲ ଏସ୍ଆଇ ଗୋକୁଳାନନ୍ଦ ଦେବତା ଙ୍କ ଧର୍ମ ପତ୍ନୀ ଶ୍ରୀମତୀ ଗିରିଜା ଦେବତା (୯୧) ବର୍ଷ ବୟସରେ ତାଙ୍କର ଗୁଦେରପାଲି ସ୍ଥିତ ବାସଭବନରେ ବାର୍ଦ୍ଧକ୍ୟ ଜନିତ ମୃତ୍ୟୁ ହୋଇଯାଇଛି।ସେ ଦୀର୍ଘ ବର୍ଷ ହେଲା ଶଯ୍ୟା ସାୟି ଥିଲେ।…
ହୋଲି ଖେଳ ଵେଳେ ଯୁକଙ୍କୁ ଛୁରା ମାଡ ଯୁଵକ ଗୁରୁତର ।
କାଶୀପୁର/ ବୈକୁଣ୍ଠ ଦୁରିଆ:ରାୟଗଡା ଜିଲା କାଶିପୁର ବ୍ଲକ ଶଙ୍କରଡା ଗ୍ରାମ ହରିଜନ ସାହିରେ ହୋଲି ଖେଳ ଚାଲିଥିବା ସମୟରେ ରାଜ କୁମାର ହଲୱା ଙ୍କୁ ଧାରୁଆ ଛୁରି ସାହାଯ୍ୟ ଆଘାତ କରିବାରୁ ଯୁଵକ ଗୁରୁତର ଆଘାତ ଲାଗିବାରୁ ଯୁବକଙ୍କୁ ପରିବାର ଲୋକେ ଅଷାପଡା ଉତ୍କଳ ହସ୍ପିଟାଲରେ ଭର୍ତି କରିଛନ୍ତି ।…
ପାରଳାଖେମୁଣ୍ଡିରେ “ରଙ୍ଗର ପର୍ବ ହୋଲି ” ପାଳିତ : ବିଜେପି ରାଜ୍ୟ ସଭାପତିଙ୍କ ନିର୍ବାଚନ ପ୍ରଚାର
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ସମେତ ଏହାର ଆଖପାଖ ଅଞ୍ଚଳରେ "ରଙ୍ଗର ପର୍ବ ହୋଲି" ଚଳିତ ଥର ଧୁମଧାମରେ ପାଳିତ ହୋଇଯାଇଛି। ଏହି ରଙ୍ଗର ପର୍ବ ହୋଲି ଖେଳ ପାଳନ ବେଳେ ପାଣି-ରଙ୍ଗ ଓ ରାସାୟନିକ ରଙ୍ଗକୁ ସମ୍ପୂର୍ଣ୍ଣ ଭାବେ ଦୁରେଇ ଦେଇ ସମସ୍ତେ…
୬ ମାସ ହେଲା ମିଳୁନାହିଁ ବାର୍ଦ୍ଧକ୍ୟ ଭତ୍ତା ଟଙ୍କା
ଜମନକିରା -(ସୁଢଳ ଦେବ ସୁନାନୀ ) ଜମନକିରା ବ୍ଲକ କେନଢ଼ିପା ପଞ୍ଚାୟତ ବିଜାଗୁଡା ଗ୍ରାମର ଚନ୍ଦ୍ରାବତୀ ବାଘ 65 ଙ୍କୁ 6 ମାସ ହେଲା ବାର୍ଦ୍ଧକ୍ୟ ଭତ୍ତା ଟଙ୍କା ମିଳୁନାହିଁ l ଚନ୍ଦ୍ରାବତୀ ପ୍ରାୟ 5ବର୍ଷ ହେଲା ବାର୍ଦ୍ଧକ୍ୟ ଭତ୍ତା ପାଉଥିଲେ l ଦିନେ ପଞ୍ଚାୟତ ଅଧିକାରୀ ତମପଇସା ବ୍ୟାଙ୍କ ଅକାଉଣ୍ଟ…
ଗ୍ୟାସ ଟାଙ୍କି ଫାଟି ଜଳିଗଲା ଘର, ମହିଳା ଆହତ
ଭଦ୍ରକ,(ସୀତାକାନ୍ତ ପାଢ଼ୀ)-:ଗ୍ୟାସ ଟାଙ୍କି ଫାଟି ଜଳିଗଲା ୫ ବଖରା ଘର, ଆହତ ହୋଇଛନ୍ତି ମହିଳା । ସୂଚନା ଅନୁଯାୟୀ, ଭଦ୍ରକ ସହରସ୍ଥ ଅସ୍ଥଳରେ ରମେଶ ଲାଲଙ୍କ ଘରେ ରୋଷେଇ କରୁଥିବା ବେଳେ ଗ୍ୟାସ ଟାଙ୍କି ଫାଟି ହଠାତ ନିଆଁ ଲାଗିଯାଇଥିଲା। ଦୁଇଟି ଗ୍ୟାସ ଟାଙ୍କି ଫାଟିବାରୁ, ନିଆଁର ପ୍ରକୋପ…
ଶ୍ରୀଜଗନ୍ନାଥଙ୍କ ପାରମ୍ପରିକ ଛପନ ଭୋଗ , ସାଧୁସେବା ଏବଂ ଫୁଲ ଓ ରଙ୍ଗର ହୋଲିରେ ଗୌରହରି ପୂର୍ଣ୍ଣିମା ପାଳିତ
https://youtu.be/c5kUV6gbHik
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବିଶ୍ଵର ପଞ୍ଚମ ଜଗତଗୁରୁ ଶ୍ରୀକୃପାଳୁ ଜୀ ମହାରାଜଙ୍କ ଜନ୍ମ ଶତବାର୍ଷିକୀ ଉତ୍ସବ ଅଭିଯାନ ଅବସରରେ ଭୁବନେଶ୍ୱର ରାଧିକା ବାତ୍ସଲ୍ୟ ଧାମର ମୁଖ୍ୟ ସାଧ୍ବୀ ଗୀତା ଦେବୀଙ୍କ ସଭାପତିତ୍ୱରେ ସ୍ଥାନୀୟ ଚିନ୍ମୟ ମିଶନ…
ମୁଖ୍ୟ ଶାସନ ସଚିବ ଓ 5 ଟି ସଚିବଙ୍କ ରାଉରକେଲା ଗସ୍ତ
ନିର୍ମାଣଧୀନ ଆନ୍ତର୍ଜାତୀୟ ହକି ଷ୍ଟାଡିୟମ ସହିତ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ସମୀକ୍ଷା
ରାଉରକେଲା,(ବସନ୍ତ କୁମାର ଜେନା) : ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦେଶ କ୍ରମେ ମୁଖ୍ୟ ଶାସନ ସଚିବ ଶ୍ରୀସୁରେଶ ଚନ୍ଦ୍ର ମହାପାତ୍ର ଓ ମୁଖ୍ୟମନ୍ତ୍ରୀ ଙ୍କ ସଚିବ…
ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ମୁଦ୍ରା ମେଳା ଓ ଜନ ସଚେତନତା କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରାଳାଖେମୁଣ୍ଡି ସ୍ଥିତ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆର ମୁଖ୍ୟଶାଖା ପରିସରରେ ବ୍ୟାଙ୍କର ଚଳନ୍ତି ମୁଦ୍ରା ବିଭାଗ ଆନୁକୂଲ୍ୟରେ ରିଜର୍ଭ ବ୍ୟାଙ୍କର ଅଧିକାରୀ ମାନଙ୍କ ଉପସ୍ଥିତିରେ ଜିଲ୍ଲାସ୍ତରୀୟ ଏକ କଏନ ମୁଦ୍ରା ମେଳା…