Sign in
Sign in
Recover your password.
A password will be e-mailed to you.
କୁତ୍ରା ଥାନା ପକ୍ଷରୁ ଚଢ଼ାଉ ଗୋ ମାଂସ ଜବତ ଜଣେ ଗିରଫ
ରାଜଗାଙ୍ଗପୁର 25/5/26() ଆସନ୍ତା ବଖି ରିଦ ପର୍ବ କୁ ନେଇ ଶାନ୍ତି ଶୃଙ୍ଖଳା କୁ ଦୃଷ୍ଟି ନେଇ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାର ବିଭିନ୍ନ ଅଞ୍ଚଳ ରେ ପୋଲିସ ମାର୍ଚ୍ଚ ପ୍ରଦର୍ଶନ କରି ଲୋକଙ୍କୁ ଦର୍ଶାଇ ଥିଲେ ଯେ ଆମେ ଶାନ୍ତିର ବାର୍ତ୍ତା ପ୍ରଦାନ କରି ଆପଣଙ୍କ ସହ ସାମିଲ ହୋଇ ଆଇନ…
ଗୁଣିଗାରେଡି ସନ୍ଦେହରେ ମହିଳାଙ୍କୁ ପିଟିପିଟି ହତ୍ୟା ଘଟଣା: ଗ୍ରାମରେ ପହଞ୍ଚି ତଦନ୍ତ କଲେ ସାଇଣ୍ଟିଫିକ ଟିମ ଓ ଡଗ…
ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ସୋମନାଥପୁର ପଞ୍ଚାୟତ ଅଧୀନ ସାରଦାଗୁଡା ଗ୍ରାମରେ ଗତ ଶନିବାର ଦିନ ଏକ ଅଭାବନୀୟ ଘଟଣା ଘଟିଥିବା ଦେଖବାକୁ ମିଳିଛି । ମିଳିଥିବା ସୂଚନା ମୁତାବକ ସାରଦାଗୁଡା ଗ୍ରାମରେ ରହୁଥିବା ସ୍ବର୍ଗତ ସହଦେଵ ନାୟକ ଙ୍କ…
ଘନ ଘନ ବିଦ୍ୟୁତ କାଟ ବିରୋଧରେ ଏବଂ ୩୦୦ ୟୁନିଟ ମାଗଣା ବିଜୁଳି ଦାବିରେ ଆନ୍ଦୋଳନ ବ୍ୟାପକ କରାଯିବ
ବିଦ୍ୟୁତ ଉପଭୋକ୍ତା ମହାସଂଘ ବୈଠକରେ ନିଷ୍ପତ୍ତି
ଭୁବନେଶ୍ୱର (ତା ୨୫. ୦୫. ୨୦୨୫) : ଓଡିଶା ରାଜ୍ୟ ବିଦ୍ୟୁତ ଉପଭୋକ୍ତା ମହାସଂଘ ର ଜରୁରୀ ବୈଠକ ମହାସଂଘର ସଭାପତି ତଥା ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋଙ୍କ ସଭାପତିତ୍ୱରେ ଭୁବନେଶ୍ୱର ୟୁନିଟ -6ସ୍ଥିତ ନେତାଜୀ ଭବନ ପରିସରରେ ଅନୁଷ୍ଠିତ…
ମହାନଦୀ ଜଳ ବିବାଦର ସମାଧାନ ପାଇଁ ଗଠିତ ଉଚ୍ଚ ସ୍ତରୀୟ କମିଟିର ସଦସ୍ୟ ମାନଙ୍କୁ ଭେଟିଲେ ମହାନଦୀ ବଞ୍ଚାଓ ଆନ୍ଦୋଳନର…
ଟ୍ରିବୁନାଲ ନିକଟରେ ଦାଖଲ ହୋଇଥିବା ମହାନଦୀରେ ଉପଲବ୍ଧ ଜଳ ରାଶିର ଡାଟା କୁ ସମୀକ୍ଷା କରିବା ପାଇଁ କଲେ ନିବେଦନ l
ଭୁବନେଶ୍ୱର ତା 25 l 5 l ରିଖ ମହାନଦୀ ଜଳ ବିବାଦର ଆପୋଷ ସମାଧାନ ପାଇଁ ଓଡିଶା ସରକାରଙ୍କ ଦ୍ୱାରା ଗଠିତ ଉଚ୍ଚ ସ୍ତରୀୟ କମିଟିର ଅଧକ୍ଷ ତଥା ଅନ୍ୟାନ୍ୟ ସଦସ୍ୟ ମାନଙ୍କୁ ଆଜି…
ଇତିହାସରୁ ପ୍ରେରଣା ନେଇ ଭବିଷ୍ୟତର ଓଡ଼ିଶା ପାଇଁ ସେତୁବନ୍ଧ ତିଆରି କରିବା – ଧର୍ମେନ୍ଦ୍ର ପ୍ରଧାନ
ଚେନ୍ନାଇରେ ‘ଉତ୍କଳ ଆସୋସିଏସନ ଅଫ୍ ମାଡ୍ରାସ’ର ୯୦ତମ ଉତ୍କଳ ଦିବସ ସମାରୋହରେ କେନ୍ଦ୍ରମନ୍ତ୍ରୀ
• ‘ଉତ୍କଳ ସେବା ସଦନ’ର କଲେ ଭୂମିପୂଜନ; କହିଲେ, ଏହା ଓଡ଼ିଆ ସମାଜ ବିକାଶର ପ୍ରୟୋଗଶାଳା ହେବ• ତାମିଲନାଡୁ ଯେପରି ଜ୍ଞାନ, ବିଜ୍ଞାନ, ଭାଷା ଓ ପ୍ରାଚୀନ ସଭ୍ୟତାର ଏକ ଅନନ୍ୟ ଭଣ୍ଡାର, ଓଡ଼ିଶା…
ନବମ ଲୋକକଳା ଉତ୍ସବ ଉଦଯାପିତ: ସଂସ୍କୃତି ର ସଂରକ୍ଷଣ ନ ହେଲେ ଆମର ପରିଚୟ ହଜିଯିବ
ମନମୋହିଲା ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମ
ବଲାଙ୍ଗୀର: ଯେ କୌଣସି ଭୂଖଣ୍ଡର ପରିଚୟ ହେଉଛି ତାର ପରମ୍ପରିକତା। ବିଶ୍ୱ ବିଚାର ଭିତରେ ଆମର ସଂସ୍କୃତି ଆଜି ବିପଦରେ। ଆମେ ସଚେତନ ନ ହେଲେ ଆମର ସାଂସ୍କୃତିକ ପରିଚୟ ହଜିଯିବ। ତେଣୁ ବେଳ ଥାଉ ବନ୍ଧ ବାନ୍ଧ ରେ କୁମାର ନ୍ୟାୟରେ ଆମକୁ ଆଗରୁ…
ଶିଶୁଙ୍କ ପାଇଁ ଗ୍ରୀଷ୍ମକାଳୀନ ରାଜଯୋଗ ଶିବିର ଅନୁଷ୍ଠିତ
ଓଡ଼ଗାଁ, ୨୪।୫(ଶ୍ରୀକାନ୍ତ କୁମାର ମିଶ୍ର): ଶିଶୁମାନଙ୍କ ମଧ୍ୟରେ ଆତ୍ମିକ ଜାଗରଣ ସୃଷ୍ଟି କରିବା ଲକ୍ଷ୍ୟରେ ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ବ୍ରହ୍ମକୁମାରୀ ଜାଗୃତି ଭବନ, ରୋହିବାଙ୍କ ପରିସରରେ ରବିବାର ଗ୍ରୀଷ୍ମକାଳୀନ ରାଜଯୋଗ…
ଅନ୍ଧବିଶ୍ୱାସ ଓ କୁସଂସ୍କାର ବିରୋଧରେ ସଚେତନତା ବାର୍ତ୍ତା ବାଣ୍ଟିଲେ ଓଡ଼ଗାଁ କଲେଜ ଛାତ୍ରଛାତ୍ରୀ,
ଓଡ଼ଗାଁ, ୨୪।୫(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଓଡ଼ଗାଁସ୍ଥିତ ରଘୁନାଥ ସମବାୟ ମହାବିଦ୍ୟାଳୟର ଓଡ଼ିଆ ବିଭାଗ ପକ୍ଷରୁ ରବିବାର ସକାଳେ ଅନ୍ଧବିଶ୍ୱାସ ଓ କୁସଂସ୍କାର ବିରୋଧରେ ଏକ ସଚେତନତା ଅଭିଯାନ ଆୟୋଜିତ ହୋଇଥିଲା। ଅଧ୍ୟାପିକା ଡ଼. ସଞ୍ଜୁକ୍ତା ଦାସଙ୍କ ନେତୃତ୍ୱରେ ଓଡ଼ିଆ…
ବିଦ୍ୟାଳୟରେ ବିଦ୍ୟୁତ୍ ସଂଯୋଗ ପରେ ପାନୀୟଜଳ ଓ ରାସ୍ତା ନିର୍ମାଣକୁ ଅପେକ୍ଷା
ଓଡ଼ଗାଁ, ୨୪।୫(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍ଏସି) ଅନ୍ତର୍ଗତ ପ୍ରବେଶଦ୍ୱାର ନିକଟରେ ଅବସ୍ଥିତ କଦଳୀବନ୍ଧ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଦୀର୍ଘ ୧୮ ବର୍ଷ ପରେ ବିଦ୍ୟୁତ୍ ସଂଯୋଗ ହୋଇଛି। ୨୦୦୮ ମସିହାରେ ସ୍ଥାପିତ ଏହି ବିଦ୍ୟାଳୟରେ…
ସୁନାଖାଏନରେ ଝାଡ଼ାବାନ୍ତି ଆତଙ୍କ : ୨ ମୃତ, ୪ ଜଣ ଚିକିତ୍ସାଧୀନ
ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ ଅତାବିରା ଗ୍ରାମ ପଞ୍ଚାୟତର ସୁନାଖାଏନ ଗାଁରେ ଝାଡ଼ାବାନ୍ତି ରୋଗ ଆତଙ୍କ ସୃଷ୍ଟି କରିଛି। ଏହି ସାଂଘାତିକ ରୋଗରେ ଆକ୍ରାନ୍ତ ହୋଇ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୪ ଜଣ ଗୁରୁତର ଅବସ୍ଥାରେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ…