ରାୟଗଡା :ପର୍ଯ୍ୟଟକ ମହିଳାଙ୍କୁ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୧୦ ବର୍ଷ କାରାଦଣ୍ଡ ସହିତ ୧୦,୦୦୦ ଟଙ୍କା ଅର୍ଥଦଣ୍ଡ

ରାୟଗଡା  : ରାୟଗଡା ଜିଲ୍ଲାରେ ଜଣେ ପର୍ଯ୍ୟଟକ ମହିଳାଙ୍କୁ ଦୁଷ୍କର୍ମ ସଂପର୍କିତ ଏକ ସମ୍ବେଦନଶୀଳ ମାମଲାରେ ରାୟଗଡା ଜିଲ୍ଲା ଅତିରିକ୍ତ ଜିଲ୍ଲା ବିଚାରପତି ଚୂଡାନ୍ତ ରାୟ ପ୍ରକାଶ କରି ଅଭିଯୁକ୍ତକୁ କଠୋର ଦଣ୍ଡାଦେଶ ପ୍ରଦାନ କରିଛନ୍ତି। ଏହି ମାମଲାରେ ଭାରତୀୟ ନ୍ୟାୟ ସଂହିତା ଧାରା ୬୪(୧)…

ଗୋରୁ ଚାଲାଣ କୁ ନେଇ ରାତି ଅଧରେ ତୁମୁଳ କାଣ୍ଡ,ଦୁଇ ଗୋଷ୍ଟି ମୁହାମୁହିଁ।

ଅସ୍ତରଙ୍ଗ: ମଙ୍ଗଳବାର ରାତ୍ରର ନିର୍ଜନ ପ୍ରହର ରେ ଗୋରୁ ଚାଲାଣ କୁ ନେଇ ଦୁଇ ଗୋଷ୍ଟି ମଧ୍ୟରେ ମାଡପିଟ ସହ ଗୋଟିଏ ଲେ ଲ୍ୟାଣ୍ଡ,ଚାରି ଚକିଆ ଓ ହୋଣ୍ଡା ଦୁଇ ଚକିଆ ଭଙ୍ଗାରୁଜା ହୋଇ ରାଜ ରାସ୍ତାରେ ପଡିବା ଘଟଣା ଅସ୍ତରଙ୍ଗ ଅଞ୍ଚଳରେ ସମସ୍ଥ ଙ୍କୁ ବିସ୍ମିତ କରି ଦେଇଛି ।ପ୍ରକାଶ ଯୋଗ୍ୟ ଯେ,…

ଏକା-ଦ ୱାନ ପ୍ରଦର୍ଶନୀ ଉଦ୍‌ଯାପିତ

ଭୁବନେଶ୍ୱର: କଳାକାର, ଐତିହାସିକ, ବିଦ୍ୱାନ ଓ କଳାପ୍ରେମୀଙ୍କୁ ମନ୍ତ୍ରମୁଗ୍ଧ କରିଥିବା ଭୁବନେଶ୍ୱରର ବୁଦ୍ଧ ଆର୍ଟ ଗ୍ୟାଲେରୀଠାରେ ଆୟୋଜିତ ତିନି ଦିବସୀୟ ଜାତୀୟ ଭ୍ରମଣ କଳା ପ୍ରଦର୍ଶନୀ ଏକା-ଦ ୱାନ ଶେଷ ହୋଇଛି। କଳାକାର ଓ ସାମାଜିକ ଉଦ୍ୟୋଗୀ ଡଃ ବୀଣା ଉନ୍ନିକ୍ରିଷ୍ଣନଙ୍କ ଦ୍ୱାରା ଉପସ୍ଥାପିତ…

ସମ୍ ନର୍ସିଂ କଲେଜ -୨ ର ବାର୍ଷିକ ଉତ୍ସବ ‘ରେସିଲିଆ’ ଓ ବିଏସ୍ସି ପ୍ରଥମ ବର୍ଷ ଛାତ୍ରଛାତ୍ରୀମାନଙ୍କ ଶପଥ ପାଠ ଉତ୍ସବ…

ଭୁବନେଶ୍ୱର, ମାର୍ଚ୍ଚ ୧୭ : ଶିକ୍ଷା ଓ ଅନୁସନ୍ଧାନ (ସୋଆ)ବିଶ୍ୱବିଦ୍ୟାଳୟ ପରିଚାଳିତ ସମ୍ ନର୍ସିଂ କଲେଜ -୨, ଫୁଲନଖରାର (୨୦୨୫-୨୯) ବିଏସ୍ସି ନର୍ସିଂ ପ୍ରଥମ ବ୍ୟାଚର ଶପଥ ପାଠ ଓ ଦୁଇ ଦିନିଆ ବାର୍ଷିକ ଉତ୍ସବ ‘ରେସିଲିଆ’ ମଙ୍ଗଳବାର ଉଦ୍ଘାଟିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମର ପ୍ରଥମ ଦିନରେ…

କଟକରେ ଟେକ୍ସ-ଅରା ଏକ୍ସପୋ ୨୦୨୬ ଉଦଘାଟିତ: ପ୍ରଦର୍ଶିତ ହେଲା ସୁରଟର ଶ୍ରେଷ୍ଠ ବସ୍ତ୍ରଶିଳ୍ପ

କଟକ: କଟକରେ ଟେକ୍ସ-ଅରା ଏକ୍ସପୋ ୨୦୨୬ର ଉଦଘାଟିତ ହୋଇଯାଇଛି, ଯାହାକି ସୁରଟର ପ୍ରସିଦ୍ଧ ବସ୍ତ୍ର ଶିଳ୍ପର ଝଲକକୁ ଓଡ଼ିଶାରେ ପ୍ରଦର୍ଶିତ କରିଛି । ୱିସର୍ ପ୍ୟାଲେସ୍ ଠାରେ ଅନୁଷ୍ଠିତ ଏହି ଦୁଇ ଦିନିଆ ପ୍ରଦର୍ଶନୀ ଫ୍ୟାଶନ ଶିଳ୍ପ ସହ ଜଡିତ ଲୋକ, ବ୍ୟବସାୟୀ ଏବଂ ଫ୍ୟାସନ୍ ପ୍ରେମୀମାନଙ୍କ ଦୃଷ୍ଟି…

କାର୍ ଧକ୍କାରେ ମହିଳାଙ୍କ ମୃତ୍ୟୁ।

ଆଜି ମଧ୍ୟାହ୍ନ ରେ ଦକ୍ଷିଣପୁର ଗ୍ରାମ ଛକରେ ଗୋଷ୍ଠୀ ମଧ୍ୟରେ ଛକ୍କାପଞ୍ଜା ଫଳରେ ନିରୀହ ମହିଳାଙ୍କ ଜୀବନ ଚାଲି ଯାଇଛି । କିଛି ଯୁବକ ଆଜି ଏକ କାରରେ ଭବାନୀ ସାହୁ ଜଣେ ଯୁବକ କୁ ମାରିବା ପାଇଁ ଏକ କାର ଯୋଗେ ଖଣ୍ଡା ଧରି ଆକ୍ରମଣ କରିଥିଲେ । ଭବାନୀ ଜୀବନ ବଞ୍ଚାଇବା କୁ ଦୌଡି ଥିବା ବେଳେ ବରୋଧି…

ଗ୍ରୀଷ୍ମ ପ୍ରବାହ ମୁକାବିଲା ନିମନ୍ତେ ପୌରାଞ୍ଚଳ ଗୁଡିକ ପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ମାର୍ଗ ଦର୍ଶିକା

ଭୁବନେଶ୍ୱର : ୧୭।୦୩:ଅସାଧାରଣ ବର୍ଷା ଏବଂ ଅନିୟମିତ ଜଳବାୟୁ ଯୋଗୁଁ ଗ୍ରୀଷ୍ମ ଋତୁରେ ତାପମାତ୍ରା ଅସ୍ୱାଭାବିକ ଭାବରେ ବୃଦ୍ଧି ପାଇବା ଆରମ୍ଭ କରିଛି। ଏହା ବ୍ୟତୀତ, ବଡ ବଡ କୋଠା ,ପ୍ରଶସ୍ତ ରାସ୍ତା ଏବଂ ସୌରତାପ ଶକ୍ତି ଶୋଷଣ କରୁଥିବା ଭିତ୍ତିଭୂମି ଯୋଗୁଁ ସହରାଞ୍ଚଳବାସୀ ଗ୍ରୀଷ୍ମ ଋତୁରେ…

ନବରଙ୍ଗପୁର ରେଳପଥ ପ୍ରକଳ୍ପର ନୂଆ ଅଧ୍ୟାୟ ଆରମ୍ଭ

ଭୂମି ଅଧିଗ୍ରହଣ ବାବଦ କ୍ଷତି ପୂରଣ ରାଶି ବିତରଣ କାର୍ଯ୍ୟକ୍ରମ ନବରଙ୍ଗପୁର ତା ୧୭.୩.୨୦୨୬: ଅଶୋକ ସାହୁ,ସ୍ଥାନୀୟ ତହସିଲଦାର ,ନବରଙ୍ଗପୁର ଙ୍କ କାର୍ଯ୍ୟଳୟ ଠାରେ ନବରଙ୍ଗପୁର ଜୟପୁର ରେଳପଥ ପ୍ରକଳ୍ପ ସକାଶେ ଭୂମି ଅଧିଗ୍ରହଣ ବାବଦ କ୍ଷତି ପୂରଣ ରାଶି ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ…

ମାଲକାନଗିରିରୁ ପୁରୀ ଅଭିମୁଖେ ବାହାରିଲେ ୭୪ ତୀର୍ଥଯାତ୍ରୀ: ‘ଶ୍ରୀ ଜଗନ୍ନାଥ ଦର୍ଶନ’ ଯୋଜନାର ଶୁଭାରମ୍ଭ

ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ, ମାଲକାନଗିରି,୧୭/୩/୨୬:ଜିଲ୍ଲାର ଶ୍ରଦ୍ଧାଳୁମାନଙ୍କୁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନର ସୁଯୋଗ ଦେବା ପାଇଁ ଆଜି 'ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା'ର ଶୁଭାରମ୍ଭ ହୋଇଛି। ଏହି ଅବସରରେ ମାଲକାନଗିରି ଜିଲ୍ଲାର ୭ଟି ବ୍ଲକରୁ ଚୟନ ହୋଇଥିବା ୭୪ ଜଣ…

ମାଲକାନଗିରି ଜିଲ୍ଲାବାସୀଙ୍କ ପାଇଁ ଖୁସି ଖବର: ମାର୍ଚ୍ଚ ଶେଷ ସୁଦ୍ଧା ମାଲକାନଗିରିରୁ ଉଡ଼ିବ ବିମାନ

ମାଲକାନଗିରି ଜିଲ୍ଲାବାସୀଙ୍କ ପାଇଁ ଖୁସି ଖବର । ମାର୍ଚ୍ଚ ଶେଷ ସୁଦ୍ଧା ମାଲକାନଗିରି ବିମାନ ବନ୍ଦରରୁ ନିୟମିତ ଭାବେ ଉଡ଼ିବ ବିମାନ । ଏଥିପାଇଁ ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ ଟିମ୍ ଏବଂ ଇଣ୍ଡିଆ ୱାନ ଏୟାର କମ୍ପାନୀର ଏକ ବୈଷୟିକ ଟିମ ମାଲକାନଗିରି ବିମାନ ବନ୍ଦର ଗସ୍ତ କରି ସ୍ଥିତି ଅନୁଧ୍ୟାନ…