Sign in
Sign in
Recover your password.
A password will be e-mailed to you.
ଟ୍ରକ୍ ଧକ୍କାରେ ମୋଟରସାଇକେଲ ଚାଳକ ର ମୃତ୍ୟୁ।
ଦିଗପହଣ୍ଡି: ଦିଗପହଣ୍ଡି ଥାନା ଅନ୍ତର୍ଗତ ଲକ୍ଷ୍ମୀ ନାରାୟଣ ପୁର ଛକରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟି ନିକଟସ୍ଥ ଦକ୍ଷିଣ ପୁର ଗ୍ରାମର ପି ଜଗନ୍ନାଥ ରେଡ଼ି ନାମକ ଜଣେ ଯୁବକ ର ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ନିଜ ବାଙ୍କେଶ୍ଵରୀ ମନ୍ଦିର ରୁ ଦର୍ଶନ କରି ଗାଁ କୁ ଫେରୁଥିବା ବେଳେ ଉକ୍ତ ହାଇୱ।…
ମହିଳା ଙ୍କୁ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼ ଘଟଣାରେ ସମ୍ପୃକ୍ତ ୪ଯୁବକ ଗିରଫ।
ଆସ୍କା : ଆସ୍କା ନିକଟବର୍ତ୍ତୀ କୋଟିନଡା ଥାନା ଅନ୍ତର୍ଗତ ଭେଟନଇ ଗ୍ରାମରେ ଅନ୍ଧ ବିଶ୍ୱାସ ଘଟଣାକୁ ନେଇ ପୁଷ୍ପାଞ୍ଜଳି ସେଠୀ ନାମ୍ନୀ ଜଣେ ମହିଳାଙ୍କର ଘରେ ବଡଖୋଲି ଗ୍ରାମର କିଛି ଯୁବକ ଧସେଇ ପଶି ପୁଷ୍ପାଞ୍ଜଳି ସେଠୀ, ତାଙ୍କ ପୁଅ ତାପସ ସେଠୀ ଓ ଦୁଇ ଜଣ ସାଙ୍ଗକୁ ଉଠାଇ ଆଣି ଏକ ବିଦ୍ୟୁତ୍…
ଓପିଜିସି ଦ୍ୱାରା କିଶୋରୀ ଛାତ୍ରୀ ମାନଙ୍କ ପାଇଁ ସାମାଜିକ ଦକ୍ଷତା ପ୍ରଶିକ୍ଷଣ
ବନହରପାଲି, ୧୮.୦୩ .୨୦୧୬ ; ଓଡିଶା ପାୱାର ଜେନେରେସନ କର୍ପୋରେସନ ଲିମିଟେଡ଼ ଦ୍ୱାରା CSR କାର୍ଯ୍ୟକ୍ରମ ଅଧୀନରେ ଇବ ଥର୍ମାଲ ପାୱାର ଷ୍ଟେସନ ପରିପାର୍ଶ୍ଵ ରେ ଥିବା ଗ୍ରାମୀଣ ଛାତ୍ରୀ ମାନଙ୍କର ସାମାଜିକ ଦକ୍ଷତା ବିକାଶ ଉଦ୍ଦ୍ୟେସ୍ୱ ରେ ଏକ ୭ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି…
କଟକରେ ବିଦ୍ୟୁତ୍ ଭିତ୍ତିଭୂମିକୁ ସୁଦୃଢ଼ କଲା ଟିପିସିଓଡିଏଲ
ଉପକୃତ ହେବେ ୭,୦୦୦ ରୁ ଅଧିକ ବିଦ୍ୟୁତ୍ ଉପଭୋକ୍ତା
କଟକ: ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିସିଓଡିଏଲ) ସଫଳତାର ସହ କଟକରେ ଇଏଚଟି ଟାୱାର ସ୍ଥାନାନ୍ତରଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିଛି, ଯାହା ସହରର ବିଦ୍ୟୁତ୍ ବିତରଣ ଭିତ୍ତିଭୂମିକୁ ଯଥେଷ୍ଟ ସୁଦୃଢ଼ କରିଛି। ଏହି…
ଏସ୍ସିବି ଅଗ୍ନିକାଣ୍ଡ ଘଟଣାରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ତୁରନ୍ତ ଇସ୍ତଫା ଦାବି କଲା ବିଜେଡି
ସରକାରୀ ଅବହେଳା ଯୋଗୁଁ ଚାଲିଗଲା ୧୩ ନିରୀହ ଜୀବନ
ସରକାର ତୁରନ୍ତ ଅଗ୍ନି ସୁରକ୍ଷା ବ୍ୟବସ୍ଥା କାର୍ଯ୍ୟକାରୀ କରନ୍ତୁ
ପୂର୍ବ ଘଟଣା ଗୁଡ଼ିକରୁ କିଛି ଶିକ୍ଷା ଲାଭ କରୁ ପ୍ରଶାସନ
ଭୁବନେଶ୍ୱର, ୧୮/୦୩/୨୦୨୬: କଟକର ଏସ୍ସିବି ମେଡିକାଲ୍ କଲେଜ୍ ଆଣ୍ଡ ହସ୍ପିଟାଲ୍…
ବିଶିଷ୍ଟ ସମାଜତତ୍ୱବିତଙ୍କ ସୋଆ ବିଶ୍ୱବିଦ୍ୟାଳୟରେ ଯୋଗଦାନ
ଭୁବନେଶ୍ୱର, ମାର୍ଚ୍ଚ ୧୮ : ବିଶିଷ୍ଟ ସମାଜତତ୍ୱବିତ୍ ତଥା ମିଜୋରାମ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ପୂର୍ବତନ ପ୍ରାଧ୍ୟାପକ ପ୍ରଫେସର ରବୀନ୍ଦ୍ର କୁମାର ମହାନ୍ତି ସୋଆ ଡିମ୍ଡ୍ ବିଶ୍ୱବିଦ୍ୟାଳୟରେ ଇଣ୍ଡିଆନ୍ କାଉନସିଲ୍ ଅଫ୍ ସୋସିଆଲ ସାଇନସ୍ ରିସର୍ଚ୍ଚ (ଆଇସିଏସ୍ଏସ୍ଆର୍) ସିନିୟର ଫେଲୋ ଭାବେ ଯୋଗ…
‘ଲୀଳାବତୀଙ୍କ ଶତେକ କନ୍ୟା’ ପୁସ୍ତକ ଉନ୍ମୋଚିତ
ଭୁବନେଶ୍ୱର, ୧୮ ମାର୍ଚ୍ଚ : ଭାରତୀୟ ବିଜ୍ଞାନ ଏକାଡେମି, ବେଙ୍ଗାଲୁରୁ ଦ୍ୱାରା ପ୍ରକାଶିତ ‘ଲୀଳାବତୀଙ୍କ ଶତେକ କନ୍ୟା: ଭାରତର ମହିଳା ବୈଜ୍ଞାନିକ’ ପୁସ୍ତକ ବୁଧବାର ସୋଆ ଆନ୍ତର୍ଜାତିକ ଉପଦେଷ୍ଟା ବୋର୍ଡର ଅଧ୍ୟକ୍ଷ ପ୍ରଫେସର ଦାମୋଦର ଆଚାର୍ଯ୍ୟଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି ।ପ୍ରଖ୍ୟାତ…
ଉତ୍କଳ ସାମ୍ବାଦିକ ସଂଘର ଗଜପତି ଜିଲ୍ଲା ଶାଖାର କାର୍ଯ୍ୟକାରିଣୀ ବୈଠକ : ନୂତନ କର୍ମକର୍ତ୍ତା ଚୟନ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜି ( ବୁଧବାର) ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ଠାରେ ଉତ୍କଳ ସାମ୍ବାଦିକ ସଂଘର ଗଜପତି ଜିଲ୍ଲା ଶାଖାର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଆର୍ ଆର୍ କଲ୍ୟାଣ ମଣ୍ଡପ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାର…
ଗୋରଖପଲ୍ଲୀ ରେ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ
ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ : ମାଲକାନଗିରି ଜିଲ୍ଲା ଏମଭି ୭୯ ଥାନା ପକ୍ଷରୁ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିପାଇଁ ଶିମିଳିବାଞ୍ଛା ପଞ୍ଚାୟତ ଓ ଆଖପାଖ ଅଞ୍ଚଳର ଲୋକଙ୍କୁ ନେଇ ଏମଭି ୭୯ ଥାନା ଅଧିକାରୀଣୀ ପୂର୍ଣିମା ଟେଟେଙ୍କ ନେତୃତ୍ବରେ ଏସଆଇ ଚନ୍ଦନ କୁମାର…
ପରୀକ୍ଷା ଖାତା ଦେଖାରେ ତୃଟି, ଜିଲ୍ଲାପାଳଙ୍କୁ ଅଭିଯୋଗ କଲେ ଛାତ୍ରଛାତ୍ରୀ
ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ମାଲକାନଗିରି ଡିଗ୍ରୀ ମହାବିଦ୍ୟାଳୟରେ ଅଧ୍ୟୟନରତ ଯୁକ୍ତ ୩ ଦ୍ଵିତୀୟ ବର୍ଷର ବାଣିଜ୍ୟ ବିଭାଗ ଛାତ୍ରଛାତ୍ରୀ ମାନେ ତୃତୀୟ ସେମିଷ୍ଟାର ପରୀକ୍ଷାର ଖାତା ଦେଖାରେ ତୃଟି ହୋଇଥିବା ନେଇ ଅଭିଯୋଗ କରିଛନ୍ତି । ଏନେଇ ଅନେକ ଛାତ୍ରଛାତ୍ରୀ ଜିଲ୍ଲାପାଳଙ୍କ…