ଓଡ଼ିଶା ଦିବସ ଓ ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଜୟନ୍ତୀ ପାଇଁ ପ୍ରସ୍ତୁତି ବୈଠକ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜିଲ୍ଲାସ୍ତରୀୟ ଓଡ଼ିଶା ଦିବସ ଓ ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଜୟନ୍ତୀ ପାଳନ ଉପଲକ୍ଷେ ଆଜି ( ଗୁରୁବାର ) ସ୍ଥାନୀୟ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ…

ଡାଲମାରେ ବିଷାକ୍ତ ସାପ: ପ୍ରସାଦ ସେବନ ପରେ ପଟ୍ଟାମୁଣ୍ଡାଇରେ ଆତଙ୍କ

କେନ୍ଦ୍ରାପଡ଼ା:19/03(ପ୍ରଫୁଲ୍ଲ କୁମାର ମଲ୍ଲ) ପଟ୍ଟାମୁଣ୍ଡାଇ ପୌରାଞ୍ଚଳରେ ଏକ ଅଭାବନୀୟ ଓ ଚମକଦାର ଘଟଣା ଦେଖିବାକୁ ମିଳିଛି। ଭାଗବତ ପାରାୟଣ ସପ୍ତାହ ଅବସରରେ ବଣ୍ଟନ ହୋଇଥିବା ପ୍ରସାଦ ଡାଲମାରେ ବିଷାକ୍ତ ସାପ ପଡ଼ିଥିବା ଘଟଣା ପ୍ରକାଶ ପାଇବା ପରେ ସମଗ୍ର ଅଞ୍ଚଳରେ ଆତଙ୍କର ଲହରୀ…

ଅପରେସନ୍ ସାଇବର କବଚ୍‌: ମାଷ୍ଟର ମାଇଣ୍ଡ ସମେତ ୩ ଗିରଫ, ୧୯ ଲକ୍ଷ ଜବତ

ନୟାଗଡ଼(ବିଶ୍ୱଜିତ ନାୟକ) :- ରାଜ୍ୟ ପୁଲିସ ନିର୍ଦ୍ଦେଶକ୍ରମ ଚାଲିଥିବା ଅପରେସନ୍ ସାଇବର କବଚ ଜରିଆରେ ନୟାଗଡ଼ ପୁଲିସ ୧୬ଟି ମାମଲା ରୁଜୁ କରି ଏକ ବଡ଼ ଗ୍ୟାଙ୍ଗ ସମ୍ପର୍କରେ ଖୁଲାସା କରିଛି । ନୟାଗଡ଼ ଏସ୍‌ପି ଏସ୍ ଶୁଶ୍ରୀ ଆଜି ସାଇବର ଥାନା ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା…

କେନ୍ଦୁଝର : ଗ୍ରୀଷ୍ମପ୍ରବାହ ମୁକାବିଲା ନେଇ ଜିଲ୍ଲାସ୍ତରୀୟ ପ୍ରସ୍ତୁତି

 କେନ୍ଦୁଝର,ତା୧୯/୩- ଆଗାମୀ ଏପ୍ରିଲ ଓ ମେ ମାସରେ ପ୍ରବଳ ଗ୍ରୀଷ୍ମ ପ୍ରବାହର ଆଶଙ୍କାକୁ ଦୃଷ୍ଟିରେ ରଖି ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ଗାଇଡଲାଇନ୍ ଅନୁଯାୟୀ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ କେନ୍ଦୁଝର ଜିଲ୍ଲାପାଳଙ୍କ ଶ୍ରୀ ଵିଶାଲ ସିଂହ ଙ୍କ ଅଧ୍ୟକ୍ଷତାରେ…

CPET ପରୀକ୍ଷା ଆବେଦନ ପାଇଁ ସମୟ ସୀମା ବୃଦ୍ଧି

ଭୁବନେଶ୍ୱର, ୧୯ ମାର୍ଚ୍ଚ, ୨୦୨୬: Common PG Entrance Test (CPET) ପରୀକ୍ଷା ପାଇଁ ଆବେଦନ କରିବାର ସମୟ ସୀମାକୁ ବୃଦ୍ଧି କରାଯାଇଛି। ଆବେଦନର ସମୟ ସୀମାକୁ ମାର୍ଚ୍ଚ ୨୨ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। CPET ପରୀକ୍ଷା ପାଇଁ ଆଗ୍ରହୀ ଥିବା ଛାତ୍ରଛାତ୍ରୀମାନେ ମାର୍ଚ୍ଚ ୨୨ ତାରିଖ…

ମୟୂରଭଞ୍ଜ ବହଳଦାରେ ଆଦିବାସୀ ନାବାଳିକାଙ୍କୁ ଅସଦାଚରଣ ପ୍ରସଙ୍ଗ

ତୁରନ୍ତ ହସ୍ତକ୍ଷେପ ପାଇଁ ଜାତୀୟ ଅନୁସୂଚିତ ଜାତି ଆୟୋଗର ଅଧ୍ୟକ୍ଷଙ୍କୁ ସ୍ମାରକପତ୍ର ପ୍ରଦାନ କଲା ବିଜେଡି ଭୁବନେଶ୍ୱର, ୧୯/୦୩/୨୦୨୬: ଗୁରୁବାର ଦିନ ଜାତୀୟ ଅନୁସୂଚିତ ଜାତି ଆୟୋଗର ମାନ୍ୟବର ଅଧ୍ୟକ୍ଷଙ୍କୁ ବିଜେଡିର ଏକ ପ୍ରତିନିଧି ମଣ୍ଡଳୀ ସ୍ମାରକପତ୍ର ପ୍ରଦାନ କରିଛି । ଓଡିଶାର ବିଭିନ୍ନ…

ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ରେ ହିନ୍ଦୁ ନବବର୍ଷ ପାଳିତ ।

ପଦ୍ମପୁର/ଶିବାଶିଷ ପଟ୍ଟନାୟକ:- ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ପାଳିତ ହୋଇଯାଇଛି। ଶିଶୁ ମନ୍ଦିର ପରିସରରେ ଦିବା ପର୍ଯ୍ୟାୟ ପ୍ରମୁଖ ମୁଦିରଥ ପଣ୍ଡା କାର୍ଯ୍ୟକ୍ରମ ର ଉଦ୍ଦେଶ୍ୟ କଥନ କରି ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ। ଜୀବନାନନ୍ଦ ଶତପଥୀ ଦୀପ…

ବେଲଗୁଣ୍ଠା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ପାଳିତ

ବେଲଗୁଣ୍ଠା, -୧୯/୦୩-(ଶିବରାମ ଚୌଧୁରୀ )-,ଗୁରୁବାର ଦିନ ବେଲଗୁଣ୍ଠା ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଚୈତ୍ର ଶୁକ୍ଳ ପ୍ରତିପଦା ତିଥିରେ ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ମହା ସମାରୋହରେ ପାଳିତ ହୋଇ ଯାଇଛି । ପରିଚାଳନା ସମିତିର ଅଧ୍ୟକ୍ଷ ବିଜୟ କୁମାର ସ୍ୱାଇଁ ,ଉପ ସଭାପତି କାଳୀଚରଣ…

କୋଡ଼ିଙ୍ଗାମାଳିରେ ଅଙ୍ଗାରକାମ୍ଳ ନିର୍ଗମନକୁ ଅଧା ହ୍ରାସ କରିଛି ବେଦାନ୍ତ ଆଲୁମିନିୟମ

ଇ.ଭି. ଲୋଡର ନିୟୋଜିତ ଦ୍ୱାରା ମିଳିଛି ସଫଳତା ଭୁବନେଶ୍ଵର, 19/03/2026: ଭାରତର ସର୍ବବୃହତ ଆଲୁମିନିୟମ୍ ଉତ୍ପାଦକ ବେଦାନ୍ତ ଆଲୁମିନିୟମ୍ ଏହାର କୋଡ଼ିଙ୍ଗାମାଳି ବକ୍ସାଇଟ୍ ଖଣିରେ ବୈଦ୍ୟୁତିକ ଯାନ (ଇ.ଭି.) ଲୋଡର ନିୟୋଜିତ କରି ଡି-କାର୍ବୋନାଇଜେସନ୍ ମାଇଲଖୁଣ୍ଟ ହାସଲ କରିଛି, ଯାହା ଏହାର…

ଭଞ୍ଜନଗରରେ ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ମହାଆଡମ୍ବରରେ ପାଳିତ

ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ:  ଅଦ୍ୟ ଦିବସ ରେ ସାରା ଭାରତବର୍ଷରେ ତଥା ରାଷ୍ଟରେ ପାଳିତ ହୋଇଛି, ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ।  କାଳଗଣନା ଆଧାରିତ ଚୈତ୍ର ଶୁକ୍ଳ ପ୍ରତିପଦା ହେଉଛି ସୃଷ୍ଟିର ସର୍ଜନା ଦିବସ ଓ କାଳ ଗଣନା ର ପ୍ରାରମ୍ଭ ଦିବସ ହୋଇଥାଏ। ତେଣୁ ଚୈତ୍ର ମାସ…