Sign in
Sign in
Recover your password.
A password will be e-mailed to you.
ଓଏଲଆଇସି ଅଧ୍ୟକ୍ଷ ଅମରେଶ ପତ୍ରୀଙ୍କ ବାଲେଶ୍ୱର ଡିଭିଜନ ଗସ୍ତ : କାର୍ଯ୍ୟ ସମୀକ୍ଷା ଓ କ୍ଷେତ୍ର ପରିଦର୍ଶନ
ଚାଷୀମାନଙ୍କ ସମସ୍ୟାକୁ ଦୃଷ୍ଟି ଦେଇ ପ୍ରକଳ୍ପ ନିର୍ମାଣକୁ ଗୁରୁତ୍ୱ ଦେବାକୁ ପରାମର୍ଶ
ଭୁବନେଶ୍ୱର: ଓଡିଶା ଉଠା ଜଳସେଚନ ନିଗମ ଅଧ୍ୟକ୍ଷ ଶ୍ରୀ ଅମରେଶ ପତ୍ରୀ ବୁଧବାର ବାଲେଶ୍ୱର ଜିଲ୍ଲାର ଓଏଲଆଇସି ଡିଭିଜନ କାର୍ଯ୍ୟାଳୟ ପରିଦର୍ଶନ କରି କାର୍ଯ୍ୟ ସମୀକ୍ଷା କରିବା ସହିତ କ୍ଷେତ୍ର ପରିଦର୍ଶନ…
ରାଜ୍ୟପାଳଙ୍କ ଦ୍ୱାରା ଉଜ୍ଜୟିନୀରେ ସ୍ଥାପିତ ନନ୍ଦିଘୋଷ ରଥ ଚକର ଲୋକାର୍ପଣ
ଭୁବନେଶ୍ୱର:ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଉଜ୍ଜୟିନୀର ଶ୍ରୀମୌନତୀର୍ଥ ପୀଠରେ ସ୍ଥାପିତ ନନ୍ଦିଘୋଷ ରଥ ଚକର ଲୋକାର୍ପଣ କରିଛନ୍ତିା ରାଜ୍ୟପାଳଙ୍କ ବ୍ୟକ୍ତିଗତ ଆଗ୍ରହ କ୍ରମେ ଏହା ସ୍ଥାପିତ ହୋଇଛିା ଏହି ଉପଲକ୍ଷେ ଆୟୋଜିତ ଏକ ଉତ୍ସବରେ ଅନ୍ଲାଇନ୍ରେ ଯୋଗଦେଇ ରାଜ୍ୟପାଳ ପ୍ରଫେସର ଲାଲ କହିଲେ ଯେ…
ପ୍ରଥମ ଶ୍ରେଣୀରେ ନାମ ଲେଖା ବୟସ : ସ୍ପଷ୍ଟ କଲେ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ
ଭୁବନେଶ୍ୱର: ଚଳିତ ଶିକ୍ଷା ବର୍ଷରେ ପ୍ରଥମ ଶ୍ରେଣୀରେ ନାମଲେଖା ବୟସକୁ ନେଇ ଜିଲ୍ଲା ଓ ବ୍ଲକ୍ ସ୍ତରରେ ତଥା ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ଗହଣରେ ଦ୍ୱନ୍ଦ ଉପୁଜିଥିଲାା ଯାହା ପ୍ରଥମ ଶ୍ରେଣୀରେ ନାମ ଲେଖାଇବା ପାଇଁ ଇଚ୍ଛୁକ ଥିବା ଛାତ୍ରଛାତ୍ରୀଙ୍କ ଅଭିଭାବକମାନଙ୍କୁ ଏକ ଦ୍ୱନ୍ଦାତ୍ମକ ସ୍ଥିତି…
ଜନ ଆନ୍ଦୋଳ ଯୋଗୁଁ ପୂର୍ବତଟ ରେଳପଥରୁ ଛାଡୁଥିବା ଓ ଆସୁଥିବା କିଛି ଟ୍ରେନ ପ୍ରଭାବିତ ହେବ
ଭୁବନେଶ୍ୱର: ଦକ୍ଷିଣ ପୂର୍ବ ରେଳପଥ ଅନ୍ତର୍ଗତ ଖଡ଼ଗ୍ପୁର ରେଳମଣ୍ଡଳର ଖଡ଼ଗ୍ପୁର-ଟାଟା ରେଳ ସେକ୍ସନ ମଧ୍ୟରେ ଖେମାସୁଲି ଷ୍ଟେସନରେ ଏବଂ ଆଦ୍ରl ରେଳମଣ୍ଡଳର ଅଧୀନରେ ଆଦ୍ରl-ଚାଣ୍ଡିଲ ରେଳ ସେକ୍ସନର କୁସ୍ତାୱର ଷ୍ଟେସନରେ ଆଦିବାସୀ କୁର୍ମି ସମାଜ ଦ୍ୱାରା ଜନ ଆନ୍ଦୋଳନକୁ ଦୃଷ୍ଟିରେ ରଖି ପୂର୍ବତଟ…
ଭୋଟରଙ୍କୁ ଆକୃଷ୍ଟ କରିବା ନିମନ୍ତେ ସମ୍ଭାବ୍ୟ ଅର୍ଥ କାରବାର ଉପରେ ରୋକ ଲଗାଇବା ଉପରେ ଗୁରୁତ୍ୱ
ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ନୋଡ଼ାଲ ଅଧିକାରୀଙ୍କ ବୈଠକ
ଭୁବନେଶ୍ୱର: ଝାରସୁଗୁଡ଼ା ଜିଲ୍ଲାର ୭-ଝାରସୁଗୁଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀରେ ହେବାକୁ ଥିବା ଉପନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ ପରିଚାଳନା କରିବା ନିମନ୍ତେ ଆଜି ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ମୁଖ୍ୟ ଶାସନ…
ବାସୁଦେବପୁର ପୋଲିସକୁ ବଡ ସଫଳତା: ଆନ୍ତଃରାଜ୍ୟ ଡକାୟତ ଗିରଫ ।
ବାସୁଦେବପୁର କିଛିଦିନ ଧରି ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଅଞ୍ଚଳ ରେ ଲଗାତାର ଚୋରି ଘଟଣା ବାସୁଦେବପୁର ପୋଲିସ ର ମୁଣ୍ଡ ବ୍ୟଥା ର କାରଣ ସାଜିଥିଲା। ବିଭିନ୍ନ ବାଣିଜ୍ୟ ପ୍ରତିଷ୍ଠାନ ଓ ଘରେ ପଶି ସୁନାଗହଣା, ଲାପଟପ୍, ମୋବାଇଲ ଆଦି ଚୋରିକରି ଖସିଯାଉଥିବା ଘଟଣା ପୋଲିସ ପାଇଁ ଚାଲେଞ୍ଜ…
“ଜାପାନ ଗଲାପରେ ଯଦି ଓଡିଶା ଶିଳ୍ପାୟନର ସୂର୍ଯ୍ୟୋଦୟ ହେଲା, ଏତେ ବର୍ଷ ହେଲା କଣ ଓଡିଶା ଅନ୍ଧାରରେ…
https://youtu.be/DdStWLPnAsU
ଏ ସବୁ ବି କେମିତି ଅଲାଜୁକ ଅଫିସର କେଜାଣି :
ଛି ଛି ..ବେକାର ଯୁବକ ଯୁବତୀଙ୍କ ପେଟକୁ ନାତ ମାରୁଛ ???
https://youtu.be/10o970NQpfs