ବିଳମ୍ବରେ ହେଲେ ବି ଟୁଇଟରରେ ମୁହଁ ଖୋଲିଲେ ଧର୍ମେନ୍ଦ୍ର

ଓଡ଼ିଶା ପ୍ରଶାସନ ପୂର୍ବପୁରୁଷଙ୍କୁ ସମ୍ମାନ କରନ୍ତୁ କିମ୍ବା ନ କରନ୍ତୁ କିନ୍ତୁ ଅସମ୍ମାନ କରନ୍ତୁ ନାହିଁ- ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ୱର - ଓଡ଼ିଶାର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ନବକୃଷ୍ଣ ଚୌଧୁରୀଙ୍କ ଅନୁଗୋଳର ଗୋପବନ୍ଧୁ ପାର୍କରେ…

“ଜ୍ଞାନ ପ୍ରକାଶ”ର ସପ୍ତମ ବାର୍ଷିକ ଉତ୍ସବ ଓ ଜାତୀୟ ସମ୍ମିଳନୀ : ସାହିତ୍ୟ ସମ୍ମାନରେ ସମ୍ମାନିତ ହେଲେ…

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବୌଦ୍ଧ ମାଟିର ଶିକ୍ଷା , ସାହିତ୍ୟ ଓ ସଂସ୍କୃତି ଭିତ୍ତିକ ପତ୍ରିକା "ଜ୍ଞାନ ପ୍ରକାଶ"ର ସପ୍ତମ ବାର୍ଷିକ ଉତ୍ସବ ଓ ଜାତୀୟ ସମ୍ମିଳନୀ ଭୂବନେଶ୍ୱର ସ୍ଥିତ ଜୟଦେବ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି।ଜ୍ଞାନ ପ୍ରକାଶର ସଭାପତି ଶ୍ରୀଯୁକ୍ତ ଜ୍ଞାନଚାନ୍ଦ…

ଜିଲ୍ଲା ସ୍ତରୀୟ ପୋଷଣ ପକ୍ଷ ଉଦଯାପିତ

ସୁନ୍ଦରଗଡ଼/ରାଉରକେଲା (ବସନ୍ତ କୁମାର ଜେନା):- ମାର୍ଚ ମାସ 20 ତାରିଖ ରୁ ଅପ୍ରେଲ ମାସ 3 ତାରିଖ ପର୍ଯ୍ଯନ୍ତ 15 ଦିନ ଧରି ଜିଲ୍ଲା ରେ ପାଳନ କରାଯାଉଥିବା ପୋଷଣ ପକ୍ଷ ଆଜି ଉଦଯାପିତ ହୋଇଯାଇଛି I କାର୍ଯ୍ୟକ୍ରମରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ପ୍ରଭାସିନୀ ଚକ୍ର ଜିଲ୍ଲା ରେ ଅତି…

ସୁନ୍ଦରଗଡ଼ ଠାରେ ଗୁଣି ଗାରେଡ଼ି ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ

ସୁନ୍ଦରଗଡ଼/ରାଉରକେଲା(ବସନ୍ତ କୁମାର ଜେନା):-ସ୍ଥାନୀୟ ପ୍ରଗତି ମଣ୍ଡପ ଠାରେଗୁଣି ଗାରେଡ଼ି ସନ୍ଦେହରେ ମହିଳା ମାନଙ୍କ ଉପରେ ହେଉଥିବା ଅତ୍ୟାଚାର କୁ ନେଇ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି | କର୍ମଶାଳା ରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଶ୍ରୀମତୀ ପ୍ରଭାସିନୀ ଚକ୍ର କାର୍ମଶାଳା ଆୟୋଜନ ର…

କର୍ମଚାରୀ ଅଭାବ ରୁ ଅକାମି ହୋଇଛି ଜଳ ସମ୍ପଦ ବିଭାଗ ଜିରିଡାମାଳି ସ୍ଥିତ କାର୍ଯ୍ୟାଳୟ

କାମାକ୍ଷାନଗର -ରାଜ୍ୟ ସରକାର ଙ୍କ ଜଳସମ୍ପଦ ବିଭାଗ ଅଧୀନରେ ଥିବା ରେଙ୍ଗାଳି ବାମ କେନାଲ ସର୍କଲ ଜିରିଡାମାଳି ସ୍ଥିତ କାର୍ଯ୍ୟାଳୟ ଏବେ ଖାଁ ଖାଁ l ନା ଅଛି ଉଚ୍ଚ ଅଧିକାରୀ ଙ୍କ ଦେଖା ନା ଅଛନ୍ତି ଆବଶ୍ୟକୀୟ କର୍ମଚାରୀ l ଯାହାର ଅସୁବିଧା ଭୋଗ କରୁଛନ୍ତି ସାଧାରଣ ଲୋକେ ଏବଂ ଅସହାୟ ବିଭାଗୀୟ…

ଜମଲା ରୋଗୀ କଲ୍ଯାଣ ସମିତି ବୈଠକ

ପଦ୍ମପୁର/ଶିବାଶିଷ ପଟ୍ଟନାୟକ :- ପଦ୍ମପୁର ଉପଖଣ୍ଡ ଜମଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ରୋଗୀ କଲ୍ଯାଣ ସମିତିର ବୈଠକ ବିଧାୟିକା ବର୍ଷା ସିଂ ବରିହା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଛି lଉକ୍ତ ବୈଠକରେ ରାଜବୋଡ଼ାସମ୍ବର ବ୍ଲକ୍ ଅଧ୍ୟକ୍ଷ ରଞ୍ଜିତ ସିଂ ବରିହା, ପ୍ରଶାନ୍ତ ମହାନ୍ତି, ଡା.…

ଓଡଗାଁ ମିଶନ ଶକ୍ତି ଭବନ ଉଦଘାଟିତ

ଓଡ଼ଗାଁ, (ଶ୍ରୀକାନ୍ତ କୁମାର ମିଶ୍ର): ଓଡଗାଁ ବ୍ଳକ ସ୍ୱୟଂ ସହାୟକ ଗୋଷ୍ଠୀ ଓଡିଶା ରାଜ୍ୟରେ ଏକ ସମ୍ମାନ ଜନକ ସ୍ଥିତିରେ ରହିଥିବା ବେଳେ ଦୃଢ଼ ଆତ୍ମବିଶ୍ୱାସ ରହିଲେ ଆପଣମାନେ ସ୍ୱାବଲମ୍ବୀ ହୋଇପାରିବେ। ଏବଂ ସ୍ଥାନୀୟ ଅଂଚଳରେ ଅର୍ଥନୈତିକ ଅଭିବୃଦ୍ଧି କାରଣରୁ ପରୋକ୍ଷରେ ଅନ୍ୟମାନେ ବି ଏହା…

ଦକ୍ଷିଣ-ପଶ୍ଚିମ ମୌସୁମୀକୁ ଆଖିରେ ରଖି ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ପ୍ଲାନ ପ୍ରସ୍ତୁତ କରି ପଠାଅ

ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ବୈଠକ,ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଭୁବନେଶ୍ୱର: ସ୍ୱତନ୍ତ୍ର ରିଲିଫ୍ କମିଶନର ତଥା ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ଆଜି ସମସ୍ତ ଜିଲ୍ଲାପାଳମାନଙ୍କ ସହ ବିପର୍ଯ୍ୟୟ ପରିଚାଳନା ସଂକ୍ରାନ୍ତୀୟ ବିଭିନ୍ନ ଦିଗ ସଂପର୍କରେ…