ଆଗାମୀ ପାଞ୍ଚ ବର୍ଷରେ ଦେଶର ଜିଡ଼ିପିରେ ଷ୍ଟାର୍ଟଅପ୍ ଅଭିବୃଦ୍ଧି ହାର ୫% ଛୁଇଁବ : ଶୁଭ୍ରକାନ୍ତ ପଣ୍ଡା

ଭୁବନେଶ୍ବର,: ଭାରତରେ ଷ୍ଟାର୍ଟଅପ୍ କ୍ଷେତ୍ରରେ ଦ୍ରୁତ ଅଭିବୃଦ୍ଧି ଘଟୁଛି ଏବଂ ଆସନ୍ତା ପାଞ୍ଚ ବର୍ଷରେ ଦେଶର ମୋଟ ଘରୋଇ ଉତ୍ପାଦ (ଜିଡ଼ିପି)ରେ ଏହାର ଅଭିବୃଦ୍ଧି ୫% ଛୁଇଁବ । ରାଉରକେଲା ସ୍ଥିତ ଜାତୀୟ ବୈଷୟିକ ଶିକ୍ଷାନୁଷ୍ଠାନ (ଏନଆଇଟି)ର ଛାତ୍ରଛାତ୍ରୀ ମାନଙ୍କ ସହ ଏକ ଆଲୋଚନା…

ରାଉରକେଲା ଯୁବ ଜନତା ଦଳ ପକ୍ଷରୁ ଓଡିଶା ମୋ ପରିବାର ଓ ଜୀବନ ବିନ୍ଦୁ ଅନୁକୂଲ୍ୟରେ ରକ୍ତ ଦାନ ଶିବିର ।

ରାଉରକେଲା, (ବସନ୍ତ କୁମାର ଜେନା):- ସରକାରୀ ଡାକ୍ତରଖାନାର ରକ୍ତ ଭଣ୍ଡାର ର ରକ୍ତ ସଙ୍କଟକୁ ମେଣ୍ଟାଇବା ପାଇଁ ରାଉରକେଲା ବିଜୁ ଯୁବ ଜନତା ଦଳ ପକ୍ଷରୁ ରାଜ୍ୟ ଯୁବ ସାଧାରଣ ସମ୍ପାଦକ ବିଭୁତି ପୁହାନଙ୍କ ନେତୃତ୍ବରେ,ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ଠାରେ ଓଡିଶା ମୋ ପରିବାରଓ ଜୀବନ ବିନ୍ଦୁ…

ଆଇଡବ୍ଲ୍ୟୁଏ ଉପଦେଷ୍ଟା ବୋର୍ଡରେ ମାଥି ଭାଥନନ

ଭୁବନେଶ୍ୱର,ତା୫ା୪: ଇଣ୍ଟରନ୍ୟାସନାଲ ୱାଟର ଆସୋସିଏସନ (ଆଇଡବ୍ଲ୍ୟୁଏ)ର ଉପଦେଷ୍ଟା ପରିଷଦରେ ବରିଷ୍ଠ ଆଇଏଏସ ଅଫିସର ତଥା ରାଜ୍ୟ ଗୃହ ର୍ନିମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଜି. ମାଥି ଭାଥନନଙ୍କୁ ସଦସ୍ୟ ଭାବେ ମନୋନୀତ କରାଯାଇଛି । ୧୧ ଜଣ ବୋର୍ଡ ସଦସ୍ୟଙ୍କ ମଧ୍ୟରେ ଶ୍ରୀ ଭାଥନନ…

ହତ୍ୟାକାରୀକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ।

ସୁନ୍ଦରଗଡ଼ /ରାଉରକେଲା,(ବସନ୍ତ କୁମାର ଜେନା):- ସୁନ୍ଦରଗଡ ଜିଲ୍ଲା ଵିଶ୍ରା ଥାନା ଅନ୍ତର୍ଗତ କଦଳୀଵାହଲ ଗ୍ରାମରେ ଜଣେ ମହିଳାଙ୍କୁ ଲୁହା ପାଇପରେ ପିଟି ପିଟି ହତ୍ୟା କରିବା ଘଟଣାରେ ଅଭିଯୁକ୍ତ ହତ୍ୟାକାରୀ ଅନୀଲ ଖାଲକୋଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଏହାସହ ହତ୍ୟାକାରୀକୁ ୨…

ଭବିଷ୍ୟତରେ ସ୍ମାର୍ଟ ଟେକ୍ନୋଲୋଜି ଓ ମଣିଷତ୍ୱ ମଧ୍ୟରେ ସନ୍ତୁଳନ ରଖିବାର ଆବଶ୍ୟକତା ରହିଛି: ପ୍ରଫେସର ଶ୍ରୀବାସ୍ତବ

ଭୁବନେଶ୍ୱର , ୫ ଏପ୍ରିଲ୍ : ସ୍ମାର୍ଟ ଟେକ୍ନୋଲୋଜିର ଉଦ୍‌ଭାବନ ପୃଥିବୀ ପୃଷ୍ଠରେ ଅନେକ ବୈପ୍ଳବିକ ପରିବର୍ତନ ଆଣିଛି । କିନ୍ତୁ ମଣିଷ ଉପରେ ଏହାର ଦୀର୍ଘ ମିଆଦୀ ପ୍ରଭାବ ଉପରେ ଅନୁଶୀଳନ କରିବାର ଆବଶ୍ୟକତା ରହିଛି ବୋଲି ବୁଧବାର ୟୁନିଭର୍ସିଟି ଗ୍ରାଂଟ୍ସ କମିଶନ (ୟୁଜିସି)ର ଭାଇସ୍ ଚେୟାରମ୍ୟାନ…

ଖଡ଼ଗ୍ପୁର ଓ ଆଦ୍ରl ରେଳମଣ୍ଡଳରେ ଜନ ଆନ୍ଦୋଳନ : ପ୍ରଭାବିତ ଟ୍ରେନ ଚଳାଚଳ

କିଛିର ମାର୍ଗ ପରିବର୍ତନ: କିଛି ଟ୍ରେନ୍ ବାତିଲ୍ ଓ ଆଂଶିକ ବାତିଲ୍ ଭୁବନେଶ୍ୱର : ଦକ୍ଷିଣ ପୂର୍ବ ରେଳପଥ ଅନ୍ତର୍ଗତ ଖଡ଼ଗ୍ପୁର ରେଳମଣ୍ଡଳର ଖଡ଼ଗ୍ପୁର-ଟାଟା ରେଳ ସେକ୍ସନ ମଧ୍ୟରେ ଖେମାସୁଲି ଷ୍ଟେସନରେ ଏବଂ ଆଦ୍ରl ରେଳମଣ୍ଡଳର ଅଧୀନରେ ଆଦ୍ରl-ଚାଣ୍ଡିଲ ରେଳ ସେକ୍ସନର କୁସ୍ତାୱର ଷ୍ଟେସନରେ…

ଉତ୍କଳ ଦିବସରେ ବେଦାନ୍ତ ଆଲୁମିନିୟମ୍ ପକ୍ଷରୁ ଓଡ଼ିଶାର ସମୃଦ୍ଧ ସଂସ୍କୃତି ଓ ଐତିହ୍ୟ ଉତ୍ସବ ପାଳନ

 ସମାଜ ପ୍ରତି ସେବା ପାଇଁ ପଦ୍ମ ବିଭୂଷଣ ସ୍ଥାପତ୍ୟ ଶିଳ୍ପୀ ଶ୍ରୀ ସୁଦର୍ଶନ ସାହୁଙ୍କ ସମେତ ଅନ୍ୟମାନଙ୍କୁ ସମ୍ବର୍ଦ୍ଧନା ଝାରସୁଗୁଡ଼ା/ ଲାଞ୍ଜିଗଡ଼: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ୍ ପକ୍ଷରୁ ଏହାର ଝାରସୁଗୁଡ଼ା ଓ ଲାଞ୍ଜିଗଡ଼ (କଳାହାଣ୍ଡି) କାର୍ଯ୍ୟ କ୍ଷେତ୍ରରେ…

ରେମୁଣା ଓ ସୋରୋ ସହରରେ ଭାରତର ସର୍ବବୃହତ୍ ଫ୍ୟାଶନ ଡେଷ୍ଟିନେସନ ଟ୍ରେଣ୍ଡ୍‌ସର ନୂଆ ଷ୍ଟୋର ଶୁଭାରମ୍ଭ

ବାଲେଶ୍ୱର: ଭାରତର ବୃହତମ ତଥା ଦିନକୁ ଦିନ ଦ୍ରୁତଗତିରେ ବୃଦ୍ଧି ପାଉଥିବା ରିଲାଏନ୍ସ ରିଟେଲ୍ ର ଆପାରେଲ ଏବଂ ଆସେସୋରୀ ସ୍ପେଶାଲିଟି ଚେନ୍ ଟ୍ରେଣ୍ଡ୍‌ସ ଓଡ଼ିଶାର ବାଲେଶ୍ୱର ଜିଲ୍ଲାର ରେମୁଣା ଓ ସୋରୋ ସହରରେ ନୂଆ ଷ୍ଟୋର ଶୁଭାରମ୍ଭ କରିଛି ।  ଟ୍ରେଣ୍ଡ୍‌ସ ବାସ୍ତବରେ ଭାରତର ଫ୍ୟାଶନ…

ମାତ୍ର ୮୯୯/- ଟଙ୍କାରେ ପିଟ୍ରନ ନୂଆ ବାସ୍ପୋଡ୍ ଏନ୍‌କୋର ଶବ୍ଦ ବାତିଲ କରୁଥିବା କଲିଂ ଇୟରବଡ୍

୩୦ଡିବି ର ଶବ୍ଦ ବାତିଲ, ୫୦ ଘଣ୍ଟା ର ପ୍ଲେଟାଇମ୍ ଏବଂ ଦୈନନ୍ଦିନ ବ୍ୟବହାର ପାଇଁ ଉନ୍ନତ ବୈଶିଷ୍ଟ୍ୟ ଥିବା ପକେଟ୍-ଫ୍ରେଣ୍ଡଲି ଇୟରବଡ୍ସ୍ କେବଳ ଫ୍ଲିପକାର୍ଟରେ ଲଞ୍ଚ୍ ହୋଇଛି ଭାରତ, ୩ ଏପ୍ରିଲ ୨୦୨୩ - ଦେଶର ଅଗ୍ରଣୀ ଇଲେକ୍ଟେ୍ରାନିr ବ୍ରାଣ୍ଡ୍ “ପିଟ୍ରନ” ପକ୍ଷରୁ 'ବେସ୍ପୋଡ୍ସ ଏନ୍‌କୋର 'କୁ…

“ଆମ ରାଉରକେଲା” ର ଉନ୍ନତିକରଣ ନେଇ ଅଭିନବ ପ୍ରୟାସ

ରାଉରକେଲା-(ବସନ୍ତ କୁମାର ଜେନା)-ଅନନ୍ତ ଉଦୟ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ରାଉରକେଲା ର ସିଭିକ ସେଣ୍ଟର ଠାରେ ଆଜି ଦିନ ତମାମ "ଆମ ରାଉରକେଲା" ଉପରେ ଆଲୋଚନା ଚକ୍ର,ବକ୍ତ୍ରୁତା,ପୁରସ୍କାର ବିତରଣୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଉଦଘାଟନୀ ଉତ୍ସବର ପ୍ରଥମ ସୋପାନରେ "ଆମ ରାଉରକେଲା" ଉପରେ ଏକ…