ପୁଣି ଜଣେ ଦରଦୀ ଅଭିଭାବକର ପରିଚୟ ଦେଲେ ବିଧାୟକ ସୁଶାନ୍ତ ସିଂହ

https://youtu.be/ybuiQ7SZORs ଆଉ ଏକ ଅନାଥ ଝିଅଙ୍କ ସମ୍ପନ୍ନ କରାଇଲେ ବାହାଘର ବରଗଡ :- ଏଇ ଗତ କିଛି ଦିନ ତଳେ ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ରେ ଜଣେ ମାଁ ବାପା ଛେଉଣ୍ଡ ଝିଅର ବାହାଘରେ ଝିଅ ପାଇଁ ଆବଶ୍ୟକ ଥିବା ଘର କରଣା ପାଇଁ ଆବଶ୍ୟକ ସମସ୍ତ ଜିନିଷ ପ୍ରଦାନ ଜରିବା ସହିତ ପରମ୍ପରା…

ବରଗଡ଼ ଜିଲ୍ଲାପାଳ ଙ୍କର ଦ୍ୱାରା ନୃସିଂହନାଥ ମନ୍ଦିର ପରିସରରେ ବୈଶାଖ ମେଳାର ସମୀକ୍ଷା ବୈଠକ

ବରଗଡ :- ଆଗାମୀ ମେ ମାସ ଏକ ତାରିଖ ରୁ ପାଞ୍ଚ ତାରିଖ ପର୍ଯନ୍ତ ହେବକୁ ଥିବା ମହାପ୍ରଭୁ ନୃସିଂହନାଥ ଜନ୍ମୋତ୍ସଵ ଓ ପ୍ରସିଦ୍ଧ ବୈଶାଖ ମେଳାର ଆଜି ତୃତୀୟ ବୈଠକ ରେ ବରଗଡ଼ ଜିଲ୍ଲାପାଳ ଶ୍ରୀମତୀ ମୋନିଶା ବାନାର୍ଜୀ ଙ୍କର ଦ୍ୱାରା ବିଶୃତ ସମୀକ୍ଷା କରା ଯାଇଛି । ମନ୍ଦିର ପରିସରରେ ବୈଶାଖ ମେଳା…

ଅପ୍ରେଲ୍‍ ୧୪ରୁ କିଟରେ ଦୁଇ ଦିନିଆ Y-20 କନ୍‍ସଲଟେଟିଭ୍‍ ସମ୍ମିଳନୀ

ଜି-୨୦ ଶିଖର ସମ୍ମିଳନୀର ସାମଗ୍ରିକ ଢାଞ୍ଚା ଅଧୀନରେ ଏହି ସମ୍ମିଳନୀ ଅନ୍ତର୍ଭୁକ୍ତ ଭୁବନେଶ୍ୱର: କିଟ୍‍ ବିଶ୍ୱବିଦ୍ୟାଳୟ ସମ୍ମାନଜନକ ୟୁଥ-୨୦ କନ୍‍ସଲଟେଟିଭ୍‍ ସମ୍ମିଳନୀ ଅପ୍ରେଲ୍‍ ୧୪ ଓ ୧୫ ତାରିଖ ଦୁଇ ଦିନ ଧରି ଆୟୋଜନ କରୁଛି। ଏହି ସମ୍ମିଳନୀ ଜି-୨୦ ଶିଖର ସମ୍ମିଳନୀର ସାମଗ୍ରିକ ଢାଞ୍ଚାରେ…

ବ୍ଲକ୍ ସ୍ତରୀୟ ଚାରି ଦିନିଆ ପ୍ରଶିକ୍ଷଣ ଶିବିର “ପ୍ରାରମ୍ଭ ମୋଡୁଲ ୨୦୨୨-୨୩ “

 ଯଶିପୁର : ମୟୂରଭଞ୍ଜ ଜିଲ୍ଲା ଯଶିପୁର ବ୍ଲକ ଅନ୍ତର୍ଗତ ବନ୍ଦିରାପୋଷି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ  ବ୍ଲକ୍ ସ୍ତରୀୟ ଚାରି ଦିନିଆ ପ୍ରଶିକ୍ଷଣ ଶିବିର "ପ୍ରାରମ୍ଭ ମୋଡୁଲ ୨୦୨୨-୨୩ " FLN ଅନୁଷ୍ଠିତ ହୋଇଯାଇଛି । ଗୋଷ୍ଠୀ ଶିକ୍ଷାଧିକାରୀ ଯଶିପୁର ଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ…

ଦେବଦର୍ହା ଠାରେ ପର୍ଯ୍ୟଟନ କ୍ଷେତ୍ର ର ବିକାଶ ପାଇଁ ଭୂମିପୂଜନ କଲେ ବିଧାୟିକା ବର୍ଷା ସିଂ ବରିହା

ଦେବଦର୍ହା ପ୍ରାଚୀନ ଶୈବପୀଠକୁ ଆସିବେ ଅଧିକ ପର୍ଯ୍ୟଟକ ପଦ୍ମପୁର:- ବରଗଡ଼ ଜିଲ୍ଲା ପଦ୍ମପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଦେବଦର୍ହା ଶୈବ ପୀଠ ଏକ ପ୍ରାଚୀନ ଶିବ ମନ୍ଦିର । ଓଡିଶା ତଥା ଛତିଶଗଡ଼ ରୁ ଏହି ପୀଠକୁ ବର୍ଷ ସାରା ଭକ୍ତ ଙ୍କର ସମାଗମ ହୋଇଥାଏ । ଗତ ଉପନିର୍ବାଚନ ପୂର୍ବରୁ ରାଜ୍ୟ…

ବାଲୁଗାଁ କଲେଜର ଯୁକ୍ତ ୩ ଛାତ୍ରୀ ଦୀପ୍ତି : ଅନେକ କଳା ପ୍ରତିଭାର ଅଧିକାରିଣୀ

ବାଲୁଗାଁ/ଖୋର୍ଦ୍ଧା:- (ସେକ୍ କୌସର୍)ବାଲୁଗାଁ କଲେଜର ଯୁକ୍ତ ୩ ଛାତ୍ରୀ ଦୀପ୍ତି ସାହୁ ବିଭିନ୍ନ ଜାଗାରେ ସ୍କୁଲ୍ ହେଉ କିମ୍ବା ନିଜ କଲେଜ ରେ ନିଜର କଳା ପ୍ରତିଭାକୁ ପଦର୍ଶନ କରି ସାଧାରଣରେ ସେ ଏବେ ବେଶ ଜଣା ଶୁଣା ଅଛନ୍ତି। ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ବଡ଼କୂଳ ଗ୍ରାମପଞ୍ଚାୟତ ସୁବୁଦ୍ଧି…

ଶହ ଶହ କୋଟି ଟଙ୍କା ଖର୍ଚ୍ଚ କରି ଛୁଟି କଟାଇବା ପାଇଁ ମନା ନାହିଁ, କିନ୍ତୁ ମୁଖ୍ୟମନ୍ତ୍ରୀ ରାଜ୍ୟର ଯୁବକ ମାନଙ୍କୁ ମିଛ…

 ଜାପାନରୁ କିଛି ନୂଆ ଶିଳ୍ପ ଆସୁଛି ନା ପୁରୁଣା ବହିରେ ନୂଆ ମଲାଟ ମଡ଼ାଇଛନ୍ତି ରାଜ୍ୟ ସରକାର  ମୁଖ୍ୟମନ୍ତ୍ରୀ ଓ ତାଙ୍କ ଟିମ୍ ବିଭିନ୍ନ କାର୍ଯ୍ୟର ବାହାନା ଦେଇ ଛୁଟି କାଟିବା ପାଇଁ ଜାପାନ ଗସ୍ତ କରିବା ପ୍ରହସନ ନୁହେଁ କି?  ୫ ଘଂଟାର କାର୍ଯ୍ୟ ପାଇଁ ୭ ଦିନ ଗସ୍ତ କରିବା ଓ…

ସିସିଏଲ ର ପ୍ରଥମ ସଂସ୍କରଣ ଉଦଘାଟିତ

ଭୁବନେଶ୍ୱର :ଜେମିନି ଆଇଟି କମ୍ପାନୀ ଦ୍ୱାରା ଆୟୋଜିତ କର୍ପୋରେଟ କ୍ରିକେଟ ଲିଗର ପ୍ରଥମ ସଂସ୍କରଣ ଆଜି ସ୍ଥାନୀୟ ୟୁନିଟ 2 ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ର ସ୍କାନ ଗ୍ରାଉଣ୍ଡ ରେ ଉଦଘାଟିତ ହୋଯାଇଅଛି | ଏହାକୁ ଜେମିନି କମ୍ପାନୀର ଡାଇରେକ୍ଟର ଶ୍ରୀ ଶ୍ରୀଦ୍ଧାର୍ଥ ସାମଲ ଫିତା କାଟି…

ଝାରସୁଗୁଡା ଉପନିର୍ବାଚନ : ବିଜେଡି ପକ୍ଷରୁ ବ୍ଲକ/ମୁନିସିପାଲିଟି ୱାରୀ ପର୍ଯ୍ୟବେକ୍ଷକ ନିଯୁକ୍ତ

ଭୁବନେଶ୍ୱର : ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଝାରସୁଗୁଡା ଉପନିର୍ବାଚନ ପାଇଁ ପୂର୍ବରୁ ତିନିଜଣ ପର୍ଯ୍ୟବେକ୍ଷକ ନିଯୁକ୍ତ ହୋଇଥିବା ବେଳେ ଆଜି ଦଳ ପକ୍ଷରୁ ବ୍ଲକ/ମୁନିସିପାଲିଟି ୱାରୀ ପର୍ଯ୍ୟବେକ୍ଷକ ନିଯୁକ୍ତ ହୋଇଛନ୍ତି ବୋଲି ଦଳର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ…

ନାଁକୁ ଉପଖଣ୍ଡ ଚିକିତ୍ସାଳୟ : ରୋଗୀସେବା ଏଠି ପ୍ରହସନ

୨୯ ରୁ ୪ ଡାକ୍ତର,୨୮ ରୁ ୬ ଷ୍ଟାଫ୍ ନର୍ସ ଙ୍କୁ ନେଇ ଚାଲିଛି ଉପଖଣ୍ଡ ଚିକିତ୍ସାଳୟ ଜରୁରୀ ସେବା ଯୋଗାଇବାରେ ଡାକ୍ତର ଅସମର୍ଥ କାମାକ୍ଷାନଗର - କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟ ରେ ୨୯ ରୁ ୪ ଜଣ ଡ଼ାକ୍ତର ରହିଥିବା ବେଳେ ୨୮ ଜଣ ରୁ ୬ ଜଣ ଷ୍ଟାଫ ନର୍ସ ରହିଥିବା ବେଳେ…