ନାଁକୁ ଉପଖଣ୍ଡ ଚିକିତ୍ସାଳୟ : ରୋଗୀସେବା ଏଠି ପ୍ରହସନ

୨୯ ରୁ ୪ ଡାକ୍ତର,୨୮ ରୁ ୬ ଷ୍ଟାଫ୍ ନର୍ସ ଙ୍କୁ ନେଇ ଚାଲିଛି ଉପଖଣ୍ଡ ଚିକିତ୍ସାଳୟ ଜରୁରୀ ସେବା ଯୋଗାଇବାରେ ଡାକ୍ତର ଅସମର୍ଥ କାମାକ୍ଷାନଗର - କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟ ରେ ୨୯ ରୁ ୪ ଜଣ ଡ଼ାକ୍ତର ରହିଥିବା ବେଳେ ୨୮ ଜଣ ରୁ ୬ ଜଣ ଷ୍ଟାଫ ନର୍ସ ରହିଥିବା ବେଳେ…

ସୁନ୍ଦରଗଡ଼ରେ ପ୍ରାକୃତିକ ପଦ୍ଧତିରେ ଚାଷ, ଲାଭବାନ ହେଉଛନ୍ତି ଆଦିବାସୀ ବର୍ଗର ଚାଷୀ

https://youtu.be/xP2kgvv53Qo • କୁତ୍ରା ବ୍ଲକର ତେଲିଘଣାରେ ପାଇଲଟ୍ କାର୍ଯ୍ୟକ୍ରମ • ୫୫ ଜଣ ଚାଷୀ, ୮୦ ଏକର ଜମି• ଦେଶୀ କିସମର ଧାନ ଓ ଚିନାବାଦାମ ଚାଷ• ପ୍ରାକୃତିକ ଉପାୟରେ ପ୍ରସ୍ତୁତ ସାର ବ୍ୟବହାର ସୁନ୍ଦରଗଡ଼ /ରାଉରକେଲା (ବସନ୍ତ କୁମାର ଜେନା):-  ପରିବେଶ ଅନୁକୂଳ କୃଷି ଏବଂ…

ଵନଖଣ୍ଡ ସ୍ତରୀୟ ଜିଆ ଖତ ପ୍ରସ୍ତୁତି ଓ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ

ସୁନ୍ଦରଗଡ/ବଣାଇଗଡ(ବସନ୍ତ କୁମାର ଜେନା):- ଵଣାଇଁ ବନ ବିଭାଗ ପକ୍ଷରୁ ବ୍ରାହ୍ମଣୀ ନଦୀ କୂଳରେ ଥିବା ନର୍ସରୀ ଠାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ଆତ୍ମ ନିର୍ଭରଶୀଳ କରିବା ଉଦ୍ଦେଶ୍ୟରେ ଆଜି ବନଖଣ୍ଡ ସ୍ତରୀୟ ଜିଆ,ଖତ ପ୍ରସ୍ତୁତି ଓ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି…

ଦୀର୍ଘ ଦୁଇ ମାସ ହେବ କେନାଭେଟା ଉପଡ଼ାକ ଘର ଅଚଳ ନେଇ ଧାରଣାରେ ବସିଲେ ଗ୍ରାମବାସୀ।

ସୁନ୍ଦରଗଡ଼ /ରାଉରକେଲା (ବସନ୍ତ କୁମାର ଜେନା):- ବଣେଇ ଉପଖଣ୍ଡର କେନାଭେଟା ଗ୍ରାମ ପଚାୟତର କେନାଭେଟା ଉପ ଡାକଘର ଦୀର୍ଘ ଦୁଇ ମାସ ହେବ ଅଚଳ ଘଟଣା କୁନେଇ ଧାରଣାରେ ବସିଲେ ଗ୍ରାମବାସୀ।ସୂଚନାରୁ ପ୍ରକାଶ ସରକାର ଲୋକଙ୍କ ସୁବିଧା ନିମନ୍ତେ ପ୍ରେତକ ଗ୍ରାମ ପଞ୍ଚାୟତ ରେ ଏକ ଉପ ଡାକଘର ସ୍ଥାପିତ…

ବଣ ମଇଁଷି ଆକ୍ରମଣ ରେ ଦୁଇ ଗୁରୁତର l

ଝାରବନ୍ଧ -ମନୋହର ଦାଶ:ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ଝାରବନ୍ଧ ଅଞ୍ଚଳ ରେ ବଣ ମଇଁଷି ଆକ୍ରମଣ ର ଶିକାର ହୋଇ ଦୁଇ ଜଣ ଗୁରୁତର ଅବସ୍ଥା ରେ ଡାକ୍ତରଖାନା ରେ ଚିକିତ୍ସିତ ହେଉଛନ୍ତି l ବିଳାସପୁର ଗ୍ରାମ ପଞ୍ଚାୟତ ଗଣପରା ଗ୍ରାମ ର ଜୟମତି ବିରିହା ମହୁଲଫୁଲ ଗୋଟାଇବାକୁ ଯାଇଥିବା ବେଳେ ଏକ ବଣ…

ପୂର୍ବ ଅପେକ୍ଷା ଆଗାମୀ ନିର୍ବାଚନ ରେ ଅଧିକ ଭୋଟ ରେ ବିଜୁ ଜନତା ଦଳ ଗଡ଼ରେ ପରିଣତ ହେବ ମାହାଙ୍ଗା ନିର୍ବାଚନ ମଣ୍ଡଳୀ-…

https://youtu.be/BdkqeFSTCGc ବିଧାୟକ ପ୍ରତାପ ଜେନା ଙ୍କ ସୁପାରିଶ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଙ୍କ ଅନୁମୋଦନ କ୍ରମେ ବିଜୁ ଜନତା ଦଳ କର୍ମକର୍ତ୍ତା ଙ୍କ ନାମ ଘୋଷଣା  (ମାହାଙ୍ଗା-ଦେବେନ୍ଦ୍ର ଷଡ଼ଙ୍ଗୀ)- ବିଜୁ ଜନତା ଦଳ ରାଜ୍ୟ ସଭାପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ…

କୋକନରା ରେ ଭୂମିପୂଜନ କଲେ ବିଧାୟିକା

ପଦ୍ମପୁର :- ପାଇକମାଲ ବ୍ଲକ୍ କୋକନରା ଗ୍ରାମରେ ଦାବୀ ରହିଥିବା ଥିବା କାର୍ଯ୍ୟ ଗୁଡିକର ଭୂମିପୂଜନ କଲେ ବର୍ଷା ସିଂ ବରିହା lଆଜି ବିଧାୟିକା ଶ୍ରୀମତୀ ବରିହା କୋକନରା ରେ ପହଁଞ୍ଚି ଗ୍ରାମରେ ଏକ ଲକ୍ଷ୍ମୀ ମଣ୍ଡପ, ହନୁମାନ ମନ୍ଦିର, ଭି ଏସ୍ ଏସ୍ କ୍ଲବ ପାଇଁ ବିଧିବଦ୍ଧ ଭାବେ ଭୂମିପୂଜନ କରିବା…

ସେବା ଏକ୍ସପ୍ରେସ ମେମୁ ଟ୍ରେନର ଇଞ୍ଜିନ ଅଚଳ: ଟ୍ରେନ ଚଳାଚଳରେ ବିଳମ୍ବ,ଯାତ୍ରୀ ହନ୍ତସନ୍ତ

ନୟାଗଡ଼,(ଲକ୍ଷ୍ମୀଧର ସାହୁ) :ନୟାଗଡ଼ ଭୁବନେଶ୍ୱର ଏବଂ ନୂଆଗାଁ ମଧ୍ୟରେ ଚଳାଚଳ କରୁଥବା ସେବା ଏକ୍ସପ୍ରେସ ମେମୁ ଟ୍ରେନର ଇଞ୍ଜିନ ଅଚଳ ହୋଇ ପଡ଼ିଛି । ଫଳରେ ଅନ୍ୟ ଏକ ବାହ୍ୟ ଇଞ୍ଜିନ ଦ୍ୱାରା ଏହି ଟ୍ରେନ ଏବେ ଚଳାଚଳ କରୁଛି । ଏହାଦ୍ୱାରା ନିର୍ଦ୍ଧାରିତ ସମୟର ବହୁ ବିଳମ୍ବରେ ଟ୍ରେନ ଚଳାଚଳ କରୁଥବା…

ଓଡ଼ିଶାର ସମସ୍ତ ଦୋକାନ ଏବଂ ବ୍ୟବସାୟିକ ପ୍ରତିଷ୍ଠାନ ଓଡ଼ିଆରେ ନାମ ଫଳକ ଲେଖିବା ବାଧ୍ୟତାମୂଳକ ।

ଶ୍ରମ ଏବଂ ରାଜ୍ୟ କର୍ମଚାରୀ ବୀମା ବିଭାଗ ତରଫରୁ ଏହାର କଡାକଡି ନିରୀକ୍ଷଣ କରାଯିବ ।  ଖିଲାପକାରୀ ସମସ୍ତ ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନମାନଙ୍କୁ ୭ ଦିନିଆ ନୋଟିସ ଦିଆଯିବ ।  ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଶ୍ରମ ଅଧିକାରୀ, ପୌରାଞ୍ଚଳ କାର୍ଯ୍ୟନିର୍ବାହୀ…

ଭାଇ ସାଜିଲା ଭଗାରୀ

ବରଗଡ :- ବରଗଡ ଜିଲ୍ଲା ପାଇକମାଲ ଥାନା ଅନ୍ତର୍ଗତ ଡୁଙ୍ଗୁରିପାଲି ଗ୍ରାମରେ କିଛି ସମୟ ପୂର୍ବରୁ ରାତି ପ୍ରାୟ ନା ଘଣ୍ଟା ସମୟରେ ପାରିବାରିକ କଳହ କୁ ନେଇ ଦୁଇ ଭାଇ ମନୋଜ ଓ ଉପେଦ୍ର ସୁନା ଭିତରେ ଝଗଡା ହୋଇଥିଲା । କଳହ ଏତେ ପରିମାଣ ରେ ବଢିଗଲା ଯେ ବଡ଼ ଭାଇ ଉପେନ୍ଦ୍ର , ସାନ ଭାଇ ମନୋଜ ସୁନା…