Sign in
Sign in
Recover your password.
A password will be e-mailed to you.
ସମ ହସ୍ପି୍ଟାଲ୍ରେ ନ୍ୟୁରୋମୋଡ୍ୟୁଲେସନ୍ ଲ୍ୟାବ୍ ଉଦ୍ଘାଟିତ
ଭୁବନେଶ୍ୱର, ୧୯/୦୭: ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲର ମାନସିକ ରୋଗ ବିଭାଗରେ ବୁଧବାର ଏକ ‘ନ୍ୟୁରୋମୋଡ୍ୟୁଲେସନ୍ ଲ୍ୟାବ୍’ ଉଦ୍ଘାଟିତ ହୋଇଯାଇଛି । ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରମୁଖ ଉପଦେଷ୍ଟା (ସ୍ୱାସ୍ଥ୍ୟ ବିଜ୍ଞାନ) ପ୍ରଫେସର (ଡାକ୍ତର) ଅଶୋକ…
ଛାତ୍ରଛାତ୍ରୀ, ପ୍ରଧାନଶିକ୍ଷକ, ସରପଞ୍ଚ ଓ ଅନ୍ୟମାନଙ୍କ ସହ 5T ସଚିବଙ୍କ ଆଲୋଚନା ଆରମ୍ଭ,
ଚତୁର୍ଥ ପର୍ଯ୍ୟାୟ 5T ସ୍କୁଲ ରୂପାନ୍ତର ନକ୍ସା ପ୍ରସ୍ତୁତ ।
ଭୁବନେଶ୍ୱର : 5T ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମ, ଛାତ୍ରଛାତ୍ରୀ ତଥା ଅଭିବାବକମାନଙ୍କ ମଧ୍ୟରେ ବିପୁଳ ଉତ୍ସାହ ସୃଷ୍ଟି କରିଛି। ସ୍କୁଲ ଭିତ୍ତିଭୂମିର ରୂପାନ୍ତର ସହିତ ପାଠ ପଢିବା ପାଇଁ ନୂତନ ସୁବିଧା ସୁଯୋଗର ବିକାଶ ଯଥା e…
ରାଜ୍ୟ ସରକାରଙ୍କୁ OMC ପ୍ରଦାନ କଲା 1420 କୋଟି ଟଙ୍କାର ଡିଭିଡେଣ୍ଡ
ଓଏମସି ପକ୍ଷରୁ ରାଜ୍ୟ ପୂର୍ତ୍ତ ତଥା ଇସ୍ପାତ ଓ ଖଣି ମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କଲେ ଡିଭିଡେଣ୍ଡ୍ ଚେକ୍
ଭୁବନେଶ୍ୱର, 19.7 - ଓଡ଼ିଶା ସରକାରଙ୍କ ଅଧିନସ୍ଥ ଓଡ଼ିଶା ଖଣି ନିଗମ ବା ଓଏମସି ଆଜି ଲୋକସେବା ଭବନ ଠାରେ ରାଜ୍ୟ ସରକାରଙ୍କୁ 2022-23 ଆର୍ଥିକ ବର୍ଷ ଲାଗି 1420 କୋଟି…
ମହାନଦୀ, ପୋଲାଭରମ, କୋଟିଆ ପ୍ରସଙ୍ଗକୁ ବିଜେଡି ଭୁଲିଗଲା କେମିତି ?: ଅନିଲ ବିଶ୍ୱାଳ
ମହାନଦୀକୁ ମା’ ବୋଲି କହୁଥିବା ମୁଖ୍ୟମନ୍ତ୍ରୀ, ଆଜି ଭୁଲିଗଲେ କେମିତି ?
ଟ୍ରିବ୍ୟୁନାଲରେ ଛତିଶଗଡ ସରକାର “କମନ ଫର୍ମାଟ”ରେ ତଥ୍ୟ ଦେଇସାରିଥିବା ବେଳେ ଓଡିଶା ସରକାର କାହିଁକି ଦେଇପାରିଲେ ନାହିଁ ?
ମହାନଦୀର ତଳମୁଣ୍ଡ ପାଇଁ ମୁଖ୍ୟମନ୍ତ୍ରୀ ନିଜେ ଘୋଷଣା କରିଥିବା ୧୩ଟି…
ଗଜପତି ଜିଲ୍ଲାକୁ ଭାରତ ସରକାରଙ୍କ ଦ୍ବାରା ଶ୍ରେଷ୍ଠ “ଭୂମି ସମ୍ମାନ” ପ୍ରଦାନ
https://youtu.be/vSQLY3RTU6M
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନ ପରିସରରେ ଭାରତ ସରକାରଙ୍କ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ତରଫରୁ ଗଜପତି ଜିଲ୍ଲାକୁ ଶ୍ରେଷ୍ଠ ପାରଦର୍ଶିତା ପାଇଁ " ଭୂମି ସମ୍ମାନ ପ୍ଲାଟିନାମ ପ୍ରମାଣ ପତ୍ର" ପ୍ରଦାନ କରାଯାଇଛି…
ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: କେନ୍ଦୁପତ୍ର ହିତାଧିକାରୀ ତୃତୀୟ ପର୍ଯ୍ୟାୟରେ ପାଇବେ ୫୬ କୋଟି ଟଙ୍କାର ବୋନସ୍ ଓ…
ଉପକୃତ ହେବେ ୮ ଲକ୍ଷରୁ ଉର୍ଦ୍ଧ୍ବ କେନ୍ଦୁପତ୍ର ହିତାଧିକାରୀ
୨୦୨୨ ଶସ୍ୟବର୍ଷରେ ସର୍ବକାଳୀନ ରେକର୍ଡ ପରିମାଣର ଆର୍ଥିକ ସହାୟତା-୨୫୦ କୋଟି ଟଙ୍କା
ଭୁବନେଶ୍ବର: ରାଜ୍ୟର କେନ୍ଦୁପତ୍ର ହିତାଧିକାରୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୨୦୨୨ ଶସ୍ୟବର୍ଷର ତୃତୀୟ…
ଅଧ୍ୟକ୍ଷା ସ୍ବର୍ଗତ ଭାନୁପ୍ରଭା ମିଶ୍ରଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏନଏସି ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ: ଅଭୁଲା…
ଘୁ.ଉଦୟଗିରି(ଅବନୀ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ଏନଏସି ପକ୍ଷରୁ ଏନଏସି ଅଧ୍ୟକ୍ଷା ସ୍ବର୍ଗତ ଭାନୁପ୍ରଭା ମିଶ୍ରଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏନଏସି କଲ୍ୟାଣ ମଣ୍ଡପ ଠାରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଛି I ଏହି ଶ୍ରଦ୍ଧାଞ୍ଜଳି ସଭାରେ କାର୍ଯ୍ୟନିର୍ବାହୀ ଅଧିକାରୀ…
ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ତରଫରୁ ଫିରିଙ୍ଗିଆ ତହସିଲ କାର୍ଯ୍ୟାଳୟ ସମୁଖରେ ଗଣଧାରଣା, ରାଲି ଓ ଭିକ୍ଷାଭ ସହ…
କନ୍ଧମାଳ (ଗଗନ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକରେ ଆଜି ରାଷ୍ଟ୍ରୀୟ ଏକତା ପରିଷଦ ଫିରିଙ୍ଗିଆ ବ୍ଲକ ତରଫରୁ ବିଭିନ୍ନ ଦାବି ନେଇ ରାଲି, ଗଣ ଧାରଣା, ଭିକ୍ଷାଭ ସହ ଫିରିଙ୍ଗିଆ ତହସିଲଦାର କାର୍ଯ୍ୟାଳୟରେ ତହସିଲଦାରଙ୍କୁ ଭେଟି କୋଡିଏ ଦଫା ଦାବି ସମ୍ବଳିତ ଏକ ଲିଖିତ ପତ୍ର…
ବରଗଡ଼ରେ ଓଡ଼ିଶା ମିଲେଟ୍ସ ମିଶନର ଚିତ୍ତାକର୍ଷକ କାର୍ଯ୍ୟକ୍ରମ
ବରଗଡ଼ : ଓଡ଼ିଶା ମିଲେଟ୍ସ ମିଶନ୍ ବରଗଡ଼ର ଲୋକମାନଙ୍କ ପାଇଁ ଏକ ଆକର୍ଷଣୀୟ କାର୍ଯ୍ୟକ୍ରମର ଆୟୋଜନ କରିଥିଲା । ଜୁଲାଇ ମାସ ୧୫ ଏବଂ ୧୬ ତାରିଖରେ ବରଗଡ଼ର ରିଲାଏନ୍ସ ଟ୍ରେଣ୍ଡସ ମଲ୍ ସାମ୍ନାରେ ଆୟୋଜିତ ହୋଇଥିବା “ଓଡ଼ିଶାର ମିଲେଟ୍ସ ବିଷୟରେ ଜାଣ” ଶୀର୍ଷକ କାର୍ଯ୍ୟକ୍ରମରେ ମୁଖ୍ୟତଃ…
ଟିପିଏସ୍ଓଡିଏଲ୍ ପକ୍ଷରୁ ସମ୍ପୂର୍ଣ୍ଣ ରୂପେ ମହିଳାଙ୍କ ଦ୍ୱାରା ପରିଚାଳିତ ମିଟର ପରୀକ୍ଷଣ ପ୍ରୟୋଗଶାଳା ଉଦଘାଟିତ
• ପ୍ରୟୋଗଶାଳାରେ ବାର୍ଷିକ ୩୫,୦୦୦-୪୫୦୦୦ ମିଟର ପରୀକ୍ଷଣ କରାଯିବ
* ସମ୍ପୂର୍ଣ୍ଣ ଭାବେ ମହିଳାଙ୍କ ଦ୍ୱାରା ପରିଚାଳିତ
ବ୍ରହ୍ମପୁର: ଓଡ଼ିଶାର ସ୍ଥାନୀୟ ମହିଳାମାନଙ୍କୁ ସଶକ୍ତ କରିବା ପ୍ରତିବଦ୍ଧତା ଅନୁସାରେ ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ଦକ୍ଷିଣ ଓଡ଼ିଶା…