Sign in
Sign in
Recover your password.
A password will be e-mailed to you.
ପୂର୍ବତଟ ରେଳପଥ ୱାଲଟିୟର ଡିଭିଜନ ଡି ଆର୍ ଏମ୍ ଙ୍କ ପାରଳାଖେମୁଣ୍ଡି ରେଳ ଷ୍ଟେସନ ଓ ଉନ୍ନୟନ କାର୍ଯ୍ୟକ୍ରମ ଅନୁଧ୍ୟାନ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପୂର୍ବତଟ ରେଳପଥ ୱାଲଟିୟର ଡିଭିଜନ ଡି ଆର୍ ଏମ୍ ତଥା ରେଳ ଡିଭିଜନ ମହା ପ୍ରବନ୍ଧକ ଶ୍ରୀ ଅନୁପ ଶତପଥୀ ମଙ୍ଗଳବାର ଦିନ ଏକ ସ୍ବତନ୍ତ୍ର ଟ୍ରେନ ଯୋଗେ ପାରଳାଖେମୁଣ୍ଡି ଗସ୍ତରେ ଆସି ସେଠାରେ ଦୀର୍ଘଦିନ ଧରି ଚାଲିଥିବା ରେଳ ଷ୍ଟେସନ ବିଲଡିଙ୍ଗ ଓ…
ବିଦ୍ୟାଳୟରେ ଆରମ୍ଭ ହେଲା “ହାଉସ ସିଷ୍ଟମ’
ହାଉସ ୟୁନିଫର୍ମ ପିନ୍ଧି ଚମକିଲେ ଛାତ୍ରଛାତ୍ରୀ
ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶରେ ସହାୟକ ହେବ
ଭୁବନେଶ୍ୱର: ଟି-ସାର୍ଟ ଓ ଘନନୀଳ ଟ୍ରାକ୍ ପ୍ୟାଣ୍ଟ୍ ୟୁନିଫର୍ମ ପିନ୍ଧି ପିଲାମାନେ ବେଶ୍ ଉତ୍ସାହିତା ହାଇସ୍କୁଲ ରୂପାନ୍ତରଣ ସହ ଲାଲ୍, ହଳଦିଆ, ସବୁଜ ଓ ନୀଳୟୁନିଫର୍ମରେ…
ଶ୍ରେଷ୍ଠ ରାଜ୍ୟ ଭାବେ ଓଡ଼ିଶାକୁ ମିଳିଲା “ଭୂମି-ସମ୍ମାନ’ ପୁରସ୍କାର
ପୁରସ୍କୃତ ହୋଇଥିବା ୬୮ ଜିଲ୍ଲା ମଧ୍ୟରେ ଓଡ଼ିଶାର ୧୯ଟି ଜିଲ୍ଲା
ଭୁବନେଶ୍ୱର:ଡିଜିଟାଲ୍ ଇଣ୍ଡିଆ ଲ୍ୟାଣ୍ଡ ରେକର୍ଡ ଆଧୁନିକୀକରଣ କାର୍ଯ୍ୟକ୍ରମ (ଡିଆଇଏଲ୍ଆର୍ଏମ୍ପି)ର ଲକ୍ଷ୍ୟଗୁଡ଼ିକୁ ପୂରଣ କରିବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଓଡ଼ିଶାକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭାରତର…
ରୋଟାରୀ କ୍ଲବ ରାଉରକେଲା ଭାଇବ୍ରାଣ୍ଟ ତରଫରୁ ପରିବେଶ ସଚେତନତା ଶିବିର
ରାଉରକେଲା,(ବସନ୍ତ କୁମାର ଜେନା): ରାଉରକେଲା ଭାଇବ୍ରାଣ୍ଟ ଓ ଜମୁନାନାକୀ ସ୍ଥିତ ସାଇଭେଲି ୱାଲ୍ଡ ଇନଷ୍ଟିଚ୍ୟୁଟ୍ ଅଫ ମେନେଜମେଣ୍ଟ ଆଣ୍ଡ ଟେକ୍ନୋଲୋଜୀ ର ମିଳିତ ଆନୁକୂଲ୍ୟରେ ଏକ ପରିବେଶ ସଂପର୍କୀତ ସଚେତନତା ଶିବିର ଉକ୍ତ ଶିକ୍ଷାନୁଷ୍ଠାନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଭାଇବ୍ରାଣ୍ଟର…
ଜଗତସିଂହପୁର ଜିଲ୍ଲାକୁ ଭାରତ ସରକାରଙ୍କ ଦ୍ଵାରା ଭୁମି ସମ୍ମାନ
ଜଗତସିଂହପୁର,ତା-୧୮.୦୭.୨୦୨୩/ସୁମନ୍ତ କୁମାର ଦାସ: ଜଗତସିଂହପୁର ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନ ପରିସରରେ ଭାରତ ସରକାରଙ୍କ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ତରଫରୁ ଜଗତସିଂହପୁର ଜିଲ୍ଲାକୁ ଏହାର ଶ୍ରେଷ୍ଠ ପାରଦର୍ଶିତା ପାଇଁ ଭୁମି ସମ୍ମାନ ପ୍ଲାଟିନାମ ପ୍ରମାଣପତ୍ର ପ୍ରଦାନ କରାଯାଇଛି।…
ନୟାଗଡ଼ ଜିଲ୍ଲାପାଳ ନୂଆଦିଲ୍ଲୀରେ ସମ୍ମାନୀତ
ନୟାଗଡ,(ଲକ୍ଷ୍ମୀଧର ସାହୁ):ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନ ପରିସରରେ ଭାରତ ସରକାରଙ୍କ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ତରଫରୁ ନୟାଗଡ଼ ଜିଲ୍ଲାକୁ “ଭୂମି ସମ୍ମାନ' ପ୍ରଦାନ କରାଯାଇଛି । ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୂର୍ମୁଙ୍କ କରକମଳରେ ଭୂମି ସଂସ୍କାର କ୍ଷେତ୍ରରେ ଭାରତର ଶ୍ରେଷ୍ଠ ୭୫…
କିସ୍କୁ ଇଣ୍ଟରନ୍ୟାସ୍ନାଲ୍ ଗ୍ରୀନ୍ ଗାଉନ୍ ପୁରସ୍କାର
ଭୁବନେଶ୍ୱର ୧୮ ।୭: ସ୍ଥାୟିତ୍ୱରେ ବିବିଧତା, ସମାନତା ଓ ଅନ୍ତର୍ଭୁକ୍ତିକରଣ ପାଇଁ କିସ୍କୁ ସମ୍ମାନଜନକ ଇଣ୍ଟରନ୍ୟାସ୍ନାଲ୍ ଗ୍ରୀନ୍ ଗାଉନ୍ ପୁରସ୍କାର ୨୦୨୩ ପ୍ରଦାନ କରାଯାଇଛି । ‘ଉଦୟ’ ପ୍ରକଳ୍ପ ପାଇଁ ଜୁଲାଇ ୧୭ତାରିଖରେ ଜାତିସଂଘର ସ୍ଥାୟୀ ବିକାଶ ସମ୍ପର୍କିତ ଉଚ୍ଚସ୍ତରୀୟ ରାଜନୈତିକ…
ସାମ୍ବାଦିକଙ୍କ ସ୍ୱାସ୍ଥ୍ୟ ବୀମା ଦୁଇ ଲକ୍ଷରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି ବିଷୟରେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର:କାର୍ଯ୍ୟରତ ସାମ୍ବାଦିକମାନଙ୍କ ପାଇଁ କାର୍ଯ୍ୟକାରୀ ହୋଇଥିବା ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ବୀମା ରାଶିର ପରିମାଣ ଦୁଇ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯିବା ବିଷୟ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଏହା ଦ୍ୱାରା ରାଜ୍ୟର ୮୭୧୭…
ବାସୁଦେବପୁରରେ ଯୁଗ୍ମ ଜନ ଶୁଣାଣି ସହ ବିଭିନ୍ନ କାର୍ଯ୍ୟ କର୍ମ ଶୁଭ ଉଦ୍ଘାଟନ
ବାସୁଦେବପୁର - ସୋମବାର ବାସୁଦେବପୁର ରେ ବିଭିନ୍ନ କାର୍ଯ୍ୟ କର୍ମ ଆୟୋଜିତ ହୋଇ ଯାଇଛି। ବାସୁଦେବପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସର ରେ ଯୁଗ୍ମ ଜନ ଶୁଣାଣି ଶିବିର ଆୟୋଜନ ହୋଇଛି। ଏଥିରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ସହ ବିଭିନ୍ନ ବିଭାଗ ର ଅଧିକାରୀ ମାନେ ଉପସ୍ଥିତ ରହି…
ଘୁ.ଉଦୟଗିରି ବ୍ଲକ ଠାରେ କନ୍ଧମାଳ ଜିଲାପାଳଙ୍କ ଅଭିଯୋଗ ଶୁଣାଣି ଅନୁଷ୍ଠିତ..
.ଘୁ.ଉଦୟଗିରି (ଅବନୀ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ପଞ୍ଚାୟତ ସମିତି ସଭା ଗୃହରେ କନ୍ଧମାଳ ଜିଲାପାଳ ଆଶିଷ ଈଶ୍ୱର ପଟେଲ ସୋମବାର ଦିନ ଅଭିଯୋଗ ଶୁଣାଣି କରିଥିଲେ । ସମୁଦାୟ ୩୮ ଟି ଅଭିଯୋଗର ଶୁଣାଣି ହୋଇଥିଲା । ସେଥି ମଧ୍ୟରୁ ବିଶେଷ କରି ଘର ନଥିବା ଲୋକଙ୍କୁ ବାସଗୃହ…